bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Zephaniah 2
Zephaniah 2
Odia - 1840
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
1
"ହେ ନିଲର୍ଲଜ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହୁଅ।"
2
"ତୁମ୍ଭ ଉପ ରେ ବିଗ୍ଭର ଆସିବା ପୂର୍ବରୁ, ତୁଷ ପରି ସୁଯୋଗ ହରାଇବା ପୂର୍ବରୁ, ସଦାପ୍ରଭୁଙ୍କର କୋରଧ ତୁମ୍ଭ ଉପ ରେ ଆସିବା ପୂର୍ବରୁ, ସଦାପ୍ରବୁଙ୍କର ଭୟଙ୍କର କୋର୍ଧର ଶଷଦେିନ ଆସିବା ପୂର୍ବରୁ, ତୁମ୍ଭମାନେେ ଏକତ୍ରୀତ ହୁଅ।"
3
"ସବୁ ବିନଯୀ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଆସ! ତାଙ୍କ ବ୍ଯବସ୍ଥାକୁ ମାନ। ଧର୍ମର ଅନ୍ବଷେଣ କର, ନମ୍ରତାର ଅନ୍ବଷେଣ କର, ହୁଏତ ସଦାପ୍ରଭୁ ତାଙ୍କର କୋରଧ ଦଖାଇେଲା ବେଳେ ତୁମ୍ଭମାନେେ ନିରାପଦ ହବେ।"
4
"ଘସା ରେ କାହାରିକୁ ଛଡାୟିବ ନାହିଁ। ଅସ୍କିଲୋନ ଧ୍ବଂସ ହବେ, ମଧ୍ଯାହ୍ନ ସୁଦ୍ଧା ଲୋକମାଙ୍କୁ ଅସଦୋଦ୍ ଛାଡିବାକୁ ବାଧ୍ଯ କରାୟିବ। ଇକ୍ରୋଣ ଶୂନ୍ଯ ହାଇଯେିବ।"
5
"ତୁମ୍ଭେ କରେଥୀଯର ଲୋକମାନେ, ତୁମ୍ଭମାନେେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷଯ ରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭମାନେେ ସମସ୍ତେ ଧ୍ବଂସ ହବେ। ତୁମ୍ଭମାନଙ୍କ ମଧ୍ଯରୁ କହେି ବଞ୍ଚିବେ ନାହିଁ।"
6
"ସମୁଦ୍ର ନିକଟରେ ଥିବା ଭୂମି ମଷେପାଳକ ଓ ସମାନଙ୍କେର ମଷେମାନଙ୍କ ପାଇଁ ଶୂନ୍ଯ ହାଇଯେିବ।"
7
"ତା'ପ ରେ ସହେି ରାଜ୍ଯ ଯିହୁଦାର ରକ୍ଷାକର୍ତ୍ତାଙ୍କ ଅଧିକାରକୁ ଆସିବ। ସଦାପ୍ରଭୁ ଯିହୁଦାର ସହେି ଲୋକମାନଙ୍କୁ ସ୍ମରଣ କରିବେ। ସହେି ଲୋକମାନେ ବିଦେଶ ରେ ବନ୍ଦୀ। କିନ୍ତୁ ସଦାପ୍ରଭୁ ସମାନଙ୍କେୁ ଫରୋଇ ଆଣିବେ। ତା'ପ ରେ ଯିହୁଦାର ଲୋକମାନେ ସମାନଙ୍କେର ମଷଗେୁଡିକୁ ସହେି ପଡିଆ ରେ ଚରିବାକୁ ଦବେେ। ସନ୍ଧ୍ଯା ବେଳେ ଅସ୍କିଲୋନର ଶୂନ୍ଯ ଗୃହ ରେ ସମାନେେ ପଡି ରହିବେ।"
8
"ସଦାପ୍ରଭୁ କୁହନ୍ତି, ଆମ୍ଭେ ଶୁଣିଛୁ ମାଯାେବ ଓ ଅମ୍ମାନରେ ଲୋକମାନେ କ'ଣ କହିଲେ। ସହେି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସମାନେେ ନିଜର ରାଜ୍ଯକୁ ବଢାଇବା ପାଇଁ ସମାନଙ୍କେର ଜମି ସବୁ ଅକ୍ତିଆର କଲେ।"
9
"ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।"
10
"ମାୟୋବ ଓ ଅମ୍ମାନରେ ଲୋକମାନଙ୍କ ପାଇଁ ଏହିସବୁ ଘଟିବ କାରଣ ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର ହାଇେଥିଲେ ଏବଂ ସମାନଙ୍କେୁ ଅପମାନିତ କରିଥିଲେ।"
11
"ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।"
12
"ଏପରିକି ଇଥିଓପିଆର ଲୋକମାନଙ୍କୁ ମଧ୍ଯ ସଦାପ୍ରଭୁଙ୍କର ଖଡ୍ଗ ବିନାଶ କରିବ।"
13
"ସଦାପ୍ରଭୁ ଉତ୍ତରକୁ ଯିବେ ଏବଂ ଅଶୂରକୁ ଦଣ୍ତ ଦବେେ। ନୀନିବୀ ଗୋଟିଏ ଶୂନ୍ଯ ଶୁଷ୍କ ମରୁଭୂମିରେ ପରିଣତ ହବେ।"
14
"ତା'ପ ରେ କବଳେ ମଷେମାନେ ଓ ହିଂସ୍ର ପଶୁ ସହେି ଧ୍ବଂସ ନଗରୀ ରେ ବାସ କରିବେ। ପଚୋ ଓ କାଉମାନେ ପରିତ୍ଯକ୍ତ ସ୍ତମ୍ଭମାନଙ୍କ ରେ ବସିବେ। ସମାନଙ୍କେର ରାବ ଝରକା ବାଟେ ଶୁଣାୟିବ। କାଉଗୁଡିକ ଦ୍ବାର ପାହାଚ ଉପ ରେ ବସିବେ। ପ୍ରବେଶପଥ ଧ୍ବଂସ ଏବଂ ନିର୍ଜ୍ଜନ ହବେ। ଏରସ କଡିକାଠ ଖାଲିେ ଦିଆୟିବ।"
15
"ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସମାନେେ ଭାବନ୍ତି ନୀନିବୀ ପୃଥିବୀ ରେ ସବୁଠାରୁ ମହାନ୍ ସ୍ଥାନ। କିନ୍ତୁ ସହେି ନଗରୀ ମଧ୍ଯ ଧ୍ବଂସ ହବେ। ଏହା ଏକ ଶୂନ୍ଯସ୍ଥାନ ହବେ ଯେଉଁଠା ରେ କବଳେ ବନ୍ଯପ୍ରାଣୀମାନେ ବିଶ୍ରାମ କରିବେ। ସହେି ବାଟ ଦଇେ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତବେେଳେ ସମାନେେ ସହେି ନଗରୀଟିକୁ ଅତି ଶୋଚନୀଯ ଭାବରେ ଧ୍ବଂସ ହବୋର ଦେଖିବେ।"
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
All chapters:
1
2
3
Recommended Reading
Commentary
Zephaniah Commentaries
→
Devotional
Zephaniah Devotional Guide
→
Get This Bible
Odia - 1840 Study Bible
→