bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Micah 7
Micah 7
Odia - 1840
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
1
"ମୁଁ ବିବ୍ରତ, କାରଣ ଫଳ ତୋଳିଲା ପ ରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହାଇେଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହାଇେଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତା ରେ ଖାଇବାକୁ ନାହିଁ କି ମାରେ ପ୍ରିଯ ପ୍ରଥମ ପକ୍ବ ଡିମିରି ଫଳ ନାହିଁ।"
2
"ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।"
3
"ଲୋକମାନେ ଦୁଇ ହାତ ରେ ମନ୍ଦକାର୍ୟ୍ଯ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳଯ ରେ ସମାନଙ୍କେର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। ପ୍ରଧାନ ବ୍ଯକ୍ତିମାନେ ଉତ୍ତମ ଓ ନ୍ଯାଯ ବିଗ୍ଭର କରୁ ନାହିଁନ୍ତି। ସମାନେେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।"
4
"ଏପରିକି ସମାନଙ୍କେ ମଧିଅରେ ଯେ ସର୍ବୋତ୍ତମ ସେ ବୁଦା ରେ କଣ୍ଟକ ସଦୃଶ। ଆଉ ସବୁଠାରୁ ସରଳ ବ୍ଯକ୍ତି ଅଧିକ ଜଟିଳ ଓ କଣ୍ଟାବାଡ ରେ କଣ୍ଟକ ସଦୃଶ ଅଟେ।"
5
"ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।"
6
"ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତୃ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ଯା ମାଆର ବିରୁଦ୍ଧ ରେ ୟିବ ଓ ବୋହୂ ଶାଶୁର ବିରୁଦ୍ଧ ରେ କାର୍ୟ୍ଯ କରିବ।"
7
"ତେଣୁ ମୁଁ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମାେ ପରିତ୍ରାଣ ପାଇଁ ପରମେଶ୍ବରଙ୍କୁ ଅପେକ୍ଷା କରିବି। ମାରେ ପରମେଶ୍ବର ମାେ କଥା ଶୁଣିବେ।"
8
"ହେ ମାରେ ଶତୃ ମାରେ ପତନ ରେ ପରିହାସ କରନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାର ରେ ଥିଲେ ମଧ୍ଯ ସଦାପ୍ରଭୁ ମାେ ପାଇଁ ଆଲୋକ ହବେେ।"
9
"ମୁଁ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମାେ ଉପ ରେ କୋରଧାନ୍ବିତ ହାଇେଥିଲେ। ମାତ୍ର ସେ ମାେ ପାଇଁ ୟୁକ୍ତି ବାଢିବେ ଏବଂ ମାେ ପାଇଁ ନ୍ଯାଯ ବିଗ୍ଭର କରିବେ। ସେ ମାେତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।"
10
"ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।"
11
"ସମୟ ଆସିବ ଯେତବେେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହବେ। ସେତବେେଳେ ତୁମ୍ଭ ରାଜ୍ଯ ଉନ୍ନତି କରିବ।"
12
"ତୁମ୍ଭ ଲୋକମାନେ ତୁମ୍ଭ ସ୍ଥାନକୁ ଫରେି ଆସିବେ। ସମାନେେ ଅଶୂରୀଯ ଓ ମିଶରର ନଗରମାନଙ୍କରୁ ଫରେି ଆସିବେ। ତୁମ୍ଭର ଲୋକ ମିଶର ତଥା ଫରାତ୍ ନଦୀର ଆର ପାଖରୁ ଆସିବେ। ଆଉ ମଧ୍ଯ ସମାନେେ ପଶ୍ଚିମସ୍ଥ ସମୁଦ୍ର ଓ ପୂର୍ବସ୍ଥ ପର୍ବତମାନଙ୍କରୁ ଗ୍ଭଲି ଆସିବେ।"
13
"ତଥାପି ବାସକରୁଥିବା ସହେି ଲୋକ ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ବଂସ ପାଇଲା।"
14
"ତେଣୁ ଅଧିକାର ଦ୍ବାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ଯର ଯତ୍ନ ନିଅ। ସହେି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପ ରେ ବାସ କରିବେ। ସମାନେେ ପୂର୍ବପରି ବାଶନ ଓ ଗଲିଯଦରୁ ଶସ୍ଯ ଉତ୍ପାଦନ କରି ଭୋଜନ କରିବେ।"
15
"ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ୟ୍ଯ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ।"
16
"ଗୋଷ୍ଠୀସକଳ ସହେି ସମସ୍ତ ଆଶ୍ଚର୍ୟ୍ଯ କର୍ମ ଦେଖି ଲଜ୍ଜିତ ହବେେ। ସମାନଙ୍କେର ପରାକ୍ରମ ଆମ୍ଭ ତୁଳନା ରେ କିଛି ନୁହେଁ ବୋଲି ସମାନେେ ଅନୁଭବ କରିବେ। ସମାନେେ ଚଳିତ ହାଇେ ନିଜନିଜ ମୁଖ ରେ ହସ୍ତ ଦବେେ ଓ କର୍ଣ୍ଣକୁ ଆବୃତ କରିବେ, ଶୁଣିବାରୁ ନିବୃତ ହବେେ।"
17
"ସମାନେେ ସର୍ପ ପରି ଧୂଳି ଗ୍ଭଟିବେ। ସମାନେେ ଭୟ ରେ କମ୍ପିତ ହବେେ। ଆଉ ସମାନେେ କୀଟମାନଙ୍କ ପରି ସମାନଙ୍କେର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶଷେ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ।"
18
"ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।"
19
"ସେ ପୁନର୍ବାର ଫରେିବେ ଓ ଆମ୍ଭମାନଙ୍କୁ କୃପା କରିବେ। ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦ ରେ ଦଳି ଦବେେ ଓ ସମସ୍ତ ପାପକୁ ଅତଳ ସମୁଦ୍ର ରେ ନଇେ ନିକ୍ଷପେ କରିବେ।"
20
"ହେ ପରମେଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା ରେ ଶପଥ କରିଥିଲ।"
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
All chapters:
1
2
3
4
5
6
7