bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Nahum 1
Nahum 1
Odia - 1840
Jump to:
Chapter 1
Chapter 2
Chapter 3
Chapter 2 →
1
"ଏହି ପୁସ୍ତକ ଇଲକୋଶୀଯ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧ ରେ ଏକ ଦୁଃଖବାର୍ତ୍ତା ଅଟେ।"
2
"ସଦାପ୍ରଭୁ ଇର୍ଷାପରାଯଣ ଏବଂ ପ୍ରତିଶାଧେ ପରାଯଣ। ସେ କୋରଧାନ୍ବିତ ହାଇେ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପ ରେ ସେ ପ୍ରତି ଶାଧେ ନିଅନ୍ତି। ସେ ତାଙ୍କର ଶତୃମାନଙ୍କ ଉପ ରେ ରାଗନ୍ତି।"
3
"ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ। ସଦାପ୍ରଭୁ ଅତି ଶକ୍ତିଶାଳୀ। ସେ ଦୋଷୀକୁ ଦଣ୍ତ ନଦଇେ କବେେ ଛାଡିବେ ନାହିଁ। ସେ ଯେଉଁଠାକୁ ୟାଆନ୍ତି ସଠାେ ରେ ଘୂର୍ଣ୍ଣିବାତ୍ଯା ଓ ଝଡ ସୃଷ୍ଟି ହୁଏ। ସଦାପ୍ରଭୁ ଗତି କଲା ବେଳେ ତାଙ୍କ ପାଦ ରେ ମେଘଗୁଡିକ ଧୂଳି ସ୍ବରୂପ ଉେଠ।"
4
"ସଦାପ୍ରଭୁ ଅତି କର୍କଶ ଭାବରେ ସମୁଦ୍ରକୁ ଗାଳି ଦବେେ ଏବଂ ସମୁଦ୍ର ଶୁଖିୟିବ। ସେ ନଦୀଗୁଡିକୁ ମଧ୍ଯ ଶୁଖାଇ ଦିଅନ୍ତି। ବାଶନ୍ ଓ କର୍ମିଲ ଶୁଷ୍କ ପଡିବ। ଏବଂ ଲିବା ନୋନର ଫୁଲଗୁଡିକ ମଉଳି ଯିବେ।"
5
"ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।"
6
"ସଦାପ୍ରଭୁଙ୍କ କୋର୍ଧ ବିରୁଦ୍ଧ ରେ କହେି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କୋର୍ଧକୁ କହେି ସହ୍ଯ କରିପାରିବେ ନାହିଁ। ତାଙ୍କର କୋରଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନ ରେ ପଥରଗୁଡିକ ଖଣ୍ତ ଖଣ୍ତ ହାଇଯେିବ।"
7
"ସଦାପ୍ରଭୁ ସର୍ବମଙ୍ଗଳମଯ। ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ୟିଏ ତାଙ୍କଠା ରେ ଆଶ୍ରଯ ନିଏ, ସେ ତା'ର ଯତ୍ନ ନିଅନ୍ତି।"
8
"କିନ୍ତୁ, ସେ ତାଙ୍କର ଶତୃମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ଯାଜଳ ପରି ସମାନେେ ଧୋଇ ହାଇଯେିବେ। ସେ ଅନ୍ଧକାର ରେ ଶତୃମାନଙ୍କୁ ଗୋଡ଼ାଇବେ।"
9
"ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ କାହିଁକି ଷଡୟନ୍ତ୍ର କରୁଛ? ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ବଂସ କରିବେ, ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ।"
10
"ତୁମ୍ଭମାନେେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇଯେିବ, ଏକ ଛନ୍ଦାଛନ୍ଦି ହାଇେଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡି଼ୟାଏ। ତୁମ୍ଭମାନେେ ମଦ୍ଯପମାନଙ୍କ ପରି ହବେ। ତୁମ୍ଭମାନେେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ଯ ଗ୍ରାସିତ ହବେ।"
11
"ଜଣେ ୟିଏ କି ସଦାପ୍ରଭୁଙ୍କ ବିରୁଦ୍ଧ ରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦବେ, ସପରେି ଲୋକ ତୁମ୍ଭମାନଙ୍କ ମଧ୍ଯରୁ ବାହାରି ୟାଇଛି।"
12
"ସଦାପ୍ରଭୁ ଯିହୁଦାକୁ ଏହିସବୁ କଥା କହିଲେ, ଅଶୂରୀଯର ଲୋକମାନେ ଅତି ବଳଶାଳୀ, ସମାନଙ୍କେର ବହୁ ସୈନ୍ଯ ଅଛନ୍ତି। କିନ୍ତୁ ସମାନେେ ସମସ୍ତେ ନିହତ ହାଇେ ଶଷେ ହବେେ। ହେ ମାରେ ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଦୁଃଖ ଦଲେୁ କିନ୍ତୁ ଆଉ ଅଧିକ ଦୁଃଖ ଦବୋନାହିଁ।"
13
"ଆମ୍ଭେ ତୁମ୍ଭମାନଙ୍କର ବକରେେ ଥିବା ଅଶୂରୀଯର ୟୁଆଳୀକୁ କାଢିନବୋ, ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦବୋ।"
14
"ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷଯ ରେ ଏହି ଆଦେଶ ଦେଲେ। ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କହେି ବଂଶଧର ରହିବେ ନାହିଁ। ତୁମ୍ଭମାନଙ୍କ କାରୁକାର୍ୟ୍ଯ ପିତୁଳାଗୁଡିକ ଓ ଧାତୁର ମୂର୍ତ୍ତିଗୁଡିକ ଯାହା କି ତୁମ୍ଭ ଦବେତାଙ୍କ ମନ୍ଦିର ରେ ଅଛି ସହେି ସବୁକୁ ଆମ୍ଭେ ଧ୍ବଂସ କରିବା। ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ କାରଣ ତୁମ୍ଭମାନେେ ଭ୍ରଷ୍ଟ ହାଇେଛ।"
15
"ହେ ଯିହୁଦା ଗ୍ଭହଁ! ପର୍ବତ ଆଡକୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ୟୁହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସହେି ମନ୍ଦ ଲୋକ ଆଉ ଆସିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରିପାରିବେ ନାହିଁ। କାହିଁକି ସମାନେେ ଆକ୍ରମଣ କରିପାରିବେ ନାହିଁ? କାରଣ ସହେି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ପାଇଛନ୍ତି।"
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3