bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Exodus 26
Exodus 26
Odia - 1840
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 27 →
1
"ସଦାପ୍ରଭୁ ମାଶାଙ୍କେୁ କହିଲେ, ପବିତ୍ର ତମ୍ବୁଟି ମାଟେ ନାଇଲନ ସୂତାର ଦଶଟି କପଡା ରେ ନିର୍ମିତ ହବେ। ସହେି କପଡା ସବୁ ନୀଳ, ବାଇଗଣୀ ଓ ଲାଲ ସୂତା ରେ ନିର୍ମିତ ହବେ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲଇେ କରାୟିବ।"
2
"ପ୍ରେତ୍ୟକକ କପଡା ଖଣ୍ଡମାନ ସମାନ ଆକୃତି ବିଶିଷ୍ଟ ହବେ। ପ୍ରେତ୍ୟକକ କପଡା ଅଠଇେଶ ହାତ ଲମ୍ବ ଚାରିହାତ ପ୍ରସ୍ଥ ହବେ।"
3
"ଦୁଇଭାଗ କରି କପଡାଗୁଡିକ ଗଣ୍ଠିଲି ରେ ଏକତ୍ରୀତ କର। ପ୍ରେତ୍ୟକକ ଗଣ୍ଠିଲି ରେ ପାଞ୍ଚଖଣ୍ଡ କପଡା ରଖି ଗୋଟିଏକୁ ଅନ୍ୟ ଗୋଟିଏ ସହିତ ୟୋଡିଦିଅ।"
4
"ଉଭୟ ପ୍ରକାର ପରଦାଗୁଡିକର ଧଡି ଝାଲରେି କାର୍ୟ୍ଯ ପାଇଁ ନୀଳ ବସ୍ତ୍ର ବ୍ଯବହାର କର।"
5
"ପ୍ରଥମ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ୟୋଡ ସ୍ଥାନର ଦ୍ବିତୀୟ କପଡା ଧଡ଼ି ରେ ପଚାଶ ଘୁଣ୍ଡିଘରା କରିବ। ସହେି ଦୁଇ ଘୁଣ୍ଡିଘରା ଶ୍ ରଣେୀ ପରସ୍ପର ସମ୍ମୁଖୀନ ରହିବ।"
6
"ଏକ ବଡ ତମ୍ବୁ କରିବା ପାଇଁ ଏହାପରେ ପଚାଶଟି ସ୍ବର୍ଣ୍ଣକପଡା ରେ ପରଦାଗୁଡିକ ୟୋଡିବ।"
7
"ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡାଇ ରହିବ। ତମ୍ବୁଟି କରିବା ପାଇଁ ଛଳେିର ଚମଡା ରେ ନିର୍ମିତ ହାଇେଥିବା ଏଗାରଟି ପରଦା ବ୍ଯବହାର କର।"
8
"ଏହି ଏଗାର ଖଣ୍ଡ କପଡା ଏକ ପ୍ରକାର ଆକାର ବିଶିଷ୍ଟ ହବୋ ଉଚିତ୍। ଏହାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ହବୋ ଉଚିତ୍।"
9
"ପାଞ୍ଚଖଣ୍ଡ କପଡା ଏକତ୍ର କରି ଗୋଟିଏ ବିଭାଗ କର। ଏହାପରେ ଅନ୍ୟ ଛଅଖଣ୍ଡ କପଡା ୟୋଡି ଆଉ ଏକ ବିଭାଗ କର। ତମ୍ବୁ ସାମନା ରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡାଟିକୁ ଭାଙ୍ଗ କର।"
10
"ୟୋଡ ସ୍ଥାନ ରେ ପ୍ରଥମ ଅନ୍ୟ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ଦ୍ବିତୀୟ କପଡା ବିଭାଗର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କରିବ।"
11
"ଏହାପରେ ପିତ୍ତଳର ପାଚାଶଟି କଡା ତିଆରି କର ଏବଂ ସହେି ତମ୍ବୁର ବସ୍ତ୍ର ସହିତ ଏହି କଡାଗୁଡିକୁ ୟୋଡି ଦିଅ, ଏହା ଗୋଟିଏ ତମ୍ବୁ ହବେ।"
12
"ସହେି ତମ୍ବୁ କପଡା ରେ ଅତିରିକ୍ତ ଅଂଶ ଅର୍ଥାତ୍ ଯେଉଁ ଅର୍ଦ୍ଧକେ କପଡା ଅତିରିକ୍ତ ଥିବ, ତାହା ପବିତ୍ର ତମୁ୍ବର ପଛ ପାଖ ରେ ଏହଳି ରହିବ।"
13
"ଆଉ ତମ୍ବୁ କପଡାର ଦୀର୍ଘତାର ଯେଉଁ ଅଂଶ ଏପାଖ ରେ ଏକ ହସ୍ତ ଓ ସପୋଖ ରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାଶର୍ବ- ସପୋଶର୍ବ ରେ ଆଚ୍ଛାଦାନାର୍ଥେ ଝୁଲିବ।"
14
"ଏହାପରେ ତୁମ୍ଭେ ରକ୍ତୀକୃତ ମଷେ ଚର୍ମ ରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକ ଚର୍ମ ରେ ଏକ ଛାତ କରିବ।"
15
"ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠ ରେ ତିଆରି ହବୋ ଉଚିତ୍।"
16
"ସହେି ପଟାଗୁଡିକ ଦଶହାତ ଲମ୍ବ ଦେଢହାତ ଚଉଡା ହବେ।"
17
"ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ବାରା ୟୋଡି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡିକ ସମାନ ଆକାରର ହବୋ ଉଚିତ୍।"
18
"ପବିତ୍ର ତମ୍ବୁ ତିଆରି କରିବାପାଇଁ ଦକ୍ଷିଣ ଦିଗ ରେ କୋଡିଏଟି କାଠର ତକ୍ତା ବ୍ଯବହାର କର।"
19
"ସହେି କୋଡିଏ ତକ୍ତା ତଳେ ରଖିବା ପାଇଁ ଚାଳିଶ ରୂପାର ଆଧାର କର। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ।"
20
"ପୁଣି ପବିତ୍ର ତମ୍ବୁର ଅନ୍ୟ ପାଶର୍ବ ରେ ଉତ୍ତର ଦିଗ ରେ କୋଡିଏ ପଟା ହବେ।"
21
"ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରହିବ। ଏହିପରି ରୂପାର ଚାଳିଶଟି ଆଧାର ହବେ।"
22
"ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାଶର୍ବ ନିମନ୍ତେ ଛଅ ଖଣ୍ଡ ପଟା ହବେ।"
23
"ପବିତ୍ର ତମ୍ବୁର ସହେି ପଛପଟେ ପ୍ରେତ୍ୟକକ ପାଖ କୋଣ ରେ ଦୁଇଖଣ୍ଡ ତକ୍ତା ରହିବ।"
24
"ତହିଁ ତଳେ ୟୋଡ ହବେ ଓ ସହେିପରି ତହିଁ ମୁଣ୍ଡ ରେ ପ୍ରଥମ କଡା ନିକଟରେ ୟୋଡ ହବେ, ଏହିପରି ଦୁଇଥର ହବେ। ତାହା ସବୁ ଦୁଇ କଣ ନିମନ୍ତେ ହବେ।"
25
"ତମ୍ବୁର ପଶ୍ଚିମ ମୁଣ୍ଡ ପାଇଁ, ମାଟେ ଆଠ ଖଣ୍ଡ ତକ୍ତା କରିବ। ଷୋହଳଟି ରେ ୗପ୍ୟ ଆଧାର ହବେ, ଦୁଇଟି ଆଧାର ପ୍ରେତ୍ୟକକ ତକ୍ତା ତଳେ।"
26
"ଅର୍ଗଳ ତିଆରି କରିବାପାଇଁ ତୁମ୍ଭମାନେେ ଶିଟୀମ୍ କାଠ ବ୍ଯବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚଟି ଅର୍ଗଳ ତିଆରି କରିବ ଏକ ପାଶର୍ବ ରେ।"
27
"ଅନ୍ୟ ଏକ ପାଶର୍ବ ରେ ପାଞ୍ଚଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାଶର୍ବ ପଶ୍ଚିମ ଦିଗ ରେ ନିର୍ମାଣ କର।"
28
"ପୁଣି ମଧ୍ଯସ୍ଥିତ ଅର୍ଗଳ ପଟାର ମଧ୍ଯ ଦେଶ ରେ ଏ ମୁଣ୍ଡରୁ ସେ ମୁଣ୍ଡ ୟାଏଁ ପାଇବ।"
29
"ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।"
30
"ମୁଁ ପର୍ବତ ଉପରେ ଦଖାଇେଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।"
31
"ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ରେ ଏକ ପରଦା ପ୍ରସ୍ତୁତ କରିବ। ସେଥି ରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।"
32
"ତୁମ୍ଭେ ସହେି ପରଦାକୁ ଶିଟୀମ୍ କାଠର ଚାରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସଗେୁଡିକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କୁଡା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ଯବହାର କର।"
33
"ସୁବର୍ଣ୍ଣ କଡା ରେ ସହେି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟ ନିଯମ-ସିନ୍ଦୁକ ରଖ। ସହେି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍।"
34
"ତୁମ୍ଭେ ନିଯମ-ସିନ୍ଦୁକର ଆଚ୍ଛାଦନ ମହାପବିତ୍ର ସ୍ଥାନ ଭିତ ରେ ରଖିବ।"
35
"ପରଦାର ବାହାର ପାଶର୍ବ ରେ ମଜେ ରଖିବା ଉଚିତ୍ ଏବଂ ମଜେର ବିପରୀତ ପାଶର୍ବ ରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାଶର୍ବକୁ ମଜେ ରଖ।"
36
"ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।"
37
"ସହେି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡାଇବ। ପୁଣି ସୁବର୍ଣ୍ଣ ରେ ତହିଁର ଆଙ୍କୁଡା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।"
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40