bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Ephesians 3
Ephesians 3
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
1
ଇତାର୍ ଗିନେ ମୁଇ ପାଉଲ୍ ଖ୍ରୀଷ୍ଟ ଯୀଶୁର୍ ଚେଲା, ଜ୍ଇଲେ ର୍ଇକ୍ରି ଯିହୁଦି ଚାଡି ବିନ୍ଜାତିର୍ ଲକ୍ମ୍ନ୍କାର୍ ଗିନେ ମୁଇ ଇଶ୍ଵରାର୍ ଲ୍ଗେ ପାର୍ତେନା କ୍ରୁଲେ।
2
ତୁମାର୍ ସ୍ବୁଲକାର୍ ବ୍ଲାର୍ ଗିନେ, ଇଶ୍ଵର୍ ତାର୍ ଆଶିର୍ବାଦ୍ ତ୍ଇ ମକେ ଇ ପର୍ଚାର୍ କ୍ର୍ତା କାମ୍ ଦିଲାଆଚେ। ଇକ୍ତା ତୁମିମ୍ନ୍ ଜାଣିଆଚାସ୍।
3
ଇଶ୍ଵର୍ ତାର୍ ଲୁକ୍ଲା କ୍ତାକେ ମକେ ଜାଣାଇ ଆଚେ, ଜ୍ନ୍କ୍ରି କି ମୁଇ ହୁର୍ବେ ଅଳକ୍ ଲେକିଆଚି।
4
ସେରି ହଳ୍ଲେକ୍ ତୁମିମ୍ନ୍ ଖ୍ରୀଷ୍ଟର୍ ଲୁକ୍ଲା ବିଷୟ୍କେ ଜାଣୁହାରାସ୍ ଜୁଇରି ମୁଇ ଜାନ୍ଲେ ଆଚି।
5
ମ୍ତର୍ ଅବେ ସେ ଲୁକିରିଲା କ୍ତାକେ ତାର୍ ପବିତର୍ ହ୍ଟାଇଲା ଚେଲାମ୍ନ୍କାର୍ ଆର୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ ଆତ୍ମାର୍ ଲଗେ ଜାଣାଇ ଆଚେ, ହୁର୍ବାର୍ ଲକ୍ମ୍ନ୍କେ ସେ ଲୁକ୍ଲା ବିଷୟେ ଇଶ୍ଵର୍ ଜାଣାଇ ନ୍ରିଲା।
6
ସେ ଲୁକ୍ଲା କ୍ତା ଅମ୍ଲି, ସୁବ୍କ୍ବରାର୍ ଗିନେ ଯିହୁଦି ମ୍ନ୍କାର୍ ସ୍ଙ୍ଗ୍ ଯିହୁଦି ଚାଡି ବିନ୍ଜାତି ହେଁ ଇଶ୍ଵରାର୍ ଆଶିର୍ବାଦ୍ ହାଇ ଆତ୍ତି, ସେମ୍ନ୍ ଗଟେକ୍ ଗ୍ଗାଳାର୍ ଆତ୍ଗଡ୍, ଆର୍ ଯୀଶୁ ଖ୍ରୀଷ୍ଟର୍ ଗିନେ ଇଶ୍ଵର୍ କ୍ରିରିଲା ହ୍ର୍ମାଣାର୍ ଆଶିର୍ବାଦ୍ ଅମିମ୍ନ୍ ହାଇଆଚୁ।
7
ଇଶ୍ଵର୍ ତାର୍ ଚମ୍ତ୍କାର୍ କାମ୍ କର୍ତା ଶ୍କ୍ତିକେ ମକେ ଗଟେକ୍ ବ୍ଡ୍ ଅନୁଗ୍ର ଦାନ୍ ହର୍ ଦିଲାଆଚେ, ସେତାର୍ଗିନେ ମୁଇ ସୁବ୍କ୍ବର୍ ପର୍ଚାର୍ କ୍ର୍ତାଲକ୍ ଅଇଲେଆଚି।
8
ମୁଇ ଇଶ୍ଵରାର୍ ସ୍ବୁ ସାଦୁ ମ୍ନ୍କାର୍ ବିତ୍ରେ ବେସି ସାନ୍ଲକ୍, ମ୍ତର୍ ଯିହୁଦି ଚାଡି ବିନ୍ଜାତିର୍ ଲକ୍ମ୍ନ୍କାର୍ ଲ୍ଗେ, ଯୀଶୁ ଖ୍ରୀଷ୍ଟର୍ ନ୍ସେର୍ତା ସେବାର୍ ଆଶ୍ରିବାଦାର୍ ସୁବ୍କ୍ବର୍ ପର୍ଚାର୍ କ୍ରୁକେ,
9
ଆର୍ ସ୍ବୁ ବିଷୟାର୍ ସୁସ୍ଟି କ୍ର୍ତା ଇଶ୍ଵର୍ ଆଗ୍ତୁ ତାର୍ ଲକ୍ମ୍ନ୍କେ ଇସ୍ବୁ କ୍ତା ଜାଣାଇ ନ୍ରିଲା। ଆରେକ୍ ଇଶ୍ଵରାର୍ ତ୍ଇହ୍ଣି ଲୁକିରିଲା ଆଗାର୍ କାଳାର୍ କ୍ତା ଜ୍ନ୍କ୍ରି ହୁରାଅଇଦ୍, ସେସ୍ବୁ ଲକ୍ମ୍ନ୍କେ ଜାଣାମ୍କେ ମୁଇ ଅନୁଗ୍ର ହାଇଆଚି,
10
ଅମାର୍ ମାପ୍ରୁ ଖ୍ରୀଷ୍ଟ ଯୀଶୁର୍ ତ୍ଇ ଇଶ୍ଵର୍ ଜୁଇ କ୍ବେ ନ୍ସେର୍ତା ଜଜ୍ନା କ୍ରି ବାବିରିଲା,
11
ଇଶ୍ଵର୍ ତାର୍ ସ୍ବୁଦିନାର୍ ଗିନେ ଜୁଇ ଇଚା କ୍ରିରିଲା ସେତାକ୍ ସେ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ଦ୍ବାରା ମ୍ଣ୍ତଳିର୍ କାମ୍ ହୁରା କ୍ଲାଆଚେ।
12
ଯୀଶୁ ଖ୍ରୀଷ୍ଟର୍ ସ୍ଙ୍ଗ୍ ମିସିଆଚୁ, ଆର୍ ତାର୍ ଲ୍ଗେ ବିଶ୍ବାସ୍ କ୍ରୁଲୁ ବ୍ଲି, ଅବେ ଅମି ଇଶ୍ଵରାର୍ ଲ୍ଗେ ନ୍ଡିରିକ୍ରି ଜ୍ମ୍ହାରୁ।
13
ସେତାର୍ଗିନେ ମୁଇ ତୁମୁକ୍ କାନିକ୍ର୍ମ୍ ଅମ୍ଲେ, ଯେ ଅବେ ମୁଇ ଦୁକ୍କ୍ଷ୍ଟ ବଗୁଲେ ସେତାର୍ଲାଗି ଡିରାନାଇ, କାଇତାକ୍ ଇସ୍ବୁ ମୁଇ ତୁମାର୍ ବ୍ଲାର୍ ଗିନେ ସେ ବଗୁଲେ।
14
ସେତାର୍ଗିନେ ଜୁଇ ଉବା ଇଶ୍ଵରାର୍ ତ୍ଇହ୍ଣି ସ୍ର୍ଗ୍ ଆର୍ ହୁର୍ତିବିର୍ ସ୍ବୁ ବ୍ଉଁସ୍ ନାଉଁ ହାଉତି,
15
ତାର୍ ହାଦେ ମାଣ୍ତିକୁଟା ଟେସିକ୍ରି ସ୍ର୍ଗେ ଆର୍ ହୁର୍ତିବିରେ ରେତା ଉବା ଇଶ୍ଵରାର୍ ଲ୍ଗେ ପାର୍ତେନା କ୍ରୁଲେ।
16
ଜ୍ନ୍କ୍ରି ତାର୍ ମଇମାର୍ ବ୍ଣ୍ତାରେ ହ୍ଣି ତୁମାର୍ ହୁର୍ଦୟ୍କେ ବ୍ଡ୍ବପୁ କ୍ରୁକେ ତାର୍ ଆତ୍ମା ଶ୍କ୍ତି ଦ୍ଇଦ୍।
17
ଆର୍ ଜ୍ନ୍କ୍ରି ତୁମାର୍ ବିଶ୍ବାସ୍ ଲାଗି ଯୀଶୁ ଖ୍ରୀଷ୍ଟ ତୁମାର୍ମ୍ନ୍କାର୍ ହୁର୍ଦୟ୍ ବିତ୍ରେ ବାସା କ୍ରେଦ୍।
18
ଜ୍ନ୍କ୍ରି ତୁମିମ୍ନ୍ ଲାଡାର୍ ସ୍ଙ୍ଗ୍ କୁନାଦି ହର୍ ଅଟୁଆ ଅଇ ଯୀଶୁ ଖ୍ରୀଷ୍ଟର୍ ଲାଡ୍ ଯେ କ୍ତେକ୍ ବେସି, ଜାକେ କି ନାହୁ ନାହାର୍ତି ଇବିଷୟ୍ ଇଶ୍ଵରାର୍ ଲକ୍ମ୍ନ୍କାର୍ ସ୍ଙ୍ଗ୍ ମିସିକ୍ରି ଜାଣୁକେ ଶ୍କ୍ତି ହାଉଆ,
19
ଆର୍ ଖ୍ରୀଷ୍ଟ ଆମୁକ୍ କେତେକ୍ ବେସି ଲାଡ୍କ୍ଲା ସେରି ଜାଣୁହାରାସ୍, ତ୍ବେ ତୁମାର୍ ଗୁଣ୍ ସ୍ବୁ ଇଶ୍ଵରାର୍ ଗୁଣ୍ ହର୍ ଅଇଦ୍।
20
ଜୁଇ ଇଶ୍ଵର୍ ଅମୁକ୍ ତାର୍ ଲ୍ଗେରିଲା ଶ୍କ୍ତି ସ୍ଙ୍ଗ୍ ମାଗ୍ତା ତ୍ଇହ୍ଣି, ଆର୍ ବାବିନ୍ରିଲା ତ୍ଇହ୍ଣି ଅଦିକ୍ କ୍ରୁହାରେ,
21
ମ୍ଣ୍ତଳି ଦ୍ବାରା ଆର୍ ଯୀଶୁ ଖ୍ରୀଷ୍ଟର୍ ଦ୍ବାରା ଜୁଗେ ଜୁଗେ ଇଶ୍ଵରାର୍ ମଇମା ଅଉଅ, ଆମେନ୍।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
All chapters:
1
2
3
4
5
6