bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Zechariah 10
Zechariah 10
Odia - 1840
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 11 →
1
"ବସନ୍ତ ଋତୁ ରେ ବର୍ଷା ହବୋପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କବଳେ ବିଦ୍ଯୁତ୍ ପ୍ ରରଣେ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରେତ୍ୟକକଙ୍କୁ କ୍ଷତରେ ଘାସ ପ୍ରଦାନ କରନ୍ତି।"
2
"କାରଣ ମୂର୍ତ୍ତିଗୁଡିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ଯ କହିଥିଲେ ଏବଂ ଭବିଷ୍ଯଦ୍ବକ୍ତାମାନେ ମିଥ୍ଯା ଦର୍ଶନ ଦେଖିଥିଲେ। ସମାନେେ ମୂଲ୍ଯହୀନ ସ୍ବପ୍ନ ଏବଂ ସମାନେେ ମିଥ୍ଯା ସାନ୍ତ୍ବନା ଦେଲେ। ସେଥିପାଇଁ ସମାନେେ ମଷେ ତୁଲ୍ଯ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସମାନଙ୍କେର କୌଣସି ମଷେପାଳକ ନାହାନ୍ତି।"
3
"ଆମ୍ଭେ ବିଶଷେଭାବରେ ପାଳକମାନଙ୍କ ଉପ ରେ କୋରଧାନ୍ବିତ। ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ କାର୍ୟ୍ଯ କରିବା ଯେଉଁମାନେ ମଷେପଲର ଯତ୍ନ ନିଅନ୍ତି। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତ ରେ ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। ସେ ସମାନଙ୍କେୁ ଏକ ଯୋଦ୍ଧା ଅଶ୍ବ ପରି ତିଆରି କରିବେ।"
4
"କଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ୟୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ଯାଧିପତି, ଏକତ୍ର ଯିହୁଦାରୁ ଆସିବେ।"
5
"ସମାନେେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦବେେ। ସମାନେେ ୟୁଦ୍ଧ କରି ଶତୃପକ୍ଷର ଅଶ୍ବାରୋହୀମାନଙ୍କୁ ମଧ୍ଯ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି।"
6
"ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ଯ ଆମ୍ଭେ ଯୋଷଫେର ଗୃହକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ପୁନଃସ୍ଥାପନ କରିବା କାରଣ ସମାନଙ୍କେ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହବେ ଯେପରିକି ଆମ୍ଭେ ସମାନଙ୍କେୁ କବେେ ପ୍ରତ୍ଯାଖ୍ଯାନ କରିନାହୁଁ। ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଏବଂ ଆମ୍ଭେ ସମାନଙ୍କେର ପାର୍ଥନା ଶୁଣିବା।"
7
"ଇଫ୍ରଯିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ଯଟି ପରି ଖୁସି ହବେେ। ସମାନଙ୍କେର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସମାନଙ୍କେର ହୃଦଯ ସଦାପ୍ରଭୁଙ୍କଠା ରେ ଉଲ୍ଲସିତ ହବେ।"
8
"ଆମ୍ଭେ ତୂରି ବଜାଇବା ଏବଂ ସମାନଙ୍କେୁ ଏକତ୍ରୀତ କରାଇବା। ଆମ୍ଭେ ସମାନଙ୍କେୁ ଦାସତ୍ବରୁ ମୁକ୍ତ କରିଅଛୁ ଓ ସମାନେେ ଯେପରି ବହୁ ସଂଖ୍ଯା ରେ ଥିଲେ ସହେିପରି ବହୁ ସଂଖ୍ଯା ରେ ପୂର୍ଣ୍ଣ ହବେେ।"
9
"ଯଦିଓ ଆମ୍ଭେ ଦେଶଗୁଡିକ ମଧିଅରେ ସମାନଙ୍କେୁ ବିଛାଡି ଦଇେଛୁ, ସମାନେେ ସହେି ଦୂର ସ୍ଥାନ ରେ ଆମ୍ଭକୁ ମନେ ପକାଇବେ। ସମାନେେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସମାନେେ ଫରେିବେ।"
10
"ଆମ୍ଭେ ସମାନଙ୍କେୁ ମିଶରରୁ ଫରୋଇ ଆଣିବା ଏବଂ ଅଶୂରରୁ ଏକତ୍ରୀତ କରିବା। ଆମ୍ଭେ ସମାନଙ୍କେୁ ଗିଲିଯଦରୁ ଏବଂ ଲିବାନୋନ୍ରୁ ଫରୋଇ ଆଣିବା ଏବଂ ସମାନଙ୍କେ ପାଇଁ ୟଥେଷ୍ଟ ସ୍ଥାନ ନଥିବ।"
11
"ସମାନେେ ଦାରୁଣ ବ୍ଯଥାର ସମୁଦ୍ର ମଧ୍ଯଦଇେ ପାର ହବେେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିୟିବ। ଅଶୂରର ଗର୍ବ ନତ ହବେ ଏବଂ ମିଶରର ରାଜଦଣ୍ତ ଗ୍ଭଲିୟିବ।"
12
"ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମ ରେ, ସମାନେେ ସବୁସ୍ଥାନକୁ ଯିବେ। ଏହା ସଦାପ୍ରଭୁ କହିଥିଲେ।"
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 11 →
All chapters:
1
2
3
4
5
6
7
8
9
10
11
12
13
14