bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Proverbs 16
Proverbs 16
Odia - 1840
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 17 →
1
"ମନୁଷ୍ଯ କଳ୍ପନା କରେ। କିନ୍ତୁ ନିର୍ଣ୍ଣଯ ସଦାପ୍ରଭୁଙ୍କ ପାଖରୁ ଆ ସେ।"
2
"ଜଣେ ଲୋକ ଭାବେ ସେ ଯାହା କହୁଛି, ତାହା ଠିକ୍। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ପରୀକ୍ଷା କରନ୍ତି।"
3
"ସଦାପ୍ରଭୁଙ୍କଠା ରେ ତୁମ୍ଭର ସମସ୍ତ କାର୍ୟ୍ଯ ସମର୍ପଣ କର। ତବେେ ତୁମ୍ଭେ ସବୁ କାର୍ୟ୍ଯ ରେ ଜଯୟୁକ୍ତ ହବେ।"
4
"ସଦାପ୍ରଭୁ ପ୍ରେତ୍ୟକକ ବିଷଯକୁ ତହିଁର ନିଜ ଉଦ୍ଦେଶ୍ଯ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଚାର ରେ ଦୁଷ୍ଟମାନେ ବିନାଶ ହବେେ।"
5
"ସଦାପ୍ରଭୁ ସହେିମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଭାବନ୍ତି ସେ ସମସ୍ତଙ୍କଠାରୁ ଶ୍ ରେଷ୍ଠତର। ସଦାପ୍ରଭୁ ଏହିପରି ଗର୍ବୀ ଲୋକମାନଙ୍କୁ ନିଃସନ୍ଦହେ ରେ ଦଣ୍ଡିତ କରିବେ।"
6
"ଦୟା ଓ ସତ୍ଯତା ରେ ପାପର ପ୍ରାଯଶ୍ଚିତ ହୁଏ। ସଦାପ୍ରଭୁ ବିଷଯକ ଭୟ ଦ୍ବାରା ମନୁଷ୍ଯମାନେ କୁକ୍ରିଯା ତ୍ଯାଗ କରନ୍ତି।"
7
"ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।"
8
"ଅନ୍ଯାଯ ରେ ପ୍ରଚୁର ରୋଜଗାର, ଧାର୍ମିକତା ରେ ଅଳ୍ପ ରୋଜଗାର ହିଁ ଭଲ ଅଟେ।"
9
"ମନୁଷ୍ଯର ମନ ଆପଣାର ପଥ ବିଷଯ ରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଚାଲିବାକୁ ନିର୍ଦ୍ଦେଶ କରନ୍ତି।"
10
"ଯେତବେେଳେ ରାଜା ଯାହା କହନ୍ତି ତାହା ନିଯମ ହାଇୟୋଏ। ତେଣୁ ତା'ର ବିଚାର ସ୍ବଚ୍ଛ ହବୋ ଉଚିତ୍।"
11
"ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ଯବହାର କରିବାକୁ ବଟକରାସବୁ ତିଆରି କଲେ।"
12
"କୁକର୍ମ କରିବା ରାଜାଙ୍କ ନିମନ୍ତେ ଘୃଣାର ବିଷଯ, ଯେ ହତେୁ ଧାର୍ମିକତା ରେ ସିଂହାସନ ସ୍ଥିରୀକୃତ ହୁଏ।"
13
"ଧର୍ମୟୁକ୍ତ କଥା ରାଜାଙ୍କ ପାଇଁ ତୁଷ୍ଟିକର। ସମାନେେ ଯଥାର୍ଥ କରନ୍ତି ଯେଉଁମାନେ ପ୍ ରମେ କରନ୍ତି।"
14
"ରାଜାଙ୍କର କୋରଧ ମୃତ୍ଯୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।"
15
"ରାଜାର ପ୍ରସନ୍ନ ବଦନ ରେ ଜୀବନ ଥାଏ। ତାଙ୍କର ଅନୁଗ୍ରହ ଶଷେ ବର୍ଷାର ମେଘସ୍ବରୂପ।"
16
"ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବଚେନା ପାଇବା ରୂପାଠାରୁ ଅଧିକ ମୂଲ୍ଯବାନ।"
17
"ଧାର୍ମିକ ଲୋକମାନଙ୍କର ଚଳଣି ଅଧର୍ମର ବହୁତ ଦୂର ରେ। ଯେଉଁ ଲୋକ ଆପଣା ପଥ ଜଗି ଚାଲେ, ସେ ଆପଣା ପ୍ରାଣ ରକ୍ଷା କରେ।"
18
"ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।"
19
"ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ଯ ଭାଗ କରିବା ଅପେକ୍ଷା ଦରିଦ୍ରତାର ସହିତ ନମ୍ର ହବୋ ଭଲ।"
20
"ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କରେ, ସେ ସାଫଲ୍ଯ ଅର୍ଜନ କରେ। ପୁଣି ସହେି ଲୋକ ଧନ୍ଯ ଯେ ସଦାପ୍ରଭୁଙ୍କଠା ରେ ନିର୍ଭର କରେ।"
21
"କିଏ ଜ୍ଞାନୀ ବା ବୁଦ୍ଧିମାନ, ଲୋକମାନେ ଜାଣିପାରିବେ। ବାକ୍ଯର ମିଷ୍ଟତା ପାଣ୍ଡିତ୍ଯ ବଢ଼ାଏ।"
22
"ସଦବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ବରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।"
23
"ଜ୍ଞାନବାନର ହୃଦଯ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା'ର ବାକ୍ଯ ପାଣ୍ଡିତ୍ଯ ବଢ଼ାଏ।"
24
"ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ବାସ୍ଥ୍ଯ ପାଇଁ ଉତ୍ତମ।"
25
"ମନୁଷ୍ଯର ଦୃଷ୍ଟି ରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ଯୁ ରେ ହିଁ ଶଷେ ହୁଏ।"
26
"ପରିଶ୍ରମକାତର କ୍ଷୁଧା ତାକୁ ପରିଶ୍ରମ କରିବାକୁ ବାଧ୍ଯ କରେ। ତା'ର ଭୋକିଲା ପାଟି କଠିନ ପରିଶ୍ରମ ପାଇଁ ଅଭିୟାନ କରନ୍ତି।"
27
"ପାପାଧାମ ଲୋକ ଅନିଷ୍ଟ କଳ୍ପନା କରେ। ଏବଂ ତାହାର ବାକ୍ଯଗୁଡ଼ିକ ଅଗ୍ନିପରି ଜଳେ।"
28
"କୁଟିଳ ମନୁଷ୍ଯ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ବ ନଷ୍ଟ କରନ୍ତି।"
29
"ଅତ୍ଯାଚାରୀ ଆପଣା ମିତ୍ରଗଣକୁ ଭୁଲିୟାଏ। ଏବଂ ପ୍ରତିବେଶୀକୁ କୁପଥରେ କଢ଼ାଇ ନିଏ।"
30
"ଯେଉଁ ଲୋକ ଆପଣା ଆଖି ମିଞ୍ଜି ମିଞ୍ଜି କରେ, ସେ କୁଟିଳ ବିଷଯ କଳ୍ପନା କରେ, ଏବଂ ଯେ ଆପଣା ଓଷ୍ଠ ଜାବୁଡ଼ି ଧ ରେ, ମନ୍ଦକର୍ମ ସିଦ୍ଧ କରୁଥାଏ।"
31
"ପାଚିଲା କେଶ ଶାେଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।"
32
"ଯେ କୋରଧ ରେ ଧୀର, ସେ ବୀର ଅପେକ୍ଷା ଶ୍ ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପ ରେ କତ୍ତୃର୍ତ୍ବ କରେ, ସେ ନଗର ବିଜଯୀଠାରୁ ଭଲ।"
33
"ନିଷ୍ପତ୍ତି ପାଇଁ ଗୁଳିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆ ସେ।"
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31