bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Revelation 9
Revelation 9
Odia - 1840
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 10 →
1
"ଏହାପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତବେେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସହେି ତାରାକୁ ପାତାଳ ଅତଳ ଗହ୍ବର ରେ ପ୍ରବେଶ ଦ୍ବାରର ଚାବି ଦିଆଗଲା।"
2
"ସହେି ତାରା ପାତାଳର ପ୍ରବେଶ ଦ୍ବାର ଖାଲିେଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲାଭଳି ସହେି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସହେି ଧୂଆଁ ଦ୍ବାରା ସୂର୍ୟ୍ଯ ଓ ଆକାଶ ଅନ୍ଧକାରମୟ ହାଇଗେଲା ଓ"
3
"ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସମାନଙ୍କେୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା।"
4
"ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳ ରେ ପରମେଶ୍ବରଙ୍କର ମୁଦ୍ରା ନାହିଁ, କବଳେ ସହେି ଲୋକମାନଙ୍କର କ୍ଷତି କରିବାକୁ ସମାନଙ୍କେୁ କୁହାଗଲା।"
5
"କିନ୍ତୁ ମନୁଷ୍ଯମାନଙ୍କୁ ମାରିଦବୋ ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ୟ୍ଯନ୍ତ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଅନୁମତି ଦିଆଯାଇଥିଲା। ସହେି ୟନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ୟନ୍ତ୍ରଣାଦାୟକ ହବେ।"
6
"ସହେି ସମୟରେ ଲୋକମାନେ ମରଣ ଚାହିଁଲେ, କିନ୍ତୁ ମରିପାରିବେ ନାହିଁ। ମରଣ ଖାଜେିବା ସତ୍ତ୍ବେ ମରଣ ସମାନଙ୍କେୁ ମିଳିବ ନାହିଁ।"
7
"ସହେି ପଙ୍ଗପାଳମାନେ ୟୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ବପରି ଥିଲେ। ସମାନଙ୍କେର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦଖାଯାେଉଥିବା କିଛି ଥିଲା। ସମାନଙ୍କେର ମୁହଁ ମଣିଷ ପରି ଥିଲା।"
8
"ସ୍ତ୍ରୀମାନଙ୍କର କେଶ ପରି ସମାନଙ୍କେର କେଶ ଥିଲା। ସମାନଙ୍କେର ଦାନ୍ତ ସିଂହ ଦାନ୍ତ ପରି ଥିଲା।"
9
"ସମାନେେ ଛାତି ରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସମାନଙ୍କେର ଡ଼ଣୋର ଶବ୍ଦ ୟୁଦ୍ଧକୁ ଦୌଡ଼ୁଥିବା ଅନକେ ଘାଡ଼ୋ ଓ ରଥର ଶବ୍ଦ ଭଳି ଥିଲା।"
10
"ବିଛାର ନାହୁଡ଼ ଭଳି ସମାନଙ୍କେ ଲାଙ୍ଗୁଡ଼ ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ୟ୍ଯନ୍ତ ଲୋକମାନଙ୍କୁ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସମାନଙ୍କେ ଲାଙ୍ଗୁଡ଼ ରେ ଥିଲା।"
11
"ପାତାଳସ୍ଥ ସହେି ଅତଳ ଗହ୍ବରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷା ରେ 'ଅବଦ୍ଦୋନ୍' ଓ ଗ୍ରୀକ୍ ଭାଷା ରେ 'ଅପଲିଯୋନ' (ବିନାଶକ) ଥିଲା।"
12
"ପ୍ରଥମ କ୍ଲେଶଟି ଶଷେ ହାଇଗେଲା, ଏହାପରେ ଆହୁରି ଦୁଇଟି ବଡ଼ କ୍ଲେଶ ଆସିବ।"
13
"ତା'ପରେ ଷଷ୍ଠ ସ୍ବର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ବରଙ୍କ ସମ୍ମୁଖ ରେ ଥିବା ସୁନା ବଦେୀର ଚାରି ଶୃଙ୍ଗ ମଧ୍ଯରୁ ଗୋଟିଏ ସ୍ବର ଶୁଣିଲି।"
14
"ଏହି ସ୍ବର ତୂରୀ ଧରିଥିବା ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀ ରେ ବନ୍ଧା ହାଇେ ରହିଥିବା ଗ୍ଭରି ଜଣ ସ୍ବର୍ଗଦୂତଙ୍କୁ ମୁକ୍ତ କରିଦିଅ।"
15
"ତେଣୁ ଯେଉଁ ଚାରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀଯାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସହେି ଘଣ୍ଟା, ଦିନ, ମାସ ଓ ସହେି ବର୍ଷ ପର୍ୟ୍ଯନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସମାନଙ୍କେୁ ମୁକ୍ତ କରାଗଲା।"
16
"ଅଶ୍ବାରୋହୀ ସୈନ୍ଯ କୋଡ଼ିଏ କୋଟି ବୋଲି ମୁଁ ଶୁଣିବାକୁ ପାଇଲି।"
17
"ମାେ ଦର୍ଶନ ରେ ମୁଁ ଅଶ୍ବ ଓ ଅଶ୍ବାରୋହୀମାନଙ୍କୁ ଦେଖିଲି। ସମାନେେ ନୀଳକାନ୍ତ ମଣି ତୁଲ୍ଯ ଲୋହିତ, ନୀଳକାନ୍ତ ମଣି ତୁଲ୍ଯ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତି ରେ ପିନ୍ଧିଥିଲେ। ଅଶ୍ବମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦଖାଯାେଉଥିଲା। ସମାନଙ୍କେ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା।"
18
"ସମାନଙ୍କେ ମୁହଁରୁ ବାହାରୁଥିବା ଏହି ତିନୋଟି ମହାମାରୀ ଅଗ୍ନି, ଧୂଆଁ ଓ ଗନ୍ଧକ ହତେୁ ମନୁଷ୍ଯ ଜାତିର ଏକ ତୃତୀଯାଂଶ ପ୍ରାଣ ହରାଇଲେ।"
19
"ସହେି ଅଶ୍ବମାନଙ୍କର ମାରାତ୍ମକ ଶକ୍ତି କବଳେ ମୁହଁ ରେ ନ ଥାଇ ଲାଙ୍ଗୁଳ ରେ ମଧ୍ଯ ଥିଲା। ସମାନଙ୍କେର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା।"
20
"ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ବାରା ପ୍ରାଣ ହରାଇ ନ ଥିଲେ, ସମାନେେ ତଥାପି ସମାନଙ୍କେର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସମାନେେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ଯ ନିଜକୁ ଦୂ ରଇେ ଦେଲେ ନାହିଁ। ସମାନେେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠ ରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଚାଲିପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ।"
21
"ଏହା ବ୍ଯତୀତ ସମାନେେ ସମାନଙ୍କେର ନରହତ୍ଯା, ଗୁଣିବିଦ୍ଯା, ୟୌନଗତପାପ କିମ୍ବା ଚୋରୀପାପ ପରିତ୍ଯାଗ କଲେ ନାହିଁ କି ସେଥିରୁ ମନ ଫରୋଇ ଅନୁତାପ କଲେ ନାହିଁ।"
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22