bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
1 Timothy 3
1 Timothy 3
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
1
ଇ କଃତା ସଃତ୍, କେ ଜଦି ମୁଳିକା ଅଃଉଁକେ ମଃନ୍କଃରେଦ୍, ତଃବେ ସେ ନିକ କାମ୍ କଃରୁକେ ଇଚା କଃର୍ ।
2
ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକାର୍ ନିର୍ଦସି ଗୁଣ୍, ସେ ଗଟେକ୍ ମାୟ୍ଜିର୍ ଡକ୍ରାସି ଅୟ୍ବାର୍ ଆଚେ, ନିକ ଗୁଣାର୍, ନିକ ବୁଦି, ନିକ ଚାଲାଚାଲ୍ତି, ଲକ୍ସସି ଆର୍ ସିକ୍ୟା ଦେଉଁକ୍ ପିଆସ୍ ଲକ୍ ଅୟ୍ ରଃୟ୍ଦ୍ ।
3
ସେ ମଃଦୁଆ କି କୁନ୍ଦିକାଡୁ ନଃୟ୍କଃରି, ଦିର୍ ଆର୍ ଦିର୍ ମଃନାର୍, କାର୍ ସଃଙ୍ଗ୍ ବିରଦ୍ ନୟ୍ ଆର୍ ଦଃନ୍ ଆସିଆ ନୟ୍ବାର୍ ଆଚେ ।
4
ନିଜାର୍ କୁଟୁମ୍କେ ନିକକଃରି ସାକାଳେଦ୍, ମଃନ୍ ଦିଆନେ ଅଃହ୍ଣାର୍ ହିଲାମଃନ୍କେ ମାନାୟ୍କଃରି ରଃୟ୍ଦ୍ ।
5
କେ ଜଦି ଅଃହ୍ଣାର୍ ଗଃର୍ କୁଟୁମ୍କେ ଚାଲାଉଁକେ ନଃଜାଣେ, ତଃବେ ସେ କଃନ୍କଃରି ଇସ୍ୱରାର୍ ମଣ୍ଡ୍ଳିକେ ଜଃତୁନ୍ ନେଉଁହାରେ?
6
ସେ ନଃଉଆଁ ବିସ୍ୱାସି ଅୟ୍ନଃରେଅ, ଜଃଡେବଃଳ୍ ବଃଡ୍ହାଣ୍ୟା ଅୟ୍ ସୟ୍ତାନ୍ ହର୍ ଡଃଣ୍ଡ୍ ହାୟ୍ଦ୍ ।
7
ସେ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ହେଁ ଡାକ୍ହୁଟା ଅୟ୍ରେବାର୍ ଆଚେ, ଅଃଉଁହାରେ ସେ ଲିନ୍ଦା ହାୟ୍ ସୟ୍ତାନାର୍ ହାନ୍ଦାୟ୍ ହଃଳେଦ୍ ।
8
ସେରଃକମ୍ ମଣ୍ଡ୍ଳିର୍ ସେବାକାରିମଃନ୍ ନିର୍ମୁଳ୍ ବାବ୍ନା ସଃଙ୍ଗ୍ ବିସ୍ୱାସାର୍ ଗବିର୍ ଗ୍ୟାନ୍କେ ଦଃରି ଦିର୍ସୁସାୟ୍ ଚଃର୍ନ୍ବାଡା ନଃୟ୍କଃରି, ସେମଃନ୍ ମଃଦ୍ ନଃକାଅତ୍ ଆର୍ ଦଃନ୍ ଆସିଆ ନୟ୍ବାର୍ ଆଚେ ।
9
ଅଃମିମଃନାର୍ ଦଃର୍ମ୍ ବିସ୍ୱାସାର୍ ଜାଣାହଃଳ୍ଲାର୍ ସଃତ୍ମଃନ୍ ସେମଃନ୍ ନିର୍ମୁଳ୍ ମଃନେ ଅଃଟୁଆ ବାବେ ବିସ୍ୱାସ୍ କଃର୍ତି ରେବାର୍ ଆଚେ ।
10
ସେମଃନ୍ ହେଁ ହଃର୍ତୁ ପରିକ୍ୟା ଜିଣତ୍ ଆର୍ ଲିନ୍ଦା ନଃବାରାୟ୍ଲେକ୍, ମଣ୍ଡ୍ଳିର୍ ସେବାକାରି ହଃଦେ ସେମଃନ୍କେ ବାଚା ।
11
ସେରଃକମ୍ ସେମଃନାର୍ ମାୟ୍ଜିମଃନ୍ ହେଁ ବିନ୍ ଲକ୍କେ ଲିନ୍ଦାକାରି ନଃୟ୍କଃରି ଦିର୍ ସୁସ୍ତାୟ୍, ସୁଆଦ୍ କଃତା ଆର୍ ସଃବୁ କଃତାୟ୍ ମାୟ୍ନ୍କାରିଣି ବିସ୍ୱାସି ଅଃଉତା ଲଳା ।
12
ସେବାକାରିମଃନ୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅଃଉତ୍ ଆର୍ ଅଃହ୍ଣା ମଃନ୍କାର୍ ହିଲାମଃନ୍କେ ଆର୍ ଗଃର୍ କୁଟୁମ୍କେ ନିକ କଃରି ଚାଲାଅତ୍ ।
13
କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ନିକ କଃରି ସେବାକାରିର୍ କାମ୍ କଃରି ଆଚ୍ତି, ସେମଃନ୍ ଅଃହ୍ଣା ମଃନ୍କାର୍ ଗିନେ ନାମର୍ତା ଆର୍ କ୍ରିସ୍ଟ ଜିସୁର୍ ତଃୟ୍ ବିସ୍ୱାସାର୍ ଗିନେ ଜଃବର୍ ସାସ୍ ହାଉତି ।
14
ଇ ଚିଟି ଲେକ୍ଲା ବଃଳ୍ ମୁୟ୍ଁ ବେଗି ତୁମାର୍ ହାକ୍ ଆସିନ୍ଦ୍ ବଃଲି ଆସା କଃରୁଲେ ।
15
ମଃତର୍ ଜଃଡେବଃଳ୍ ମୁୟ୍ଁ ବେଗି ଆସୁ ନଃହାରି, ତଃବେ ଇସ୍ୱରାର୍ ଗଃରେ, ବଃଲେକ୍, ଜିବନ୍ ଇସ୍ୱରାର୍ ମଣ୍ଡ୍ଳିର୍ ସଃତାର୍ ମୁଣ୍ଡା ଆର୍ ମୁଳ୍ କୁନାଦି ତାର୍ ତଃୟ୍ କଃନ୍କଃରି ଚାଲାଚାଲ୍ତି କଃରୁକେ ହଃଳେଦ୍, ସେରି ଜଃନ୍କଃରି ତୁମି ଜାଣାସ୍, ସେତାକ୍ ଇତି ସଃବୁ ତୁମିକେ ଲେକୁଲେ ।
16
ଇସ୍ୱର୍ ମାନ୍ତିର୍ ଗୁପ୍ତ୍ ଗ୍ୟାନ୍ ଜେ ବଃଡ୍କଃତା, ଇରି ସଃବୁ ଲକ୍ ମାନ୍ତି । ସେରି ଇରି, କ୍ରିସ୍ଟ ଗଃଗାଳ୍ ଦଃରି ଦଃକାୟ୍ ଅୟ୍ଲା, ଆତ୍ମାୟ୍ ଦଃର୍ମି ବଃଲି ସଃତ୍ ବଃଲାୟ୍ ଅୟ୍ଲା, ଦୁତ୍ମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା, ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ପର୍ଚାର୍ ଅୟ୍ଲା, ଜଃଗତେ ତାକ୍ ସଃତ୍ କଃଲାୟ୍, ଜଃଜ୍ମାନେ ସଃର୍ଗେ ଗଃଲା ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
All chapters:
1
2
3
4
5
6