bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Luke 11
Luke 11
Odia - 1840
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 12 →
1
"ଥରେ ଯୀଶୁ ଗୋଟିଏ ସ୍ଥାନ ରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲେ, ପ୍ରାର୍ଥନା କିପରି କରିବାକୁ ହବେ ତାହା ଯୋହନ ତାହାଙ୍କ ଶିଷ୍ଯମାନଙ୍କୁ ଶିଖାଇ ଦଇେଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ଯ ଆମ୍ଭମାନଙ୍କୁ ବତଇେ ଦିଅନ୍ତୁ।"
2
"ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ପ୍ରାର୍ଥନା କଲାବାଳେ କୁହ:"
3
"ଆମ୍ଭମାନେେ ଆବଶ୍ଯକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।"
4
"ଆମ୍ଭମାନଙ୍କର ପାପଗୁଡିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଛନ୍ତି, ଆମ୍ଭମାନେେ ପ୍ରେତ୍ୟକକଙ୍କୁ ମଧ୍ଯ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧିଅରେ ପକାଅ ନାହିଁ।'"
5
"ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମନକରେ ତୁମ୍ଭମାନଙ୍କ ଭିତରୁ ଜଣେ କହେି ନିଜ ସାଙ୍ଗ ପାଖକୁ ରାତି ରେ ବହୁତ ଡରେି ରେ ଯାଇ କହିଲ, ' ମାରେ ଅନ୍ୟ ସହର ରେ ଜଣେ ବନ୍ଧୁ ମାେତେ ଦଖାେ କରିବାକୁ ଆସିଛନ୍ତି।"
6
"ତାହାଙ୍କୁ ଖାଇବାକୁ ଦବୋପାଇଁ ମାେ ପାଖ ରେ କିଛି ହେଲେ ନାହିଁ। ଦୟାକରି ମାେତେ ତିନିଖଣ୍ଡ ରୋଟୀ ଦିଅ।'"
7
"ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେଲେ, 'ତୁମ୍ଭେ ଚାଲିଯାଅ। ମାେତେ ହଇରାଣ କରନାହିଁ। ଦୁଆର ବନ୍ଦ ହାଇଗେଲାଣି। ମୁଁ ଓ ମାେ ପିଲାମାନେ ଶାଇେବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦବୋକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।'"
8
"ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶୟେ ଛାଡି ଉଠିବା, ଓ ତୁମ୍ଭକୁ ରେୋଟୀ ଦବୋ ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ବ ୟଥେଷ୍ଟ ହାଇେ ପାରି ନଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଚାଲିଥାଅ, ତବେେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦବେ।"
9
"ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା ହେଲ ପରମେଶ୍ବର ତୁମ୍ଭମାନଙ୍କୁ ଦବେେ। ଖାଜେୁଥାଅ। ତୁମ୍ଭମାନେେ ପାଇବ। ଦୁଆର ଠକ୍ଠକ୍ କରି ଚାଲି ଥାଅ। ତୁମ୍ଭ ପାଇଁ ଦୁଆର ଖାଲିେଯିବ।"
10
"କାରଣ ଯେଉଁ ଲୋକମାନେ ମାଗୁଥାନ୍ତି, ସମାନେେ ପ୍ରେତ୍ୟକକେ ପାଇଥାନ୍ତି। ଯେଉଁମାନେ ଖାଜେୁଥାନ୍ତି, ସମାନେେ ପାଇଥାନ୍ତି। ଯେଉଁମାନେ ଦୁଆର ବାଡଇେ ଥାନ୍ତି, ସମାନଙ୍କେ ପାଇଁ ଦୁଆର ଖାଲିଯାେଏ।"
11
"ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ'ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳ ରେ ସାପଟିଏ ଦିଏ କି? ନା, ତୁମ୍ଭମାନେେ ତାକୁ ମାଛ ଦବେ।"
12
"କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତବେେ ତା ହାତ ରେ ତୁମ୍ଭମାନେେ କଙ୍କଡାବିଛାଟିଏ ଦବେ କି? ନା।"
13
"ତୁମ୍ଭମାନେେ ଖରାପ ଲୋକ ହାଇେଥିଲେ ମଧ୍ଯ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭମାନେେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦବେେ।"
14
"ଥରେ ଯୀଶୁ କଥା କହି ପାରୁନଥିବା ଗୋଟିଏ ଲୋକ ଦହରେୁ ଭୂତକୁ ତଡି ଦେଉଥିଲେ। ଭୂତଟି ମୂକ ଲୋକ ଦହରେୁ ବାହାରି ଆସିବା ମାତ୍ ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହାଇେଥିବା ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ।"
15
"କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ କହିଲେ, ଯୀଶୁ ଭୂତପତି ବାଆଲ୍ଜିବୁଲ୍ର ଶକ୍ତି ଦ୍ବାରା ଭୂତ ଛଡାଉଛନ୍ତି, ଭୂତମାନଙ୍କୁ ତଡି ଦବୋକୁ ବ୍ଯବହାର କରୁଛନ୍ତି।"
16
"ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ସମାନେେ ଯୀଶୁଙ୍କୁ ସ୍ବର୍ଗର କୌଣସି ଚିହ୍ନ ଦଖାଇବୋକୁ କହିଲେ।"
17
"କିନ୍ତୁ ଯୀଶୁ ସହେି ଲୋକମାନଙ୍କ ଭାବନା ଜାଣିପାରିଲେ। ସେ କହିଲେ, ଗୋଟିଏ ରାଜ୍ଯ ଭାଗଭାଗ ହାଇେ ନିଜ ବିରୁଦ୍ଧ ରେ ଲଢଇେ କଲେଶଷେ ରେ ଧ୍ବଂସ ହାଇଯେିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧ ରେ ଲଢଇେ କଲେ ସେ ପରିବାର ମଧ୍ଯ ଭାଙ୍ଗିୟିବ।"
18
"ତେଣୁ ଯଦି ଶୟତାନ ନିଜ ବିରୁଦ୍ଧ ରେ ଲଢଇେ କରେ, ତବେେ କିଭଳି ତା ରାଜ୍ଯ ତିଷ୍ଟି ରହି ପାରିବ? ମୁଁ ବାଆଲ୍ଜିବୁଲ ସାହାୟ୍ଯ ରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭମାନେେ କହୁଛ।"
19
"କିନ୍ତୁ ମୁଁ ଯଦି ବାଆଲ୍ଜିବୁଲ୍ ସାହାୟ୍ଯ ରେ ଭୂତମାନଙ୍କୁ ବାହାର କରି ଦେଉଛି, ତବେେ ତୁମ୍ଭମାନଙ୍କ ଲୋକମାନେ କାହା ସାହାୟ୍ଯ ରେ ଭୂତମାନଙ୍କୁ ବାହାର କରୁଛନ୍ତି? ତବେେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭମାନେେ ଭୁଲ କହୁଛ।"
20
"ମୁଁ ଭୁତମାନଙ୍କୁ ବାହାର କରିଦବୋପାଇଁ ପରମେଶ୍ବରଙ୍କ ଶକ୍ତି ବ୍ଯବହାର କରୁଛି। ଏକଥା ସ୍ପଷ୍ଟ ଦଖାଇେ ଦେଉଛି ଯେ ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।"
21
"ଯେତବେେଳେ ଜଣେ ଶକ୍ତିଶାଳୀ ଲୋକ ଅନକେ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତବେେଳେ ତା'ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ।"
22
"କିନ୍ତୁ, ଯେତବେେଳେ ତା'ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆ ସେ ଓ ତା' ଉପରେ ଆକ୍ରମଣ କରି ତାକୁ ହ ରଇେ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସହେି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡିକୁ ଅଧିକତର ବଳବାନ ଲୋକଟି ଛଡଇେ ନିଏ ଓ ତାହାର ଜିନିଷଗୁଡିକୁ ଯାହା ଇଚ୍ଛା ତାହା କରେ।"
23
" ଯେଉଁ ଲୋକ ମାେ ସହିତ ନାହିଁ, ସେ ମାେ ବିରୁଦ୍ଧ ରେ ଅଛି, ଯେଉଁ ଲୋକ ମାେ ସହିତ କାମ କରୁନି, ସେ ମାେ ବିରୁଦ୍ଧ ରେ କାମ କରୁଛି।"
24
"ଯେତବେେଳେ କୌଣସି ଭୂତ କୌଣସି ମଣିଷ ଦହରେୁ ବାହାରି ଆ ସେ, ସେତବେେଳେ ସହେି ଆତ୍ମା ବିଶ୍ରାମ ସ୍ଥାନ ଖାଜେି ଖାଜେି ଶୁଖିଲା ଜାଗାସବୁ ରେ ବୁଲେ। କିନ୍ତୁ ସେ ବିଶ୍ରାମ ନବେକେୁ ଜାଗା ଟିକିଏ ନ ପାଇଲେ କୁ ହେ, 'ମୁଁ ଯେଉଁଠାରୁ ଆସିଛି, ପୁଣି ସହେି ଘରକୁ ଫରେିୟିବି।'"
25
"ଯେତବେେଳେ ଭୂତଟି ସହେି ମଣିଷ ନିକଟକୁ ଫରେିଆ ସେ, ସେ ଦେଖେ ଯେ ସହେି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି।"
26
"ତା'ପରେ ସେ ଯାଇ ତା'ଠାରୁ ଆହୁରି ଅଧିକ ଦୁଷ୍ଟ ସାତଜଣ ଭୂତଙ୍କୁ ଡାକିଆଣେ, ସମାନେେ ସମସ୍ତେ ସହେି ମଣିଷ ମଧିଅରେ ପ୍ରବେଶ କରି ଏକତ୍ର ରହନ୍ତି। ଏହିଭଳି ଭାବରେ ସହେି ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଖରାପ ହାଇେ ପଡେ।"
27
"ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡି ଉଚ୍ଚ ସ୍ବର ରେ କହିବାକୁ ଲାଗିଲା, ଧନ୍ଯ ତୁମ୍ଭର ମାଆ। କାରଣ ସେ ତୁମ୍ଭକୁ ଜନ୍ମ ଦଇେଛନ୍ତି ଓ କ୍ଷୀରପାନ କରାଇଛନ୍ତି।"
28
"କିନ୍ତୁ ଯୀଶୁ କହିଲେ, ପରମେଶ୍ବରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତ ରେ ସହେିମାନେ ହିଁ ଧନ୍ଯ।"
29
"ଧୀ ରେ ଧୀ ରେ ଭିଡ ବଢିବାକୁ ଲାଗିଲା। ଯୀଶୁ କହିଲେ, ବର୍ତ୍ତମାନ ୟୁଗର ଲୋକେ ବଡ ମନ୍ଦ। ସମାନେେ ପରମେଶ୍ବରଙ୍କଠାରୁ ପ୍ରମାଣ ସ୍ବରୁପ ଏକ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ବରୂପ କୌଣସି ଆଶ୍ଚର୍ୟ୍ଯକର୍ମ ଦଖାଇେ ଦିଆୟିବ ନାହିଁ। ୟୂନସଙ୍କ ସମ୍ବନ୍ଧ ରେ ଘଟିଥିବା ଆଶ୍ଚର୍ୟ୍ଯକର୍ମ ହେଉଛି ଏକମାତ୍ର ଚିହ୍ନ।"
30
"ୟୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ବରୂପ ହେଲେ, ସହେିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ଯପୁତ୍ର ମଧ୍ଯ ଚିହ୍ନ ସ୍ବରୂପ ହବେେ।"
31
"ବିଚାର ଦିନ ରେ ଦକ୍ଷିଣର ରାଣୀ ପ୍ରକାଶିତ ହାଇେ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିବେ ଓ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ, କାରଣ ସହେି ରାଣୀ ଶଲମାନଙ୍କେ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୁରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲମାନଙ୍କେ ଅପେକ୍ଷା ମହାନ୍ ଅଟେ।"
32
"ବିଚାର ହବୋ ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଠିଆ ହାଇେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସମାନେେ ୟୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ମହାନ୍ ଅଟେ।"
33
"କୌଣସି ଲୋକ ଦୀପଟିଏ ଜଳାଇ ଲୁଚାଇ ରେଖନାହିଁ କିମ୍ବା ହାଣ୍ଡି ତଳେ ରେଖ ନାହିଁ। ବରଂ ତାହା ରୁଖାଟିଏ ଉପରେ ରେଖ, ଯାହା ଫଳ ରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ।"
34
"ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅ ରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାର ରେ ଭରିୟିବ।"
35
"ମନରେଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହାଇେ ନଯାଏ।"
36
"ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହା ହେଲ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହବେ।"
37
"ଯୀଶୁ ତାହାଙ୍କ କଥା ଶଷେ କଲାବଳକେୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗ ରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡିଲେ।"
38
"ଯୀଶୁ ଖାଇବାକୁ ୟିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ୟ୍ଯ ହାଇଗେଲେ।"
39
"ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତ ରେ ତୁମ୍ଭମାନେେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା' ଦ୍ବାରା ପାଇଥିବା ଜିନିଷ ରେ ପରିପୂର୍ଣ୍ଣ କରିଛ।"
40
"ହେ ନିର୍ବୋଧଗଣ! ବାହା ରେ ଯାହା ଅଛି, ତାହା ୟିଏ ତିଆରି କରିଛନ୍ତି ସେ ମଧ୍ଯ ଭିତ ରେ ଥିବା ବିଷୟ ସବୁ ତିଆରି କରିଛନ୍ତିା"
41
"ଏଣୁ ତୁମ୍ଭମାନଙ୍କ ଭିତ ରେ ଥିବା ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାୟ୍ଯ ଲୋଡନ୍ତି, ସମାନଙ୍କେୁ ସାହାୟ୍ଯ କର। ତା ହେଲେ ତୁମ୍ଭମାନେେ ସମ୍ପୂର୍ଣ୍ଣରୂପେ ପରିଷ୍କାର ଓ ପବିତ୍ର ହାଇଯେିବ।"
42
"ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭମାନେେ ସମସ୍ତ ବିଷୟ ରେ ଦଶମାଂଶ ପରମେଶ୍ବରଙ୍କୁ ଦଇେଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଚାର ଅନ୍ଯାନ୍ଯ େଛାଟ ଚାରାର ମଧ୍ଯ ଦଶ ଭାଗରୁ ଭାଗେ ପରମେଶ୍ବରଙ୍କୁ ଦଇେଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ଯବହାର କରିବାକୁ ଓ ପରମେଶ୍ବରଙ୍କୁ ଭଲ ପାଇବାକୁ ତୁମ୍ଭମାନେେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ୟ୍ଯ କରିବା ଉଚିତ। ତା' ସହିତ ଦଶମାଂଶ ଦବୋ ଏବଂ ଅନ୍ଯାନ୍ଯ କାର୍ୟ୍ଯ ମଧ୍ଯ ଚାଲୁ ରଖିବା ଉଚିତ।"
43
"ହାୟ ଫାରୂଶୀଗଣ! କାରଣ ତୁମ୍ଭମାନେେ ଯିହୂଦୀ ସମାଜଗୃହ ରେ ଅତ୍ଯନ୍ତ ମହତ୍ବପୂର୍ଣ୍ଣ ଆସନ ଚାହୁଁଛ ଓ ହାଟ ବଜାର ରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ।"
44
"ହାୟ, କାରଣ ତୁମ୍ଭମାନେେ ଲୁଚି ରହିଥିବା ସହେି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣା ରେ ଚାଲିଯାଆନ୍ତି।"
45
"ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, ଗୁରୁ, ଆପଣ ଯେତବେେଳେ ଫାରୂଶୀମାନଙ୍କ ବିଷୟ ରେ ଏହିଭଳି କଥା କହୁଛନ୍ତି, ସେତବେେଳେ ଆମ୍ଭ ଦଳକୁ ମଧ୍ଯ ଅପମାନ ଦେଉଛନ୍ତି।"
46
"ଏହା ଶୁଣି ଯୀଶୁ କହିଲେ, ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭମାନେେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହାଇଯୋଉଛି। ଏହି ନିୟମଗୁଡିକୁ ମାନିବା ପାଇଁ ତୁମ୍ଭମାନେେ ଲୋକଙ୍କୁ ବାଧ୍ଯ କରୁଛ କିନ୍ତୁ ନିଜେ କବେେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁନାହଁ।"
47
"ହାୟ, କାରଣ ତୁମ୍ଭମାନେ ଭବିଷ୍ଯଦ୍ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ଯଦ୍ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରିଦଇେଥିଲେ।"
48
"ଏହାଦ୍ବାରା ତୁମ୍ଭମାନେେ ଲୋକଙ୍କୁ ଦେଖଇେ ଦବୋକୁ ଚାହୁଁଛ ଯେ, ତୁମ୍ଭମାନେେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କୁ ମାରି ଦଇେଥିଲେ ଏବଂ ତୁମ୍ଭମାନେେ ତାହାଙ୍କ ପାଇଁ କବର ତିଆରି କରୁଛ।"
49
"ଏଥିପାଇଁ ପରମେଶ୍ବରଙ୍କ ଜ୍ଞାନ କ ହେ, 'ମୁଁ ଭବିଷ୍ଯଦ୍ବକ୍ତା ଓ ପ୍ ରରେିତମାନଙ୍କୁ ସମାନଙ୍କେ ପାଖକୁ ପଠାଇବି। କେତକଙ୍କେୁ ସମାନେେ ମାରି ପକାଇବେ ଓ ଆଉ କେତକଙ୍କେୁ ବହୁତ ଖରାପ ବ୍ଯବହାର ଦଖାଇବେେ।'"
50
"ଏଣୁ ସୃଷ୍ଟି ଆରମ୍ଭରୁ ଯେତବେେଳେ ଭବିଷ୍ଯଦ୍ବକ୍ତାଙ୍କ ରକ୍ତପାତ ହାଇେଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡିବ।"
51
"ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ହବେଲ ଙ୍କ ରକ୍ତପାତଠାରୁ ଆରମ୍ଭ କରି ବଦେୀ ଓ ମନ୍ଦିର ର ମଧ୍ଯସ୍ଥଳ ରେ ନିହତ ହାଇେଥିବା ଜିଖରିୟଙ୍କ ରକ୍ତପାତ ପର୍ୟ୍ଯନ୍ତ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିବ।"
52
" ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭମାନେେ ଈଶ୍ବର ଜ୍ଞାନର ଚାବିକାଠି ଲୁଚଇେ ଦଲେ। ନିଜ ଐଶ୍ବରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଚାହୁଁଥିଲେ, ସମାନଙ୍କେୁ ମଧ୍ଯ ଶିଖିବାକୁ ଦଲନୋହିଁ।"
53
"ଯୀଶୁ ସେ ସ୍ଥାନ ଛାଡି ଚାଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନକେ କଷ୍ଟ ଦବୋ ଆରମ୍ଭ କରି ଦେଲେ। ସମାନେେ ଯୀଶୁଙ୍କୁ ଅନକେ ବିଷୟ ରେ ପ୍ରଶ୍ନମାନ ପଚାରି ତାହାଙ୍କଠାରୁ ଉତ୍ତର ଚାହୁଁଥିଲେ।"
54
"କାରଣ ସମାନେେ ଯୀଶୁଙ୍କୁ କିଛି ଭୁଲ କଥା କୁହାଇ ଫାନ୍ଦ ରେ ପକଇବୋକୁ ବାଟ ଖାଜେୁଥିଲେ।"
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24