bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Matthew 24
Matthew 24
Odia - 1840
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 25 →
1
"ଯୀଶୁ ମନ୍ଦିର ଛାଡ଼ି ବାହରି ଆସିଲେ ଓ ଚ଼ାଲି ଯାଉଥିଲେ। ସହେି ସମୟରେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦଖାଇବୋ ପାଇଁ ତାହାଙ୍କ ପାଖକୁ ଆସିଲେ।"
2
"ଯୀଶୁ ସମାନଙ୍କେୁ ପଚାରିଲେ, ଏହି ଭବନଗୁଡ଼ିକୁ ତୁମ୍ଭମାନେେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ସବୁତକ ଭବନ ଧ୍ବଂସ ହାଇଯେିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼ଇେ ହାଇେ ପଡ଼ିବ।"
3
"ପରେ ଯେତବେେଳେ ଯୀଶୁ ଜୀତ ପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ଯମାନେ ସେ ଏକାନ୍ତ ରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କବେେ ଘଟିବ? କେଉଁ ସଙ୍କତେ ଦଖାଇବେ ଯେ ଆପଣଙ୍କ ପୁନର୍ବାର ଆସିବ ଓ ଜଗତର ଅନ୍ତ ହବୋ ସମୟ ହେଲାଣି?"
4
"ଯୀଶୁ ଉତ୍ତର ଦେଲେ, ମାବଧାନ ହୁଅ, ତୁମ୍ଭମାନଙ୍କୁ ୟପରି କହେି ପଥଭ୍ରଷ୍ଟ ନକରେ।"
5
"ମୁଁ ତୁମ୍ଭମାନଙ୍କୁ ଏକଥା ଏଥିପାଇଁ କହୁଛି ଯେ, ଅନକେ ଲୋକ ମାେ ନାମ ରେ ଆସିବେ ଓ କହିବେ 'ମୁଁ ନିଜେ ଖ୍ରୀଷ୍ଟ,' ଓ ସମାନେେ ଅନକେ ଲୋକଙ୍କୁ ପଥଭ୍ରଷ୍ଟ କରିବେ।"
6
"ତୁମ୍ଭମାନେେ ୟୁଦ୍ଧ ବିଷୟ ରେ ଓ ୟୁଦ୍ଧର ଗୁଜବ ବିଷୟ ରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।"
7
"ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧ ରେ ଓ ଗୋଟିଏ ରାଜ୍ଯ ଅନ୍ୟ ଗୋଟିଏ ରାଜ୍ଯ ବିରୁଦ୍ଧ ରେ ଠିଆ ହବେ। ବିଭିନ୍ନ ସ୍ଥାନ ରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହବେ।"
8
"କିନ୍ତୁ ଏ ଘଟଣାଗୁଡ଼ିକ କବଳେ ପ୍ରଥମ ପ୍ରସୁତି ବଦନୋ ଭଳି ହବେ।"
9
" ସେତବେେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ଯବହାର କରିବେ। ସମାନେେ ତୁମ୍ଭମାନଙ୍କୁ ଦଣ୍ଡ ଦବୋ ପାଇଁ ଧରାଇ ଦବେେ। ସମାନେେ ତୁମ୍ଭମାନଙ୍କୁ ମାରି ଦବେେ। ତୁମ୍ଭମାନେେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ।"
10
"ସେତବେେଳେ ଅନକେ ବିଶ୍ବସୀ ଲୋକ ବିଶ୍ବାସ ହ ରଇେ ବସିବେ। ସମାନେେ ପରସ୍ପରର ବିରୋଧୀ ହବେ ଓ ପରସ୍ପରକୁ ଘୃଣା କରିବେ।"
11
"ଅନକେ ଭଣ୍ଡ ଭବିଷ୍ଯଦ୍ବକ୍ତା ବାହାରିବେ। ସମାନେେ ଅନକେ ଲୋକଙ୍କୁ ଠକିବେ, ଓ ସମାନଙ୍କେ କଥା ରେ ପଡ଼ି ଅନକେ ଲୋକ ଭୁଲ କଥା ରେ ବିଶ୍ବାସ କରିବେ।"
12
"ସଂସାର ରେ ମନ୍ଦ ବଢ଼ି ବଢ଼ି ଚ଼ାଲିବ। ଅଧିକାଂଶ ବିଶ୍ବାସୀ ଲୋକଙ୍କର ପରମେଶ୍ବରଙ୍କ ପ୍ ରମେ ଲୋକ ପାଇୟିବ।"
13
"କିନ୍ତୁ ଯେଉଁ ଲୋକ ଶଷେ ପର୍ୟ୍ଯନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ।"
14
"ଇଶ୍ବରଙ୍କ ରାଜ୍ଯର ସୁସମାଚ଼ାର ସାରା ଜଗତ ରେ ପ୍ରଚ଼ାରିତ ହବେ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା'ପରେ ଅନ୍ତକାଳ ଆସିବ।"
15
"ଭବିଷ୍ଯଦ୍ବକ୍ତା ଦାନିୟେଲ 'ଧ୍ବଂସ ସାଧକ ଭୟଙ୍କର ବସ୍ତୁ' ବିଷୟ ରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନ ରେ ଠିଆ ହାଇେଥିବାର ଦଖାୟିବେ। (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚ଼ିତ।)"
16
" ସେତବେେଳେ ୟିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳଇୟିବୋ ଉଚିତ।"
17
"ସେତବେେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ ନୁହେଁ। ସେତବେେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲଇେ ନଆସୁ।"
18
"ଜମି ରେ ଥିବା ବ୍ଯକ୍ତି ନିଜର ଚାଦର ଆଣିବାକୁ ଫରେି ନଯାଉ।"
19
"ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳ ରେ ଶିଶୁଟିଏ ଥିବ ସମାନେେ ଏହି ସମୟରେ ବହୁତ କଷ୍ଟ ଭୋଗିବେ।"
20
"କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମଦିବସ ରେ ଏଗୁଡ଼ିକ ନଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନପଡ଼େ।"
21
"କାରଣ ସେତବେେଳେ ଏତେ ଅଧିକ ବିପଦ ଆସିବ ଯେ ସଭେଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ୟ୍ଯନ୍ତ ଆସିନାହିଁ କି ଭବିଷ୍ଯତ ରେ ଆସିବ ନାହିଁ।"
22
"ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।"
23
"ସହେି ସମୟରେ କେତକେ ଲୋକ ତୁମ୍ଭକୁ କହିପାରନ୍ତି ' ଦେଖ, ଖ୍ରୀଷ୍ଟ ଏଠା ରେ ଅଛନ୍ତି' କି 'ଖ୍ରୀଷ୍ଟ ସଠାେରେ ଅଛନ୍ତି।' କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।"
24
"ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।"
25
"ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚତାବେନୀ ଦେଉଛି।"
26
"କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ' ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୁମି ଅଞ୍ଚଳ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖାଜେିବ ପାଇଁ ଜନବିହୀନ ମରୁଭୁମି ଅଞ୍ଚଳକୁ ୟିବନାହିଁ। ବା ସମାନେେ ତୁମ୍ଭକୁ କହି ପାରନ୍ତି: 'ଖ୍ରୀଷ୍ଟ ସହେି କୋଠରୀ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ସମାନଙ୍କେୁ ବିଶ୍ବାସ କରିବ ନାହିଁ।"
27
"ଆକାଶ ରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହାଇେ ପଶ୍ଚିମ ଆକାଶ ପର୍ୟ୍ଯନ୍ତ ବ୍ଯାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସହେିଭଳି ମନୁଷ୍ଯପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ।"
28
"ଯେଉଁ ସ୍ଥାନ ରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହାଇେଥିବାର ଦେଖ, ତୁମ୍ଭେ ସହଜ ରେ ଜାଣି ପାର ଯେ ସହେି ସ୍ଥାନ ରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସହେିଭଳି ମାରେ ଆସିବା ଦିନ ଏହି ପ୍ରକାର ହବେ।"
29
" ସହେି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:"
30
" ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।"
31
"ନିଜର ସ୍ବର୍ଗଦୂତମାନଙ୍କୁ ପୃଥିବୀ ରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ଯପୁତ୍ର ମହା ତୂରୀ ଧ୍ବନି ସହିତ ଆସିବେ। ସହେି ସ୍ବର୍ଗଦୂତମାନେ ମର୍ତ୍ତ୍ଯର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ୟ୍ଯନ୍ତ ବୁଲି, ଚାରିଆଡୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।"
32
"ଡ଼ିମ୍ବିରି ଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତବେେଳେ ଡ଼ିମ୍ବିରି ଗଛର ଡ଼ାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତବେେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିୟିବ।"
33
"ଠିକ୍ ସହେିଭଲି ମୁଁ କହିଥିବା କଥାଗୁଡ଼ିକ ଯେତବେେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି।"
34
"ମୁଁ ତୁମ୍ଭକୁ ସତ୍ଯ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।"
35
"ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।"
36
" ସହେି ଦିନ ବା ସହେି ସମୟ କବେେ ଆସିବ, କହେି ଜାଣନ୍ତି ନାହିଁ। ଏପରିକି ସ୍ବର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କବଳେ ପରମପିତା ଏହା ଜାଣନ୍ତି।"
37
"ନୋହଙ୍କ ସମୟରେ ଯଭେଳି ଘଟିଥିଲା, ମନୁଷ୍ଯପୁତ୍ରଙ୍କ ଆସିବା ସମୟରେ ସପରେି ଘଟିବ।"
38
"ସେତବେେଳେ ବନ୍ଯା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜ ରେ ପ୍ରବେଶ କରିବା ଦିନ ପର୍ୟ୍ଯନ୍ତ ଲୋକେ ଏସବୁ କରୁଥିଲେ।"
39
"ଯାହା ସବୁ ସେତବେେଳେ ଘଟି ଯାଉଥିଲା, ଲୋକେ ତାହା ଜାଣି ପାରୁ ନଥିଲେ। ସତେିକି ବେଳେ ବନ୍ଯା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହାଇଗେଲେ। ମନୁଷ୍ଯ ପୁତ୍ର ଆସିବା ସମୟରେ ଠିକ୍ ସହେିପରି ହବେ।"
40
"ଜମି ରେ ଦୁଇଜଣ ଲୋକ ଏକାଠି କାମ କରିଥିବେ, ସମାନଙ୍କେ ମଧ୍ଯରୁ ଜଣକୁ ସଠାେରେ ଛାଡ଼ି ଆର ଜଣକୁ ନିଆୟିବ।"
41
"ଦୁଇଜଣ ସ୍ତ୍ରୀ ଲୋକ ମିଶି ଚକିଲେ ଶସ୍ଯ ପଷେୁଥିବେ, ସମାନଙ୍କେ ମଧ୍ଯରୁ ଜଣକୁ ସଠାେରେ ପରିତ୍ଯାଗ କରି ଆରଜଣକୁ ନିଆୟିବ।"
42
" ତେଣୁ ସଦା ବେଳେ ପ୍ରସ୍ତୁତ ରୂହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣନାହିଁ।"
43
"ମନରେଖ, ଯଦି ଘରମାଲିକ ଜାଣିଥାଆନ୍ତା ଯେ ଚେ଼ାର କେତବେେଳେ ଆସିବ, ତବେେ ସେ ସତର୍କ ରହନ୍ତେ ଓ ଚେ଼ାରକୁ ଘ ରେ ପଶିବାକୁ ଦିଅନ୍ତେ ନାହିଁ।"
44
"ଠିକ୍ ସହେିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତବେେଳେ ଆଶା କରୁ ନଥିବ, ଠିକ୍ େସତକେି ବେଳେ ମନୁଷ୍ଯପୁତ୍ର ଆସିଯିବେ।"
45
"କିଏ ବିଶ୍ବାସ ଯୋଗ୍ଯ ଓ ବିଜ୍ଞ ଚ଼ାକର? ୟିଏ ଅନ୍ୟ ଚ଼ାକରମାନଙ୍କୁ ଠିକ୍ ସମୟରେ ସମାନଙ୍କେର ଖାଦ୍ୟ ଦବେ, ମାଲିକ ସହେିଭଳି ଚ଼ାକରକୁ ବିଶ୍ବାସ କରିଥାନ୍ତି। କିଏ ସେ ଚ଼ାକର, ସହେି କାମ କରିବା ପାଇଁ, ସେ କେଉଁ ଚ଼ାକରକୁ ବିଶ୍ବାସ କରିବେ?"
46
"ଯେତବେେଳେ ମାଲିକ ଫରେିଆସି ଦେଖିବେ ଯେ ସେ ଚାକରଟିକୁ ଯେଉଁ କାମ ଦଇେଥିଲେ, ସେ ସହେି କାମ ଠିକ୍ ଭାବରେ କରୁଛି, ସେତବେେଳେ ସେ ଚାକରଟି ଉପରେ ବହୁତ ଖୁସି ହବେ।"
47
"ମୁଁ ତୁମ୍ଭକୁ ସତ୍ଯ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାଯିତ୍ବ ଦବୋ ପାଇଁ ସହେି ଚାକରଟିକୁ ବାଛିବେ।"
48
"ଅନ୍ୟ ପକ୍ଷ ରେ ଚ଼ାକରଟି ଯଦି ମନ୍ଦ ଲୋକ ହାଇେଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ।"
49
"ତବେେ ସେ ଅନ୍ୟ ଚାକରମାନଙ୍କୁ ପିଟିବା ଆରମ୍ଭ କରି ଦବେେ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ଯପାନ କରି ରହିବ।"
50
"ଚ଼ାକରଟି ଆଶା କରିନଥିବା ଦିନ ଓ ତାକୁ ଜଣା ନଥିବା ସମୟରେ ସେ ମାଲିକ ଆସି ପହନ୍ଚିେେ।"
51
"ମାଲିକ ତାକୁ କଠିନ ଶାସ୍ତି ଦବେେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠା ରେ ଲୋକମାନେ କାନ୍ଦନ୍ତି ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରନ୍ତି ସହେି ସ୍ଥାନକୁ ପଠାଇ ଦବେେ।"
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28