bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
Mark 16
Mark 16
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
1
ବିସାଉଁଣିବାର୍ ସଃର୍ଲା ହଃଚେ, ମଗ୍ଦଲିନି ମରିୟମ୍, ଜାକୁବର୍ ଆୟ୍ସି ମରିୟମ୍ ଆର୍ ସଲମି ଜିସୁର୍ ଗଃଗାଳେ ଲାଗାଉଁକେ ବାସ୍ନା ଚିକଣ୍ ଗେନ୍ଲାୟ୍ ।
2
ରୟ୍ବାର୍ ଦିନ୍ ବର୍ ସଃକାଳ୍ୟା ସେମଃନ୍ ମଃସ୍ଣେ ଗଃଳାୟ୍, ସଃଡେବଃଳ୍ ବେଳ୍ ଉଦିରିଲି ।
3
ସେମଃନ୍ ଜାତାବଃଳ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉତିରିଲାୟ୍, “ମଃସୁଣ୍ କାଲାର୍ ଦୁଆର୍ ବାଟେ ଡାହିରିଲା ଟେଳା ଅଃମାର୍ ଗିନେ କେ ଗୁଚାୟ୍ ଦେତି? କାୟ୍ତାକ୍ବଃଲେକ୍ ସେରି ବଃଡେ ବଃଡ୍ ଟେଳା ରିଲି ।
4
ମଃତର୍ ସଃଡେବଃଳ୍ ସେମଃନ୍ ଦଃକ୍ଲାୟ୍ ଜେ, ମଃସୁଣ୍ ଦୁଆଁରେ ଡାହିରିଲା ସେ ବଃଡ୍ ଟେଳା ବିନେ ଗୁଚି ଆଚେ ।
5
ସେତାର୍ଗିନେ ସେମଃନ୍ ମଃସୁଣ୍ ବିତ୍ରେ ଗଃଲାୟ୍, ସେତି ସେମଃନ୍ ଗଟେକ୍ ଦବ୍ଳା ବଃସ୍ତର୍ ହିନ୍ଦିରିଲା ଗଟେକ୍ ବେଣ୍ଡ୍ୟାକ୍ ମଃସୁଣ୍ ବିତ୍ରେ କାତାବାଟ୍ୟା ବଃସିରିଲାର୍ ଦଃକି ସେମଃନ୍ ବେସି କାବାଅୟ୍ଲାୟ୍ ।”
6
ସେତାକ୍ ସେ ସେମଃନ୍କେ କୟ୍ଲା, “ଡିରା ନାୟ୍, ତୁମିମଃନ୍ କ୍ରୁସ୍ ଉହ୍ରେ ଚଃଗାୟ୍ ମାରିରିଲା ନାଜରିତ୍ ଜିସୁକେ ଲଳୁଲାସ୍; ସେ ଉଟି ଆଚେ, ସେ ଇତି ନାୟ୍; ଦଃକା, ଇ ଜଃଗାୟ୍ ସେମଃନ୍ ତାକ୍ ସଃଙ୍ଗାୟ୍ ରିଲାୟ୍ ।
7
ଅଃବେ ତୁମିମଃନ୍ ଜାୟ୍ ତାର୍ ଚେଲାମଃନ୍କେ ଆର୍ ପିତର୍କେ ଇ କଃତା କଃଉଆ, ‘ତୁମାର୍ ଆଗେ ଆଗେ ଜିସୁ ଗାଲିଲିକେ ଜଃଉଁଲା; ଜିସୁ ତୁମିମଃନ୍କେ ଜୁୟ୍ ରଃକମ୍ କୟ୍ରିଲା, ସେରଃକମ୍ ତୁମିମଃନ୍ ସେତି ତାକ୍ ଦଃକାସ୍ ।’”
8
ସେତାକ୍ ମାୟ୍ଜିମଃନ୍ ମଃସୁଣ୍ ବିତ୍ରେ ହୁଣି ବାରାୟ୍ ଗଃଲାୟ୍, ବଃଲେକ୍ ସେମଃନ୍ ଡିରି ଜାୟ୍ରିଲାୟ୍, ଆର୍ କାବା ଅୟ୍ରିଲାୟ୍, ସେମଃନ୍ ବଃଡେ ଡିର୍ଲାୟ୍, ସେତାର୍ଗିନେ ସେମଃନ୍ ପିତର୍କେ ଚାଡି କାକେ ହେଁ କାୟ୍ରି ନଃକୟ୍ଲାୟ୍ ।
9
ରୟ୍ବାର୍ ଦିନ୍ ବର୍ ସଃକାଳ୍ୟା ଜିସୁ ଉଟିକଃରି ଜାର୍ ତଃୟ୍ହୁଣି ସାତ୍ଗଟ୍ ବୁତ୍ ଚାଡାୟ୍ରିଲା, ସେ ମଗ୍ଦଲିନି ମରିୟମ୍କେ ଆଗ୍ତୁ ଦଃକାୟ୍ ଅୟ୍ଲା ।
10
ସେ ଜାୟ୍କଃରି ଜିସୁର୍ ଚେଲାମଃନ୍କ୍ ଇ କବୁର୍ କୟ୍ଲି; ସଃଡେବଃଳ୍ ସେମଃନ୍ ଦୁକେ ରଃୟ୍ ରଦନ୍ କଃର୍ତି ରିଲାୟ୍ ।
11
ମରିୟମ୍ ସେମଃନ୍କେ କୟ୍ଲି, “ଜିସୁ ବଚ୍ଲା ଆଚେ; ଆର୍ ଜିସୁ ମକ୍ ଦଃକାୟ୍ ଅୟ୍ଆଚେ ।” ମଃତର୍ ଇ କଃତା ସୁଣି ସେମଃନ୍ ସଃତ୍ ନଃକେଲାୟ୍ ।
12
ଇ ସଃବୁ ଗଃଟ୍ଣା ଗଃଟ୍ଲା ହଃଚେ, ଚେଲାମଃନାର୍ ବିତ୍ରାର୍ ଦୁୟ୍ଲକ୍ ଗଟେକ୍ ଗାଉଁ ଜାତିରିଲା ବଃଳ୍, ଜିସୁ ବିନ୍ ରୁହ୍ ଅୟ୍ ସେମଃନ୍କେ ଦଃକାୟ୍ ଅୟ୍ଲା ।
13
ସେମଃନ୍ ବାଉଳି ଆସି ବିନ୍ ଚେଲାମଃନ୍କେ ଇ କଃତା କୟ୍ଲାୟ୍; ମଃତର୍ ସେମଃନାର୍ କଃତାକ୍ ହେଁ ସେମଃନ୍ ସଃତ୍ ନଃକେଲାୟ୍ ।
14
ଇତାର୍ହଃଚେ ଜଃଡେବଃଳ୍ ଏଗାର୍ଗଟ୍ ଚେଲାମଃନ୍ କାତି ରିଲାୟ୍, ସଃଡେବଃଳ୍ ସେମଃନ୍କେ ଜିସୁ ଦଃକାୟ୍ ଅୟ୍ଲା, ଜିସୁ ସେମଃନ୍କେ ସେମଃନାର୍ ଅବିସ୍ୱାସ୍ ଆର୍ ଅଃଟୁଆ ମଃନାର୍ ଗିନେ ସେମଃନ୍କେ ଉଳ୍ଲା । କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ଜିସୁ ଉଟିରିଲାର୍ ଦଃକିରିଲାୟ୍, ସେମଃନାର୍ କଃତା ଇ ଚେଲାମଃନ୍ ସଃତ୍ କଃରି ନଃରିଲାୟ୍ ।
15
ଆରେକ୍ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଜଃଗତାର୍ ଚାରିହାକ୍ ଜାୟ୍, ସଃବୁ ଜାତିର୍ ଲକ୍ମଃନାର୍ ତଃୟ୍ ଇ ନିକ କବୁର୍ ପର୍ଚାର୍ କଃରା ।
16
ଜୁୟ୍ଲକ୍ ସଃତ୍ କଃରି ବାପ୍ତିସମ୍ ନଃୟ୍ଦ୍, ସେ ହାହେହୁଣି ମୁକ୍ତି ହାୟ୍ଦ୍; ମଃତର୍ ଜୁୟ୍ଲକ୍ ଅବିସ୍ୱାସ୍ କଃରେଦ୍, ସେ ଦସି ଆର୍ ଦଃଣ୍ଡ୍ ହାୟ୍ଦ୍ ।
17
ସଃତ୍ ବିସ୍ୱାସିମଃନାର୍ ଇ ସଃବୁ ଚିନ୍ ଅୟ୍ଦ୍, ସେମଃନ୍ ମର୍ ନାଉଁଏ ବୁତ୍ ଚାଡାଉତି ଆର୍ ନଃଉଆଁ ନଃଉଆଁ ବାସାୟ୍ କଃତା କଃଉତି ।
18
ସେମଃନ୍ ଆତେ ସାହ୍ ଦଃର୍ତି, ଆର୍ ବିସ୍ ମିସ୍ଲାର୍ କାୟ୍ରି କାୟ୍ଲେକ୍ ହେଁ ସେମଃନାର୍ କାୟ୍ ହେଁ ନୟ୍; ସେମଃନ୍ ଜଃର୍ ଦୁକାର୍ ଲକ୍ମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲେକ୍, ସେମଃନ୍ ନିକ ଅଃଉତି ।”
19
ଇ ସଃବୁ କଃତା ସେମଃନ୍କେ କୟ୍ଲା ହଃଚେ, ଜିସୁ ମାପ୍ରୁକ୍ ସଃର୍ଗେ ନିଆ ଅୟ୍ଲି, ସେ ଜାୟ୍ ଇସ୍ୱର୍ ମାପ୍ରୁର୍ କାତାବାଟ୍ୟା ବଃସ୍ଲା ।
20
ତାର୍ହଃଚେ ଚେଲାମଃନ୍ ହୁର୍ତିବିର୍ ସଃବୁ ହାକ୍ ଜାୟ୍ ଲକ୍ମଃନ୍କେ ନିକ କବୁର୍ ପର୍ଚାର୍ କଃଲାୟ୍, ଆର୍ ଜିସୁ ମାପ୍ରୁ ନିଜେ ସେମଃନାର୍ ସଃଙ୍ଗେ ରଃୟ୍, ସେମଃନାର୍ ପର୍ଚାର୍ ସଃତ୍ ବଃଲି ଲକ୍ମଃନ୍କେ ଦଃକାଉଁକ୍, ସେମଃନ୍କେ କାବା ଅଃଉତା ଚିନ୍ କଃରୁକେ ସଃକ୍ତି ଦିଲା ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
All chapters:
1
2
3
4
5
6
7
8
9
10
11
12
13
14
15
16