bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Genesis 43
Genesis 43
Odia - 1840
← Chapter 42
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 44 →
1
"ଏହି ସମୟରେ ସେ ଦେଶ ରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା।"
2
"ଯାକୁବର ପରବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ଯ ଖାଇ ଦେଲେ। ଯେତବେେଳେ ସହେି ଶସ୍ଯସବୁ ସରିଗଲା। ଯାକୁବ ତା'ର ପୁତ୍ରମାନଙ୍କୁ କହିଲେ, ମିଶରକୁ ୟାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ଯ ଖାଇବା ପାଇଁ ଆଣ।"
3
"କିନ୍ତୁ ଯିହୁଦା ଯାକୁବଙ୍କୁ କହିଲେ, ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦଇେ କହିଥିଲେ, 'ଯଦି ତୁମ୍ଭେ ତୁମ୍ଭର ଭାଇକୁ ମାେ ପାଖକୁ ନଆଣ ତବେେ ତୁମ୍ଭ ସହିତ କଥାବାର୍ତ୍ତା ହବେ ନାହିଁ।'"
4
"ଯଦି ତୁମ୍ଭେ ବିନ୍ଯାମୀନକୁ ଆମ ସହିତ ପଠାଅ। ତବେେ ଆମ୍ଭେ ୟାଇ ଶସ୍ଯ କ୍ରଯ କରିପାରିବୁ।"
5
"ଯଦି ତୁମ୍ଭେ ବିନ୍ଯାମୀନଙ୍କୁ ଆମ ସହିତ ନ ପଠାଅ। ତବେେ ଆମ୍ଭେ ଆଉ ସଠାେକୁ ୟିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦଇେଛି ଯେ ତୁମ୍ଭର ସାନଭାଇକୁ ନଆଣି ଏଠାକୁ ଆସିବ ନାହିଁ।"
6
"ଯାକୁବ କହିଲା, ତୁମ୍ଭମାନେେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭମାନେେ ମାେ ପାଇଁ ଏକ ଖରାପ କାର୍ୟ୍ଯ କାହିଁକି କଲ?"
7
"ଭାଇମାନେ ଉତ୍ତର ଦେଲେ, ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଲା। ସେ ଆମ୍ଭ ବିଷଯ ରେ ଓ ଆମ୍ଭ ପରିବାର ବଷଯ ରେ ସବୁ ଜାଣିବାକୁ ଚାହିଁଲା। ସେ ଆମ୍ଭମାନଙ୍କୁ ପଚାରିଲା, 'ତୁମ୍ଭର ପିତା କ'ଣ ଏବବେି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହ ରେ ଅଛି କି?' ଆମ୍ଭେ ଜାଣି ନଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।"
8
"ଏହାପରେ ଯିହୁଦା ତାଙ୍କର ପିତାଙ୍କୁ କହିଲେ, ବିନ୍ଯାମୀନକୁ ମାେ ସହିତ ୟିବାକୁ ଦିଅ। ମୁଁ ତା'ର ଯତ୍ନ ନବେି। ଆମ୍ଭମାନଙ୍କୁ ମିଶର ୟାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନଯାଉ ତବେେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ଯ ମରିବେ।"
9
"ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା' ପାଇଁ ଦାଯି ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫରୋଇ ନଆଣେ ତବେେ ତୁମ୍ଭେ ମାେତେ ଜୀବନ ସାରା ଦୋଷ ଦବେ।"
10
"ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ୟିବାକୁ ଦଇେଥାନ୍ତ, ଆମ୍ଭେ ସଠାେରେ ପହଞ୍ଚି ସାରି ଦୁଇଥର ଫରେି ଆସିଥାଆନ୍ତୁ।"
11
"ଏହାପରେ ତାଙ୍କର ପିତା ଇଶ୍ରାୟେଲ କହିଲେ, ଯଦି ଏହା ସତ୍ଯ ତବେେ ବିନ୍ଯାମୀନକୁ ତୁମ୍ଭ ସହିତ ନଇୟୋଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନଇୟୋଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁଗ୍ଗୁଳ ଓ ଗନ୍ଧରସ ନଇେ ୟାଅ।"
12
"ତୁମ୍ଭମାନେେ ଗତଥର ଯେତେ ଟଙ୍କା ନଇେଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫରୋଇ ଦଇେଥିଲେ ତାହାବି ନଇୟୋଅ କାରଣ ସେ ଏହା ଭୂଲ୍ ରେ ତୁମ୍ଭମାନଙ୍କୁ ଫରୋଇ ଦଇେଥିବେ।"
13
"ବିନ୍ଯାମୀନକୁ ନଇେ ତାଙ୍କ ପାଖକୁ ୟାଅ।"
14
"ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପାର୍ଥନା କରିବି, ସେ ରାଜ୍ଯପାଳଙ୍କୁ ଏପରି କହି ଦବେେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେଶିମିଯୋନ ଓ ବିନ୍ଯାମୀନଙ୍କୁ ନିରାପଦ ରେ ଫରୋଇ ଦବେେ। ଯଦି ନ ଫରୋନ୍ତି, ତବେେ ମାେତେ ପୁଣି ପୁତ୍ର ପାଇଁ ଶାେକ କରିବାକୁ ପଡ଼ିବ।"
15
"ତେଣୁ ସହେି ଭାଇମାନେ ସହେି ଉପହାର ଦଇେ ସହେି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସମାନଙ୍କେ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନଇଗେଲେ। ଏଥର ତାଙ୍କ ସହିତ ବିନ୍ଯାମୀନ ମଧ୍ଯ ମିଶରକୁ ଗଲେ। ସମାନେେ ଯେତବେେଳେ ସଠାେରେ ପହନ୍ଚିଲେ, ସମାନେେ ଯୋଷଫଙ୍କେୁ ଦେଖିବାକୁ ଗଲେ।"
16
"ଯୋଷଫେ ସମାନଙ୍କେ ସହିତ ବିନ୍ଯାମୀନକୁ ଦେଖିଲେ। ଯୋଷଫେ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ସହେି ଲୋକମାନଙ୍କୁ ମାରେ ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସହେି ଲୋକମାନେ ଆଜି ମାେ ସହିତ ମଧ୍ଯାନ୍ନ ଭୋଜନ କରିବେ।"
17
"ଦାସକୁ ଯେପରି କୁହା ୟାଇଥିଲା ସେ ଠିକ୍ ସହେିପରି କଲା। ସେ ସହେି ଲୋକମାନଙ୍କୁ ଯୋଷଫଙ୍କେ ଗୃହକୁ ପା େଛାଟି ନଲୋ।"
18
"ସହେି ଲୋକମାନେ ଭୟଭିତ ହାଇେ ଗଲେ ଯେତବେେଳେ ସମାନେେ ଯୋଷଫଙ୍କେ ଗୃହକୁ ଗଲେ। ସମାନେେ କହିଲେ, ଆମ୍ଭମାନଙ୍କୁ ଏଥର ଏଠାକୁ ଅଣା ୟିବାର କାରଣ ହେଉଛ ଗତଥର ଆମ୍ଭମାନେେ ଶସ୍ଯ ଅଖା ସହିତ ସହେି ଟଙ୍କା ନଇେ ୟାଇଥିଲୁ। ଆମ୍ଭ ବିରୁଦ୍ଧ ରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନଇେଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।"
19
"ଯେତବେେଳେ ଯୋଷଫଙ୍କେ ଭାଇମାନେ ଯୋଷଫଙ୍କେ ଦାସଙ୍କୁ ଭଟେିଲେ, ସମାନେେ ତାଙ୍କ ସହିତ ଯୋଷଫଙ୍କେ ଘରର ଦ୍ବାର ସମ୍ମୁଖ ରେ କଥା ହେଲେ।"
20
"ସମାନେେ କହିଲେ, ମହାଶୟ ଆମ୍ଭେ ପ୍ରତିଜ୍ଞା କରୁଛୁ ଯେ, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ଏହା ସତ୍ଯ ଅଟେ। ଗତଥର ଆମ୍ଭମାନେେ ଏଠାକୁ ଖାଦ୍ୟ କ୍ରଯ କରିବାକୁ ଆସିଥିଲୁ।"
21
"ୟିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବଳକେୁ ଆମ୍ଭମାନଙ୍କର ଟଙ୍କା ପ୍ରେତ୍ୟକକଙ୍କ ପଟ ମଧିଅରେ ଥିଲା।"
22
"ଆମ୍ଭେ ଜାଣି ନାହୁଁ ତାହା ସଠାେକୁ କିପରି ଗଲା। କିନ୍ତୁ ଆମ୍ଭମାନେେ ସହେି ଅର୍ଥ ତୁମ୍ଭକୁ ଦବୋ ପାଇଁ ଫରୋଇ ଆଣିଛୁ। କିଛି ଖାଦ୍ୟ ନଇୟିବୋ ପାଇଁ ଆଉ କିଛି ଅର୍ଥ ଆଣିଛୁ।"
23
"କିନ୍ତୁ ଦାସ ଉତ୍ତର ଦେଲେ, ଭୟ କରନାହିଁ। ମାେତେ ବିଶ୍ବାସ କର। ତୁମ୍ଭର ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର ଉପହାର ସ୍ବରୂପ ତୁମ୍ଭ ପଟ ରେ ପୁରା ୟାଇଥିଲା। ମାରେ ମନେ ଅଛି ତୁମ୍ଭେ ସହେି ଟଙ୍କା ଗତ ଥର ମାେତେ ଶସ୍ଯ କିଣିବା ସମୟରେ ଦଇେଥିଲ।"
24
"ସହେି ଦାସ ଏମାନଙ୍କୁ ଯୋଷଫଙ୍କେ ଗୃହକୁ ନଇଗେଲେ। ସେ ତାଙ୍କୁ ତାଙ୍କର ପାଦ ଧୋଇବା ପାଇଁ କିଛି ପାଣି ଦେଲେ। ଏହାପରେ ତାଙ୍କର ଗଧମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଗଲା।"
25
"ଭାଇମାନେ ଶୁଣିବାକୁ ପାଇଲେ ଯେ ସମାନେେ ଯୋଷଫଙ୍କେ ସହିତ ଖାଇବାକୁ ଯାଉଛନ୍ତି। ତେଣୁ ସମାନେେ ତାଙ୍କର ଉପହାର ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଲାଗିଲେ।"
26
"ଯୋଷଫେ ଗୃହକୁ ପ୍ରବେଶ କଲେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହାପରେ ସମାନେେ ଯୋଷଫଙ୍କେୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ।"
27
"ଯୋଷଫେ ସମାନଙ୍କେୁ ସମାନଙ୍କେର ଭଲମନ୍ଦ ବିଷଯ ରେ ପଚାରିଲେ। ତା'ପରେ ଯୋଷଫେ କହିଲେ, ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲ ରେ ବଞ୍ଚିଛନ୍ତି ତ?"
28
"ଭାଇମାନେ ଉତ୍ତର ଦେଲେ, ହଁ, ମହାଶୟ ଆମ୍ଭର ପିତା ଏବେ ଜୀବିତ। ଏବଂ ସମାନେେ ପୁନ୍ନର୍ବାର ଯୋଷଫଙ୍କେୁ ପ୍ରଣାମ କଲେ।"
29
"ଯେତବେେଳେ ଯୋଷଫେ ତାଙ୍କର ଭାଇ ବିନ୍ଯାମୀନକୁ ଦେଖିଲେ। ବିନ୍ଯାମୀନ ଓ ଯୋଷଫେ ଗୋଟିଏ ମା'ର ସନ୍ତାନ। ଯୋଷଫେ କହିଲେ, ଏହି କ'ଣ ତୁମ୍ଭର ସାନ ଭାଇ, ଯାହା ବିଷଯ ରେ ତୁମ୍ଭେ ମାେତେ କହୁଥିଲ? ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ କହିଲେ, ହେ ଆମ୍ଭର ପୁତ୍ର, ପରମେଶ୍ବର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।"
30
"ତା'ପରେ ଯୋଷଫେ ଆଉ ଅଧିକ ସମୟ ନିଜର ଦୟା ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶିଘ୍ର ସମାନଙ୍କେ ପାଖରୁ ଆଉ ଗୋଟିଏ କଠାେରୀକୁ ଗଲେ ଏବଂ କାନ୍ଦିଲେ।"
31
"ତା'ପରେ ସେ ନିଜକୁ ନିଯନ୍ତ୍ରଣ ରେ ରଖିଲେ ଓ ମୁହଁ ଧୋଇ ବାହାରକୁ ଆସିଲେ ଓ ତା'ପରେ କହିଲେ, ବର୍ତ୍ତମାନ ଖାଇବାର ସମୟ।"
32
"ଯୋଷଫେର ଦାସମାନେ ଯୋଷଫଙ୍କେ ପାଇଁ ଏକ ଟବେୁଲ, ଏକ ଟବେୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟବେୁଲ ମିଶ୍ରୀଯମାନଙ୍କ ପାଇଁ ଯେଉଁମାନେ ସମାନଙ୍କେ ସହିତ ବସି ଖାଇଲେ। କାରଣ ଏବ୍ରୀଯମାନଙ୍କ ସହିତ ଭୋଜନ କରିବା ମିଶ୍ରୀଯମାନଙ୍କର ପ୍ରଥା ନଥିଲା। ମିଶ୍ରୀଯମାନେ ଏବ୍ରୀଯମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବଚେିତ ହୁଏ।"
33
"ଯୋଷଫେର ଭାଇମାନେ ଯୋଷଫେର ଆଗ ଟବେୁଲ ରେ ଖାଇ ବସିଲେ। ତା'ର ଭାଇମାନେ ବଡ଼ରୁ ସାନ କ୍ରମ ରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଚାହୁଁଥାନ୍ତି। କ'ଣ ସବୁ ଘଟୁଛି ସମାନେେ ଆଶ୍ଚର୍ୟ୍ଯ ହେଉଥାନ୍ତି।"
34
"ଦାସମାନେ ଯୋଷଫଙ୍କେ ଟବେୁଲରୁ ଖାଦ୍ୟ ଆଣି ଅନ୍ୟ ଭାଇମାନଙ୍କୁ ପରଷୁଥାନ୍ତି। କିନ୍ତୁ ଦାସମାନେ ଅନ୍ୟ ଭାଇ ଅପେକ୍ଷା ବିନ୍ଯାମୀନକୁ ଅଧିକ ପାଞ୍ଚଥର ପରଷୁଥାନ୍ତି। ସମାନେେ ସମସ୍ତେ ଖାଇ ପିଇ ଆନନ୍ଦ କଲେ।"
← Chapter 42
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 44 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50