bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Habakkuk 3
Habakkuk 3
Odia - 1840
← Chapter 2
Jump to:
Chapter 1
Chapter 2
Chapter 3
1
"ଭବିଷ୍ଯଦ୍ବକ୍ତା ହବକୂକ୍ଙ୍କର ଶିଗିଯୋନତ୍ ପ୍ରାର୍ଥନା:"
2
"ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷଯ ରେ ଶୁଣିଛି ଏବଂ ମୁଁ ପରମେଶ୍ବରଙ୍କ ଭୟ ରେ ପରିପୂର୍ଣ୍ଣ ହାଇେଛି। ହେ ସଦାପ୍ରଭୁ, ଅତୀତ ରେ ଯେଉଁସବୁ ଶକ୍ତିଶାଳୀ କାର୍ୟ୍ଯ କରିଛ, ସେଥି ରେ ମୁଁ ଆଶ୍ଚର୍ୟ୍ଯାନ୍ବିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷଯ ରେ ଅନକେ ବଡ କାର୍ୟ୍ଯ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସହେି କୋରଧିତ ଅବସ୍ଥା ରେ ଆମ୍ଭପ୍ରତି ଦୟା କର।"
3
"ପରମେଶ୍ବର ତୈମନରୁ ଆସୁଛନ୍ତି। ସହେି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।"
4
"ଆଲୋକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ବଳ ଆଲୋକ ପ୍ରଦାନ କରେ। ତାଙ୍କର ଶକ୍ତି ସଠାେ ରେ ଲୁଚିଅଛି।"
5
"ରୋଗଗୁଡିକ ତାଙ୍କ ଆଗେ ଆଗେ ଚାଲିଲେ ଏବଂ ଧ୍ବଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।"
6
"ସଦାପ୍ରଭୁ ଦଣ୍ତାଯମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡି ଦେଲେ। ଯେଉଁ ପର୍ବତଗୁଡିକ ବହୁବର୍ଷ ପର୍ୟ୍ଯନ୍ତ ଛିଡା ହାଇେଥିଲେ ସଗେୁଡିକ ଧ୍ବଂସ ହେଲେ। ପୁରାତନ ପାହାଡଗୁଡିକର ମଧ୍ଯ ପତନ ହେଲା। କିନ୍ତୁ ପରମେଶ୍ବର ଅନନ୍ତକାଳସ୍ଥାଯୀ।"
7
"ମୁଁ ଦେଖିଲି କୂଶନର ନଗରଗୁଡିକ ଅସୁବିଧା ରେ ଥିଲେ। ମିଦିଯନର ଗୃହଗୁଡିକ ଭୟ ରେ ଥରିଲେ।"
8
"ହେ ସଦାପ୍ରଭୁ, ତୁମ୍ଭେ କ'ଣ ନଦୀ, ଝରଣା, ସମୁଦ୍ର ଉପ ରେ କୋରଧାନ୍ବିତ ହାଇେଥିଲ? ସେଥିପାଇଁ କ'ଣ ତୁମ୍ଭେ ତୁମ୍ଭର ଅଶ୍ବ ଏବଂ ରଥକୁ ଆରୋହଣ କଲ?"
9
"ତା'ପ ରେ ତୁମ୍ଭେ ଧନୁ କାଢିଲ। ଶପଥ ପୂର୍ବକ ତୀରଗୁଡିକୁ ନିକ୍ଷପେ କଲ। ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ବାରା ଭାଗ କଲ।"
10
"ପର୍ବତଗୁଡିକ ତୁମ୍ଭକୁ ଦେଖି ଥରିଲେ। ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା। ସମୁଦ୍ର ଭୟଙ୍କର ଗର୍ଜ୍ଜନ କଲା, ଢେଉଗୁଡିକ ଉପରକୁ ଉଠିଲା।"
11
"ସୂର୍ୟ୍ଯ ଚନ୍ଦ୍ର ତାଙ୍କର କକ୍ଷ ରେ ଛିଡା ହେଲେ। ଯେତବେେଳେ ସମାନେେ ତୁମ୍ଭର ବିଦ୍ଯୁତ୍ର ଉଜ୍ଜ୍ବଳ ଦେଖିଲେ ସମାନେେ ଆଲୋକ ଦବୋ ବନ୍ଦ କଲେ। ସହେି ବିଦ୍ଯୁତ୍ ପବନ ରେ ବର୍ଚ୍ଛା ଓ ତୀର ଗତି କଲାପରି କ୍ଷିପ୍ର ଥିଲା।"
12
"କୋର୍ଧ ରେ ତୁମ୍ଭେ ପୃଥିବୀ ଉପ ରେ ଗ୍ଭଲିଲ ଏବଂ ଦେଶଗୁଡିକୁ ଦଣ୍ତ ଦଲେ।"
13
"ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ। ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ। ପ୍ରତି ମନ୍ଦ ଗୃହ ରେ ଥିବା ମୁଖ୍ଯଙ୍କୁ ହତ୍ଯା କଲ। ତୁମ୍ଭେ ତାକୁ ଆପାଦମସ୍ତକ ଗ୍ଭବୁକରେ ପ୍ରହାର କଲ।"
14
"ତୁମ୍ଭେ ତା'ର ନିଜ ବର୍ଚ୍ଛା ରେ ତା'ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ। ସହେି ସୈନ୍ଯମାନେ ଶକ୍ତିଶାଳୀ ଝଡ ଭଳି ଆମ୍ଭ ବିରୁଦ୍ଧ ରେ ଲଢିବାକୁ ଆସିଥିଲେ। ଗୋଟିଏ ଗରିବ ଲୋକକୁ ଗୋପନ ରେ ଲୁଣ୍ଠନ କଲାପରି ସମାନେେ କଲେ।"
15
"କିନ୍ତୁ ତୁମ୍ଭେ ସହେି କାଦୁଅ ଓ ପ୍ରବଳ ଜଳଷୋର୍ତ ମଧ୍ଯଦଇେ ଘୋଡାକୁ ଝପଟାଇ ଦଲେ।"
16
"ମୁଁ ଯେତବେେଳେ ଏହି କଥା ଶୁଣିଲି ମାରେ ସମସ୍ତ ଶରୀର ଥରି ଉଠିଲା। ସହେି ଶଦ୍ଦ ରେ ମାେ ଓଷ୍ଠ ରେ କମ୍ପନ ହେଲା। ମାରେ ଅସ୍ଥିମଜ୍ଜା ରେ ମୁଁ ଦୁର୍ବଳ ହାଇେ ପଡିଲି। ମୁଁ ସହେି କମ୍ପନ ଅବସ୍ଥା ରେ ଥରିବାକୁ ଲାଗିଲି। ଯେତବେେଳେ ସମାନେେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସହେି ଆକ୍ରମଣ ଓ ଧ୍ବଂସର ଦିନଗୁଡିକ ଆସିବା ପାଇଁ ର୍ଧୈୟ୍ଯ ଧରି ଅପେକ୍ଷା କରିବି।"
17
"ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।"
18
"କିନ୍ତୁ ମିଁ ତଥାପି ସଦାପ୍ରଭୁଙ୍କଠା ରେ ଆନନ୍ଦ କରିବି ଏବଂ ପରମେଶ୍ବରଙ୍କୁ ମାରେତ୍ରାଣକର୍ତ୍ତା ଭାବି ଖୁସି ହବେି।"
19
"ସଦାପ୍ରଭୁ ମାରେ ପ୍ରଭୁ, ମାେତେ ଶକ୍ତି ଦିଅନ୍ତି, ମୁଁ ହରିଣ ପରି ଦ୍ରୁତଗତି ରେ ଦୌଡିବା ରେ ମାେତେ ସାହାୟ୍ଯ କରନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପରି ମାରେସ୍ପନ୍ଦିତ ବାଦ୍ଯୟନ୍ତ୍ର ରେ ସେ ପର୍ବତ ଉପରକୁ ମାେତେ ନିରାପଦ ରେ ଆଗଇେ ନିଅନ୍ତି।"
← Chapter 2
Jump to:
Chapter 1
Chapter 2
Chapter 3
All chapters:
1
2
3