bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
1 John 3
1 John 3
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 4 →
1
ଦ୍କା, ଉବା ଇଶ୍ଵର୍ ଅମୁକ୍ମ୍ନ୍ ବେସି ଲାଡ୍କ୍ଲା। ଅମି ଇଶ୍ଵରାର୍ ହିଲା ବ୍ଲି ନାଉଁ ଅଉତା ଦ୍ବାରା ଅମାର୍ ଉହ୍ରେ ତାର୍ ବେସି ଲାଡ୍ ଦ୍କାଇଲା। ଅମିମ୍ନ୍ ସ୍ତ୍କ୍ରି ଇଶ୍ଵରାର୍ ହିଲା, ମ୍ତର୍ ଇ ଜ୍ଗତ୍ ଇଶ୍ଵର୍କେ ଚିନୁ ନ୍ହାର୍ଲାକ୍ ଅମୁକ୍ମ୍ନ୍ ହେଁ ଇଶ୍ଵରାର୍ ହିଲା ବ୍ଲି ଚିନୁ ନ୍ହାର୍ଲା।
2
ଏ ମର୍ ଲାଡାର୍ ବାଇମ୍ନ୍, ଅବେ ଅମିମ୍ନ୍ ଇଶ୍ଵରାର୍ ହିଲା, ମ୍ତର୍ ବବିଶତ୍ରେ ଅମି କାଇରି ଅମା ସେରି ଅମୁକେ ଜାଣାଇ ଦିଆଅଇ ନ୍କେରେ। ଅମି ଇରି ଜାଣୁନ୍ଦ୍ ଯେ ଖ୍ରୀଷ୍ଟ ଆର୍ ଗଟେତର୍ ଆସ୍ତାବ୍ଳ୍ ଅମିସ୍ବୁ ତାର୍ ହ୍ର୍ ଅଇ ଯୁମା, ସେ ଜ୍ନ୍କ୍ରି ଅମି ତାକେ ସେ ରୁପ୍ ଦ୍କୁନ୍ଦ୍।
3
ଖ୍ରୀଷ୍ଟ ପବିତର୍ ଯେ କେ ହେଁ ଖ୍ରୀଷ୍ଟର୍ ତ୍ଇ ଆଶା ର୍କେଦ୍, ସେ ଖ୍ରୀଷ୍ଟର୍ ହର୍ ନିଜ୍କେ ସାପ୍ ସୁତ୍ରା କ୍ରେଦ୍।
4
ଜୁଇଲ୍କ୍ ଅନ୍ୟାୟ୍ କ୍ରେଦ୍, ସେ ଇଶ୍ଵରାର୍ ନିୟମ୍ ବାଙ୍ଗେଦ୍। କାଇତାକ୍ ନିୟମ୍ ମାନି ନ୍କେଲେକ୍ ପାପ୍।
5
ଆରେକ୍ ତୁମି ତ ଜାଣିଆଚାସ୍, ଲକ୍ମ୍ନ୍କାର୍ ପାପ୍ ହିଟାମ୍କେ ଖ୍ରୀଷ୍ଟ ଜ୍ଗତ୍କେ ଆସିରିଲା, ତାର୍ ବିତ୍ରେ କାଇ ପାପ୍ ହେଁ ନାଇ।
6
ତାର୍ ତ୍ଇ ରେତା ଲକ୍ ସ୍ବୁବ୍ଳ୍ ପାପ୍ କ୍ରି ନ୍କେରେ, ପାପ୍ କ୍ର୍ତା ଲକ୍ ଖ୍ରୀଷ୍ଟକେ କ୍ବେହେଁ ଜାଣି ନ୍କେରେ କି ତାକ୍ ଦ୍କୁ ନ୍ହାରେ।
7
ଏ ଲାଡାର୍ ହିଲାମ୍ନ୍, କେ ଯଦି ତୁମୁକ୍ମ୍ନ୍ କ୍ରାପ୍ ବାଟ୍ ଜ୍ମ୍କେ ବୁଲାଇ ନ୍କେର ଖ୍ରୀଷ୍ଟ ଦ୍ର୍ମି ଲକ୍ ସେତାକ୍ ଯେ ହେଁ ଖ୍ରୀଷ୍ଟର୍ ହର୍ ବ୍ଲ୍ ଅମ୍କେ ମ୍ନ୍କ୍ରେଦ୍, ସେ ବ୍ଲ୍ କାମ୍କ୍ର୍ତା ଦ୍ର୍କାର୍।
8
ଶଇତାନ୍ ଆଗେହ୍ଣି ପାପ୍ କ୍ରି ଆସୁଲି। ଜୁଇଲ୍କ୍ ପାପ୍ କ୍ରେଦ୍ ସେ ଶଇତାନାର୍ ଲକ୍। ସେତାକ୍ ଶଇତାନାର୍ ପାପ୍ କାମ୍କେ ନାସ୍ କ୍ରୁକେ ଇଶ୍ଵରାର୍ ହଇସି ଇ ଜ୍ଗତ୍କେ ଆସିଆଚେ।
9
ଇଶ୍ଵରାର୍ ହିଲା ଅଉତା ଲକ୍ ସ୍ବୁବ୍ଳ୍ ପାପ୍ କାମ୍କ୍ରି ନ୍କେରେ, କାଇତାକ୍ ଜୁଇ ନ୍ଉଆ ଜୀବନ୍ ଇଶ୍ଵରାର୍ ସେ ଲକ୍କେ ଦେତି, ସେରି ତାର୍ ତ୍ଇ ର୍ଇଦ୍। ସେତାକ୍ ସେ ଆରେକ୍ ପାପ୍ କ୍ରି ନ୍କେରେ କାଇତାକ୍ ସେ ଇଶ୍ଵରାର୍ ହିଲାଅଇ ସ୍ରି ଆଚେ।
10
ସେତାକ୍ କୁଇଲକ୍ ଇଶ୍ଵରାର୍ ହିଲା ଆର୍ କୁଇଲକ୍ ଶଇତାନାର୍ ହିଲା, ସେରି ତୁମିମ୍ନ୍ ଜାଣୁହାରାସ୍, ଜୁଇଲ୍କ୍ ସ୍ତ୍ କାମ୍କ୍ରି ନ୍କେରେ, ସେମ୍ନ୍ ଇଶ୍ଵରାର୍ ହିଲା ନଇ, ଯେ କି ନିଜାର୍ ବାଇକେ ଲାଡ୍କ୍ରି ନ୍କେରେ, ସେ ହେଁ ଇଶ୍ଵରାର୍ ହିଲା ନଇ।
11
ତୁମିମ୍ନ୍ ଆଗେହ୍ଣି ଇ ଶିକ୍ୟା ଶୁଣିଆଚାସ୍, ଅମୁକେ ସ୍ବ୍କେ ଲାଡ୍ କ୍ର୍ତା ଦ୍ର୍କାର୍।
12
ଅମି କଇନ ହର୍ ଅଉତାର୍ ଦ୍ର୍କାର୍ ନାଇ, କାଇତାକ୍ ତାର୍ ତ୍ଇ ପାପ୍ ଆତ୍ମା ରିଲି, ସେ ନିଜାର୍ ବାଇ ହେବଲ୍କେ ମ୍ର୍ନେ ମାର୍ଲା, ସେ ତାର୍ ବାଇକେ କାଇତାକ୍ ମ୍ର୍ନେ ମାର୍ଲା? ସେ ଅନ୍କାର୍ କ୍ଲା, କାଇତାକ୍ ତାର୍ ଯାକ୍ କ୍ରାପ୍ ରିଲି ଆରେକ୍ ତାର୍ ବାଇସିର୍ କାମ୍ ସ୍ବୁ ବ୍ଲ୍ ରିଲି।
13
ଏ ବାଇ ଆର୍ ବେଣିମ୍ନ୍, ଯ୍ଦି ଜ୍ଗତ୍ ତୁମୁକେ ଘୃଣା କ୍ରେଦ୍ ତ୍ବେ ତୁମି ଚାନିଆ ଉଆ ନାଇ।
14
ଅମି ଜାଣୁ ଯେ, ଅମି ମ୍ର୍ନ୍ ସ୍ନ୍ଦି ଜିଣିକ୍ରି ନ୍ସେର୍ତା ଜୀବନେ ହୁରି ଆଚୁ, କାଇତାକ୍ ଅମି ନିଜାର୍ ବାଇ ଆର୍ ବେଣିମ୍ନ୍କେ ଲାଡ୍ କ୍ରୁନ୍ଦ୍, ଜୁଇଲ୍କ୍ ଲାଡ୍କ୍ରି ନ୍କେରେ ସେ ମ୍ର୍ନ୍ ବିତ୍ରେ ଆଚେ।
15
ଜୁଇଲ୍କ୍ ନିଜାର୍ ବାଇକେ ଘୃଣା କ୍ରେଦ୍ ସେ ସ୍ବୁ ମାନାଇ ମାର୍ତା ଲକ୍, ତୁମି ଜାଣିଆଚାସ୍ ଯେ କୁଇ ମାନାଇମାରୁ ତ୍ଇ ନ୍ସେର୍ତା ଜୀବନ୍ ନାଇ।
16
ଯୀଶୁ ଅମାର୍ ମ୍ନ୍କାର୍ ଗିନେ ନିଜାର୍ ଜୀବନ୍ ଦେଇଆଚେ, ପ୍ରକୃତରେ ଇତି ତାର୍ ଲାଡ୍ କାଇରି ସେରି ଅମିମ୍ନ୍ ଜାଣିଆଚୁ। ଅମି ହେଁ ନିଜାର୍ ବାଇମ୍ନ୍କାର୍ ହାଇଁ ଜୀବନ୍ ଦାନ୍ କ୍ର୍ତା ଦ୍ର୍କାର୍।
17
ଜୁଇ ବିଶ୍ବାସ୍ ଇ ଜ୍ଗତାର୍ ସ୍ବୁ ଦ୍ନେ ଦନୀ, ମ୍ତର୍ ନିଜାର୍ ବାଇକେ ଅବାବ୍ ଅଉତାର୍ ଦ୍କି ହେଁ ତାକେ ସାଇଜ କ୍ରି ନ୍କେରେ, ତାର୍ ଜୀବନେ ଇଶ୍ଵରାର୍ ଲାଡ୍ନାଇ।
18
ଏ ହିଲାମ୍ନ୍ ଅମାର୍ ଲାଡ୍ ହ୍କା ଶ୍ବଦ୍ ଆର୍ କ୍ତାଇ ବିତ୍ରେ ରେତା ଉଚିତ୍ ନାଇ। ମ୍ତର୍ ଇରି ସ୍ତ୍ ବାବେ ଲାଡ୍ ଅଉତା ଦ୍ର୍କାର୍ ଆର୍ କାମ୍କ୍ରି ଅମି ଇରି ଦ୍କାଉତା ଦ୍ର୍କାର୍।
19
ଅନ୍କାର୍ କ୍ଲେକ୍ ଅମିମ୍ନ୍ ସ୍ତାର୍ ହିଲା ବ୍ଲି, ଇରି ଜାଣୁମା,
20
ଆରେକ୍ ଯ୍ଦି କୁଇ ବିଷୟରେ ଅମୁକ୍ମ୍ନ୍ ଅମାର୍ ଜୀବନ୍ ଦସି କ୍ରେଦ୍, ତ୍ବେ ଅମୁକ୍ମ୍ନ୍ ହେଁ ଇଶ୍ଵରାର୍ ମୁଏ ଶାନ୍ତି ଅଇ ରେମ୍ ହାରୁ, କାଇତାକ୍ ଇଶ୍ଵର୍ ଅମାର୍ମ୍ନ୍କାର୍ ଜୀବନେ ହ୍ଣି ବ୍ଡ୍ ଆର୍ ସେ ସ୍ବୁ ବିଷୟ୍ ଜାଣେଦ୍।
21
ଏ ମର୍ ଲାଡାର୍ ବାଇମ୍ନ୍ ଅମାର୍ମ୍ନ୍କାର୍ ଜୀବନ୍ ଯଦି ଅମୁକ୍ମ୍ନ୍ ଦସି ନ୍କେରେ, ତ୍ନ୍ଅଇଲେକ୍ ଇଶ୍ଵରାର୍ ମୁଏ ଅମାର୍ମ୍ନ୍କାର୍ ହୁରା ବ୍ର୍ସା ଆଚେ।
22
ଅମି ଜାଇରି ତାର୍ ତ୍ଇହ୍ଣି ମାଗୁନ୍ଦ୍, ସେରି ଅମି ତାର୍ ତ୍ଇହ୍ଣି ହାମ୍ନ୍ଦ୍। ଅମି ତାର୍ ଆଦେଶ୍ ମାନୁନ୍ଦ୍ ଆରେକ୍ ଅମି ସେ କାମ୍ କ୍ରୁନ୍ଦ୍, ଜାଇରି ତାକେ ସ୍ର୍ଦା କ୍ରେଦ୍।
23
ଇଶ୍ଵରାର୍ ଇ ଆଦେଶ୍ ତାର୍ ହଇସି ଯୀଶୁ ଖ୍ରୀଷ୍ଟର୍ ନାଉଁରେ ଅମିମ୍ନ୍ ବିଶ୍ବାସ୍ କ୍ରୁମା ଆର୍ ସ୍ବୁ ଲକ୍କେ ଲାଡ୍ କ୍ରୁମା।
24
ଜୁଇ ଲକ୍ମ୍ନ୍ ଇଶ୍ଵରାର୍ ଆଦେଶ୍ମ୍ନ୍ ମାନ୍ତି, ସେ ଇଶ୍ଵରାର୍ ତ୍ଇ ର୍ଇଦ୍ ଆରେକ୍ ଇଶ୍ଵର୍ ସେ ଲକାର୍ ତ୍ଇ ର୍ଇଦ୍। ଇଶ୍ଵର୍ ଯେ ଅମାର୍ମ୍ନ୍କାର୍ ତ୍ଇ ବାସା କ୍ରେଦ୍, ସେରି ଅମିମ୍ନ୍ କ୍ନ୍କ୍ରି ଜାଣୁମା? ଇଶ୍ଵର୍ ଦିଲା ପବିତର୍ ଆତ୍ମା ଦ୍ବାରା ଅମିମ୍ନ୍ ସେରି ଜାଣୁ ହାରୁମା ଜାଣୁଲା।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 4 →
All chapters:
1
2
3
4
5