bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Revelation 8
Revelation 8
Odia - 1840
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 9 →
1
"ମଷେଶାବକ ସପ୍ତମ ମୁଦ୍ରା ଖାଲିେଲେ। ସେତବେେଳେ ସ୍ବର୍ଗ ରେ ଅଧଘଣ୍ଟା ପର୍ୟ୍ଯନ୍ତ ନୀରବତା ଥିଲା।"
2
"ତା'ପରେ ମୁଁ ପରମେଶ୍ବରଙ୍କ ସାମନା ରେ ସାତଜଣ ସ୍ବର୍ଗଦୂତଙ୍କୁ ଠିଆ ହାଇେଥିବାର ଦେଖିଲି। ସମାନଙ୍କେୁ ସାତାଟେି ତୂରୀ ଦିଆଗଲା।"
3
"ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।"
4
"ସ୍ବର୍ଗଦୂତ ଏହି ପ୍ରାର୍ଥନାୟୁକ୍ତ ଧୂପକୁ ବଦେୀ ଉପରେ ପକାନ୍ତେ ତାହା ଈଶ୍ବରଙ୍କ ଉଦ୍ଦେଶ୍ଯ ରେ ଉପରକୁ ଉଠିଲା।"
5
"ତା'ପରେ ଦୂତ ବଦେୀର ଅଗ୍ନି ନଇେ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷପେ କଲେ। ତେଣୁ ସଠାେରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।"
6
"ତା'ପରେ ସାତ ଜଣ ସ୍ବର୍ଗଦୂତ ସାତାଟେି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ।"
7
"ପ୍ରଥମ ସ୍ବର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ବାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳା ବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀଯାଂଶ ରେ ନିଆଁ ଲାଗି ଏକ ତୃତୀଯାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।"
8
"ଦ୍ବିତୀୟ ସ୍ବର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ବଳନ୍ତା ପର୍ବତ ପରି ଦିଶୁଥିବା ଏକ ବସ୍ତ୍ର ସମୁଦ୍ର ରେ ପଡ଼ିଲା। ଏହାଦ୍ବାରା ସମୁଦ୍ରର ଏକ ତୃତୀଯାଂଶ ଜଳ ରକ୍ତ ରେ ପୂର୍ଣ୍ଣ ହାଇଗେଲା।"
9
"ସମୁଦ୍ର ରେ ଥିବା ଏକ ତୃତୀଯାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀଯାଂଶ ଜାହାଜ ନଷ୍ଟ ହାଇଗେଲା।"
10
"ଯେତବେେଳେ ତୃତୀୟ ସ୍ବର୍ଗଦୂତ ତୂରୀ ବଜାଇଲେ, ସେତବେେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥା ରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀଯାଂଶ ନଦୀ ଓ ଏକ ତୃତୀଯାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା।"
11
"ସହେି ତାରାର ନାମ 'ନାଗଦଅଣା' ଥିଲା। ଏହାଦ୍ବାରା ପୃଥିବୀର ଏକ ତୃତୀଯାଂଶ ଜଳଭାଗ ପିତା ହାଇଗେଲା। ଏହି ପିତା ଜଳ ପାନକରି ଅନକେ ଲୋକ ମୃତ୍ଯୁବରଣ କଲେ।"
12
"ଯେ ତବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀଯାଂଶ ସୂର୍ୟ୍ଯ, ଏକତୃତୀଯାଂଶ ଚନ୍ଦ୍ର ଓ ଏକତୃତୀଯାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସମାନଙ୍କେ ମଧ୍ଯରୁ ଏକ ତୃତୀଯାଂଶ ଅନ୍ଧକାରମୟ ହାଇଗେଲା। ଦିନ ଓ ରାତ୍ରିର ଏକ ତୃତୀଯାଂଶ ଆଲୋକବିହୀନ ହେଲା।"
13
"ମୁଁ ସେତବେେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗ ରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜାରେ ରେ କହିଲା, ହାୟ, ହାୟ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଲେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।"
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22