bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Romans 12
Romans 12
Odia - 1840
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
1
"ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।"
2
"ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।"
3
"ପରମେଶ୍ବର ମାେତେ ବିଶଷେ ଅନୁଗ୍ରହ ପ୍ରଦାନ କରୁଥିବାରୁ ମାରେ ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ବର ଯେଉଁ ପ୍ରକାରର ବିଶ୍ବାସ ତୁମ୍ଭକୁ ଦଇେଛନ୍ତି, ସହେି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର।"
4
"ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀର ରେ ଅନକେ ପ୍ରକାରର ଅଙ୍ଗ ଅଛି। ଏହି ଅଙ୍ଗ ଗୁଡିକ ଏକା ଭଳି କାମ କରନ୍ତି ନାହିଁ।"
5
"ସହେି ଭଳି ଆମ୍ଭେ ସଂଖ୍ଯା ରେ ଅନକେ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ଆମ୍ଭେ ଏକ ଶରୀରର ବିଭିନ୍ନ ଭଳି ଆମ୍ଭେ ପ୍ରେତ୍ୟକକ ଅନ୍ୟର ପରିପୂରକ।"
6
"ଏହି ଭଳି ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା'ଠା ରେ ଥିବା ବିଶ୍ବାସ ଅନୁସାରେ ତାହାକୁ ବ୍ଯବହାର କରୁ। ଯଦି କାହାକୁ ଭବିଷ୍ଯଦ୍ ବାଣୀର ଦାନ ମିଳିଛି, ତା' ହେଲେ ସେ ନିଜର ବିଶ୍ବାସ ଅନୁସାରେ ଭବିଷ୍ଯଦ୍ ବାଣୀ କରୁ।"
7
"ଯଦି କାହାକୁ ସବୋ କରିବା ପାଇଁ ଅନୁଗ୍ରହ ଦାନ ମିଳିଛି ତବେେ ସେ ନିଜକୁ ସବୋ ପାଇଁ ଅର୍ପଣ କରୁ। ଯଦି କାହାକୁ ଶିକ୍ଷା ବା ଉପଦେଶ ଦବୋ ଅନୁଗ୍ରହ ଦାନ ମିଳିଛି, ତା ହେଲେ ସେ ନିଜକୁ ପ୍ରଚ୍ଭାର କାର୍ୟ୍ଯ ରେ ଲଗାଇ ଦେଉ।"
8
"ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ବନା ଦବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ଲୋକମାନଙ୍କୁ ସାନ୍ତ୍ବନା ଦେଉ। ଯଦି କାହାକୁ ଦାନ ଦବୋ ଅନୁଗ୍ରହ ଦାନ ମିଳିଛ ତା' ହେଲେ ସେ ଖାେଲା ମନ ରେ ଦାନ କରୁ। ଯଦି କାହାକୁ ନତେୃତ୍ବ ନବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ମନ ପ୍ରାଣ ଢାଳି ନତେୃତ୍ବ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦଖାଇବୋ ଅନୁଗ୍ରହ ଦାନ ମିଳିଛି ତା' ହେଲେ ସେ ଆନନ୍ଦ ମନ ରେ ଦୟା ଦଖାେଉ।"
9
"ତୁମ୍ଭର ପ୍ ରମେ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର।"
10
"ଭଲ କାର୍ୟ୍ଯ ରେ ଜଡିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ ରମେ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଚ୍ଭାହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।"
11
"ପରମେଶ୍ବରଙ୍କ କାମ କରିବା ରେ ଉତ୍ସାହ ପ୍ରକାଶ କର। ତାଙ୍କ ସବୋ କାର୍ୟ୍ଯ ରେ ଆଳସ୍ଯ କର ନାହିଁ। ପରମେଶ୍ବରଙ୍କୁ ସବୋ କଲା ବେଳେ ଆତ୍ମିକ ଭାବରେ ଉଦ୍ ଯୋଗ ହୁଅ।"
12
"ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ଭୁଖୀନ ହବୋ ବେଳେ ତୁମ୍ଭେ ର୍ଧୈୟ୍ଯ ଧର। ନିରନ୍ତର ପ୍ରାର୍ଥନା କର।"
13
"ପରମେଶ୍ବରଙ୍କ ନିଜ ଲକମାନଙ୍କେର କାମ ରେ ସାହାୟ୍ଯ କର। ଯେଉଁ ମାନଙ୍କୁ ସାହାୟ୍ଯ ଦରକାର ସମାନଙ୍କେ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସମାନଙ୍କେୁ ଅତିଥି ଭାବରେ ସ୍ବାଗତ କର।"
14
"ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସମାନଙ୍କେ ପ୍ରତି ତୁମ୍ଭେ ଭଲ ଆଚରଣ କର। ସମାନଙ୍କେୁ ଅଭିଶାପ ଦିଅ ନାହିଁ, ବରଂ ସମାନଙ୍କେୁ ଭଲ କଥା କୁହ।"
15
"ଯେତବେେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭମାନେେ ସମାନଙ୍କେ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲା ବେଳେ ତୁମ୍ଭମାନେେ ତାହାଙ୍କ ସହିତ ଦୁଃଖିତ ହୁଅ।"
16
"ନିଜ ଭିତ ରେ ମିଳିମିଶି ଶାନ୍ତି ରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟ ରେ ମହତ୍ତ୍ବପୂର୍ଣ୍ଣ ନୁହଁନ୍ତି, ସମାନଙ୍କେ ସହିତ ସାଙ୍ଗ ହବୋ ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।"
17
"ମନ୍ଦ ପ୍ରତିବଦଳ ରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସହେିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।"
18
"ଲୋକଙ୍କ ସହିତ ଶାନ୍ତି ରେ ରହିବା ପାଇଁ ଯଥାସାଧ୍ଯ ଚେଷ୍ଟା କର।"
19
"ତୁମ୍ଭମାନଙ୍କ ପ୍ରତି ଭୁଲ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ବରଙ୍କ କୋର୍ଧ ଦ୍ବାରା ଦଣ୍ତିତ ହବୋ ଲାଗି ଅପେକ୍ଷା କର। ଶାସ୍ତ୍ର ରେ ଲୋଖା ଅଛି: ପରମେଶ୍ବର କହିଛନ୍ତି, ଦଣ୍ତ ଦବୋ ମାରେ କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦବେି।"
20
"କିନ୍ତୁ ତୁମ୍ଭମାନେେ ଏପରି କରିବା ଉଚିତ୍: ଯଦି ତୁମ୍ଭର ଶତୃ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତୃ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ। ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରିପାରିବ।"
21
"ମନ୍ଦ ଦ୍ବାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।"
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16