bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
1 Timothy 2
1 Timothy 2
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
1
ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ ପାର୍ତ୍ନା କଃର୍ତା ବଃଳ୍ ସବୁ ଲକାର୍ ହାୟ୍ଁ ପାର୍ତ୍ନା କଃରା, ଇସ୍ୱରାର୍ ତଃୟ୍ ପାର୍ତ୍ନା ଗଃଉଆରି ଆର୍ ଦନ୍ୟବାଦ୍ ଜାଣାଉଆ,
2
ଇତାର୍ ଗିନେ ସଃବୁଲକାର୍ ଜିବନେ ରଃଜା ଆର୍ ସାସନ୍ କଃରୁମଃନାର୍ ଗିନେ ଗଃଉଆରି, ପାର୍ତନା, ବିନ୍ତି ଆର୍ ଦନ୍ୟବାଦ୍ ଦେଉଁକେ ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ ।
3
ଇରଃକମ୍ ପାର୍ତ୍ନା ଅଃମିମଃନାର୍ ମୁକ୍ଳାଉତା ଇସ୍ୱରାର୍ ଆକାୟ୍ ନିକ ଆର୍ ମଃନ୍କେ ଗଃଲାର୍ ।
4
ସଃବୁ ଲକ୍ ଜଃନ୍କଃରି ମୁକ୍ତି ହାଉଅତ୍ ଆର୍ ସଃତ୍ ବିସୟେ ଗ୍ୟାନ୍ ହାଅତ୍, ଇରି ସେ ମଃନ୍ କଃରୁଲା ।
5
କାୟ୍ତାକ୍ବଃଲେକ୍ ଗଟେକ୍ ବଃଲି ଇସ୍ୱର୍ ଆଚେ, ଆର୍ ଇସ୍ୱର୍ ଆର୍ ମାନାୟ୍ମଃନାର୍ ବିତ୍ରେ ଗଟେକ୍ ହଃକା ମଃଜିର୍ ଲକ୍ ଆଚେ, ସେ କ୍ରିସ୍ଟ ଜିସୁ, ଗଟେକ୍ ମାନାୟ୍ ।
6
ଜିସୁ ସଃବୁ ଲକାର୍ ମୁକ୍ଳାଉତାର୍ ମଲ୍ ହର୍ ଆହ୍ଣାକେ ସହ୍ରିଦଃୟ୍ ଟିକ୍ ବେଳାୟ୍ ସେତିର୍ ସାକି ଅୟ୍ଆଚେ ।
7
ସେତାର୍ ଗିନେ ମୁୟ୍ଁ ଗଟେକ୍ ପର୍ଚାର୍କାରି ପେରିତ୍ ଆରେକ୍ ବିସ୍ୱାସ୍ ଆର୍ ସଃତ୍ କଃତାକ୍ ଅଜିଉଦି ଲକ୍ମଃନ୍କାର୍ ଗଟ୍ ଗୁରୁ ହର୍ ବାଚିଅୟ୍ଲେ, ଇରି ମୁୟ୍ଁ ସଃତ୍ କଃଉଁଲେ ମିଚ୍ ନଃକୟ୍ଁ ।
8
ମୁୟ୍ଁ ମଃନ୍ କଃରୁଲେ ପାର୍ତନାୟ୍ ନିର୍ମୁଳ୍ ଆତ୍ ଟେକି ସଃବୁଲକ୍ ପାର୍ତ୍ନା କଃରତ୍ ମଃନ୍ ବିତ୍ରାର୍ ସଃବୁ ରିସା ଚାଡତ୍ ।
9
ମାୟ୍ଜିମଃନ୍କେ ହେଁ ମର୍ ଗଃଉଆରି ସେମଃନ୍ ବେସି ମଲାର୍ ଚଃଉଁରିକସା ଆର୍ ସନାମାଳି ଆର୍ ହିରା ହିନ୍ଦି ନିଜଃକେ ସୁନ୍ଦୁର୍ ନଃକେରି ନିକ କାମେ ଦଃର୍ମି ବାବେ ଜାଣା ହଃଳତ୍ ।
10
ଦଃର୍ମି ମାୟ୍ଜିମଃନ୍ ତାକାର୍ ଲଳା ହଃର୍କାରେ ନିକ କାମ୍ ସଃଙ୍ଗ୍ ଅଃହ୍ଣା ଅଃହ୍ଣାକ୍ ଜଃଗ୍ରାତ୍ କଃରତ୍ ।
11
ମାୟ୍ଜିମଃନ୍ ହୁରାହୁରି ମାୟ୍ନ୍କାରି ଅୟ୍ ତୁନ୍ହଃଳି ସିକ୍ୟା ସୁଣି ମଃନେ ଦଃରତ୍ ।
12
ମାୟ୍ଜିକେ ସିକ୍ୟା ଦେଉଁକେ କି ଅଃଣ୍ଡ୍ରା ଉହ୍ରେ ଅଃଦିକାର୍ କଃରୁକେ ମୁୟ୍ଁ ମାୟ୍ଜି ମଃନ୍କେ ସିକାଉଁକେ ନଃକୟ୍ଁ, ମଃତର୍ ସେମଃନ୍ ତୁନ୍ହଃଳି ସୁଣତ୍ ।
13
କାୟ୍ତାକ୍ବଃଲେକ୍ ଇସ୍ୱର୍ ହଃର୍ତୁ ଆଦମ୍କେ ତିଆର୍ କଃଲା, ତାର୍ହଃଚେ ହବା ।
14
ହଃର୍ତୁ ଆଦମ୍କେ ସୟ୍ତାନ୍ ଟକି ନଃରିଲି, ମଃତର୍ ହବାକ୍ ହାହ୍କଃରି ଇସ୍ୱରାର୍ କଃତା ନଃମାନ୍ତା ଦସେ ଦଃଣ୍ଡ୍ ହାୟ୍ଲି ।
15
ମଃତର୍ ମାୟ୍ଜିମଃନ୍ ନିକ ବୁଦିର୍ ସଃଙ୍ଗ୍, ବିସ୍ୱାସ୍, ଲାଡ୍, ଆର୍ ନିର୍ମୁଳ୍ ମଃନେ ତିର୍ ରିଲେକ୍, ସେମଃନ୍ ହିଲାକ୍ ଜଃଲମ୍ କଃଲେକ୍ ହାହେ ହୁଣି ମୁକ୍ତି ହାଉତି ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
All chapters:
1
2
3
4
5
6