bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
John 7
John 7
Odia - 1840
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 8 →
1
"ଏହାପରେ ଯୀଶୁ ଗାଲିଲୀ ପ୍ରଦେଶ ରେ ଭ୍ରମଣ କରିବାକୁ ଲାଗିଲେ। ସେ ୟିହୂଦା ରେ ଯାତ୍ରା କରିବା ପାଇଁ ଚାହୁଁ ନଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଚାହୁଁଥିଲେ।"
2
"ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।"
3
"ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, ଏ ସ୍ଥାନ ଛାଡ ଓ ପର୍ବ ସକାେଶ ୟିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ଯମାନେ ସଠାେରେ ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡୁକ ଦେଖି ପାରିବେ।"
4
"ଯଦି କୌଣସି ଲୋକ ଚା ହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତବେେ ସେ ତା'ର କାର୍ୟ୍ଯସୂଚୀ ଲୁଚଇବୋ ଉଚିତ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗ ରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ ସମାନଙ୍କେୁ ଦେଖିବାକୁ ଦିଅ।"
5
"(ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ବାସ କରୁନଥିଲେ।)"
6
"ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ୟିବା) ପାଇଁ ସମସ୍ତ ସମୟ ଉପୟୁକ୍ତ।"
7
"ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମାେତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସମାନଙ୍କେର କାର୍ୟ୍ଯଗୁଡିକ ମନ୍ଦ ବୋଲି କ ହେ।"
8
"ତେଣୁ ତୁମ୍ଭମାନେେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ୟିବି ନାହିଁ। ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ।"
9
"ଏକଥା କହିବା ପରେ ଯୀଶୁ ଗାଲିଲୀ ରେ ରହିଗଲେ।"
10
"ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସମାନେେ ଗଲାପରେ ଯୀଶୁ ମଧ୍ଯ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ।"
11
"ଯିହୂଦୀମାନେ ପର୍ବ ରେ ଯୀଶୁଙ୍କୁ ଖାଜେିଲେ। ସମାନେେ ପଚାରିଲେ, ସହେି ଲୋକଟି କାହିଁ?"
12
"ସଠାେରେ ବହୁତ ଲୋକ ଥିଲେ। ସମାନଙ୍କେ ମଧ୍ଯରୁ ଅନକେେ ଗୋପନ ରେ ନିଜ ନିଜ ଭିତ ରେ ଯୀଶୁଙ୍କ ବିଷୟ ରେ କଥାବାର୍ତ୍ତା ହେଉଥିଲେ। କେତକେ ଲୋକ କହିଲେ, ସେ ଜଣେ ଉତ୍ତମ ଲୋକ। କିନ୍ତୁ ଅନ୍ୟମାନେ କହୁଥିଲେ, ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।"
13
"କିନ୍ତୁ ଲୋକମାନଙ୍କ ମଧିଅରେ ଏପରି କହେି ସାହାସୀ ନଥିଲେ, ୟିଏ କି ଯୀଶୁଙ୍କ ବିଷୟ ରେ ଖାେଲା ଖାଲିେ ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।"
14
"ପର୍ବ ପ୍ରାୟ ଅଧାଅଧି ଶଷେ ହାଇେ ଯାଇଥିଲା। ତା'ପରେ ଯୀଶୁ ମନ୍ଦିର ପରିସରକୁ ଯାଇ ଉପଦେଶ ଦବୋ ରେ ଲାଗିଲେ।"
15
"ଯିହୂଦୀମାନେ ଅଶ୍ଚର୍ୟ୍ଯ ହେଲେ। ସମାନେେ କହିଲେ, ଏ ଲୋକ କବେେ ବିଦ୍ଯାଳୟ ରେ ପଢି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?"
16
"ଯୀଶୁ ଉତ୍ତର ଦେଲେ, ମୁଁ ଯାହା ଉପଦେଶ ଦେଉଛି, ତାହା ମାେ ନିଜର ନୁହେଁ। ମାରେ ଶିକ୍ଷାଗୁଡିକ ମାେତେ ପଠାଇଥିବା ପରମେଶ୍ବରଙ୍କଠାରୁ ଆସିଛି।"
17
"ପରମେଶ୍ବର ଯାହା ଚାହାଁନ୍ତି ଯଦି କୌଣସି ବ୍ଯକ୍ତି ସହେି ଅନୁଯାଯୀ କାର୍ୟ୍ଯ କରେ, ମାରେଉପଦେଶ ପରମେଶ୍ବରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣିପାରିବ। ସେ ବ୍ଯକ୍ତି ଜାଣିପାରିବ ଯେ ଏ ଉପଦେଶ ମାେ ନିଜର ନୁହେଁ।"
18
"ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଚାର କରେ, ସେ ନିଜ ପାଇଁ ସମ୍ମାନ ଚା ହେଁ କିନ୍ତୁ ଯେଉଁ ଲୋକ ନିଜ ପ୍ ରରଣକେର୍ତ୍ତାଙ୍କର ସମ୍ମାନ ଚା ହେଁ ସେ ସତ୍ଯ କ ହେ। ତା' ପାଖ ରେ କିଛି ମିଥ୍ଯା ନାହିଁ।"
19
"ଏହା ସତ୍ଯ ଯେ ମାଶାେ ତୁମ୍ଭକୁ ନିୟମ (ବ୍ଯପସ୍ଥା) ଦଇେଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ କହେି ସେ ନିୟମ ମାନୁ ନାହଁ। ତୁମ୍ଭେ ମାେତେ କାହିଁକି ମାରି ଦବୋ ପାଇଁ ଚେଷ୍ଟା କରୁଛ?"
20
"ଲୋକମାନେ କହିଲେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦଇେଛି। ଆମ୍ଭ ତୁମ୍ଭକୁ ମାରିବାକୁ ଚେଷ୍ଟାକରୁ ନାହୁଁ।"
21
"ଯୀଶୁ ସମାନଙ୍କେୁ କହିଲେ, ମୁଁ ଗୋଟିଏ ଆଶ୍ଚର୍ୟ୍ଯକାର୍ୟ୍ଯ କଲି, ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ୟ୍ଯ ହାଇେଥିଲ।"
22
"ମାଶାେ ତୁମ୍ଭକୁ ସୁନ୍ନତ ବିଧି ପାଳନ କରିବା ପାଇଁ ନିୟମ ଦେଲେ, (କିନ୍ତୁ ପ୍ରକୃତ ରେ ମାଶାେ ତୁମ୍ଭକୁ ସୁନ୍ନତ ବିଷୟ ଦଇେ ନାହାଁନ୍ତି। ଏହାତ ମାଶାଙ୍କେ ପୂର୍ବରୁ ଥିବା ଲୋକମାନଙ୍କ ପାଖରୁ ଆସିଛି)। ତେଣୁ ତୁମ୍ଭେ େ ବେଳବେଳେ ବିଶ୍ରାମବାର ଦିନ ଗୋଟିଏ ବାଳକକୁ ସୁନ୍ନତ କରିଥାଅ।"
23
"ଏଥିରୁ ଜଣାପଡେ ଯେ, କୌଣସି ଲୋକକୁ ମାଶାଙ୍କେର ନିୟମ ପାଳନ କରିବା ପାଇଁ ବିଶ୍ରାମବାର ଦିନ ସୁନ୍ନତ କରା ଯାଇପା ରେ। ତେଣୁ ମୁଁ ଯଦି ବିଶ୍ରାମବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦହକେୁ ସୁସ୍ଥ କଲି ଦବେେ ତୁମ୍ଭେ କାହିଁକି ରାଗୁଛ?"
24
"କୌଣସି ବିଷୟର ବାହ୍ଯରୂପ ଦେଖି ବିଚାର କର ନାହିଁ। ପ୍ରକୃତ ରେ ଯାହା ଠିକ୍, ତଦନୁଯାଯୀ ବିଚାର କର।"
25
"ୟିରୁଶାଲମ ରେ ବାସ କରୁଥିବା କେତକେ ଲୋକ କହିଲେ, ଏହି ଲୋକକୁ ସମାନେେ ମାରିବା ପାଇଁ ଚାହାଁନ୍ତି।"
26
"କିନ୍ତୁ ସେ ପ୍ରକାଶ ରେ ପ୍ରଚାର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଚାର ବନ୍ଦ କରିବା ପାଇଁ ଚେଷ୍ଟା କରୁନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତ ରେ ଖ୍ରୀଷ୍ଟ।"
27
"କିନ୍ତୁ ଆମ୍ଭେ ଜାଣୁ ଏହି ବ୍ଯକ୍ତି କେଉଁଠାରୁ ଆସିଛି। ଯେତବେେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତବେେଳେ କହେି ତାହାଙ୍କର ଆସିବା ସ୍ଥାନ ଜାଣିପାରିବେ ନାହିଁ।"
28
"ଯୀଶୁ ମନ୍ଦିର ରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ବର ରେ କହିଲେ, ହଁ, ତୁମ୍ଭେ ମାେତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ଯ ଜାଣ। କିନ୍ତୁ ମୁଁ ମାରେ ନିଜ ଅଧିକାର ବଳ ରେ ଆସି ନାହିଁ। ମୁଁ ସତ୍ଯ ପରମେଶ୍ବରଙ୍କ ଦ୍ବାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ।"
29
"କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।"
30
"ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କହେି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତବେେଳେ ମଧ୍ଯ ତାହାଙ୍କୁ ହତ୍ଯା କରିବାର ଉଚିତ୍ ସମୟ ହାଇନେଥିଲା।"
31
"ବହୁତ ଲୋକ ଯୀଶୁଙ୍କୁ ବିଶ୍ବାସ କଲେ। ଲୋକମାନେ କହିଲେ, ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ଯକ୍ତି ଯେଉଁ ସବୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ'ଣ ଅଧିକ କରିବେ? ନା, ଏହି ବ୍ଯକ୍ତି ନିଶ୍ଚୟ ଖ୍ରୀଷ୍ଟ ହାଇେଥିବେ।"
32
"ଲୋକମାନେ ଯୀଶୁଙ୍କ ବିଷୟ ରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ଯ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିର ରେ କେତକେ ସୈନ୍ଯଙ୍କୁ ପଠାଇଲେ।"
33
"ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମାେତେ ୟିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫରେିୟିବି।"
34
"ତୁମ୍ଭମାନେେ ମାେତେ ଖାଜେିବ, କିନ୍ତୁ ମାେତେ ପାଇବ ନାହିଁ। ଆଉ, ମୁଁ ଯେଉଁଠା ରେ ଥିବି, ସଠାେକୁ ତୁମ୍ଭମାନେେ ଯାଇ ପାରିବନାହିଁ।"
35
"ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, ଏ ଲୋକ ଏପରି କେଉଁଠାକୁ ୟିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ'ଣ ଗ୍ରୀକ୍ ନଗରଗୁଡିକୁ ୟିବ, ଯେଉଁଠା ରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସଠାେରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦବେ କି?"
36
"ଏହି ଲୋକ କହୁଛି, 'ତୁମ୍ଭେ ମାେତେ ଖାଜେିବ, କିନ୍ତୁ ପାଇବ ନାହିଁ। ସେ ପୁଣି କହୁଛି, 'ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।' ଏହାର ଅର୍ଥ କ'ଣ?"
37
"ପର୍ବର ଶଷେ ଦିନ ଆସିଲା। ସହେି ପ୍ରଧାନ ଦିନ ରେ ଯୀଶୁ ଠିଆ ହାଇେ ଉଚ୍ଚ ସ୍ବର ରେ କହିଲେ, ଯଦି କୌଣସି ଲୋକ ତୃଷାର୍ତ୍ତ, ତବେେ ସେ ମାେ ନିକଟକୁ ଆସି ପାନକରୁ।"
38
"ଯଦି କୌଣସି ଲୋକ ମାଠାେ ରେ ବିଶ୍ବାସ କରେ ତବେେ ତା'ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହବେ। ଏହି କଥା ଧର୍ମ ଶାସ୍ତ୍ର ରେ ଲଖାେ ଅଛି।"
39
"ଯୀଶୁ ପବିତ୍ର ଆତ୍ମାଙ୍କ ବିଷୟ ରେ କହୁଥିଲେ। ଯୀଶୁ ଏପର୍ୟ୍ଯନ୍ତ ମୃତ୍ଯୁ ଭୋଗ କରି ନଥିବାରୁ ଓ ସେ ମହିମାପ୍ରାପ୍ତ ହାଇେ ନଥିବାରୁ ଲୋକମାନଙ୍କୁ ଏପର୍ୟ୍ଯନ୍ତ ପବିତ୍ର ଆତ୍ମା ଦିଆଯାଇ ନଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ବାସ କରିବେ, ସମାନେେ ପବିତ୍ର ଆତ୍ମା ଲାଭ କରିବେ।"
40
"ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତକେ ଲୋକ କହିଲେ, ଏହି ଲୋକ ପ୍ରକୃତ ରେ ସହେି ଭବିଷ୍ଯଦ୍ବକ୍ତା।"
41
"ଅନ୍ୟମାନେ କହିଲେ, ସେ ଖ୍ରୀଷ୍ଟ।"
42
"ଧର୍ମଶାସ୍ତ୍ର କୁ ହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁ ହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲହେିମ ନଗରରୁ ଆସିବେ।"
43
"ତେଣୁ ଲକମାନେେ ଯୀଶୁଙ୍କ ବିଷୟ ରେ ଭିନ୍ନ ଭିନ୍ନ ମତ ଦେଲେ।"
44
"ଲୋକମାନଙ୍କ ମଧ୍ଯରୁ କେତକେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଚାହିଁଲେ। କିନ୍ତୁ କହେି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ।"
45
"ମନ୍ଦିର ରେ ସୈନ୍ଯମାନେ ମୁଖ୍ଯଯାଜକ ଓ ଫାରୂଶୀମାନଙ୍କ ପାଖକୁ ଫରେି ଆସିଲେ। ଯାଜକମାନେ ଓ ଫାରୂଶୀମାନେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଯୀଶୁଙ୍କୁ କାହିଁକି ବନ୍ଦୀ କରି ଆଣିଲ ନାହିଁ?"
46
"ମନ୍ଦିରର ସୈନ୍ଯମାନେ ଉତ୍ତର ଦେଲେ, ସେ ଯାହା କହୁଛନ୍ତି, ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ଯବାନ୍।"
47
"ଫାରୂଶୀମାନେ କହିଲେ, ତାହା ହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ଯ ବୋକା ବନଇେଛନ୍ତି।"
48
"କୌଣସି ନେତା କ'ଣ ତାକୁ ବିଶ୍ବାସ କରିଛନ୍ତି? ନା। ଆମ୍ଭ ଫାରୂଶୀମାନଙ୍କ ମଧ୍ଯରୁ କ'ଣ ତାହାଙ୍କୁ କହେି ବିଶ୍ବାସ କରିଛନ୍ତି? ନା।"
49
"ଏହି ଯେଉଁ ଲୋକମାନେ ବ୍ଯବସ୍ଥା ବିଷୟ ରେ କିଛି ଜାଣନ୍ତିନି, ସମାନେେ ଶାପଗ୍ରସ୍ତ।"
50
"କିନ୍ତୁ ସହେି ଦଳ ରେ ନୀକଦୀମ ଥିଲେ। ସେ ଏହା ପୂର୍ବରୁ ଯୀଶୁଙ୍କୁ ଦେଖିବା ପାଇଁ ଯାଇଥିଲେ।"
51
"ସେ କହିଲେ, ଆମ୍ଭର ପ୍ରଥା ଯେ କୌଣସି ଲୋକର କଥା ପ୍ରଥମେ ନଶୁଣି ବିଚାର କରିବ ନାହିଁ। ସେ କ'ଣ କରିଛନ୍ତି, ଆମ୍ଭେ ନଜାଣି ତାହାଙ୍କର ବିଚାର କରି ପାରିବା ନାହିଁ।"
52
"ଯିହୂଦୀନେତାମାନେ ଉତ୍ତର ଦେଲେ, ତୁମ୍ଭେ କ'ଣ ସହେି ଗାଲିଲୀୟମାନଙ୍କ ମଧ୍ଯରୁ ଜଣେ? ଧର୍ମଶାସ୍ତ୍ରଗୁଡିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ଯଦ୍ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।"
53
"ତା'ପରେ ସେ ସ୍ଥାନ ଛାଡି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।"
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
Recommended Reading
Commentary
John Commentaries
→
Devotional
John Devotional Guide
→
Get This Bible
Odia - 1840 Study Bible
→