bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
John 15
John 15
Odia - 1840
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 16 →
1
"ଯୀଶୁ କହିଲେ, ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମାରେ ପରମପିତା କୃଷକ ଅଟନ୍ତି।"
2
"ମାଠାେ ରେ ଥିବା ଯେଉଁ ଶାଖା ରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖା ରେ ଫଳ ଫଳି ଥାଏ, ସେ ସଗେୁଡିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି।"
3
"ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦଇେଛି, ତାହା ଦ୍ବାରା ତୁମ୍ଭେ ପରିଷ୍କୃତ ହାଇେ ସାରିଅଛ।"
4
"ମାେ'ଠା ରେ ରୁହ ଓ ମୁଁ ତୁମ୍ଭଠା ରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗା ରେ କବେେ ଫଳ ଦବେ ନାହିଁ। ଏହା ଲତା ରେ ଲାଗି ରହିବା ଉଚିତ। ତୁମ୍ଭମାନେେ ମଧ୍ଯ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମାେ ସହିତ ମିଶି ରହିବା ଉଚିତ।"
5
"ମୁଁ ଦ୍ରାକ୍ଷାଲତା ଓ ତୁମ୍ଭମାନେେ ଶାଖା। ଯେଉଁ ଲୋକ ମାେ'ଠା ରେ ରହେ ଓ ମୁଁ ତାଠା ରେ ରହେ, ସହେି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମାେ ବିନା ସେ କିଛି କରି ପାରିବ ନାହିଁ।"
6
"ଯଦି କହେି ବ୍ଯକ୍ତି ମାଠାେ ରେ ରୁ ହେ ନାହିଁ, ତବେେ ତାକୁ ଶାଖା ପରି ଫିଙ୍ଗି ଦିଆୟିବ। ସହେି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲକମାନେେ ଶୁଖିଲା ଶାଖାକୁ ଉଠାଇ ନିଆଁ ରେ ଫୋପାଡି ଦିଅନ୍ତି। ସଗେୁଡିକ ଜଳି ଯାଏ।"
7
"ମାଠାେ ରେ ରୁହ ଓ ମାରେଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତବେେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆୟିବ।"
8
"ତୁମ୍ଭମାନେେ ପ୍ରଚୁର ଫଳ ଉତ୍ପାଦନା କର ଓ ମାରେ ଶିଷ୍ଯ ବୋଲି ଦର୍ଶାଇ ଦିଅ। ଏହା ଦ୍ବାରା ମାରେ ପରମପିତା ଗୌରବ ପାଇବେ।"
9
"ମାେ ପରମପିତା ମାେତେ ଯେପରି ପ୍ ରମେ କରୁଥିଲେ, ମୁଁ ତୁମ୍ଭକୁ ସପରେି ପ୍ ରମେ କରିଛି। ବର୍ତ୍ତମାନ ମାେ ପ୍ ରମେ ରେ ସ୍ଥିର ରୁହ।"
10
"ମୁଁ ମାରେ ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ ରମେ ରେ ରହିଛି। ସହେିପରି ତୁମ୍ଭେ ଯଦି ମାରେ ଆଜ୍ଞା ପାଳନ କରିବ, ତୁମ୍ଭେ ମାେ ପ୍ ରମେ ରେ ରହିବ।"
11
"ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା ହେଲେ ମୁଁ ଯେପରି ଆନନ୍ଦ ରେ ଅଛି, ତୁମ୍ଭେ ମଧ୍ଯ ମାେପରି ଆନନ୍ଦ ପାଇବ। ମୁଁ ଚା ହେଁ, ତୁମ୍ଭର ଆନନ୍ଦ ସଂମ୍ପୂର୍ଣ୍ଣ ହେଉ।"
12
"ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ ରମେ କରିଛି ତୁମ୍ଭମାନେେ ମଧ୍ଯ ପରସ୍ପରକୁ ସହେିପରି ପ୍ ରମେ କର।"
13
"ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦଇେ ଜଣେ ବ୍ଯକ୍ତି ସର୍ବୋତ୍କୃଷ୍ଟ ପ୍ ରମେ ଦଖାଇେ ପାରିବ।"
14
"ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।"
15
"ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସବେକ ବୋଲି କହୁନାହିଁ। ଜଣେ ସବେକ,ତାର ମୁନିବ କ'ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହା ସବୁ ଶୁଣିଛି ତାହା କହିଛି।"
16
"ତୁମ୍ଭେ ମାେତେ ମନୋନୀତ କରିନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ୟ୍ଯ ଦଇେଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଚା ହେଁ, ତୁମ୍ଭ ଜୀବନ ରେ ଏହି ଫଳ ଲାଗିରହୁ। ସେଥି ରେ ମାେ ନାମ ନଇେ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦବେେ।"
17
"ଏହା ମାରେ ଆଦେଶ, ତୁମ୍ଭମାନେେ ପରସ୍ପରକୁ ପ୍ ରମେ କର।"
18
"ଯଦି ତୁମ୍ଭକୁ ଜଗତ ଘୃଣା କରେ, ତବେେ ମନରେଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମାେତେ ଘୃଣା କରିଛି।"
19
"ତୁମ୍ଭମାନେେ ଯଦି ଏ ଜଗତର ହାଇେଥାଆନ୍ତ, ତବେେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥାଆନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।"
20
"ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନରେଖ: ଜଣେ ଚାକର ତାର ମୁନିବଠାରୁ ବଡ ନୁହେଁ। ଯଦି ଲୋକମାନେ ମାେତେ ତାଡନା କରିଛନ୍ତି, ତବେେ ସମାନେେ ତୁମ୍ଭକୁ ମଧ୍ଯ ତାଡନା କରିବେ। ସମାନେେ ମାରେ ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ଯ ମାନିବେ।"
21
"ଲୋକମାନେ ମାେ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ଯବହାର କରିବେ। କାରଣ ସମାନେେ ମାରେ ପ୍ ରରଣୋକର୍ତ୍ତାଙ୍କୁ ଜାଣନ୍ତି ନାହିଁ।"
22
"ମୁଁ ଯଦି ଆସି ନଥାନ୍ତି ଓ ଏଜଗତର ଲୋକମାନଙ୍କୁ କହିନଥାନ୍ତି, ତବେେ ସମାନେେ ପାପରେ ଦୋଷୀ ବୋଲି ବିବଚେିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସମାନଙ୍କେୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସମାନଙ୍କେ ପାଖ ରେ କୌଣସି ଆଳ ନାହିଁ।"
23
"ମାେତେ ଘୃଣା କରୁଥିବା ବ୍ଯକ୍ତି ମାରେପରମପିତାଙ୍କୁ ମଧ୍ଯ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ୟ୍ଯକାର୍ୟ୍ଯ ସେ ଲୋକମାନଙ୍କ ମଧିଅରେ କରିଛି, ତାହା କୌଣସି ଲୋକ କବେେ କରିନାହିଁ।"
24
"ଯଦି ମୁଁ ସହେି କାର୍ୟ୍ଯ କରିନଥାନ୍ତି, ତବେେ ସମାନେେ ପାପଦ୍ବାରା ଦୋଷୀ ସାବ୍ଯସ୍ତ ହାଇନେଥାଆନ୍ତେ। କିନ୍ତୁ ସମାନେେ ମାରେ ସହେି ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ଦେଖିଛନ୍ତି। ତଥାପି ସମାନେେ ମାେତେ ଓ ପରମପିତାଙ୍କୁ ଘୃଣା କରନ୍ତି।"
25
"ଏସବୁ ଘଟିବା ଦ୍ବାରା ତାହାଙ୍କ ବିଧି ବ୍ଯବସ୍ଥା ରେ ଯାହା ଲଖାେଥିଲା ତାହା ସତ୍ଯ ହେଲା: ' ସମାନେେ ମାେତେ ବିନା କାରଣ ରେ ଘୃଣା କଲେ।'"
26
"ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। ସହେି ସାହାର୍ୟ୍ଯକାରୀ ସତ୍ଯମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତବେେଳେ ଆସିବେ, ସେ ମାେ ବିଷୟ ରେ ସାକ୍ଷ୍ଯ ଦବେେ।"
27
"ତୁମ୍ଭେ ମାେ ବିଷୟ ରେ ଲୋକମାନଙ୍କୁ ମଧ୍ଯ କହିବ, କାରଣ ତୁମ୍ଭମାନେେ ପ୍ରଥମରୁ ମାେ ସହିତ ରହିଛ।"
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21