bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Matthew 10
Matthew 10
Odia - 1840
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 11 →
1
"ଯୀଶୁ ତାହାଙ୍କର ବାରଜଣ ଶିଷ୍ଯଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡିଦବୋ ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦବୋ ପାଇଁ ଶିଷ୍ଯମାନଙ୍କୁ ଶକ୍ତି ପ୍ରଦାନ କଲେ।"
2
"ସହେି ବାରଜଣ ଶିଷ୍ଯଙ୍କ ନାମ ଏହିଭଳି: ଶିମାନେ(ଯାହାଙ୍କୁ ପିତର ବୋଲି କୁହାୟାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜବଦେିଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।"
3
"ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,"
4
"ଉଦ୍ୟୋଗୀ ଶିମାନେ ଓ ଈଷ୍କରୀଯୋଥ ୟିହୂଦା। ଏହି ଈଷ୍କରିଯୋଥ ୟିହୂଦା ପରେ ଯୀଶୁଙ୍କ ପ୍ରତି ବିଶ୍ବାସଘାତକତା କରିଥିଲା।"
5
"ଏହି ବାରଜଣ ଶିଷ୍ଯଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: କୌଣସି ଅଣଯିହୂଦୀ ଅଞ୍ଚଳକୁ ୟିବନାହିଁ କି ଶମିରୋଣର କୌଣସି ନଗର ରେ ପ୍ରବେଶ କରିବନାହିଁ।"
6
"ବରଂ ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ପାଖକୁ ୟିବ। ସମାନେେ ହଜିଯାଇଥିବା ମଷେ ଭଳି।"
7
"ତୁମ୍ଭମାନେେ ପ୍ରଚାର କର, 'ସ୍ବର୍ଗରାଜ୍ଯ ନିକଟ ହାଇେ ଗଲାଣି।'"
8
"ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁର୍ନଜୀବିତ କର, କୁଷ୍ଠ ରୋଗ ସୁସ୍ଥ କର, ଭୂତମାନଙ୍କୁ ତଡିଦିଅ। ତୁମ୍ଭେ ବିନା ମୂଲ୍ଯ ରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନା ମୂଲ୍ଯ ରେ ଦାନ କର।"
9
"ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗ ରେ ସୁନା, ରୂପା କିମ୍ବା ତମ୍ବା ନିଅନାହିଁ।"
10
"ଯାତ୍ରା ବେଳେ ଝୁଲା ନିଅନାହିଁ। ପିନ୍ଧିଥିବା ପୋଷାକ ଓ ୟୋତା ଛଡା ଅଧିକା ପୋଷାକ ବା ୟୋତା କି ବାଡି ନିଅନାହିଁ। ଜଣେ ସବେକ କବଳେ ନିହାତି ଆବଶ୍ଯକୀୟ ପଦାର୍ଥ ନବୋ ଉଚିତ।"
11
"କୌଣସି ନଗର ବା ଗାଁ ରେ ପ୍ରବେଶ କଲା ବେଳେ ସଠାେରେ ଯୋଗ୍ଯ ଲୋକଟିକୁ ବାଛି ବାହାର କର। ସହେି ନଗର ବା ଗାଁ ନ ଛାଡିବା ପର୍ୟ୍ଯନ୍ତ ସହେି ସ୍ଥାନ ରେ ରୁହ।"
12
"କୌଣସି ଘ ରେ ପ୍ରବେଶ କଲାଭଳେେ ସହେି ପରିବାର ରେ ଲୋକଙ୍କୁ 'ତୁମ୍ଭ ପ୍ରତି ଶାନ୍ତ ହେଉ' ବୋଲି କହି ଆଶୀର୍ବାଦ କର। ଯଦି ସେ ପିବାରର ଲୋକେ ଯୋଗ୍ଯ, ତବେେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତ ରହିବ।"
13
"ଯଦି ସେ ପରିବାର ଲୋକେ ଅୟୋଗ୍ଯ ତବେେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫରେିଆସିବ।"
14
"ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।"
15
"ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେଉଁ ଦିନ ନ୍ଯାୟ ହବେ, ସେ ଦିନ ସହେି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ଗ ମାରୋ ନଗରର ଲୋକଙ୍କ ଅବସ୍ଥା ଅପାକ୍ଷା ଅଧିକ ଖରାପ ହବେ।"
16
"ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।"
17
"କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସମାନେେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଚାରାଳୟ ହାତ ରେ ଦଇେ ଦବେେ ଓ ତାହାଙ୍କର ପ୍ରାର୍ଥନାଗୃହ ରେ ତୁମ୍ଭକୁ ଛାଟ ରେ ପିଟିବେ।"
18
"ତୁମ୍ଭେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆୟିବ। ଅଣଯିହୂଦୀ ତଥା ସମାନଙ୍କେ ଆଗ ରେ ତୁମ୍ଭେ ମାେ ବିଷୟ ରେ ସାକ୍ଷୀ ହବେ।"
19
"ସମାନେେ ତୁମ୍ଭକୁ ବାନ୍ଧି ନବୋ ବେଳେ କ'ଣ କହିବ ଓ କିପରି କହିବ, ସେ ବିଷୟ ରେ ଚିନ୍ତାକରି କିଛି ବ୍ଯସ୍ତ ହୁଅନାହିଁ। କାରଣ ତୁମ୍ଭକୁ ସେତବେେଳେ କ'ଣ କହିବାକୁ ହବେ ତାହା ଜଣଇେ ଦିଆୟିବ।"
20
"ମନରେଖ କହିବା ଲୋକ କବେେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।"
21
"ଭାଇ ତା ନିଜ ଭାଇକ,ୁ ବାପା-ମାଆ ନିଜ ପିଲାପିଲିଙ୍କୁ ମରଣ ମୁହଁକୁ ଠଲେି ଦବେେ। ପିଲାମାନେ ନିଜ ବାପା-ମାଆଙ୍କ ବରୁଦ୍ଧ ରେ ଠିଆ ହବେେ ଓ ତାହାଙ୍କୁ ମାରି ପକାଇବେ।"
22
"ମାରେ ଅନୁଗାମୀ ହାଇେଥିବା ୟୋଗୁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁଲୋକ ଶଷେ ପର୍ୟ୍ଯନ୍ତ ଦୃଢଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।"
23
"ଗୋଟିଏ ନଗର ରେ ସମାନେେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ଯ କହୁଛି ଇଶ୍ରାୟେଲ ସମସ୍ତ ନଗରୀ ରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ଯ ପୁତ୍ର ପୁନର୍ବାର ଆସିବେ।"
24
"ଶିଷ୍ଯ ନିଜ ଗୁରୁଠାରୁ ବଡ ନୁହେଁକି କୌଣସି ସବେକ ତା ମାଲିକଠାରୁ ବଡ ନୁହେଁ ା"
25
"ଜଣେ ଶିଷ୍ଯ ତା' ଗୁରୁ ଭଳି ହବୋ ରେ ଓ ଜଣେ ସବେକ ତା' ମାଲିକ ଭଳି ହବୋ ରେ ସନ୍ତାଷେ ଲାଭ କରିବା ଦରକାର। ଘରର ମୁଖ୍ଯଙ୍କୁ ଯଦି ବାଆଲ୍ଜିବୂଲ କହି ଡକାଯାଏ ତବେେ ଘରର ଅନ୍ୟ ସଦସ୍ଯମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମ ରେ ଡକାୟିବ।"
26
" ତେଣୁ ସହେି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତ ରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡିବ।"
27
"ମୁଁ ଗୋପନ ରେ ତୁମ୍ଭକୁ ଯାହା ସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ଯ ଦିବା ଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।"
28
"ଲୋକଙ୍କୁ ଭୟ କର ନାହିଁ। ସମାନେେ କବଳେ ତୁମ୍ଭର ଶରୀରକୁ ମାରି ପାରିବେ। ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କବଳେ ପରମେଶ୍ବରଙ୍କୁ ଭୟ କର। ସେ କବଳେ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦଇେ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠଇେ ପାରିବେ।"
29
"ଗୋଟିଏ ପଇସା ମୂଲ୍ଯ ରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତି ରେ ସେଥିରୁ ଗୋଟିଏ ହେଲେ ମଧ୍ଯ ତଳେ ପଡିବ ନାହିଁ।"
30
"ତୁମ୍ଭ ମୁଣ୍ଡ ରେ କତେୋଟି ବାଳ ଅଛି, ସେ କଥା ମଧ୍ଯ ପରମେଶ୍ବର ଜାଣନ୍ତି।"
31
"ତେଣୁ ଭୟଭୀତ ହୁଅନାହିଁ। ତୁମ୍ଭେ ଅନକେ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ଯବାନ।"
32
"ଯଦି କହେି ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ, ସେ ମାେତେ ବିଶ୍ବାସ କରେ ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ମାରେ ନିଜ ଲୋକ।"
33
"କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ ସେ ମାେତେ ବିଶ୍ବାସ କରେ ନାହିଁ, ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ଲୋକ ମାେ ନିଜ ଲୋକ ନୁହେଁ।"
34
"ତୁମ୍ଭେ ଭାବନାହିଁ ଯେ ମୁଁ ପୃଥିବୀ ରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖଡ୍ଗ ଆଣିବା ପାଇଁ ଆସିଛି।"
35
"ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି: ‘ପୁଅ ତା’ ବାପା ବିରୁଦ୍ଧରେ, ଝିଅ ତା’ ମା ବିରୁଦ୍ଧରେ ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।"
36
"ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’"
37
" ଯେଉଁ ଲୋକ ମାେ ଅପେକ୍ଷା ତା ବାପା ମାଆଙ୍କୁ ଅଧ୍କ ଭଲ ପାଏ, ତବେେ ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ। ଯେଉଁ ଲୋକ ମାେ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ।"
38
"ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କୃଶ ବୋହି ମାରେ ଅନୁସରଣ କରନୋହିଁ, ସେ ମାେତେ ପାଇବାକୁ ଯୋଗ୍ଯ ନୁହେଁ।"
39
"ଯେଉଁ ଲୋକ ମାେ ଅପେକ୍ଷା ତା ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇ ବସିବ। କିନ୍ତୁ ଯେଉଁ ଲୋକ ମାେ ସକାେଶ ଜୀବନ ହରାଏ, ସେ ବାସ୍ତବ ଜୀବନ ପାଇପାରିବ।"
40
" ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।"
41
"ଯାଉଁ ଲୋକ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାଙ୍କୁ ଭଟେି ତାହାଙ୍କୁ ସ୍ବାଗତ କରେ, ତବେେ ସେ ଭବିଷ୍ଯଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ବୀକାର କରେ ତବେେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ।"
42
"ଯଦି କହେି ଲୋକ ମାରେ ଏହି େଛାଟ ଓ ସରଳ ଶିଷ୍ଯମାନଙ୍କ ମଧ୍ଯରୁ କାହାରିକୁ ମାରେ ଶିଷ୍ଯ ବୋଲି କହି ସାହାର୍ୟ୍ଯ କରେ, ତବେେ ସେ ନିଶ୍ଚୟ ତାର ପୁରସ୍କାର ପାଇବ। ସେ ଯଦି ମାେ ଶିଷ୍ଯମାନଙ୍କୁ କାହାକୁ କବଳେ ଗିନାଏ ଥଣ୍ଡା ପାଣି ଦଇେଥାଏ, ତଥାପି ସେ ତାର ପୁରସ୍କାର ପାଇବ।"
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28