bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
2 Thessalonians 1
2 Thessalonians 1
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
Jump to:
Chapter 1
Chapter 2
Chapter 3
Chapter 2 →
1
ପାଉଲ୍, ସିଲା ଆର୍ ତୀମଥିର୍ ତ୍ଇହ୍ଣି ଇ ଚିଟି ଜୁଇସ୍ବୁ ଲକ୍ ଉବା ଇଶ୍ଵର୍ ଆର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ତ୍ଇ ଥେସଲନିକିୟ ସ୍ହରାର୍ ମ୍ଣ୍ତଳିଲ୍ଗେ ଆଚାସ୍।
2
ଉବା ଇଶ୍ଵର୍ ଆର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ଦୟା ଆର୍ ଶାନ୍ତି ତୁମାର୍ମ୍ନ୍କାର୍ ତ୍ଇ ଅଉଅ।
3
ଏ ମର୍ ବାଇ ଆର୍ ବେଣିମ୍ନ୍ ଅମି ସ୍ବୁବ୍ଳ୍ ତୁମାର୍ ଗିନେ ଇଶ୍ଵର୍କେ ଦନ୍ୟବାଦ୍ ଜାଣାଇ ଆଚୁ। ଅମାର୍ ଗିନେ ଅନ୍କ୍ରି କ୍ର୍ତାର୍ ଅମି ଟିକ୍ ବ୍ଲି ବାବ୍ଲୁ। ତୁମାର୍ମ୍ନ୍କାର୍ ବିଶ୍ବାସ୍ ଜ୍ନ୍କ୍ରି ଅଦିକ୍ ବାଡି ଆଚେ, ଇରି ସ୍ତ୍ବ୍ଲି ଜାଣା ହ୍ଳୁଲି।
4
ତୁମାର୍ମ୍ନ୍କାର୍ ବିତ୍ରେ ନିଜାର୍ ନିଜାର୍ ସ୍ବୁ ଲାଡ୍ କ୍ର୍ତାର୍ ବାଡୁଲି। ତ୍ବେ ଇଶ୍ଵରାର୍ ବିନ୍ ମ୍ଣ୍ତଳି ମ୍ନ୍କାର୍ ତ୍ଇ ଅମି ତୁମାର୍ ଗିନେ ଗର୍ବ କ୍ରୁଲୁ। ଜ୍ନ୍କ୍ରି ତୁମିମ୍ନ୍ ବ୍ଲ୍ ଆଚାସ୍ ଆର୍ ତୁମାର୍ ବିଶ୍ବାସ୍ ଆଚେ, ଅମି ଇ ବିଷୟେ ଇଶ୍ଵରାର୍ ବିନ୍ ମ୍ଣ୍ତଳିମ୍ନ୍କେ କ୍ମ୍ନ୍ଦ୍। ତୁମିମ୍ନ୍ ଦୁକ୍କ୍ଷ୍ଟ ଆର୍ ବେସି ଅସୁବିଦା ସାମ୍ନା ଅମ୍ଲାସ୍। ମ୍ତର୍ ତୁମିମ୍ନ୍ ନିଜାର୍ ଦୁକ୍ ଆର୍ ବିଶ୍ବାସ୍କେ ଆରାଇ ନ୍କେରି ଆଗେ ଆଗେ ଜ୍ମ୍ଲାସ୍।
5
ଇଶ୍ଵରାର୍ ବିଚାର୍ ଟିକ୍ ବ୍ଲି ଇରି ଜାଣାଇଦ୍। ଇଶ୍ଵର୍ ଇଚା କ୍ରୁଲା ଯେ, ତୁମି ତାକାର୍ ରାଇଜେ ହୁରୁକେ ଯଗ୍ୟ ଅଉଆ, ସେତାର୍ଗିନେ ତୁମିମ୍ନ୍ ଇସ୍ବୁ ଦୁକ୍ କ୍ଷ୍ଟକେ ସାମ୍ନା କ୍ରୁଲାସ୍।
6
ଜୁଇରି ଟିକ୍ ସେରି ଇଶ୍ଵର୍ କ୍ରେଦ୍। ଜୁଇ ଲକ୍ମ୍ନ୍ ତୁମୁକେ କ୍ଷ୍ଟ ଦେତି, ଇଶ୍ଵର୍ ସେମ୍ନ୍କେ କ୍ଷ୍ଟ ଦ୍ଇଦ୍।
7
ଦୁକ୍ ହାଇରିଲା ସ୍ବୁଲକେ ଇଶ୍ଵର୍ ତୁମୁକେ ଶାନ୍ତି ଦ୍ଇଦ୍। ସେ ଅମୁକ୍ ହେଁ ଶାନ୍ତି ଦ୍ଇଦ୍। ଜ୍ଡେବ୍ଳ୍ ମାପ୍ରୁ ଯୀଶୁ ନିଜାର୍ ଶ୍କ୍ତିଶାଳି ସ୍ର୍ଗାର୍ ଦୂତ୍ମ୍ନ୍କାର୍ ସ୍ଙ୍ଗ୍ ସ୍ର୍ଗେ ହ୍ଣି ଆସେଦ୍, ସ୍ଡେବ୍ଳ୍ ଇଶ୍ଵର୍ ଅମାର୍ ଦୁକ୍କେ ଦୁରି କ୍ରେଦ୍।
8
ଜୁଇଲକ୍ ଇଶ୍ଵର୍କେ ନ୍ଜାଣ୍ତି ଆର୍ ଅମାର୍ ମାପ୍ରୁ ଯୀଶୁର୍ ସୁବ୍କ୍ବର୍କେ ମାନିନ୍କେର୍ତି, ସେମ୍ନ୍କେ ଡ୍ଣ୍ତ୍ ଦେମ୍କେ ସେ ଲାଗ୍ତା ଜୟ୍ସ୍ଙ୍ଗ୍ ଆସେଦ୍।
9
ସେମନ୍ ମାପ୍ରୁ ଯିଶୁର୍ ମଇମା ତ୍ଇହ୍ଣି ସ୍ବୁଦିନାର୍ ଗିନେ ଅଲ୍ଗା ଅଉତି। ଇଶ୍ଵର୍ ସେମ୍ନ୍କେ ସ୍ବୁଦିନାର୍ ହାଇଁ ଦୁକ୍କ୍ଷ୍ଟ ହାମ୍କେ ଡ୍ଣ୍ଡ୍ ଦ୍ଇଦ୍।
10
ମାପ୍ରୁ ଯୀଶୁ ଆସ୍ତା ଦିନ୍ ଇ ଗଟ୍ଣା ଗଟେଦ୍। ନିଜାର୍ ପବିତର୍ ଲକ୍ମ୍ନ୍କାର୍ ଲ୍ଗେ ମଇମା ହାଉତାର୍ ଗିନେ ଯୀଶୁ ଆସେଦ୍। ଜୁଇସ୍ବୁ ଲକ୍ମ୍ନ୍ ବିଶ୍ବାସ୍ କ୍ଲାଇ ଆତ୍ତି, ସେମ୍ନ୍ ଯୀଶୁକେ ଦ୍କି ସ୍ର୍ଦା ଅଉତି। ଜ୍ନ୍କ୍ରି ତୁମିମ୍ନ୍ ଅମି କଇଲା କ୍ତାକେ ବିଶ୍ବାସ୍ କ୍ରିଆଚାସ୍, ସେତାର୍ଗିନେ ସେ ବିଶ୍ବାସି ମ୍ଣ୍ତଳି ଦ୍ଳେ ତୁମିମ୍ନ୍ ହେଁ ରିଆସ୍।
11
ସେତାକ୍ ଅମି ତୁମାର୍ମ୍ନ୍କାର୍ ଗିନେ ସ୍ବୁବ୍ଳ୍ ପାର୍ତେନା କ୍ରୁଲୁ। ଅମି ଅମାର୍ ଇଶ୍ଵର୍କେ ତୁମୁକ୍ମ୍ନ୍ ସେ ଜୀବନ୍ ଜଗ୍ଯ କ୍ରବ୍ଲି କ୍ମ୍ଲୁ ଜୁଇତି ସେ ତୁମୁକ୍ମ୍ନ୍କେ ବାଚୁକେ କୁଦିଆଚେ। ଇଶ୍ଵର୍ ତାର୍ ଶ୍କ୍ତି ସ୍ଙ୍ଗ୍ ତୁମାର୍ ସ୍ବୁ ବ୍ଲ୍ ଇଚାକେ ଆର୍ ତୁମାର୍ ବିଶ୍ବାସାର୍ କାମ୍କେ ହୁରା କ୍ରତ୍ବ୍ଲି ଅମି ପାର୍ତେନା କ୍ରୁଲୁ।
12
ଅମି ଇ ପାର୍ତେନା କ୍ରୁଲୁ କି ଲକ୍ମ୍ନ୍ ତୁମାର୍ ଯଗୁ ଅମାର୍ ମାପ୍ରୁ ଯୀଶୁର୍ ନାଉଁଏ ମଇମା କ୍ରତ୍ ଆର୍ ତୁମିମ୍ନ୍ ହେଁ ସନ୍ମାନ୍ ହାଉଆସ୍ କାଇତାକ୍ ତୁମି ତାର୍ ଅଇଆଚାସ୍। ଇରି ଇତାର୍ ଗିନେ ଅଇଦ୍ କାଇତାକ୍ ଅମାର୍ ଇଶ୍ଵର୍ ଆର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟ ତୁମାର୍ ଉହ୍ରେ ବେସି ଦୟାକ୍ରି ଆଚେ।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3