bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Micah 5
Micah 5
Odia - 1840
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 6 →
1
"ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। ସମାନେେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘରେି ରହନ୍ତୁ। ସମାନେେ ମଧ୍ଯ ଇଶ୍ରାୟେଲର ବିଗ୍ଭରକଙ୍କୁ ତାଙ୍କ ଗାଲ ରେ ବାଡି ସାହାୟ୍ଯ ରେ ଆଘାତ କରିବେ।"
2
"କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।"
3
"ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ଯାଗ କରିବେ, ଯେପର୍ୟ୍ଯନ୍ତ ସ୍ତ୍ରୀ ଲୋକ ତା'ର ସନ୍ତାନ ପ୍ରସବ ନ କରିଛି। ତାହାପ ରେ ଅବଶିଷ୍ଟ ଭାତୃଗଣ ଇଶ୍ରାୟେଲର ଲୋକଙ୍କ ନିକଟକୁ ଫରେି ଆସିବେ।"
4
"ତା'ପ ରେ ଇଶ୍ରାୟେଲର ଶାସକ ସଦାପ୍ରଭୁଙ୍କ ଶକ୍ତି ରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଅପୂର୍ବ ମହିମା ରେ ଦଣ୍ତାଯମାନ ହାଇେ ତାଙ୍କ ପଲଙ୍କୁ ଚରାଇବେ। ସମାନେେ ଶାନ୍ତି ରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶଷେ ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୃତ ହବେ।"
5
"ସଠାେ ରେ ଶାନ୍ତି ବିରାଜିତ ହବେ। ଯଦି ଅଶୂରୀଯ ଗୋଷ୍ଠୀ ଆମ୍ଭ ଦେଶକୁ ଆସିବେ ଏବଂ ଆମ୍ଭ ରାଜ୍ଯକୁ ଆକ୍ରମଣ କରିବେ, ତବେେ ଆମ୍ଭେ ଇଶ୍ରାୟେଲର ସାତଜଣ ମଷେପାଳକ ଓ ଆଠଜଣ ପ୍ରଧାନ ଲୋକଙ୍କୁ ନିର୍ବାଚନ କରିବୁ।"
6
"ସମାନେେ ସମାନଙ୍କେର ଖଡ୍ଗ ବ୍ଯବହାର କରିବେ ଓ ଅଶୂରୀଯମାନଙ୍କୁ ଶାସନ କରିବେ। ସମାନେେ ମଧ୍ଯ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତ ରେ ଖଡ୍ଗ ଧାରଣ କରି ଶାସନ କରିବେ। କିନ୍ତୁ ଇଶ୍ରାୟେଲର ଶାସକ ଯେଉଁ ଅଶୂରୀଯମାନେ ଆମ୍ଭ ଦେଶକୁ ଆସିବେ ଓ ଆମ୍ଭ ସୀମା ମଧିଅରେ ପ୍ରବେଶ କରିବେ ସମାନଙ୍କେଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରବେ।"
7
"କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧିଅରେ ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ ହବେେ, ଏବଂ କବେେ ମନୁଷ୍ଯ ମାନଙ୍କ ଉପ ରେ ନିର୍ଭରଶୀଳ ହବେେ ନାହିଁ। ଆଉ ମଧ୍ଯ ସମାନେେ ତୃଣ ଉପ ରେ ବୃଷ୍ଟି ସଦୃଶ ହବେେ ଏବଂ ମନୁଷ୍ଯମାନଙ୍କ ଉପ ରେ ଭରସା ରଖିବେ ନାହିଁ।"
8
"ବହୁ ଗୋଷ୍ଠୀ ମଧିଅରେ ବିକ୍ଷିପ୍ତ ହାଇେଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧିଅରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ଯ ସମାନେେ ମଷେ ପଲ ରେ ୟୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧିଅରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କହେି ରକ୍ଷା କରି ପାରିବେ ନାହିଁ।"
9
"ତୁମ୍ଭେ ତୁମ୍ଭର ଶତୃଗଣ ଉପ ରେ ହସ୍ତ ଉତ୍ତୋଳନ କରିବ ଓ ସମାନଙ୍କେୁ ଧ୍ବଂସ କରିବ।"
10
"ସଦାପ୍ରଭୁ କୁହନ୍ତି, ସେତବେେଳେ ଆମ୍ଭେ ତୁମ୍ଭର ଘୋଡାଗୁଡିକୁ ନଇୟିବୋ ଏବଂ ତୁମ୍ଭର ରଥଗୁଡିକୁ ଧ୍ବଂସ କରିବା।"
11
"ତୁମ୍ଭ ରାଜ୍ଯର ନଗରଗୁଡିକୁ ଧ୍ବଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡିକୁ ଭାଙ୍ଗି ପକାଇବା।"
12
"ତୁମ୍ଭମାନେେ ଆଉ କୁହୁଳ ବିଦ୍ଯା ଦଖାଇେ ପାରିବ ନାହିଁ କି ଜ୍ଯୋତିଷ ପରି ଭବିଷ୍ଯତବାଣୀ ଶୁଣାଇ ପାରିବ ନାହିଁ।"
13
"ଆମ୍ଭେ ସହେି ମିଥ୍ଯାପ୍ରଭୁର ମୂର୍ତ୍ତିଗୁଡିକୁ ଭାଙ୍ଗି ପକାଇବା। ଆଉ ମଧ୍ଯ ସହେି ମୂର୍ତ୍ତି ଦବେତାଙ୍କର ପବିତ୍ର ସ୍ତମ୍ଭଗୁଡିକୁ ଧ୍ବଂସ କରି ଦବେି। ତୁମ୍ଭେ ହାତ ରେ ତିଆରି କରିଥିବା ସହେି ମୂର୍ତ୍ତିଗୁଡିକୁ ଆଉ ପୂଜା କରିପାରିବ ନାହିଁ।"
14
"ଆଉ ମଧ୍ଯ ଆମ୍ଭେ ସହେି ଆଶରୋ ସ୍ତମ୍ଭକୁ ଭାଙ୍ଗି ପକାଇବା ଏବଂ ତୁମ୍ଭର ନଗରଗୁଡିକୁ ଧ୍ବଂସ କରିଦବୋ।"
15
"କେତକେ ଲୋକ ଆମ୍ଭ କଥା ଶୁଣିବେ ନାହିଁ। କିନ୍ତୁ ଆମ୍ଭେ ଆପଣା କୋର୍ଧ ପ୍ରକାଶ କରିବା ଏବଂ ସହେି ଲୋକମାନଙ୍କ ଉପ ରେ ପ୍ରତିଶୋଧ ନବୋ।"
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 6 →
All chapters:
1
2
3
4
5
6
7