bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Job 38
Job 38
Odia - 1840
← Chapter 37
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 39 →
1
"ତା'ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାଯୁ ମଧ୍ଯରୁ ଉତ୍ତର ଦଇେ କହିଲେ,"
2
"କିଏ ଏହି ଅଜ୍ଞାନୀ ବ୍ଯକ୍ତି ୟିଏ କି ଏଭଳି ନିର୍ବୋଧ କଥା କହୁଛି?"
3
"ଆୟୁବ, ଜଣେ ମଣିଷ ପରି ଛିଡ଼ା ହାଇୟୋଅ, ଯାହା ଫଳ ରେ ମୁଁ ତୁମ୍ଭକୁ ପ୍ରଶ୍ନ ପଚାରି ପାରିବି ଏବଂ ତୁମ୍ଭେ ମାେତେ ଉତ୍ତର ଦଇପୋରିବ।"
4
"ଆୟୁବ, ତୁମ୍ଭେ କେଉଁଠା ରେ ଥିଲ, ଯେତବେେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମାେତେ ଉତ୍ତର ଦିଅ।"
5
"ଯଦି ତୁମ୍ଭେ ଜାଣ, କିଏ ସ୍ଥିର କରିଥିଲା ପୃଥିବୀର ଆକାର କେତେ ବଡ଼ ହବେ? କିଏ ଏହି ପୃଥିବୀକୁ ମାପଚୁପ କରିଥିଲା ଏକ ମାପିବା ରଖାେ ଦ୍ବାରା ।"
6
"ପୃଥିବୀ କାହା ଉପରେ ସ୍ଥିର ରହିଛି? କିଏ ଏହି ସ୍ଥାନ ରେ ପ୍ରଥମ ପଥର ରଖିଲା?"
7
"ସକାଳର ତାରାଗଣ ଏକତ୍ର ଗୀତ ଗାଇଲେ ଏବଂ ଏହା ଯେତବେେଳେ ହେଲା ସ୍ବର୍ଗଦୂତଗଣ ଆନନ୍ଦ ରେ ଚିତ୍କାର କଲେ।"
8
"ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା?"
9
"ସେତବେେଳେ ମୁଁ ତାକୁ ମେଘଦ୍ବାରା ଆବୃତ କଲି ଓ ଏହାକୁ ନିବିଡ଼ ଅନ୍ଧକାର ମଧିଅରେ ଗୁଡ଼ାଇ ରଖିଲି।"
10
"ମୁଁ ସମୁଦ୍ର ପାଇଁ ସୀମା ନିରୁପିତ କଲି ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦିଅ।"
11
"ମୁଁ ସମୁଦ୍ରକୁ କହିଲି, 'ତୁମ୍ଭେ ଏତିକି ବାଟ ପର୍ୟ୍ଯନ୍ତ ଆସିବ, ତା'ଠାରୁ ଅଧିକା ନୁହେଁ। ଏହି ସ୍ଥାନ ରେ ତୁମ୍ଭେ ଗର୍ବି ଢ଼େଉ ଆସି ବନ୍ଦ ହବେ।'"
12
"ଆୟୁବ, ତୁମ୍ଭେ କବେେ ତୁମ୍ଭର ଜୀବନକାଳ ମଧିଅରେ ସକାଳକୁ ଆଜ୍ଞା କରିଛ ଆରମ୍ଭ ହବୋ ପାଇଁ କି ଦିନ ଆରମ୍ଭ ହବୋ ପାଇଁ?"
13
"ଆୟୁବ ତୁମ୍ଭେ କବେେ ସକାଳର ସୂର୍ୟ୍ଯ କିରଣକୁ ପୃଥିବୀକୁ ଆଚ୍ଛାଦିତ କରିବାକୁ କହିଛ? ଏବଂ ଦୁଷ୍ଟ ଲୋକମାନଙ୍କୁ ହଲାଇ ଲୁଚିବା ଜାଗାରୁ ଖାଜେି ବାହାର କରିଛ?"
14
"ସମାନଙ୍କେ ଆଲୋକ ଦ୍ବାରା ପୃଥିବୀ ଏକ ମାଟିଗୁଳା ପରି ପରିବର୍ତ୍ତିତ ହେଲା। ଯେତବେେଳେ ଏହା ଏକ ମାହେର ଦ୍ବାରା ମାହେରାଙ୍କିତ ହେଲା। ଏହାର ଆକାର କୋଟର ଭାଙ୍ଗ ଭଳି ଛିଡ଼ା ହୁଏ।"
15
"ଦୁଷ୍ଟ ଲୋକମାନେ ଦିନର ଆଲୁଅକୁ ଭଲ ପାଆନ୍ତି ନାହିଁ। କାରଣ ଏହାର ପ୍ରଖର କିରଣ ସମାନଙ୍କେୁ ମନ୍ଦ କରିବାକୁ ମନା କରେ।"
16
"ଆୟୁବ ତୁମ୍ଭେ କବେେ ସମୁଦ୍ରର ଗଭୀର ସ୍ଥାନକୁ ୟାଇଛ କି। ଯେଉଁଠାରୁ ସମୁଦ୍ରର ଆରମ୍ଭ। ତୁମ୍ଭେ କବେେ ସମୁଦ୍ରର ନିମ୍ନ ଦେଶ ରେ ଚାଲିଛ କି?"
17
"ଆୟୁବ ତୁମ୍ଭେ କବେେ ମୃତ୍ଯୁ ଦେଶର ଦ୍ବାରକୁ ଦେଖିଛ କି? ତୁମ୍ଭେ କବେେ ସହେି ଫାଟକକୁ ଦେଖିଛ କି ଯାହା ଅନ୍ଧକାର ମରଣ ସ୍ଥାନକୁ ନଇୟୋଏ।"
18
"ଆୟୁବ ତୁମ୍ଭେ ବୁଝିପାରୁଛ କି ପୃଥିବୀ କେତେ ବଡ଼ ଅଟେ? ଯଦି ତୁମ୍ଭେ ଜାଣ ଉତ୍ତର ଦିଅ।"
19
"ଆୟୁବ, ଆଲୋକ କେଉଁଠାରୁ ଆ ସେ? ଅନ୍ଧକାର କେଉଁଠାରୁ ଆ ସେ।"
20
"ଆୟୁବ, ତୁମ୍ଭେ ଆଲୋକ ଓ ଅନ୍ଧକାରକୁ ତା'ର ପୂର୍ବ ସ୍ଥାନକୁ ଫରୋଇ ଦଇପୋରିବ କି? ତୁମ୍ଭେ ସେ ସ୍ଥାନକୁ କିପରି ୟାଇପାରିବ ଜାଣିଛ କି?"
21
"ନିଶ୍ଚଯ ତୁମ୍ଭେ ଏକଥା ସବୁ ଜାଣିଛ। ତୁମ୍ଭେ ଅତି ବୃଦ୍ଧ ଓ ଜ୍ଞାନୀ ମଧ୍ଯ ଅଟ। ତୁମ୍ଭେ ବଞ୍ଚିଥିଲ ମୁଁ ଯେତବେେଳେ ଏହିସବୁ ଗଢ଼ିଥିଲି, ନୁହେଁ କି?"
22
"ଆୟୁବ, ତୁମ୍ଭେ କବେେ ମାରେ ଭଣ୍ଡାର ଘରକୁ ୟାଇଛ କି, ଯେଉଁଠା ରେ କି ମୁଁ ବରଫ ଏବଂ କୁଆପଥର ରଖିଛି।"
23
"ମୁଁ ବରଫ ଓ କୁଆପଥର ଖଣ୍ଡଗୁଡ଼ିକୁ, କଷ୍ଟ ସମୟ ପାଇଁ ୟୁଦ୍ଧ ଓ ସଂଗ୍ରାମ ସମୟ ପାଇଁ ସଞ୍ଚଯ କରିଛି।"
24
"ତୁମ୍ଭେ ସହେି ସ୍ଥାନକୁ ୟାଇଛ କି ଯେଉଁଠାରୁ ସୂର୍ୟ୍ଯ ଉଦଯ ହୁଏ ଏବଂ ଯେଉଁଠାରୁ ପୂର୍ବବାଯୁ ସାରା ପୃଥିବୀ ରେ ଚାରିଆଡ଼େ ବିଚ୍ଛୁରିତ ହାଇୟୋଏ।"
25
"ପ୍ରବଳ ବୃଷ୍ଟିପାତ ପାଇଁ କିଏ ଆକାଶ ରେ ଖାଲ ଖାେଳି ରଖିଛି? କିଏ ଘଡ଼ଘଡ଼ି ଝଡ଼ ପାଇଁ ବାଟ ତିଆରି କରିଛି।"
26
"କିଏ ବର୍ଷା ତିଆରି କରନ୍ତି ଏପରି ଜାଗା ରେ ଯେଉଁଠା ରେ କହେି ମନୁଷ୍ଯ ରହନ୍ତି ନାହିଁ।"
27
"ସହେି ବର୍ଷାଜଳ ଖାଲି ସ୍ଥାନମାନଙ୍କୁ ପ୍ରଚୁର ପାଣି ଦିଏ। ଘାସ ଉଠିବାକୁ ଆରମ୍ଭ କରେ।"
28
"ବର୍ଷାର କ'ଣ ପିତା ଅଛି? କିଏ କାକର ବୁନ୍ଦା ତିଆରି କରେ।"
29
"ବରଫର କ'ଣ ମାତା ଅଛି? କିଏ କୁଆପଥରର ଜନ୍ମଦାତା ଅଟେ।"
30
"ପାଣି ଜମାଟ ବାନ୍ଧି ପଥର ପରି ଟାଣ ହୁଏ। ଏପରିକି ସମୁଦ୍ର ଜଳ ମଧ୍ଯ ଜମାଟ ବାନ୍ଧି ୟାଏ।"
31
"ଆୟୁବ, ତୁମ୍ଭେ ସପ୍ତର୍ଷି ନକ୍ଷତ୍ରକୁ ବାନ୍ଧି ପାରିବ କି? ତୁମ୍ଭେ ମୃଗଶିରା ନକ୍ଷତ୍ରର ବନ୍ଧନ ଫିଟାଇ ପାରିବ କି?"
32
"ତୁମ୍ଭେ କ'ଣ ନକ୍ଷତ୍ର ମଣ୍ଡଳକୁ ଠିକ୍ ସମୟରେ ବାହାରକୁ ଆଣିପାରିବ? କି ତୁମ୍ଭେ କ'ଣ ଭାଲୁକୁ ତା'ର ଛୁଆମାନଙ୍କ ସହିତ କଢ଼ଇେ ନବେ।"
33
"ତୁମ୍ଭେ ଆକାଶ ମଣ୍ଡଳର ନିଯମସବୁ ଜାଣ କି? ତୁମ୍ଭେ ତାକୁ ପୃଥିବୀକୁ ଶାସନ କରିବାକୁ କହିପାରିବ କି?"
34
"ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦଇପୋରିବ, ସମାନେେ ବର୍ଷା ରେ ତୁମ୍ଭକୁ ଘାଡ଼ୋଇ ପାରିବେ?"
35
"ତୁମ୍ଭେ ବିଜୁଳି କି ଡ଼ାକି ପାରିବ କି? ସେ ତୁମ୍ଭ ନିକଟକୁ ଆସି କହିବ କି? ଆମ୍ଭେ ଏଠା ରେ ଅଛୁ। ମହାଶୟ ଆପଣ କ'ଣ ଚାହାଁନ୍ତି।' ଏହା କ'ଣ ତୁମ୍ଭେ ଯେଉଁଠାକୁ ୟିବ ତୁମ୍ଭ ସାଥି ରେ ୟାଇପାରିବ କି?"
36
"ଆୟୁବ କିଏ ମଣିଷକୁ ବୁଦ୍ଧିମାନ କରେ? କିଏ ତାଙ୍କ ଭିତ ରେ ଜ୍ଞାନ ଭର୍ତ୍ତୀ କରେ।"
37
"ଏପରି କିଏ ବୁଦ୍ଧିମାନ ଅଛି, ୟିଏ ମେଘକୁ ଗଣିପା ରେ ଏବଂ କିଏ ତାଙ୍କୁ ବକ୍ସିସ ଦଇେ ତାଙ୍କ ବୃଷ୍ଟି ଢ଼ାଳି ଦବେ।"
38
"ତେଣୁ ଧୂଳି ରାସ୍ତା କାଦୁଅ ରେ ପରିଣତ ହୁଏ ଏବଂ ମାଟିମୁଣ୍ଡା ଲାଗିୟାଆନ୍ତା।"
39
"ଆୟୁବ ତୁମ୍ଭେ ସିଂହ ପାଇଁ ଖାଦ୍ୟ ପାଇପାରିବ କି? ତୁମ୍ଭେ ସମାନଙ୍କେ ଭୋକିଲା ଶାବକକୁ ଖାଦ୍ୟ ଦିଅ କି?"
40
"ସହେି ସିଂହମାନେ ତାଙ୍କ ଗୁମ୍ଫା ଭିତ ରେ। ସମାନେେ ଘାସ ଭିତ ରେ ଝୁଙ୍କି ପଡ଼ି ତାଙ୍କ ଶିକାରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହାଇେଥାଆନ୍ତା।"
41
"କିଏ ଡ଼ାମରା କାଉକୁ ଖାଦ୍ୟ ଯୋଗଇ ଦିଏ। ଯେତବେେଳେ ତା'ର ଶାବକମାନେ ପରମେଶ୍ବରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲା ବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ।"
← Chapter 37
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 39 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42