bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
Romans 16
Romans 16
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
1
କେଙ୍କେରିଆ ମଣ୍ଡ୍ଳିର୍ ଗଟ୍ ସେବାକାରିଣି ବେଣି ପବିକେ ତୁମିମଃନାର୍ ହାକ୍ ହଃଟାଉଁଲେ ।
2
ମାପ୍ରୁର୍ ନାଉଁଏ ତାକେ ଦଃରି ଇସ୍ୱରାର୍ ଲକ୍ ହର୍ ବେବାର୍ କଃରା । ତାର୍ ଲଳା ହଃର୍କାରେ ତାକେ ଉହ୍କାର୍ କଃରା । ମର୍ ଆର୍ ଅଃନେକ୍ ଲକାର୍ ସେ ଗଟେକ୍ ଉହ୍କାରି ଲକ୍ ।
3
କ୍ରିସ୍ଟ ଜିସୁର୍ ସେବା କାମେ ମର୍ ସଃଙ୍ଗ୍ କାମ୍ କଃର୍ତା ପ୍ରିସ୍କିଲା ଆର୍ ଆକିଲାକେ ମର୍ ଜୁଆର୍ ଜାଣାଉଆ;
4
ସେମଃନ୍ ମର୍ ହାୟ୍ଁ ନିଜାର୍ ନିଜାର୍ ଜିବନ୍କେ ବିପ୍ଦେ ହଃକାୟ୍ ଆଚ୍ତି । ମୁୟ୍ଁ ହଃକା ସେମଃନ୍କେ ଦନ୍ୟବାଦ୍ ଦେଉଁଲେ ସେରି ନାୟ୍ ମଃତର୍ ସଃବୁ ଅଜିଉଦି ମଣ୍ଡ୍ଳି ସେମଃନ୍କେ ଦନ୍ୟବାଦ୍ ଦେଉଁଲାୟ୍ ।
5
ସେମଃନାର୍ ଗଃରେ ଗଟେତଃୟ୍ ଅଃଉତା; ମଣ୍ଡ୍ଳିର୍ ସଃବୁଲକେ ହେଁ ମର୍ ଜୁଆର୍ ଜାଣାଉଁଲେ । ମର୍ ଲାଡାର୍ ବାୟ୍ ଏପାୟ୍ନେତକେ ମର୍ ଜୁଆର୍ ଜାଣାଉଆ । ଆସିଆ ଦେସେ ସେ ଅଃଉଁଲା ହଃର୍ତୁ କ୍ରିସ୍ଟ ବିସ୍ୱାସି ।
6
ତୁମିମଃନାର୍ ବଃଲ୍ ହାୟ୍ଁ ବେସି କଃସ୍ଟ୍ କଃରି କାମ୍ କଃରିରିଲା ମରିୟମ୍କେ ମର୍ ଜୁଆର୍ ।
7
ଆନ୍ଦ୍ରନିକ ଆର୍ ଜୁନିୟାକେ ମର୍ ଜୁଆର୍ । ଇ ଦୁୟ୍ ଲକ୍ ଜିଉଦି ମର୍ ସଃଙ୍ଗ୍ ବନ୍ଦି ଗଃରେ ରିଲାୟ୍ । ମର୍ ତଃୟ୍ହୁଣି ହୁର୍ବେ ସେମଃନ୍ କ୍ରିସ୍ଟର ବିସ୍ୱାସି ଅୟ୍ରିଲାୟ୍ ଆର୍ ପେରିତ୍ ଚେଲାମଃନାର୍ ବିତ୍ରେ ସେମଃନ୍ ଜାଣାସୁଣା ।
8
ମାପ୍ରୁର୍ତଃୟ୍ ମର୍ ଲାଡାର୍ ଆମ୍ପିଲିଆକେ ଜୁଆର୍ ଜାଣାଉଆ ।
9
କ୍ରିସ୍ଟର ସେବାୟ୍ ଅଃମାର୍ ସଃଙ୍ଗ୍ କାମ୍ କଃରୁ ଉର୍ବାନ୍କେ ଆର୍ ମର୍ ଲାଡାର୍ ଆରିସ୍ତାକେ ଜୁଆର୍ ଜାଣାଉଆ ।
10
କ୍ରିସ୍ଟର୍ ବିସ୍ୱାସି ଆପେଲାକେ ଜୁଆର୍ ଜାଣାଉଆ । ଆରିସ୍ତବୁଲାର୍ କୁଟୁମାର୍ ଲକମଃନ୍କେ ଜୁଆର୍ ଜାଣାଉଆ ।
11
ମର୍ ସଃଙ୍ଗାର୍ ଜିଉଦି ହେରଦିଆକେ ଜୁଆର୍ ଜାଣାଉଆ । ନାର୍କିସାର୍ ଗଃରେ ଜୁୟ୍ ଲକ୍ମଃନ୍ ମାପ୍ରୁର୍ ତଃୟ୍ ଆଚ୍ତି ସେମଃନ୍କେ ଜୁଆର୍ ଜାଣାଉଆ ।
12
ମାପ୍ରୁର୍ ସେବାକାମ୍ କଃରୁଲା କ୍ରୁପେଣା ଆର୍ କ୍ରୁପସ୍କେ ଜୁଆର୍ ଜାଣାଉଆ । ଲାଡାର୍ ପର୍ସିସ୍କେ ଜୁଆର୍ ଜାଣାଉଆ, ସେ ମାପ୍ରୁର୍ କାମେ ବେସି କାମ୍ କଃରିଆଚେ ।
13
ମାପ୍ରୁର୍ ବାଚ୍ଲାର୍ ରୁପକେ ଆର୍ ତାର୍ ଆୟ୍ସିକ୍ ଜୁଆର୍ ଜାଣାଉଆ, ସେ ହେଁ ମର୍ ଆୟା ହର୍ ।
14
ଅସୁଙ୍କ୍ରିତ୍, ପ୍ଳେଗନ୍, ହର୍ମିସ୍, ପାତ୍ରବା, ହର୍ମାସ୍, ଆର୍ ସେମଃନାର୍ ସଃଙ୍ଗେ ରିଲା ବିସ୍ୱାସି ବାୟ୍ବେଣିମଃନ୍କେ ଜୁଆର୍ ଜାଣାଉଆ ।
15
ସେମଃନାର୍ ସଃଙ୍ଗେ ରେଉଁଲା ବାୟ୍ବେଣିମଃନ୍କେ, ପିଲଲଗ୍ ଆର୍ ଜୁଲିଆ, ନିରୁସ୍ ଆର୍ ତାର୍ ବେଣ୍ସି; ଆରେକ୍ ଅଲୁମ୍ପା ଆର୍ ସେମଃନାର୍ ସଃଙ୍ଗେ ରିଲା ସଃବୁ ସାଦୁମଃନ୍କେ ମର୍ ଜୁଆର୍ ଜାଣାଉଆ ।
16
ପବିତ୍ର ଲାଡେ ସଃବ୍କେ ଜୁଆର୍ କଃରା । କ୍ରିସ୍ଟର୍ ସଃବୁ ମଣ୍ଡ୍ଳି ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
17
ଏ ବାୟ୍ବେଣିମଃନ୍, ତୁମିମଃନ୍ ଜୁୟ୍ ସିକ୍ୟା ହାୟ୍ ଆଚାସ୍, ସେତିର୍ ଉଲ୍ଟା ଜୁୟ୍ ଲକ୍ମଃନ୍ ବାଗ୍କଃରି ଆର୍ ବାଦା ଗଃଟାଉତି, ସେମଃନ୍କେ ଚିନିକଃରି ସେମଃନାର୍ ତଃୟ୍ହୁଣି ଅଃଲ୍ଗା ରେତାର୍ ଗିନେ ମୁୟ୍ଁ ତୁମିକେ ଗଃଉଆରି କଃରୁଲେ ।
18
ବଃଲେକ୍ ଇରଃକମ୍ ଲକ୍ମଃନ୍ ଅଃମାର୍ ମାପ୍ରୁ କ୍ରିସ୍ଟ ଜିସୁର୍ ସେବାକାରି ନାୟ୍, ମଃତର୍ ନିଜାର୍ ନିଜାର୍ ସେବାକାରି, ଆରେକ୍ ସୁନ୍ଦୁର୍ କଃତା କୟ୍ ସାଦାସିଦା ଲକ୍ମଃନାର୍ ମଃନ୍କେ ବୁଲ୍କାଉତି ।
19
ବଃଲେକ୍ ତୁମିମଃନାର୍ ନିକ ବେବାର୍ ସଃବୁ ଲକାର୍ ବିତ୍ରେ ଉର୍ଜି ଅୟ୍ଆଚେ; ତଃବେ ମୁୟ୍ଁ ତୁମାର୍ ଗିନେ ସଃର୍ଦା କଃରୁଲେ, ମଃତର୍ ତୁମିମଃନ୍ ଜଃନ୍କଃରି ସଃତ୍ କଃତାୟ୍ ଗିଆନି ଆର୍ ମିଚ୍ କଃତାୟ୍ ନିର୍ଦସି ଅଃଉଆ, ଇରି ମର୍ ଇଚା ।
20
ଆର୍ ସୁସ୍ତା ଦେତା ଇସ୍ୱର୍ ସୟ୍ତାନ୍କେ ବେଗି ତୁମିମଃନାର୍ ହାଦ୍ ତଃଳେ କଃରେଦ୍ । ଅଃମିମଃନାର୍ ମାପ୍ରୁ ଜିସୁକ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃଙ୍ଗେ ରେଅ ।
21
ମର୍ ସଃଙ୍ଗ୍ କାମ୍କଃରୁ ତିମତି ଆର୍ ମର୍ ସଃଙ୍ଗାର୍ ଜିଉଦି ବାୟ୍ମଃନ୍ ଲୁକିୟ, ଜାସନ୍ ଆର୍ ସସିପାତ୍ର ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
22
ମୁୟ୍ଁ ତର୍ତିୟ ପାଉଲ କୟ୍ଲା ହଃର୍କାରେ ଇ ଚିଟି ଲେକୁ ମାପ୍ରୁ ନାଉଁଏ ମୁୟ୍ଁ ତୁମିମଃନ୍କେ ଜୁଆର୍ ଜାଣାଉଁଲେ ।
23
ମର୍ ଆର୍ ସଃବୁ ମଣ୍ଡ୍ଳିମଃନାର୍ ବଲ୍ ମଃନ୍ଦ୍ ବୁଜୁ ଗାୟ, ଜାର୍ ଗଃରେ ପାର୍ତ୍ନା କଃରୁମଃନ୍ ଗଟ୍ତଃୟ୍ ରୁଣ୍ଡ୍ତି ଆର୍ ଇ ଗଃଳାର୍ ଡାବୁ ସଃଙ୍ଗାଉ ଏରାସ୍ଟ, ଆର୍ ବାୟ୍ କାର୍ତ ହେଁ ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
24
ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃବ୍କାର୍ ସଃଙ୍ଗେ ରେଉଅ । ଆରେକ୍
25
ଆସା, ଇସ୍ୱର୍କେ ଜଃଜ୍ମାନ୍ କଃରୁଆଁ । ମୁୟ୍ଁ ପର୍ଚାର୍ କଃରୁଲା ଜିସୁ କ୍ରିସ୍ଟର୍ ବିସୟେ ନିକ କବୁର୍ ଆର୍ ଜୁଗ୍ ଜୁଗ୍ ଦଃରି ଗୁପ୍ତ୍ ଆଚ୍ତା ସଃତ୍ ହଃର୍କାରେ ତୁମିମଃନାର୍ ବିସ୍ୱାସ୍କେ ଅଃଟୁଆ ରଃକୁକେ ଇସ୍ୱରାର୍ ସଃକ୍ତି ଆଚେ ।
26
ସେ ବିତ୍ରି କଃତାର୍ ସଃତ୍ ସଃବୁ ବାବ୍ବାଦିମଃନାର୍ ସାସ୍ତରେ ଜାଣାହଃଳି ଆଚେ ଆର୍ ସେରି ଅଃବେ ଆରୁମ୍ ଆର୍ ସେସ୍ ନୟ୍ଲାର୍ ମାପ୍ରୁ ଇସ୍ୱର୍ ଦଃୟ୍ ସବୁ ଜାତି ବିତ୍ରେ ପର୍ଚାର୍ ଅଃଉଁଲି । ଇତାର୍ ଗିନେ ସଃବୁ ଲକ୍ ବିସ୍ୱାସ୍ କଃରି ଇସ୍ୱରାର୍ ବଲ୍ ମାନୁ ଅଃଉଁ ହାର୍ତି ।
27
ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟ୍ ଜୁଗେଜୁଗେ ସେ ଗଟେକ୍ ବଃଲି ଗ୍ୟାନି ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
All chapters:
1
2
3
4
5
6
7
8
9
10
11
12
13
14
15
16
Recommended Reading
Commentary
Romans Commentaries
→
Devotional
Romans Devotional Guide
→
Get This Bible
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍) Study Bible
→