bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
Romans 15
Romans 15
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
1
ଜୁୟ୍ମଃନ୍ ବିସ୍ୱାସେ ଡାଟ୍, ସେମଃନ୍ ଅଃଳକ୍ ବିସ୍ୱାସିମଃନାର୍ ଦଃସ୍ ଦୁର୍ବୁଳ୍କେ ସଃମ୍ବାଳତ୍ । କେ ହେଁ ଅଃବ୍କା ନିଜାର୍ ନିଜାର୍ ସୁକ୍ ଚେସ୍ଟା ନଃକେରତ୍ ।
2
ମଃତର୍ ବିନ୍ ଲକ୍ମଃନାର୍ ନିକ ଗିନେ ଆର୍ ସେମଃନାର୍ ବିସ୍ୱାସ୍କେ ଅଃଟୁଆ କଃର୍ତା ହାୟ୍ଁ ସେମଃନ୍କେ ସଃର୍ଦା କଃରାଉତାର୍ ଅଃମାର୍ କାମ୍ ।
3
କ୍ରିସ୍ଟ ହେଁ ନିଜାର୍ ସୁକ୍ ଚେସ୍ଟା କଃରି ନଃରିଲା; ମଃତର୍ ଜଃନ୍କଃରି ସାସ୍ତରେ ଲେକା ଆଚେ, ଲିନ୍ଦା କଃରୁମଃନାର୍ ଲିନ୍ଦା ମର୍ ଉହ୍ରେ ହଃଳ୍ଲି ।
4
ଆରେକ୍ ଅଃମିମଃନ୍ ଜଃନ୍କଃରି ସାସ୍ତରାର୍ ସିକ୍ୟା ତଃୟ୍ହୁଣି ସାସ୍ ଆର୍ ସୁସ୍ତା ଆର୍ ବଃର୍ସା ହାଉଁନ୍ଦ୍; ଇତାର୍ ଗିନେ ହୁର୍ବକାଳେ ଜୁୟ୍ ଜୁୟ୍ରି ଲେକା ଅୟ୍ରିଲି, ସେରିସଃବୁ ଅଃମାର୍ ସିକ୍ୟା ହାଁୟ୍ ଲେକା ଅୟ୍ଆଚେ ।
5
ସାସ୍ ଆର୍ ସୁସ୍ତା ଦେଉଁକେ ଇସ୍ୱର୍ ତୁମିମଃନ୍କେ କ୍ରିସ୍ଟ ଜିସୁର୍ ହର୍ ସଃବୁଲକାର୍ ଗଟେକ୍ ମଃନ୍ବାବ୍ ଅଃଉଁକେ ଦେଉଅ ।
6
ଜଃନ୍କଃରି ଗଟେକ୍ ମଃନେ ଗଟେକ୍ ଟଣ୍ଡେ ତୁମିମଃନ୍ ଇସ୍ୱରାର୍ ଆର୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଉବାସିର୍ ଜଃଜ୍ମାନ୍ କଃରା ।
7
ତଃବେ ଇସ୍ୱରାର୍ ଜଃଜ୍ମାନ୍ ହାଁୟ୍ କ୍ରିସ୍ଟ ଜଃନ୍କଃରି ତୁମିକେ ଦଃର୍ଲା, ତୁମିମଃନ୍ ହେଁ ସେନ୍କଃରି ଏକ୍ଆରେକ୍କେ ଆଗଳା ।
8
କାୟ୍ତାକ୍ବଃଲେକ୍ ମୁୟ୍ଁ କଃଉଁଲେ କ୍ରିସ୍ଟ ଇସ୍ୱରାର୍ ସଃତାର୍ ଗିନେ ସୁନତ୍ ଅୟ୍ଲା ଲକାର୍ ସେବାକାରି କଃରିଆଚେ ବଃଲେକ୍ ଦାଦିମଃନ୍କେ କଃଲା ସଃୟ୍ତ୍ ହୁରା କଃରେଦ୍ ।
9
ଇସ୍ୱରାର୍ ଦଃୟାର୍ ଗିନେ ଅଜିଉଦି ଲକ୍ମଃନ୍ ହେଁ ତାର୍ ଜଃଜ୍ମାନ୍ କଃର୍ତି; ଜଃନ୍କଃରି ସାସ୍ତରେ ଲେକାଆଚେ, “ଅଜିଉଦିମଃନାର୍ ବିତ୍ରେ ତର୍ ଜଃଜ୍ମାନ୍ କଃରିନ୍ଦ୍, ଆର୍ ତର୍ ଗୁଣ୍ ଗାଇନ୍ଦ୍ ।”
10
ଆରେକ୍ ହେଁ ଲେକା ଆଚେ, “ଅଜିଉଦିମଃନ୍ ଇସ୍ୱରାର୍ ଲକ୍ମଃନାର୍ ସଃଙ୍ଗ୍ ସଃର୍ଦା କଃରା ।”
11
ଆରେକ୍ ହେଁ “ଅଜିଉଦି ସଃବୁଲକ୍ ମାପ୍ରୁର୍ ଜଃଜ୍ମାନ୍ କଃରା ଆର୍ ସଃବୁଲକ୍ ତାର୍ ଜଃଜ୍ମାନ୍ କଃରା ।”
12
ଆର୍ ଜିସାୟ୍ କୟ୍ଆଚେ, “ଜିସିର୍ ଚେର୍ ରଃୟ୍ଦ୍, ଆର୍ ସେ ଅଜିଉଦି ଉହ୍ରେ ସାସନ୍ କଃରେଦ୍, ଆର୍ ସେମଃନ୍ ତାର୍ ଉହ୍ରେ ଆସା ରଃକ୍ତି ।”
13
ସଃବୁ ବଃର୍ସାର୍ ଇସ୍ୱର୍ ତୁମିମଃନାର୍ ବିସ୍ୱାସ୍ ଗିନେ ତୁମିମଃନ୍କେ ସଃର୍ଦା ଆର୍ ସୁସ୍ତାୟ୍ ହୁର୍ନ୍ କଃର୍ । ପବିତ୍ର ଆତ୍ମାର୍ ସଃକ୍ତିୟେ ତୁମିମଃନାର୍ ବଃର୍ସା ବୁତେକ୍ ଅଃଉଅ ।
14
ଏ ବାୟ୍ବେଣିମଃନ୍ ଇରି ମୁୟ୍ଁ ନିଜେ ବିସ୍ୱାସ୍ କଃରୁଲେ, ତୁମିମଃନ୍ ଆପେ ସଃତ୍ ଗୁଣେ ଆର୍ ସଃବୁ ଗ୍ୟାନେ ହୁର୍ନ୍; ଆର୍ ସଃବ୍କେ ସିକ୍ୟା ଦେଉଁକ୍ ହାରାସ୍ ।
15
ମକ୍ ଇସ୍ୱର୍ ଦିଲା, ଦଃୟାର୍ ଗିନେ ମୁୟ୍ଁ ତୁମିମଃନ୍କେ ଆରେକ୍ ମଃନେ ଏତାୟ୍ ଦେତା ଗିନେ ଇସ୍ୱର୍ ଦିଲା ସାସାର୍ ସଃଙ୍ଗ୍ ତୁମିମଃନାର୍ ହାକ୍ ଲେକୁଲେ ।
16
ବଃଲେକ୍ ଅଜିଉଦିମଃନ୍ ଜଃନ୍କଃରି ପବିତ୍ର ଆତ୍ମାର୍ ଗିନେ ପବିତ୍ର ଅୟ୍ ଦାନ୍ ଦିଲାର୍ ଦାନ୍ହର୍ ମାପ୍ରୁର୍ ଅଃଉତି, ଇତାର୍ ଗିନେ ସେମଃନାର୍ ତଃୟ୍ କ୍ରିସ୍ଟ ଜିସୁର୍ ସେବାକାରି ଅୟ୍ ଇସ୍ୱରାର୍ ନିକ କବୁରାର୍ ଜାଜକ୍ କାମ୍ କଃରୁକେ ମକ୍ ସେ ଦୟା ଦିଆ ଅୟ୍ଆଚେ ।
17
କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଗଟେତଃୟ୍ଁ ଅୟ୍ ଇସ୍ୱରାର୍ ଗିନେ ଇ ସେବାକାମ୍ କଃରୁଲେ ବଃଲି ମୁୟ୍ଁ ଗଃର୍ବ୍ କଃରୁଲେ ।
18
ଅଜିଉଦିମଃନ୍କେ ଇସ୍ୱରାର୍ ବଲ୍ ମାନାଉତାର୍ ଗିନେ କ୍ରିସ୍ଟ ମର୍ ଦଃୟ୍ କାୟ୍ରି ସାଦୁନ୍ କଃରିଆଚେ, ଇ କଃତା କଃଉଁକେ ସାସ୍ ହାୟ୍ଆଚି ।
19
ଇରି ସେ କୟ୍ଆଚେ, ବାକ୍ୟ ଆର୍ କାମ୍ ଦଃୟ୍ ଆର୍ ଇସ୍ୱରାର୍ ଆତ୍ମାର୍ ସଃକ୍ତିୟେ । ତଃବେ ମୁୟ୍ଁ ଜିରୁସାଲମେ ହୁଣି ଇଲୁରିକେ ଜାତା ବଃଳ୍ ବାଟେ କ୍ରିସ୍ଟର୍ ନିକ କବୁର୍ ହୁରାହୁରି ବାବେ ପର୍ଚାର୍ କଃରିଆଚି ।
20
ହେଁ ଜଃନ୍କଃରି ମୁୟ୍ଁ ବିନ୍ ଲକାର୍ କୁନାଦି ଉହ୍ରେ ନଃବାନ୍ଦି, ଜୁୟ୍ ଜଃଗାୟ୍ କ୍ରିସ୍ଟର ନାଉଁ ନଃହଚିଆଚେ, ସେଟାଣେ ନିକ କବୁର୍ ପର୍ଚାର୍ କଃରୁକେ ମୁୟ୍ଁ ଇଚା କଃରି ଆସିଆଚି ।
21
ଜଃନ୍କଃରି ସାସ୍ତରେ ଲେକା ଆଚେ, “ଜୁୟ୍ ଲକ୍ମଃନ୍କ୍ ତାର୍ କଃତା କଃଉଆ ନୟେ, ସେମଃନ୍ ଦଃକ୍ତି ଆର୍ ଜୁୟ୍ ଲକ୍ମଃନ୍ ନଃସୁଣ୍ତି ସେମଃନ୍ ବୁଜ୍ତି ।”
22
ମୁୟ୍ଁ ତୁମାର୍ ହାକ୍ ଜଃଉଁକେ ବେସିତର୍ ବାଦା ହାୟ୍ଆସୁଲେ;
23
ମଃତର୍ ମର୍ ଇ ଜଃଗାୟ୍ ମର୍ କାମ୍ ସଃରିଆଚେ ଆର୍ ମର୍ ଆସା, ତୁମିମଃନ୍କେ ଦଃକୁକେ ମର୍ ଅଃନେକ୍ ବଃର୍ସାର୍ ଆସା ଅଃବେ ହୁରୁଣ୍ ଅୟ୍ଦ୍ ।
24
ମୁୟ୍ଁ ସ୍ପେନ୍କେ ଜାତାବଃଳ୍ ତୁମିମଃନ୍କେ ଦଃକି ଆସିନ୍ଦ୍ ବଃଲି ବାବିଆଚି । ତୁମିମଃନାର୍ ତଃୟ୍ କଃତେକ୍ କାଳ୍ ରିଲା ହଃଚେ ସେ ଜଃଗାୟ୍ ଜଃଉଁକେ ତୁମିମଃନ୍ ମକ୍ ବାଟ୍ ଦଃକାୟ୍ ଦିଆସ୍ ବଃଲି ଆସା କଃରୁଲେ ।
25
ମଃତର୍ ଅଃବେ ସାଦୁମଃନାର୍ ସେବା କଃରୁକେ ମୁୟ୍ଁ ଜିରୁସାଲମେ ଜଃଉଁଲେ ।
26
ଜିରୁସାଲମେ ରିଲା, ସାଦୁ ମଃନାର୍ ବିତ୍ରେ ଜୁୟ୍ ଲକ୍ମଃନ୍ ଗଃରିବ୍, ସେମଃନ୍କେ ଉହ୍କାର୍ କଃରୁକେ ମାକିଦନିଆ ଆର୍ ଆକାୟାର୍ ମଣ୍ଡ୍ଳିମଃନ୍ ଦାନ୍ ଦଃୟ୍ ଉହ୍କାର୍ କଃରୁକେ ମଃନ୍ ହାଚିଆଚ୍ତି ।
27
ଇରି ସେମଃନାର୍ ତାକାର୍ ମଃନାର୍ ଜଃଜ୍ନା ସଃତ୍କଃରି ଇହର୍ କଃର୍ତାର୍ ସେମଃନାର୍ କାମ୍, ଜିଉଦିମଃନ୍ ନିଜାର୍ ଆତ୍ମିକ୍ ଆସିର୍ବାଦେ ଅଜିଉଦିମଃନ୍କେ ବାଗିଦାର୍ କଃରାୟ୍ ରିଲାକେ ଜିଉଦିମଃନ୍କେ ନିଜାର୍ ଟଃକାଡାବୁର୍ ଆସିର୍ବାଦେ ବାଗିଦାର୍ କଃରାୟ୍ ସେମଃନ୍କେ ଉହ୍କାର୍ କଃର୍ତାର୍ ଅଜିଉଦିମଃନାର୍ କାମ୍ ।
28
ଜିରୁସାଲମେ ସେ ଡାବୁକାସୁ ଦଃୟ୍କଃରି ମୁଦ୍ରାମାରି ମର୍ କାମ୍ ସେସ୍ କଃଲା ହଃଚେ ମୁୟ୍ଁ ସ୍ପେନ୍ ଦେସେ ଜଃଉଁକେ ବାରୟ୍ନ୍ଦ୍ ଆର୍ ଜାତା ବାଟେ ଦଃକି ଆସିନ୍ଦ୍ ।
29
ଆର୍ ମୁୟ୍ଁ ଜାଣୁଲେ, ଜଃଡେବଃଳ୍ ମୁୟ୍ଁ ତୁମିମଃନାର୍ ହାକ୍ ଆସିନ୍ଦ୍ ସଃଡେବଃଳ୍ କ୍ରିସ୍ଟର୍ ହୁରାହୁରି ଆସିର୍ବାଦ୍ ସଃଙ୍ଗ୍ ଆସିନ୍ଦ୍ ।
30
ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆର୍ ପବିତ୍ର ଆତ୍ମା ଦିଲା ଲାଡାର୍ ଗିନେ ମୁୟ୍ଁ ବାୟ୍ବେଣିମଃନ୍ ତୁମିମଃନ୍କେ ଗଃଉଆରି କଃରୁଲେ, ମର୍ ଗିନେ ସଃର୍ଦା ମଃନେ ପାର୍ତ୍ନା କଃରା ।
31
ଅବିସ୍ୱାସିମଃନାର୍ ତଃୟ୍ହୁଣି ମୁୟ୍ଁ ଜଃନ୍କଃରି ମୁକ୍ତି ଅୟ୍ନ୍ଦ୍ ଆର୍ ଜିରୁସାଲମେ ମର୍ ସେବା କାମ୍ ଜଃନ୍କଃରି ସେତିର୍ ଇସ୍ୱରାର୍ ଲକ୍ମଃନ୍ ମଃନ୍ କଃର୍ତି, ସେତାର୍ଗିନେ ପାର୍ତ୍ନା କଃର୍ତିରିଆ ।
32
ଇସ୍ୱରାର୍ ଇଚା ଅୟ୍ଲେକ୍ ମୁୟ୍ଁ ସଃର୍ଦାୟ୍ ତୁମିମଃନାର୍ ଚଃମେ ଆସିନ୍ଦ୍ ଆର୍ ତୁମିମଃନାର୍ ସଃଙ୍ଗ୍ କଃତି ଦିନ୍ ରଃୟ୍ ମର୍ ମଃନେ ସୁକ୍ ହାଉଁହାରିନ୍ଦ୍ ।
33
ସଃବୁ ସୁସ୍ତା ଦେତା ଇସ୍ୱର୍ ତୁମାର୍ ସଃବୁଲକାର୍ ସଃଙ୍ଗ୍ ରେଅ । ଆମେନ୍ ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16