bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Nehemiah 11
Nehemiah 11
Odia - 1840
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
1
"ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।"
2
"ଆଉ ଯେଉଁମାନେ ୟିରୁଶାଲମ ରେ ବାସ କରିବାକୁ ସ୍ବଇଚ୍ଛା ରେ ସମର୍ପଣ କଲେ, ଲୋକମାନେ ସମାନଙ୍କେର ଧନ୍ଯବାଦ କଲେ।"
3
"ପ୍ରଦେଶର ଏହି ପ୍ରଧାନବର୍ଗ ୟିରୁଶାଲମ ରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇଶ୍ରାୟେଲର ଅନ୍ୟ ନଗର ରେ ଲୋକମାନେ, ଯାଜକମାନେ, ଲବେୀୟମାନେ, ନଥୀନୀଯମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରେତ୍ୟକକ ନିଜ ନିଜ ନଗର ରେ ବାସ କଲେ।"
4
"ଯିହୁଦାର ବଂଶଧରଗୁଡିକ ମଧ୍ଯରୁ ଓ ବିନ୍ଯାମୀନର ବଂଶଧରଗୁଡିକ ମଧ୍ଯରୁ, କେତକେ ଲୋକ ୟିରୁଶାଲମ ରେ ବାସ କଲେ।"
5
"ବାଋକର ପୁତ୍ର ମା ସଯେ, ବାଋକ୍ କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାଯର ପୁତ୍ର, ହସାଯ ଅଦାଯାର ପୁତ୍ର, ଅଦାଯା ୟୋଯାରୀବର ପୁତ୍ର, ୟୋଯାରୀବ୍ ଜିଖରିଯର ପୁତ୍ର ଥିଲା। ଜିଖରିଯ ଶୀଲୋନିଯମାନଙ୍କର ଭବିଷ୍ଯତ୍ ବଂଶଧର ଥିଲା।"
6
"ପରେସର ବଂଶଧର ମାଟେ 468 ଜଣ ବୀର ପୁରୁଷ ୟିରୁଶାଲମ ରେ ବାସ କଲେ।"
7
"ବିନ୍ଯାମୀନର ବଂଶଧରମାନେ, ଯଥା: ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ୟୋଯଦରେ ପୁତ୍ର, ୟୋଯେଦ୍ ପଦାଯର ପୁତ୍ର ଥିଲା, ପଦାଯ କୋଲାଯାର ପୁତ୍ରଥିଲା, କୋଲାଯା ମା ସଯରେ ପୁତ୍ର ଥିଲା, ମା ସଯେ ଇଥୀଯଲରେ ପୁତ୍ର, ଇଥୀଯଲେ ୟିଶାଯାହର ପୁତ୍ର ଥିଲା।"
8
"ତାଙ୍କର ଭ୍ରାତାଗଣ ସହିତ ଗଦ୍ଦଯ, ସଲ୍ଲଯଆଦି 928 ଜଣ ଥିଲେ।"
9
"ସିଖ୍ରିର ପୁତ୍ର ଯାୟେଲ ସମାନଙ୍କେର ମୁଖ୍ଯ ଥିଲେ। ହସନଯାର ପୁତ୍ର ଯିହୁଦା ନଗରର ଦ୍ବିତୀୟ ଶାସକ ଥିଲେ।"
10
"ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,"
11
"ହିଲ୍କିଯର ପୁତ୍ର ସରାଯ, ହିଲ୍କିଯ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାଯୋତର ପୁତ୍ର, ମରାଯୋତ୍ ଅହୀଟୁବ୍ର ପୁତ୍ର, ସରାଯ ପରମେଶ୍ବରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।"
12
"ସମାନଙ୍କେର ଆତ୍ମୀଯମାନଙ୍କ ସହିତ ଏକାଠି ହାଇେ ଯେଉଁମାନେ ପରମେଶ୍ବରଙ୍କ ମନ୍ଦିର ରେ କାମ କରୁଥିଲେ ସମାନେେ 822 ଜଣ ଥିଲେ। ୟିରୋହମର ପୁତ୍ର ଅଦାଯା, ପଲଲିଯର ୟିରୋହମ ପୁତ୍ର, ଅମ୍ସିର ପୁତ୍ର ପଲଲିଯ, ଜିଖରିଯର ପୁତ୍ର ଅମସି, ପଶ୍ହୂରର ପୁତ୍ର ଜିଖରିଯ, ମଲ୍ଲିଯଲରେ ପୁତ୍ର ପଶ୍ହୂର।"
13
"ଅଦାଯାର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ, ଅସ ରେଲର ପୁତ୍ର ଅମଶଯ ସହେି ଅସ ରେଲ୍ ଅହସଯର ପୁତ୍ର, ଅହସଯ ମଶିଲ୍ଲମୋେତର ପୁତ୍ର, ମଶିଲ୍ଲମୋେତ୍ ଇମ୍ମରରେ ପୁତ୍ର।"
14
"ଆଉ ସମାନଙ୍କେ ଭାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀଯଲେ ସମାନଙ୍କେର ନିରୀକ୍ଷକ ଥିଲା।"
15
"ଲବେୀୟମାନଙ୍କ ମଧ୍ଯରୁ ଯଥା: ହଶୂବର ପୁତ୍ର ଶମଯିଯ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିଯର ପୁତ୍ର, ହସବିଯ ବୁନ୍ନିର ପୁତ୍ର।"
16
"ଲବେୀୟ ପ୍ରଧାନ ବର୍ଗମଧ୍ଯରୁ ଶଦ୍ଦଥଯ ଓ ୟୋଷାବଦ୍ ପରମେଶ୍ବରଙ୍କ ମନ୍ଦିରର ବାହାର କାର୍ୟ୍ଯର ନିରୀକ୍ଷକ ଥିଲେ।"
17
"ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।"
18
"ପବିତ୍ର ନଗରସ୍ଥ ଲବେୀୟମାନେ ସର୍ବ ମାେଟ୍ 284 ଜଣ ଥିଲେ।"
19
"ଦ୍ବାରପାଳ ଅକ୍କୁବ୍ ଟଲ୍ମୋନ ଓ ସମାନଙ୍କେର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରି ଥିଲେ, ସମାନେେ 172 ଜଣ ଥିଲେ।"
20
"ଇଶ୍ରାୟେଲର ଯାଜକମାନଙ୍କର ଓ ଲବେୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗର ରେ ପ୍ରେତ୍ୟକକ ନିଜ ନିଜର ସମ୍ପତ୍ତି ରେ ରହିଲେ।"
21
"ମନ୍ଦିରର ସବେକମାନେ ଓଫଲ ପର୍ବତ ରେ ବାସ କଲେ। ଆଉ ସୀହ ଓ ଗିଷ୍ପ ମନ୍ଦିରର ସବେକମାନଙ୍କର ମୂଖ୍ଯ ଥିଲେ।"
22
"ଉଷି ୟିରୁଶାଲମ ରେ ଲବେୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିଯର ପୁତ୍ର, ହଶବିଯ ୟିଏକି ମତ୍ତନିଯର ପୁତ୍ର, ମତ୍ତନିଯ ୟିଏକି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ବରଙ୍କ ମନ୍ଦିର ରେ ସବୋ କରୁଥିବା ଗାଯକର ଓ ଆସଫର ବଂଶଧର ଥିଲେ।"
23
"ରାଜା ଆଜ୍ଞା ଦେଲେ ଯେ, ପ୍ରେତ୍ୟକକ ଦିନ ଗାଯକମାନଙ୍କୁ ପୁରସ୍କାର ଦିଆୟିବା ଉଚିତ୍।"
24
"ଯିହୁଦାର ପୁତ୍ର ସରହରେ ବଂଶଜାତ ମଶଷେବଲରେ ପୁତ୍ର ପଥାହିଯ ଲୋକମାନଙ୍କ ସମସ୍ତ କାର୍ୟ୍ଯ ବିଷଯ ରେ ରାଜାଙ୍କୁ ଉପଦେଶ ଦେଲେ।"
25
"ଯିହୁଦାର ଲୋକମାନଙ୍କ ମଧ୍ଯରୁ କେତକେ କ୍ଷେତ୍ରସ୍ଥ ନଗର ରେ ଅର୍ଥାତ୍ କିରିଯଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗର ରେ, ୟିକବ୍ ସେଲ ଓ ତହିଁର ଗ୍ରାମ ରେ ରହିଲେ।"
26
"ଯଶୂେଯ ରେ, ମାେଲାଦା ରେ ଓ ବୈଥ୍ପଲଟେ ରେ,"
27
"ଆଉ ହତ୍ସର-ଶୁଯାଲ ରେ, ବରେଶବୋ ଓ ତହିଁର ଉପନଗର ରେ ରହିଲେ।"
28
"ଆଉ ସିକ୍କଗ ରେ, ମକୋନା ଓ ତହିଁର ଉପନଗର ରେ ରହିଲେ।"
29
"ଐନରିମ୍ମୋଣ ରେ, ସରାଯ ରେ ଓ ୟମୁର୍ତ ରେ,"
30
"ସା ନୋହ, ଅଦୁଲ୍ଲମ ଓ ତହିଁର ପାଶର୍ବବର୍ତ୍ତୀ ଗ୍ରାମ ରେ, ଲାଖୀଶ ଓ ତହିଁର କ୍ଷେତ୍ର ରେ, ଅ ସକୋ ଓ ତହିଁର ଗ୍ରାମ ରେ ବାସ କଲେ। ଏହିପରି ସମାନେେ ବେର୍ଶବୋଠାରୁ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଛାଉଣି କଲେ।"
31
"ବିନ୍ଯାମୀନ ସନ୍ତାନଗଣ ମଧ୍ଯ ଗବୋଠାରୁ ମିକ୍ମସ୍ ଓ ଅଯା ରେ, ବୈଥଲେ ଓ ତହିଁର ପାଶର୍ବବର୍ତ୍ତୀ ଗ୍ରାମଗୁଡିକରେ ବାସ କଲେ।"
32
"ଅନାଥୋତ, ନୋବ୍, ଓ ଅନନିଯା ରେ"
33
"ହାତ୍ସୋର, ରାମା, ଗିତ୍ତଯିମ ରେ,"
34
"ହାଦୀଦ, ସବୋଯିମ, ନବଲ୍ଲାଟ ରେ,"
35
"ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକା ରେ ବାସ କଲେ।"
36
"ଆଉ ଯିହୁଦା ରେ ବାସ କରୁଥିବା କେତକେ ଲବେୀୟ ବିନ୍ଯାମୀନ ସହିତ ସଂୟୁକ୍ତ ହେଲେ।"
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
All chapters:
1
2
3
4
5
6
7
8
9
10
11
12
13