bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Exodus 23
Exodus 23
Odia - 1840
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 24 →
1
"ଅନ୍ୟ ଲୋକମାନଙ୍କ ବିଷଯ ରେ ମିଥ୍ଯା କୁହ ନାହିଁ। କାହାରି ପାଇଁ ମିଥ୍ଯା ସାକ୍ଷୀ ଦଇେ, ତାକୁ ଅସୁବିଧା ରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡୟନ୍ତ୍ର କର ନାହିଁ।"
2
"ତୁମ୍ଭେ ଲୋକ ଗହଳି ସହିତ ୟୋଗ ଦବୋ ଉଚିତ୍ ନୁହଁ ଏବଂ ନ୍ଯାଯକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତବେେଳେ ତୁମ୍ଭେ ନ୍ଯାଯାଳଯ ରେ ସାକ୍ଷ୍ଯ ଦିଅ।"
3
" ସେ ଗରିବ ବୋଲି ନ୍ଯାଯାଳଯ ରେ ତାକୁ ବିଶଷେ ଅନୁକମ୍ପା ଦଖାେଅ ନାହିଁ।"
4
"ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତବେେ ତାକୁ ତା'ର ମୁନିବକୁ ଫରୋଇ ଦିଅ, ଯଦି ସେ ତୁମ୍ଭର ଶତୃ ବି ହାଇେଥାଏ।"
5
"ତୁମ୍ଭେ ଆପଣା ଶତୃର ଗଧକୁ ଭାରତଳେ ପଡିଥିବାର ଦେଖିବ, ତାକୁ ଛାଡି ୟିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ଯ ତା' ସଙ୍ଗ ରେ ତାକୁ ମୁକ୍ତ କରିବ।"
6
"ଦରିଦ୍ର ବିଚା ରରେ ତୁମ୍ଭେ ତା ପ୍ରତି ଅନ୍ଯାଯ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ଯାଯ ଦବେ।"
7
"କୌଣସି ଲୋକକୁ ଅଯଥା ବଦ୍ନାମ କର ନାହିଁ। ତା ନାମ ରେ ମିଥ୍ଯା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ଯାଯ ରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ଯା କରିଥାଏ ତବେେ ମୁଁ ତାକୁ କ୍ଷମା ଦବେି ନାହିଁ।"
8
"ଯଦି କୌଣସି ଲୋକ ତା'ର ଭୂଲ୍ ପାଇଁ, ତାହା ସହ ଏକମତ ହବୋ ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତବେେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଚାରକ ସତ୍ଯତା ଦେଖିପା ରେ ନାହିଁ। ଏବଂ ଲାଞ୍ଚ ମଧ୍ଯ ଏକ ଉତ୍ତମ ଲୋକର ବ୍ଯବହାର ବଦଳାଇ ଦଇପୋରିବ।"
9
"ତୁମ୍ଭେ କବେବେି ବିଦେଶୀମାନଙ୍କ ପାଇଁ ଅନ୍ଯାଯ କର ନାହିଁ। ମନରେଖ, ଏକ ସମୟରେ ମଧ୍ଯ ତୁମ୍ଭମାନେେ ବିଦେଶୀ ଥିଲ ଯେତବେେଳେ ତୁମ୍ଭମାନେେ ମିଶର ରେ ବାସ କରୁଥିଲ।"
10
"ମଞ୍ଜି ବୁଣା, ଶସ୍ଯ ଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର।"
11
"କିନ୍ତୁ ସପ୍ତମବର୍ଷ ଜମି ରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ର ରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତବେେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡି ଦିଅ ଏବଂ ଅବଶିଷ୍ଟକୁ ବଣ୍ଯଜନ୍ତୁମାନଙ୍କୁ ଖାଇବାକୁ ଛାଡିଦିଅ। ଏପରିକୁ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜିତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।"
12
"ଛଅ ଦିନ ଧରି କାର୍ୟ୍ଯ କର ଏବଂ ସପ୍ତମ ଦିନ ରେ ବିଶ୍ରାମ କର। ଏପରି ମଧ୍ଯ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ଯ ଏପରି କରିବ। ସମାନଙ୍କେ ପାଇଁ ସପ୍ତମ ଦିନଟି ବିଶ୍ରାମ ଦବେ।"
13
"ସାବଧାନ, ତୁମ୍ଭେ ମାରେ ସମସ୍ତ ବ୍ଯବସ୍ଥା ମାନିବ। ଅନ୍ୟ ଦବେତାମାନଙ୍କୁ ପୂଜା କର ନାହିଁ, କିମ୍ବା ତାଙ୍କର ନାମ ତୁମ୍ଭମାନଙ୍କର ମୁଖ ରେ ଧର ନାହିଁ।"
14
"ତୁମ୍ଭମାନେେ ବର୍ଷ ରେ ତିନିଥର ମାେ ଉଦ୍ଦେଶ୍ଯ ରେ ଉତ୍ସବ କର। ସହେି ଉତ୍ସବ ଗୁଡିକରେ ତୁମ୍ଭମାନେେ ମାରେ ପବିତ୍ର ସ୍ଥାନକୁ ଆସି ଉପାସନା କର।"
15
"ପ୍ରଥମ ଉତ୍ସବଟି ତାଡିଶୂନ୍ଯ ରୋଟୀର ଉତ୍ସବ। ଏହା ମାରେ ଆଜ୍ଞାନୁସା ରେ ପାଳନ କରିବ। ଏହିପରି ତୁମ୍ଭମାନେେ ସାତଦିନ ୟାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭମାନେେ ଆବୀବ୍ ମାସ ରେ ପାଳନ କରିବ। କାରଣ ଏହି ମାସ ରେ ତୁମ୍ଭମାନେେ ମିଶରରୁ ମୁକ୍ତ ହାଇେଥିଲ। ପ୍ରେତ୍ୟକକ ଲୋକ ମାେତେ ନବୈେଦ୍ଯ ଉତ୍ସର୍ଗ କରିବେ।"
16
"ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ବିତୀୟ ଉତ୍ସବ। ତୁମ୍ଭମାନେେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭ ରେ ପାଳନ କରିବ।"
17
" ତେଣୁ ବର୍ଷ ମଧିଅରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତ ରେ ସ୍ବତନ୍ତ୍ର ସ୍ଥାନ ରେ ଉପସ୍ଥିତ ହବେେ।"
18
"ଯେତବେେଳେ ତୁମ୍ଭମାନେେ ପଶୁ ହତ୍ଯା କରିବ ତା'ର ରକ୍ତ ମାେ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ତୁମ୍ଭମାନେେ ତାଡିୟୁକ୍ତ ରୋଟୀ ମାେତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତବେେଳେ ବଳିର ମାଂସ ଖାଇବ ସେତବେେଳେ ସହେି ମାଂସକୁ ଗୋଟିଏ ଦିନ ରେ ଖାଇ ଶଷେ କରିବ। ତା' ପରଦିନକୁ ବଳକା ମାଂସ ରଖିବ ନାହିଁ।"
19
"ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।"
20
"ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭ ନିକଟକୁ ସ୍ବର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନଇୟିବେ। ସହେି ସ୍ବର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦବେ।"
21
"ସ୍ବର୍ଗଦୂତଙ୍କ କଥା ତୁମ୍ଭମାନେେ ମାନ ଏବଂ ତାଙ୍କୁ ଅନୁସରଣ କର। ତାଙ୍କର ବିରୁଦ୍ଧାଚରମ କର ନାହିଁ। କାରଣ ସେ ତୁମ୍ଭମାନଙ୍କର ଅଧର୍ମକୁ କ୍ଷମା କରିବନୋହିଁ। ମାରେ ଶକ୍ତି ତାଙ୍କଠା ରେ ନିହିତ ଅଛି।"
22
"ତାଙ୍କର ପ୍ରେତ୍ୟକକ କଥାକୁ ମାନ। ସେ ତୁମ୍ଭମାନଙ୍କୁ ଯାହାସବୁ କହିବେ ତାହାସବୁ ପାଳନ କର। ଯଦି ତୁମ୍ଭେ ତାହା ପାଳନ କର ଦବେେ ଆମ୍ଭେ ତୁମ୍ଭ ସହିତ ରହିବା। ଏବଂ ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କର ବିରୋଧ କରିବା। ଯେଉଁମାନେ ତୁମ୍ଭକୁ ବି ରୋଧ କରିବେ ସେ ଆମ୍ଭର ଶତୃ ହବେ।"
23
"ପରମେଶ୍ବର କହିଲେ, ଆମ୍ଭର ଦୂତ ତୁମ୍ଭକୁ କ୍ଷେତ୍ର ମଧ୍ଯ ଦଇେ ଆଗଇେ ନବେ। ସେ ତୁମ୍ଭମାନଙ୍କୁ ଇମାରେୀୟ, ହିତ୍ତୀଯ, ପିରିଷୀଯ, କିଣାନୀଯ, ହିଦ୍ଦୀଯ ଓ ୟୁବୂଷୀଯମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସମାନଙ୍କେୁ ଉଚ୍ଛିନ୍ନ କରିବା।"
24
"ତୁମ୍ଭମାନେେ ସମାନଙ୍କେ ଦବେତାଗଣଙ୍କୁ ପୂଜା କରିବ ନାହିଁ। ସମାନଙ୍କେ ସମ୍ମୁଖ ରେ ପ୍ରଣାମ କରିବ ନାହିଁ, ସମାନଙ୍କେକ୍ରିଯାନୁସା ରେ କ୍ରିଯା କରିବ ନାହିଁ। ମାତ୍ର ସମାନଙ୍କେ ସମୂଳେ ଉତ୍ପାଟନ କରିବ। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗି ପକାଇବ।"
25
"ତୁମ୍ଭେ ସର୍ବଦା ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ସବୋ କରିବ। ତହିଁରେ ସେ ତୁମ୍ଭମାନଙ୍କୁ ଅନ୍ନଜଳ ରେ ଆଶୀର୍ବାଦ କରିବେ। ଆମ୍ଭେ ତୁମ୍ଭମାନଙ୍କ ମଧ୍ଯରୁ ରୋଗ ଦୂର କରିବା।"
26
"ତୁମ୍ଭର ସମସ୍ତ ସ୍ତ୍ରୀଲୋକ ମାତୃତର ଅଧିକାରୀ ହବେେ। କହେି ସନ୍ଧ୍ଯା ରହିବେ ନାହିଁ କି ସନ୍ତାନ ଜନ୍ମ ସମୟରେ କୌଣସି ଶିଶୁର ମୃତ୍ଯୁ ଘଟିବ ନାହିଁ। ପୁଣି ତୁମ୍ଭମାନେେ ଦୀର୍ଘଜୀବି ହବେ।"
27
"ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ସହିତ ୟୁଦ୍ଧ କରିବ ସେ ସମୟରେ ମାରେ ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହବେ। ତୁମ୍ଭମାନେେ ତୁମ୍ଭର ସମସ୍ତ ଶତୃମାନଙ୍କୁ ୟୁଦ୍ଧ ରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରିବେ ସମାନେେ ଇତଃସ୍ତତ ହାଇେ ଦୌଡି ପଳାଇବେ।"
28
"ମୁଁ ତୁମ୍ଭ ଆଗେ, ଆଗେ ବିରୁଡିମାନଙ୍କୁ ପାଠାଇବି। ସମାନେେ ହିଦ୍ଦୀଯ, କିଣାନୀଯ, ହିତ୍ତୀଯମାନଙ୍କୁ ତୁମ୍ଭ ଦେଶରୁ ଘଉଡାଇ ଦବେେ।"
29
"ମାତ୍ର ଏକ ବର୍ଷ ରେ ତୁମ୍ଭ ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବୋ ନାହିଁ। ତାହାହେଲେ ଦେଶ ଶୁନ୍ଯ ହାଇଯେିବଓ ତୁମ୍ଭ ପ୍ରତିକୂଳ ରେ ବନ୍ଯ ପଶୁମାନଙ୍କ ସଂଖ୍ଯା ବୃଦ୍ଧି ପାଇବ।"
30
"ଆମ୍ଭେ ସମାନଙ୍କେୁ ଧି ରେ ଧୀ ରେ ତୁମ୍ଭ ସମ୍ମୁଖରୁ ଘଉଡାଇ ଦବୋ ତୁମ୍ଭମାନଙ୍କର ବର୍ଦ୍ଧିତ ହବୋ ପର୍ୟ୍ଯନ୍ତ ଓ ଦେଶ ଅଧିକାର କରିବା ପର୍ୟ୍ଯନ୍ତ।"
31
"ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।"
32
"ତୁମ୍ଭେ ସମାନଙ୍କେ ସହିତ କିମ୍ବା ସମାନଙ୍କେ ଦବେତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ।"
33
"ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ। ସେମାନେ ବାସ କଲେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ତୁମ୍ଭେ ଯେବେ ସେମାନଙ୍କ ଦେବତାଗଣଙ୍କୁ ପୂଜା କର, ତେବେ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।”"
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40