bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
Mark 3
Mark 3
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
1
ଜିସୁ ଆରେକ୍ ଗଟ୍ତର୍ ପାର୍ତ୍ନା ଗଃରେ ଗଃଲା । ସେତି ଗଟେକ୍ ମାନାୟ୍ ରିଲା, ତାର୍ ଆତ୍ ସୁକି ଜାୟ୍ରିଲି ।
2
ଆର୍ ସେ କେଜାଣ୍ ବିସାଉଁଣିବାର୍ ଦିନ୍ ଉଜ୍ କଃରେଦ୍ କି ନାୟ୍ ବଃଲି କଃତେକ୍ ଲକ୍ମଃନ୍ ଦଃକ୍ତି ରିଲାୟ୍; ଜଃନ୍କଃରି ସେ ଲକ୍ମଃନ୍ ତାକ୍ ଦଃସ୍ ଦଃରୁ ହାର୍ତି ।
3
ଜିସୁ ଆତ୍ ସୁକି ରିଲା ମାନାୟ୍କେ କୟ୍ଲା, “ଆଉ ମଃଜାୟ୍ ଟିଆ ଅଃଉ ।”
4
ତାର୍ହଃଚେ ଜିସୁ ଲକ୍ମଃନ୍କେ କୟ୍ଲା, “ବିସାଉଁଣିବାର୍ ଦିନ୍ କାୟ୍ କଃର୍ତା ବିଦି? ବଃଲ୍ କାମ୍ କଃର୍ତାର୍ କି କଃରାବ୍ କଃର୍ତାର୍? ଗଟ୍ ଲକାର୍ ଜିବନ୍ ବଚାଉତାର୍, କି ଗଟ୍ ଲକାର୍ ଜିବନ୍ ନଃସ୍ଟ୍ କଃର୍ତାର୍?” ମଃତର୍ ସେ ଲକ୍ମଃନ୍ ତୁନ୍ହଃଳି ରିଲାୟ୍ ।
5
ଜିସୁ ସେମାନାୟ୍ର୍ ଅଃଟୁଆ ମଃନ୍ ଦଃକି ମଃନ୍ ଦୁକ୍ କଃରି ଚାରିହାକ୍ ଦଃକ୍ଲା, ଆର୍ ସେମାନାୟ୍କେ କୟ୍ଲା, “ତର୍ ଆତ୍ ଲାମାଉ ।” ସେ ଲକ୍ ଜିସୁର୍ ହାକ୍ ତାର୍ ଆତ୍ ଲାମାୟ୍ଲା ଆର୍ ସେଦାହ୍ରେ ତାର୍ ଆତ୍ ନିକ ଅୟ୍ଲି ।
6
ତାର୍ହଃଚେ ପାରୁସିମଃନ୍ ସେତିହୁଣି ବାରାୟ୍ ଗଃଲାୟ୍, ଆର୍ ସେଦାହ୍ରେ ସେମଃନ୍ ହେରଦିୟ ଦଃଳାର୍ କଃତିଲକାର୍ ସଃଙ୍ଗ୍ ମିସ୍ଲାୟ୍ ଆର୍ ଜିସୁକେ ମଃର୍ନେ ମାରୁଆଁ ବଃଲି କୁଟ୍ ହାଚ୍ଲାୟ୍ ।
7
ଜିସୁ ତାର୍ ଚେଲାମଃନାର୍ ସଃଙ୍ଗ୍ ମିସି ଗାଲିଲି ସଃମ୍ନ୍ଦେ ଗଃଲା । ଆର୍ ଗାଲିଲି ରାଜିର୍ ଗାଦେକ୍ ଲକ୍ମଃନ୍ ତାକାର୍ ହଃଚେ ଗଃଳାୟ୍, ଆର୍ ଜିଉଦାର୍,
8
ଜିରୁସାଲମ୍, ଇଦମ୍ ଆର୍ ଜର୍ଦନ୍ ଗାଡାର୍ ସେହାଟିର୍ ସର୍ ଆର୍ ସିଦନାର୍ ଚାରିହାକାର୍ ଅଲେକାର୍ ଲକ୍ ତାର୍ ସଃବୁ କାମ୍ କଃଲାର୍ ସୁଣି ତାର୍ ଟାଣେ ଆୟ୍ଲାୟ୍ ।
9
ସଃଡେବଃଳ୍ ଅଲେକାର୍ ଲକ୍ମଃନ୍ ତାର୍ ଉହ୍ରେ ଜଃନ୍କଃରି ମାଡାଚଃଗା ନଃକେର୍ତି, ସେତାର୍ଗିନେ ଗଟେକ୍ ସାନ୍ ଡଙ୍ଗା ଲଳୁକ୍ ଜିସୁ ଚେଲାମଃନ୍କେ କୟ୍ଲା ।
10
କାୟ୍ତାକ୍ବଃଲେକ୍ ଜିସୁ ଗାଦି ଲକ୍ମଃନ୍କେ ଉଜ୍ କଃରିରିଲା, ସେତାକ୍ ସେତି ରିଲା ରଗ୍ଦୁକା ଅୟ୍ରିଲା ଲକ୍ମଃନ୍ ଜିସୁକେ ଚିଉନ୍ଦ୍ ବଃଲି ମାଡାଚଃଗା ଅଃଉତି ରିଲାୟ୍ ।
11
ଆର୍ ସେତି ରିଲା କଃତି ଲକ୍କେ ବିଟାଳ୍ବୁତ୍ ଡଃସିରିଲି, ଆର୍ ଜଃଡେବଃଳ୍ ସେ ବିଟାଳ୍ବୁତ୍ ଡଃସିରିଲା ଲକ୍ମଃନ୍ ଜିସୁକେ ଦଃକ୍ତି ରିଲାୟ୍, ସେମଃନ୍ ଜିସୁର୍ ମୁଏଁ ତଃଳେ ଡୁଳି ଆଉଲି ଅୟ୍କଃରି କଃଉତି ରିଲାୟ୍, “ତୁୟ୍ ଇସ୍ୱରାର୍ ହୟ୍ସି ।”
12
ସେତାକ୍ ଜିସୁ ତାର୍ କଃତା କାକେ ହେଁ ନଃକଃଉଁକ୍ ବିଟାଳ୍ ବୁତ୍ମଃନ୍କେ ଅଃଟୁଆ କଃରି କୟ୍ଲା ।
13
ତାର୍ହଃଚେ ଜିସୁ ଗଟେକ୍ ଡଙ୍ଗୁର୍ ଉହ୍ରେ ଗଃଲା, ଆର୍ ସେ ଜାକେ ମଃନ୍କଃଲା ତାକ୍ ତାର୍ ଚଃମେ କୁଦ୍ଲା, ଆର୍ ସେମଃନ୍ ତାର୍ ଲଃଗେ ଆୟ୍ଲାୟ୍ ।
14
ଜିସୁ ସେମଃନାର୍ ବିତ୍ରେ ବାରଗଟ୍ ଚେଲାମଃନ୍କେ ବାଚ୍ଲା, ଆର୍ ସେମଃନ୍କେ ପେରିତ ବଃଲି ନାଉଁ ଦିଲା, ଆର୍ କୟ୍ଲା, “ତୁମିମଃନ୍ ମର୍ ସଃଙ୍ଗ୍ ରିଆସ୍ ଆର୍ ମୁଁୟ୍ ତୁମିମଃନ୍କେ ନିକ କବୁର୍ ପର୍ଚାର୍ କଃରୁକେ ହଃଟାୟ୍ନ୍ଦ୍ ।”
15
ଆର୍ ଜିସୁ ସେମଃନ୍କେ ବୁତ୍ ଚାଡାଉଁକେ ଅଃଦିକାର୍ ଦିଲା ।
16
ତାର୍ହଃଚେ ଜିସୁ ବାରଗଟ୍ ଚେଲାମଃନ୍କେ ବାଚ୍ଲା, ସିମନାର୍ ନାଉଁ ପିତର୍ ବଃଲି ଦିଲା,
17
ଜେବଦିର୍ ହୟ୍ସି ଜାକୁବ ଆର୍ ତାର୍ ବାୟ୍ସି ଜହନ୍କେ ବିନେରିଗସ୍, ବଃଲେକ୍ “ଗଃର୍ଜ୍ତା ମେଗାର୍ ହୟ୍ସି” ବଃଲି ନାଉଁ ଦିଲା ।
18
ଆନ୍ଦ୍ରିଅ, ପିଲିପ୍, ବାର୍ତଲମି, ମାତିଉ, ତମା, ଆଲ୍ପିଅର୍ ହୟ୍ସି ଜାକୁବ, ତଦିୟ, କିଣାନିୟ ସିମନ୍, ଜୁୟ୍ ମାନାୟ୍ କି ଇସ୍ରାଏଲାର୍ ଲକ୍ମଃନ୍କେ ରମିୟ ସଃର୍କାର୍ ତଃୟ୍ହୁଣି ମୁକ୍ଳାଉଁକେ ମଃନ୍ କଃର୍ତିରିଲା । ଜିଉଦିମଃନାର୍ ବିତ୍ରେ ସେ ଏକ୍ଲା,
19
ଆର୍ ଇସ୍କାରିଅତ୍ ଜିଉଦା, ଜେ କି ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ଦିଲା ।
20
ତାର୍ହଃଚେ ଜିସୁ ଗଃରେ ଆୟ୍ଲା; ଆର୍ ସେତି ଗାଦା ଲକ୍ମଃନ୍ ରୁଣ୍ଡିରିଲାୟ୍, ତଃବାର୍ଗିନେ ଜିସୁ ଆର୍ ତାର୍ ଚେଲାମଃନ୍ କାଉଁକେ ହେଁ ନଃହାୟ୍ଲାୟ୍ ।
21
ଜଃଡେବଃଳ୍ ଜିସୁର୍ ଗଃରାର୍ ଲକ୍ ଇ କଃତା ସୁଣ୍ଲାୟ୍, ସଃଡେବଃଳ୍ ସେମଃନ୍ ଜିସୁକେ ବାଉଳାୟ୍ ଆଣୁକେ ଗଃଳାୟ୍, କାୟ୍ତାକ୍ବଃଲେକ୍, “ଜିସୁର୍ ମୁଣ୍ଡ୍ ବଃୟା ଅୟ୍ଲି,” ବଃଲି ଲକ୍ମଃନ୍ କଃଉଆକଇ ଅଃଉତି ରିଲାୟ୍ ।
22
ଜିରୁସାଲମେ ହୁଣି ଆୟ୍ଲା ପାରୁସିମଃନ୍ କଃଉତି ରିଲାୟ୍, “ଜିସୁକେ ବୁତ୍ମଃନାର୍ ରଃଜା ବାଲ୍ଜିବୁଲ୍ ବୁତ୍ ଡଃସିଆଚେ, ତାର୍ ବଃଳେ ସେ ଲକ୍କେ ଡଃସିରିଲା ବୁତ୍ମଃନ୍କେ ଚାଡାଉଁଲା ।”
23
ସେତାର୍ଗିନେ ଜିସୁ ସେମଃନ୍କେ ଲଃଗେ କୁଦ୍ଲା ଆର୍ ସେମଃନ୍କେ ଗଟେକ୍ କଃତା କୟ୍ ବୁଜାୟ୍ଲା, “ସୟ୍ତାନ୍ କଃନ୍କଃରି ସୟ୍ତାନ୍କେ ଚାଡାୟ୍ଦ୍?
24
ଗଟେକ୍ ରାଇଜ୍ ଦୁୟ୍ ବାଗ୍ ଅୟ୍ ନିଜାର୍ ବିରଦେ ଉଟ୍ଲେକ୍ ସେ ରାଇଜ୍ କଃବେ ହେଁ ତିର୍ ଅୟ୍ ରେଉଁ ନାହାରେ ।
25
ଜଃବେ କୁୟ୍ ଗଃରାର୍ ଲକ୍ମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ ବାଗ୍ ବାଗ୍ ଅଃଉତି, ତଃବେ ସେ ଗଃର୍ ତିର୍ ଅୟ୍ ରେଉଁ ନାହାରେ ।
26
ସେରଃକମ୍ ସୟ୍ତାନ୍ ଜଃଡେବଃଳ୍ ଅଃହ୍ଣାର୍ ବିରଦେ ଉଟେଦ୍, ତାର୍ ରାଇଜ୍ ତିର୍ ଅୟ୍ ରେଉଁ ନାହାରେ, ମଃତର୍ ସେ ନାସ୍ ଅୟ୍ଦ୍ ।”
27
“ଆରେକ୍ କେ ବଃଳ୍ବପୁ ଲକ୍କେ ନଃବାନ୍ଦ୍ଲେକ୍, କଃନ୍କଃରି ତାର୍ ଗଃରେ ହୁରିକଃରି ତାର୍ ଆସ୍ତିବାଡି ଚରି ନେଉଁ ହାରେ? ତାକ୍ ହଃର୍ତୁ ବାନ୍ଦ୍ଲେକ୍ ସିନା ତାର୍ ଗଃର୍ ଚରି ନେଉଁ ହାରେ ।”
28
“ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଲକ୍ମଃନ୍ ଜଃତେକ୍ ହାହ୍ ଆର୍ ଲିନ୍ଦାକଃରି ଆଚ୍ତି, ସେ ସଃବୁ କେମା ଅୟ୍ଦ୍, ଆର୍ ଜୁୟ୍ ଲକ୍ମଃନ୍ ମାପ୍ରୁର୍ ବିରଦେ କଃତା କଃଉତି, ସେ ଲକ୍କେ କେମା କଃରା ଅୟ୍ଦ୍ ।
29
ମଃତର୍ ଜେ ପବିତ୍ର ଆତ୍ମା ବିରଦେ ଲିନ୍ଦା କଃତା କୟ୍ଦ୍, ତାକ୍ ସଃବୁ ଦିନାର୍ ହାୟ୍ଁ କେମା ନାୟ୍ । ମଃତର୍ ସେ ସଃବୁ ଦିନ୍ ହାହି ଅୟ୍ ରଃୟ୍ଦ୍ ।”
30
ଜିସୁ ଇବାନ୍ୟା କାୟ୍ତାକ୍ କୟ୍ଲା ବଃଲେକ୍ ଦଃର୍ମ୍ ସାସ୍ତ୍ରିମଃନ୍ ଜିସୁକେ ବୁତ୍ ଦଃରି ଆଚେ ବଃଲି କଃଉତି ରିଲାୟ୍ ।
31
ସଃଡେବଃଳ୍ ଜିସୁର୍ ଆୟ୍ସି ଆର୍ ବାୟ୍ସିମଃନ୍ ଆୟ୍ଲାୟ୍ ଆର୍ ହଃଦାୟ୍ ଟିଆଅୟ୍ ଜିସୁକେ କୁଦୁକେ କବୁର୍ ହଃଟାୟ୍ଲାୟ୍ ।
32
ଜଃଡେବଃଳ୍ ଜିସୁର୍ ଚାରିହାକ୍ ଲକ୍ମଃନ୍ ରୁଣ୍ଡିକଃରି ବଃସିରିଲାୟ୍, ସେମଃନ୍ ଜିସୁକେ କୟ୍ଲାୟ୍, “ତର୍ ଆୟ୍ଦି, ବାୟ୍ଦି ଆର୍ ବେଣିମଃନ୍ ହଃଦାୟ୍ରଃୟ୍ ତକେ ଲଳୁଲାୟ୍ ।”
33
ଜିସୁ ସେ ଲକ୍ମଃନ୍କେ କୟ୍ଲା, “କେ ମର୍ ଆୟା, ଆର୍ କେ ମର୍ ବାୟ୍ମଃନ୍?”
34
ଜିସୁ ସେତି ବଃସିରିଲା ଚାରିବେଳ୍ତାର୍ ଲକ୍କେ ଦଃକିକଃରି ସେ କୟ୍ଲା, “ଦଃକା! ଇ ଲକ୍ମଃନ୍ ମର୍ ଆୟା ଆର୍ ବାୟ୍ମଃନ୍,
35
ଜୁୟ୍ଲକ୍ ଇସ୍ୱରାର୍ ଇଚା ହୁରୁଣ୍ କଃରେଦ୍ ସେ ଲକ୍ ମର୍ ବାୟ୍, ବେଣି ଆର୍ ଆୟା ।”
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16