bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
1 Timothy 3
1 Timothy 3
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
1
ଇରି ସ୍ତ୍, ମ୍ଣ୍ତଳିର୍ ନେତା ଅଉତାର୍ ଗିନେ ଜୁଇମାନାଇ ମ୍ନ୍କ୍ରେଦ୍, ସେ ଗଟେକ୍ ସନ୍ମାନାର୍ କାମ୍ କ୍ରୁକେ ମ୍ନ୍କ୍ରେଦ୍।
2
ମ୍ତର୍ ମ୍ଣ୍ତଳିର୍ ବିଶପ୍, ନିର୍ଦଷି, ସେ ଗଟେକ୍ ହ୍କା ବିବାଅଇରେତା ଦ୍ର୍କାର୍, ଗୁଣ୍ମଦୁର୍ ଅଉତା ଲକ୍, ସ୍ମ୍ବାଳ୍ତା ଲକ୍, ବୁଦିଆ ଲକ୍, ଗ୍ରେ ଆସ୍ତା ଲକ୍କେ ହେଜ୍ହାଣି ଦେତାଲକ୍ ଆର୍ ଶିକ୍ୟା ଦେମ୍ହାର୍ତା ଦ୍ର୍କାର୍।
3
ଆରେକ୍ ସେ ମ୍ଦୁଆ କି ବେଗି ରିସା ଅଉତା ଲକ୍ ଅଇ ନ୍ରେଇ, ମାଡ୍ଗଳ୍ ନ୍କେର୍ତା ଲକ୍, ଶାନ୍ତି ଲକ୍, ଦ୍ନ୍ ସ୍ମ୍ପତିକେ ଲ୍ବ୍ ନ୍କେର୍ତା ଲକ୍ ଅଇର୍ଇଦ୍।
4
ନିଜାର୍ ଗ୍ର୍କେ ଟିକ୍ବାବେ ଚାଲାଉତା ଲକ୍ ଅଇରେତା ଦ୍ର୍କାର୍, ତାର୍ ହିଲାମ୍ନ୍ ଉବାସି ଆଇସିକେ ମାନିକ୍ରି ସେମ୍ନ୍କାର୍ କ୍ତା ମାନ୍ତା ଦ୍ର୍କାର୍।
5
ଜୁଇମାନାଇ ନିଜାର୍ ଗ୍ରାର୍ ପରିବାର୍କେ ଶାସନ୍ କ୍ରୁକେ ନ୍ଜାଣେ, ତ୍ବେ ସେ କ୍ନ୍କ୍ରି ଇଶ୍ଵରାର୍ ମ୍ଣ୍ତଳିକେ ଜ୍ତୁନ୍ କ୍ରୁହାରେ।
6
ସେ ଗଟେକ୍ ନ୍ଉଁଆ ବିଶ୍ବାସି ଅଇନ୍ରେତା ଦର୍କାର୍, ସେ ବିଶ୍ବାସେ ଡାଟ୍ ଅଇରେତା ଦ୍ର୍କାର୍, ନଇଲେକ୍ ଇଶ୍ଵର୍ ଶଇତାନ୍କେ ତାର୍ ଗ୍ର୍ବ୍ ଗିନେ ଦ୍ଣ୍ତ୍ଦିଲାହର୍ ତାକେ ହେଁ ଡ୍ଣ୍ତ୍ ଦ୍ଇଦ୍।
7
ମ୍ଣ୍ତଳି ବାହାରେ ଆର୍ ସ୍ବୁ ଟାଣେ ସେ ଗଟେକ୍ ମାନ୍ତି ହାଉତା ଲକ୍ ଅଇରେତା ଦ୍ର୍କାର୍, ତ୍ବେ ଲକ୍ମ୍ନ୍ ତାକେ ଲିନ୍ଦା ନ୍କେର୍ତି ଆର୍ ସେ ଶଇତାନାର୍ ହାନ୍ଦାଇ ନ୍ହେଳ୍ତି।
8
ମ୍ଣ୍ତଳିର୍ ପାରାଚିନ୍ମ୍ନ୍ ଗୁଣ୍ମଦୁର୍ ରିଲାଲକ୍ ଆର୍ ବ୍ଲ୍ କାମ୍କ୍ର୍ତା ଲକ୍ ଅଇରେତା ଲଡା। ସେମ୍ନ୍ ମ୍ଦୁଆ କି ଦ୍ନ୍ଲବି ଅଇନ୍ରେତି।
9
ଅମାର୍ ଇଶ୍ଵରାର୍ ସ୍ତ୍କେ ସେମ୍ନ୍ ଅଟୁଆ କ୍ରି ତାକାର୍ ଜୀବନେ ବିଶ୍ବାସ୍ କ୍ର୍ତା ଲକ୍ ଅଇରେତା ଦ୍ର୍କାର୍।
10
ମ୍ଣ୍ତଳିର୍ ହ୍ଦ୍ ଦେତା ଆଗ୍ତୁ ତାକେ ପରିକ୍ୟା କ୍ରା, ସେ ପରିକ୍ୟା ତ୍ଇ ଯଦି ସେ ଜିଣେଦ୍ ତ୍ବେ ତାକେ ସେ ହ୍ଦ୍ ଦିଆସ୍।
11
ମ୍ଣ୍ତଳିର୍ ସେବାକ୍ରତା ଲକ୍ ଗଟେକ୍ ହ୍କା ମାଇଜିକେ ବିବାଅଇରେତା ଦ୍ର୍କାର୍, ସେମ୍ନ୍ ନିଜାର୍ ଗ୍ର୍କେ ଆର୍ ହିଲାମ୍ନ୍କେ ବ୍ଲ୍କ୍ରି ଚାଲାଉତା ଦ୍ର୍କାର୍।
12
ସେମ୍ନ୍କାର୍ ମାଇଜି ଟକିମ୍ନ୍କାର୍ ବ୍ଲ୍ଗୁଣ୍ ରେତା ଦ୍ର୍କାର୍, ସେମ୍ନ୍ ବିନ୍ଲକାର୍ କୁଟ୍ ନ୍କଉତା ଲକ୍ ଅଇରେତା ଦ୍ର୍କାର୍, ସେମ୍ନ୍ ବ୍ଲ୍ ଚାଲାବୁଲା ଅଉତା ଟକି, ଆର୍ ସ୍ବୁ ବିଷୟେ ବ୍ଲ୍ନାଉଁ ରିଲା ଟକି ଅଇରେତା ଲଡା।
13
ଜୁଇ ମ୍ଣ୍ତଳିର୍ ସେବାକ୍ର୍ତା ଲକ୍ ବ୍ଲ୍ କାମ୍କ୍ର୍ତି ସେମ୍ନ୍ ମ୍ଣ୍ତଳିଲ୍ଗେ ମାନ୍ତି ହାଉତି। ସେମ୍ନ୍ ନ୍ଡିରିକ୍ରି ତାକାର୍ ଯୀଶୁ ଖ୍ରୀଷ୍ଟର୍ ଉହ୍ରେ ବିଶ୍ବାସ୍ କ୍ର୍ତା କ୍ତା କ୍ଉତି।
14
ମୁଇ ତର୍ଲ୍ଗେ ବେଗି ଆସୁକେ ବେସିଦିନ୍ ଅଇଲି ଆଶା କ୍ରୁଲେ, ମ୍ତର୍ ଅବେ ଇ ସ୍ବୁ ବିଷୟ୍ ତର୍ ହାଇଁ ଲେକୁଲେ।
15
ଯଦି ମୁଇ ଆସୁକେ ବେଳ୍ ଅଇଦ୍ ତ୍ବେ ମୁଇ ତକେ ଜାଣାମ୍କେ ଇଚାକ୍ରୁଲେ ଯେ, ଇଶ୍ଵରାର୍ ଗ୍ରାର୍ ଲକ୍ମ୍ନ୍କାର୍ ଚାଲିଚଳନ୍ ବିଷୟେ ସେମ୍ନ୍କେ ସିକାଉଆ। ଇରି ଜୀବନ୍ ରିଲା ଇଶ୍ଵରାର୍ ମ୍ଣ୍ଡଳି, ସ୍ତ୍ ବିଷୟ୍ ଅଇଲି ଇ ମ୍ଣ୍ତଳିର୍ କ୍ତି ଆର୍ କୁନାଦି।
16
କେ ଗଟେଲକ୍ ହେଁ ଟିକ୍ବାବେ ଇରି କ୍ମ୍ନାହାରେ ଯେ, ଇଶ୍ଵର୍ ଜୁଇରି ବ୍ଡ୍ ବିଷୟ୍ ଅମୁକେ ଦ୍କାଇଆଚେ ସେରି ମିଚ୍, ମ୍ତର୍ ଇ ଲୁକିରିଲା କ୍ତା ସ୍ତ୍ ଯେ, ଯୀଶୁ ଖ୍ରୀଷ୍ଟ ମାନାଇ ରୁପ୍ ଦ୍ରିକ୍ରି ଆଇଲା, ସେ ଇଶ୍ଵରାର୍ ହଇସିବ୍ଲି ପବିତର୍ ଆତ୍ମା ଜାଣାଇଲା, ସ୍ର୍ଗାର୍ ଦୂତ୍ମ୍ନ୍ ତାକେ ଦ୍କ୍ଲାଇ, ସ୍ବୁ ଜାତିଲ୍ଗେ ତାର୍ ସୁବ୍କ୍ବର୍ ପର୍ଚାର୍ ଅଇଲି, ହୁର୍ତିବିର୍ ସ୍ବୁହାକ୍ ତାକେ ବିଶ୍ବାସ୍ କ୍ଲାଇ, ସେ ମ୍ଲାହ୍ଚେ ଇଶ୍ଵର୍ ତାକେ ସ୍ର୍ଗ୍ ଉହ୍ରେ ନିଲା।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
All chapters:
1
2
3
4
5
6