bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Luke 22
Luke 22
Odia - 1840
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
1
"ଖମୀରଶୂନ୍ଯ ରୋଟୀ ପର୍ବ, ଯାହାକୁ ନିସ୍ତାର ପର୍ବ ମଧ୍ଯ କୁହାୟାଏ, ତାହାର ସମୟ ନିକଟ ହାଇେ ଆସୁଥିଲା।"
2
"ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ଉପାୟ ଖାଜେୁଥିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ।"
3
"ଯୀଶୁଙ୍କର ବାରଜଣ ପ୍ ରରେିତଙ୍କ ମଧିଅରେ ଜଣକର ନାମ ଥିଲା ଈଷ୍କରିଯୋଥ ୟିହୂଦା। ଶୟତାନ ୟିହୂଦାଙ୍କ ଶରୀର ମଧିଅରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା।"
4
"ୟିହୂଦା ଯାଇ ପ୍ରଧାନ ଯାଜକ ଓ ମନ୍ଦିରର ସନୋପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସମାନଙ୍କେ ହାତ ରେ ସମର୍ପଣ କରିବା ପାଇଁ ୟିହୂଦା ସମାନଙ୍କେ ସହିତ ଏକ ମନ୍ତ୍ରଣା କଲା।"
5
"ଏଥି ରେ ଯାଜକମାନେ ଖୁସି ହାଇଗେଲେ। ଯୀଶୁଙ୍କୁ ସମାନଙ୍କେ ହାତ ରେ ଦଇେ ଦେଲେ ସମାନେେ ୟିହୂଦାକୁ ଅର୍ଥ ଦବୋପାଇଁ ପ୍ରତିଶ୍ରୁତି ଦେଲେ।"
6
"ୟିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତ ରେ ଧ ରଇେ ଦବୋପାଇଁ ଗୋଟିଏ ସୁଯୋଗର ଅପେକ୍ଷା ରେ ରହିଲା। ୟିହୂଦା ଚାହୁଁଥିଲା ଯେ, ଯେତବେେଳେ କୌଣସି ଲୋକ ଉପସ୍ଥିତ ନଥିବେ, ସେ ସତେିକି ବେଳେ ଏ କାମ କରିବ।"
7
"ଖମୀର ହୀନ ରୋଟୀ ପର୍ବର ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାର ପର୍ବର ମଷେଶାବକମାନଙ୍କୁ ବଳି ଦିଅନ୍ତି।"
8
"ଯୀଶୁ ପିତର ଓ ଯୋହନଙ୍କୁ କହିଲେ, ତୁମ୍ଭମାନେେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତି କର।"
9
"ପିତର ଓ ଯୋହନ ଯୀଶୁଙ୍କୁ ପଚାରିଲେ, ଏ ଖାଦ୍ୟ କେଉଁ ସ୍ଥାନ ରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଚାହୁଁଛନ୍ତି?"
10
"ଶୁଣ! ତୁମ୍ଭମାନେେ ନଗର ଭିତରକୁ ୟିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନଇେ ଯାଉଥିବାର ଦେଖିବ। ତୁମ୍ଭମାନେେ ତା ପେଛ ପେଛ ୟିବ। ସେ ଗୋଟିଏ ଘର ଭିତରକୁ ୟିବ। ତୁମ୍ଭମାନେେ ତା' ସହିତ ୟିବ।"
11
"ତୁମ୍ଭମାନେେ ଘରମାଲିକଙ୍କୁ ପଚାରିବ, 'ଗୁରୁ ପଚାରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ଯମାନେ ନିସ୍ତାର ପର୍ବର ଖାଦ୍ୟ ଯେଉଁ ଠା ରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦଖାଇେ ଦିଅ।'"
12
"ତା'ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ ବଖରା ଦଖାଇେ ଦବେେ। ଏ ବଖରାଟି ରେ ତୁମ୍ଭମାନେେ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତ କରିବ।"
13
"ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯଭେଳି କହିଥିଲେ, ସବୁ ଘଟଣା ସହେିଭଳି ଘଟିଲା। ସମାନେେ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତ କଲେ।"
14
"ସମାନେେ ନିସ୍ତାର ପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ ରରେିତମାନେ ଖାଇ ବସିଲେ।"
15
"ଯୀଶୁ ସମାନଙ୍କେୁ କହିଲେ, ମୁଁ ମାେ ମୃତ୍ଯୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାର ପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା"
16
"ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ବରଙ୍କ ରାଜ୍ଯ ରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହବୋ ପର୍ୟ୍ଯନ୍ତ ମୁଁ କବେେ ହେଲେ ନିସ୍ତାର ପର୍ବର ଖାଦ୍ୟ ଆଉ ଖାଇବି ନାହିଁ।"
17
"ତା'ପରେ ଯୀଶୁ ଗୋଟିଏ ପାତ୍ର ରେ ଅଙ୍ଗୁର ରସ ନେଲେ। ଏଥିପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ କହିଲେ ଏହି ପାତ୍ର ନିଅ, ଏଥି ରେ ଥିବା ଅଙ୍ଗୁର ରସ ସମସ୍ତଙ୍କୁ ଦିଅ।"
18
"ମୁଁ ତୁମ୍ଭମାନଙ୍କୁ କହୁଛି ପରମେଶ୍ବରଙ୍କ ରାଜ୍ଯ ନ ଆସିବା ପର୍ୟ୍ଯନ୍ତ ମୁଁ ପୁନର୍ବାର ଦ୍ରାକ୍ଷାରସ ପାନ କରିବି ନାହିଁ।"
19
"ତାପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ ରରେିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, ଏହି ରୋଟୀ ମାରେଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମାେତେ ମନେ ରଖିବା ପାଇଁ ଏହା କର।"
20
"ସହେିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ବର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମାରେରକ୍ତ ରେ ଏହି ଚୁକ୍ତି ଆରମ୍ଭ ହୁଏ।"
21
"ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମାେ ପ୍ରତି ବିଶ୍ବାସଘାତକତା କରିବ। ତାର ହାତ ମାେ ହାତ ପାଖ ରେ ଏହି ଟବେୁଲ ଉପରେ ଅଛି।"
22
"ପରମେଶ୍ବର ଯେପରି ନିରୂପଣ କରିଛନ୍ତି, ମନୁଷ୍ଯପୁତ୍ର ସହେି ଅନୁସାରେ ମୃତ୍ଯୁ ଭୋଗ କରିବେ। କିନ୍ତୁ ମନୁଷ୍ଯ ପୁତ୍ରଙ୍କୁ ଯେଉଁ ଲୋକ ହତ ହବୋପାଇଁ ଶତୃ ହାତ ରେ ଦଇଦେବ, ତା' ପକ୍ଷ ରେ ଏହା ବହୁତ ଖରାପ ହବେ।"
23
"ତା'ପରେ ପ୍ ରରେିତମାନେ ପରସ୍ପର ପଚରା ଉଚରା ହେଲେ, ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?"
24
"ସମାନଙ୍କେ ମଧିଅରେ ସବୁଠାରୁ କିଏ ଶ୍ ରେଷ୍ଠ ପ୍ ରରେିତମାନେ ସହେି ବିଷୟ ରେ ପରସ୍ପର ମଧିଅରେ ବାଦାନୁବାଦ କରିବାକୁ ଲାଗିଲେ।"
25
"କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ଏହି ସଂସାରର ଦେଶଗୁଡିକର ରାଜାମାନେ ସମାନଙ୍କେ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସମାନେେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ଯାତ ହୁଅନ୍ତି।"
26
"କିନ୍ତୁ ତୁମ୍ଭମାନେେ ସମାନଙ୍କେ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧିଅରେ ଯେଉଁ ଲୋକ ସବୁଠାରୁ ବଡ, ସେ ସବୁଠାରୁ େଛାଟ ହବୋ ଉଚିତ୍। ନେତା ସବେକ ଭଳି ହବୋ ଉଚିତ୍।"
27
"ସବୁଠାରୁ ଶ୍ ରେଷ୍ଠ ଲୋକ କିଏ? ଟବେୁଲ ପାଖ ରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭମାନେେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧିଅରେ ମୁଁ ଜଣେ ସବେକ ଭଳି ରହିଛି।"
28
"ଅନକେ ବାଧାବିଘ୍ନ ଭିତର ଦଇେ ତୁମ୍ଭମାନେେ ମାେ ସହିତ ରହିଛ।"
29
"ମାରେ ପରମପିତା ମାେତେ ଗୋଟିଏ ରାଜ୍ଯ ଦଇେଛନ୍ତି। ମାେ ସହିତ ତୁମ୍ଭମାନେେ ମଧ୍ଯ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି।"
30
"ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।"
31
"କୃଷକ ତା'ର ଗହମକୁ ଚାଲୁଣୀ ରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମାନେ! ହେ ଶିମାନେ,"
32
"ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ବାସ ଲୋପ ନ ହେଉ। ତୁମ୍ଭମାନେେ ମାେପାଖକୁ ଫରେି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ବାସ ରେ ଦୃଢ ହବୋ ପାଇଁ ସାହାୟ୍ଯ କର।"
33
"କିନ୍ତୁ ପିତର ଯୀଶୁଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ୟିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।"
34
"ଯୀଶୁ କିନ୍ତୁ କହିଲେ, ପିତର, ଆସନ୍ତା କାଲି ସକାଳେ କୁକୁଡା ଡାକିବା ପୂର୍ବରୁ ତୁମ୍ଭେ କହିବ ଯେ, ତୁମ୍ଭେ ମାେତେ ଜାଣିନାହଁ। ଏକଥା ତୁମ୍ଭେ ତିନିଥର କହିବ।"
35
"ତା'ପରେ ଯୀଶୁ ପ୍ ରରେିତମାନଙ୍କୁ କହିଲେ, ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦବୋପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ୟୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟି ରେ ଅଭାବ ଥିଲା କି?"
36
"ଯୀଶୁ ସମାନଙ୍କେୁ କହିଲେ, କିନ୍ତୁ ଏବେ ଯଦି ତୁମ୍ଭମାନଙ୍କ ପାଖ ରେ ଟଙ୍କା କି ଥଳି ଥାଏ, ତବେେ ତାହା ନିଜ ସାଙ୍ଗ ରେ ନିଅ। ଯଦି ତୁମ୍ଭମାନଙ୍କର ଖଣ୍ଡାଟିଏ ନଥାଏ, ତବେେ ତୁମ୍ଭମାନେେ ନିଜର କୋଟ ମଧ୍ଯ ବିକିଦଇେ ଖଣ୍ଡା କିଣ।"
37
"ଶାସ୍ତ୍ର କ ହେ:"
38
"ଶିଷ୍ଯମାନେ କହିଲେ, ଦେଖନ୍ତୁ ପ୍ରଭୁ ଏଠା ରେ ଦୁଇଟି ଖଣ୍ଡା ଅଛି, ଯୀଶୁ କହିଲେ, ଦୁଇଟି ଖଣ୍ଡା ୟଥେଷ୍ଟ।"
39
"ଯୀଶୁ ଯୀରୂଶାଲମ ନଗର ଛାଡି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ସହିତ ଗଲେ।"
40
"ସଠାେରେ ପହଞ୍ଚି ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ଯେପରି ପରୀକ୍ଷା ରେ ନ ପଡ ଏଥିପାଇଁ ପ୍ରାର୍ଥନା କର।"
41
"ତା'ପରେ ଯୀଶୁ ସମାନଙ୍କେଠାରୁ ପ୍ରାୟ ପଚାଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡି ବସି ପଡି ପାର୍ଥନା କଲେ,"
42
" ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତବେେ ଦୁଃଖ 'ଯାତନାର ଏହି ପାନ ପାତ୍ର' ମାେ ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମାେ ଇଚ୍ଛା ରେ ନୁହେଁ।"
43
"ତା'ପରେ ସ୍ବର୍ଗରୁ ଜଣେ ଦୂତ ଆସି ଦଖାଦେେଲେ। ସହେି ସ୍ବର୍ଗଦୁତଙ୍କୁ ଯୀଶୁଙ୍କୁ ସାହାୟ୍ଯ କରିବା ପାଇଁ ପଠାଯାଇଥିଲା।"
44
"ଯୀଶୁ ମର୍ମାନ୍ତକ ପୀଡା ରେ ବୁଡି ରହି ଆହୁରି ଦୃଢ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁ ରେ ପଡିଲା।"
45
"ଯୀଶୁ ପ୍ରାର୍ଥନା କରିସାରି ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସମାନେେ ସମସ୍ତେ ଶାଇେ ପଡିଥିଲେ, ସମାନଙ୍କେ ଦୁଃଖ ସମାନଙ୍କେୁ ବହୁତ କ୍ଲାନ୍ତ କରି ପକାଇଥିଲା।"
46
"ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ଶାଇେ ପଡିଛ? ଉଠ ଓ ପରୀକ୍ଷା ରେ ନ ପଡିବାକୁ ତଥା ଶକ୍ତିଲାଭ ପାଇଁ ପାର୍ଥନା କର।"
47
"ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସଠାେକୁ ଆସିଲେ। ବାରଜଣ ପ୍ ରରେିତଙ୍କ ମଧ୍ଯରୁ ଜଣେ ପ୍ ରରେିତ ସହେି ଲୋକମାନଙ୍କ ଦଳର ନତେୃତ୍ବ ନଇେଥିଲା। ସେ ଥିଲା ୟିହୂଦା। ଯୀଶୁଙ୍କୁ ଚୁମ୍ବନ ଦବୋ ପାଇଁ ୟିହୂଦା ଯୀଶୁଙ୍କ ପାଖକୁ ଆସିଲା।"
48
"କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ୟିହୂଦା, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦବୋପାଇଁ ବଂଧୁତାର ଚୁମ୍ବନକୁ ବ୍ଯବହାର କରୁଛ?"
49
"ଯୀଶୁଙ୍କର ଶିଷ୍ଯମାନେ ମଧ୍ଯ ସଠାେରେ ଠିଆ ହାଇେଥିଲେ। ଯାହା ଘଟୁଥିଲା, ସମାନେେ ସେ ସବୁ ଦେଖୁଥିଲେ, ସମାନେେ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭେ କ'ଣ ଆମ୍ଭର ଖଣ୍ଡାର ପ୍ରଯୋଗ କରିବୁ?"
50
"ଏବଂ ଜଣେ ଶିଷ୍ଯ ଖଣ୍ଡା ବ୍ଯବହାର କଲା। ମହାୟାଜକଙ୍କର ଚାକରର ଡାହାଣ କାନଟି ସେ କାଟି ପକାଇଲା।"
51
"ଯୀଶୁ କହିଲେ, ବନ୍ଦ କର! ତାପରେ ଯୀଶୁ ସହେି ଚାକରଟିର କାନ ଛୁଇଁ ସୁସ୍ଥ କରି ଦେଲେ।"
52
"ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥି ରେ ପ୍ରଧାନ ଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ଯମାନେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ?"
53
"ମନ୍ଦିର ରେ ମୁଁ ପ୍ରେତ୍ୟକକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭମାନେେ ମାେତେ ସଠାେରେ ବନ୍ଦୀ କରିନବୋକୁ କାହିଁକି ଚେଷ୍ଟା କଲନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତବେେଳେ ଅନ୍ଧକାର ରାଜତ୍ବ କରିଥାଏ।"
54
"ସମାନେେ ଯୀଶୁଙ୍କ ବନ୍ଦୀ କରି ମହାୟାଜକଙ୍କ ଘର ଭିତରକୁ ନଇଗେଲେ। ପିତର ସମାନଙ୍କେ ପେଛପେଛ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନଥିଲେ।"
55
"ସୈନ୍ଯମାନେ ଅଗଣା ମଝି ରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ଯ ସମାନଙ୍କେ ସହିତ ବସିଲେ।"
56
"ଜଣେ ଦାସୀ ପିତରଙ୍କୁ ସଠାେରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅ ରେ ଦେଖିପାରିଲା। କନ୍ଯାଦାସୀଟି ମନ ଧ୍ଯାନ ଦଇେ ପିତରଙ୍କ ମୁହଁକୁ ଚାହିଁଲା। ତା'ପରେ ସେ କହିଲା, ଏ ଲୋକ ମଧ୍ଯ ତାହାଙ୍କ ସହିତ ଥିଲା।"
57
"କିନ୍ତୁ ପିତର ଏକଥା ଅସ୍ବୀକାର କଲେ। ସେ କହିଲେ, ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।"
58
"ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ଯରୁ ତୁମ୍ଭେ ମଧ୍ଯ ଜଣେ।"
59
"ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ ଭାବରେ କହିଲା, ଏହା ସତ୍ଯ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ। ସହେି ଲୋକ କହିଲା ଯେ ସେ ଏ ବିଷୟ ରେ ସମ୍ପୂର୍ଣ୍ଣ ନିଃସନ୍ଦହେ।"
60
"କିନ୍ତୁ ପିତର କହିଲେ, ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।"
61
"ତାପରେ ପ୍ରଭୁ ବୁଲିପଡି ପିତରଙ୍କୁ ଏକ ଲୟ ରେ ଚାହିଁଲେ। ପିତରଙ୍କର ମନେ ପଡିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, ସକଳେେ କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣି ନାହଁ ବୋଲି ତିନିଥର କହିବ।"
62
"ତା'ପରେ ପିତର ବାହାରକୁ ବାହାରିଯାଇ ବ୍ଯାକୁଳ ଭାବରେ କାନ୍ଦିବାକୁ ଲାଗିଲେ।"
63
"କେତକେ ଲୋକ ଯୀଶୁଙ୍କୁ ଜଗିଥିଲେ। ସମାନେେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସମାନଙ୍କେୁ ଦେଖି ନପାରନ୍ତି, ଏଥିପାଇଁ ସମାନେେ ତାହାଙ୍କ ମୁହଁ ଘୋଡାଇ ଦେଲେ।"
64
"ସମାନେେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସମାନେେ ତାହାଙ୍କୁ ପଚାରିଲେ, ତୁମ୍ଭେ ପରା ଭବିଷ୍ଯଦ୍ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା?"
65
"ଲୋକମାନେ ଯୀଶୁଙ୍କୁ ଅନକେ କଦର୍ୟ୍ଯ କଥା କହିବାକୁ ଲାଗିଲେ।"
66
"ତା'ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସମାନେେ ଯୀଶୁଙ୍କୁ ସମାନଙ୍କେର ସର୍ବୋଚ୍ଚ ନ୍ଯାଯାଳୟକୁ ନଇଗେଲେ।"
67
"ସମାନେେ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତବେେ ତାହା ଆମ୍ଭକୁ କୁହ।"
68
"ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଚା ରେ, ତବେେ ତୁମ୍ଭମାନେେ ତା'ର ଉତ୍ତର ଦବନୋହିଁ।"
69
"କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ଯପୁତ୍ର ପରମେଶ୍ବରଙ୍କ ସିଂହାସନ ରେ ଡାହାଣ ପଟେ ବସିବେ।"
70
"ସମାନେେ ସମସ୍ତେ କହିଲେ, ତବେେ କ'ଣ ତୁମ୍ଭେ ପରମେଶ୍ବରଙ୍କ ପୁତ୍ର? ଯୀଶୁ ସମାନଙ୍କେୁ କହିଲେ, ହଁ, ତୁମ୍ଭେ ଯାହା କହିଛ. ତାହା ଠିକ୍।"
71
"ସମାନେେ କହିଲେ, ତବେେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ'ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁହଁରୁ ଏହା ଶୁଣିଲୁ।"
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24