bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Job 36
Job 36
Odia - 1840
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 37 →
1
"ଇଲୀହୁ ତା'ର କଥା ଜାରି ରଖି କହିଲା। ସେ କହିଲା"
2
"ମାେ ସହିତ ଟିକେ ସାମାନ୍ଯ ଅଧିକ ସମୟ ର୍ଧୈୟ୍ଯ ଧର। ଯାହା ଫଳ ରେ ମୁଁ ମାରୟେୁକ୍ତି ତୁମ୍ଭକୁ ଦଇପୋରିବି। ତଥାପି ପରମେଶ୍ବରଙ୍କ ତରଫରୁ ମାେତେ ବହୁତ କିଛି କହିବାର ଅଛି।"
3
"ମାରେ ଜ୍ଞାନ ମୁଁ ସମସ୍ତଙ୍କ ମଧିଅରେ ବାଣ୍ଟି ଦବେି। ପରମେଶ୍ବର ମାେତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦବେି ଯେ ପରମେଶ୍ବର ନ୍ଯାଯନିଷ୍ଠ।"
4
"ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷଯ ରେ କଥାବାର୍ତ୍ତା କରୁଛି।"
5
"ପରମେଶ୍ବର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ପରମେଶ୍ବର ଅତ୍ଯନ୍ତ ଶକ୍ତିଶାଳୀ, ସେ ମଧ୍ଯ ଅତି ଜ୍ଞାନୀ।"
6
"ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ବର ଅନୁମତି ନବେେ ନାହିଁ। ପରମେଶ୍ବର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ଯାଯଶୀଳ।"
7
"ପରମେଶ୍ବର ସତ୍ ଲୋକମାନଙ୍କୁ ଦଖାଚୋହାଁ କବେେ ବନ୍ଦ କରନ୍ତି ନାହିଁ। ସେ ସମାନଙ୍କେୁ ରାଜାମାନଙ୍କ ପରି ଚିରଦିନ ସିଂହାସନ ରେ ବସାନ୍ତି ଏବଂ ସେ ସମାନଙ୍କେର ଉତ୍ଥାନ କରନ୍ତି।"
8
"ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି, ସମାନେେ ରସି ଓ ଜଞ୍ଜିର ରେ ବନ୍ଧା ହୁଅନ୍ତି।"
9
"ଏବଂ ପରମେଶ୍ବର ସମାନଙ୍କେୁ କହିବେ କ'ଣ ସମାନେେ ଭୁଲ କରିଛନ୍ତି। ପରମେଶ୍ବର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ବର ତାଙ୍କୁ କହିବେ ସମାନେେ ଗର୍ବୀ।"
10
"ପରମେଶ୍ବର ତାଙ୍କ ଚତାବେନୀ ଶୁଣିବାକୁ ସମାନଙ୍କେୁ ବାଧ୍ଯ କରିବେ। ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦଶେ ଦବେେ।"
11
"ଯଦି ସହେି ଲୋକମାନେ ପରମେଶ୍ବରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା' ହେଲେ ପରମେଶ୍ବର ତାଙ୍କୁ ସଫଳ କରାଇବେ ଏବଂ ସମାନେେ ସୁଖ ଶାନ୍ତି ରେ ଜୀବନ କଟାଇବେ।"
12
"ଯଦି ସହେି ଲୋକମାନେ ପରମେଶ୍ବରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା' ହେଲେ ସମାନେେ ଧ୍ବଂସ ହବେେ। ସମାନେେ ମୂର୍ଖଙ୍କ ଭଳି ମରିବେ।"
13
"ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।"
14
"ସହେି ଲୋକମାନେ ମରିବେ, ଯେତବେେଳେ ସମାନେେ ଅଦ୍ଯପି ୟୁବା, ମନ୍ଦିରର ପୁରୁଷ ବେଶ୍ଯାପରି।"
15
"କିନ୍ତୁ ପରମେଶ୍ବର ଦୁଃଖୀ ଲୋକମାନଙ୍କୁ ସମାନଙ୍କେର ଦୁଃଖରୁ ଉଦ୍ଧାର କରନ୍ତି। ପରମେଶ୍ବର ଏହି ଦୁଃଖ ମାଧ୍ଯମ ରେ ଲୋକମାନଙ୍କୁ ସଚତନେ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।"
16
"ପରମେଶ୍ବର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଚାହାନ୍ତି ଏବଂ ତା' ବଦଳ ରେ ଏକ କଷ୍ଟବିହୀନ ଜୀବନ ଦବୋ ପାଇଁ ଚାହାଁନ୍ତି। ପରମେଶ୍ବର ଚାହାଁନ୍ତି ତୁମ୍ଭ ଟବେୁଲ ରେ ପ୍ରଚୁର ଖାଦ୍ୟ ରହୁ।"
17
"କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଚାର ରେ ଦୋଷୀ ସାବ୍ଯସ୍ତ ହେଲ। ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ଯକ୍ତି ଭଳି ଶାସ୍ତି ପାଇଲ।"
18
"ତୁମ୍ଭର କୋରଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳ ରେ ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କରିବ। ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନଇେ ନଯାଉ।"
19
"ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାୟ୍ଯ କରିପା ରେ ନାହିଁ କି ଶକ୍ତିଶାଳୀ ଲୋକ ମଧ୍ଯ ତୁମ୍ଭକୁ ସାହାୟ୍ଯ କରିପା ରେ ନାହିଁ।"
20
"ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତି ରେ ମିଳାଇ ୟିବାକୁ ଚେଷ୍ଟା କରନ୍ତି। ସମାନେେ ଭାବନ୍ତି ସମାନେେ ପରମେଶ୍ବରଙ୍କଠାରୁ ଲୁଚିକି ରହିପାରିବେ।"
21
"ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି। ତଥାପି ମନ୍ଦ ବିଷଯ ପସନ୍ଦ କର ନାହିଁ। ସାବଧାନ, ଭୁଲ୍ କାମ କର ନାହିଁ।"
22
"ଦେଖ, ପରମେଶ୍ବରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ବର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।"
23
"କହେି ଜଣେ ବ୍ଯକ୍ତି ପରମେଶ୍ବରଙ୍କୁ କ'ଣ କାର୍ୟ୍ଯ କରିବେ କହିପାରିବ ନାହିଁ। କହେି ତାଙ୍କୁ କହିପାରିବ ନାହିଁ, ' ହେ ପରମେଶ୍ବର, ତୁମ୍ଭେ ଭୁଲ୍ କରିଛ।'"
24
"ମନରେଖ, ପରମେଶ୍ବରଙ୍କ କାର୍ୟ୍ଯ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରି ଅନକେ ଗୀତ ଲେଖିଛନ୍ତି।"
25
"ପ୍ରେତ୍ୟକକ ଲୋକ ପରମେଶ୍ବର କ'ଣ କରିଛନ୍ତି ଦେଖିପାରିବ। ଦୂର ଦେଶର ଲୋକମାନେ ସହେିସବୁ କଥା ଦେଖିପାରିବେ।"
26
"ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।"
27
"ପରମେଶ୍ବର ଭୂମରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷା ରେ ପରିଣତ କରନ୍ତି।"
28
"ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା' ଫଳ ରେ ବର୍ଷାଜଳ ଅନକେ ଲୋକଙ୍କ ଉପରେ ପଡ଼େ।"
29
"କହେି ବୁଝିପାରିବେ ନାହିଁ ଯେ, ପରମେଶ୍ବର ମେଘକୁ ବାହା ରେ ବିସ୍ତାର କରନ୍ତି କି ଆକାଶ ରେ ଘଡ଼ଘଡ଼ି କିପରି ମା ରେ।"
30
"ଦେଖ, ପରମେଶ୍ବର କମେିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ଯ ଆଚ୍ଛାଦିତ କରି ଦିଅନ୍ତି।"
31
"ପରମେଶ୍ବର ସମାନଙ୍କେୁ ବ୍ଯବହାର କରନ୍ତି ଦେଶମାନଙ୍କୁ ନିଯନ୍ତ୍ରଣ କରିବା ପାଇଁ ଓ ପ୍ରଚୁର ଖାଦ୍ୟ ସମାନଙ୍କେୁ ଦବୋପାଇଁ।"
32
"ପରମେଶ୍ବର ନିଜ ହାତ ରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଚାହୁଁଥିବା ଜାଗାମାନଙ୍କୁ ମାରନ୍ତି।"
33
"ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି। ଏପରିକି ପଶୁପଲ ମଧ୍ଯ ଆଗାମୀ ଝଡ଼ ବତାସ ଆସିବା ଜାଣିପାରନ୍ତି।"
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 37 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42