bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
2 Corinthians 3
2 Corinthians 3
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 4 →
1
ଅମିମ୍ନ୍ କାଇରି ଆର୍ ଗଟେତର୍ ନିଜ୍କେ ନିଜ୍ ବ୍ଲ୍ ବ୍ଲି ଦ୍କାଇ ଅମ୍ଲୁ? ଅମି କାଇରି ତୁମାର୍ମ୍ନ୍କାର୍ ଲ୍ଗେ କି ତୁମାର୍ ଲ୍ଗେ ହ୍ଣି ବ୍ଲ୍ ଲକ୍ବ୍ଲି କ୍ଉତା ଚିଟି ଦ୍ର୍କାର୍ କି?
2
ତୁମିମ୍ନ୍ ତ ନିଜେ ଗଟେକ୍ ବ୍ଲ୍ ବ୍ଲି କ୍ଉତା ଚିଟି ହର୍ ଅମାର୍ ହ୍ରୁଦୟେ ଲେକା ଅଇଆଚାସ୍ ଜ୍ନ୍କ୍ରି ସ୍ବୁ ଲକ୍ ଦ୍କି ଜାଣୁ ହାର୍ତି ଆର୍ ହଡୁ ହାର୍ତି।
3
ଆରେକ୍, ତୁମାର୍ ବଦୁଲ୍ଲା ଜୀବନ୍ ଗଟେକ୍ ଚିଟି ହର୍ ଜୁଇରି ଖ୍ରୀଷ୍ଟ ଲେକିଆଚେ, ଇ ଚିଟି ହ୍କା ଅମାର୍ ସେବା କାମାର୍ ହ୍ଳ୍। ସେରି ସିରା ତ୍ଇ ନାଇ କି ଟେଳାର୍ ହାଟାଇ ଲେକା ଅଇନ୍କେରେ, ମ୍ତର୍ ଜୀବନ୍ ଇଶ୍ଵରାର୍ ପବିତର୍ ଆତ୍ମା ସ୍ଙ୍ଗ୍ ଅମାର୍ ହ୍ରୁଦୟାର୍ ହାଟାଇ ଲେକା ଅଇଆଚେ।
4
ଅମି ଅନ୍କାର୍ କ୍ମ୍ ହାରୁଲୁ କାଇତାକ୍, ଖ୍ରୀଷ୍ଟର୍ ଗିନେ ଇଶ୍ଵରାର୍ ଉହ୍ରେ ଅମାର୍ ବର୍ସା ଆଚେ।
5
ଅମିମ୍ନ୍ କଇ ନ୍କେରୁ ଯେ ଅମାର୍ ନିଜାର୍ ଦ୍ୱାରା କାଇରି କ୍ରୁକେ ଶ୍କ୍ତି ଆଚେବ୍ଲି, ମ୍ତର୍ ଇରି ଇଶ୍ଵର୍ ହ୍କା ଯେ ଅମୁକେ ଶ୍କ୍ତି ଦ୍ଇଦ୍।
6
ସେ ତ ଅମୁକ୍ମ୍ନ୍କେ ଲେକା ଅଇଲା ନିୟମାର୍ ସେବାକ୍ର୍ତା ଲକ୍ କ୍ରି ନ୍କେରେ, ମ୍ତର୍ ପବିତର୍ ଆତ୍ମାକେ ବ୍ଲେକ୍ ନ୍ଉଁଆ ନିୟମାର୍ ସେବାକ୍ର୍ତା ଲକ୍ ଅମ୍କେ ଶ୍କ୍ତି ଦ୍ଇଆଚ୍ତି, କାଇତାକ୍ ଲେକା ଅଇଲା ନିୟମ୍ ମ୍ର୍ନ୍ ଡ୍ଣ୍ତ୍ ଆଣେଦ୍, ମ୍ତର୍ ପବିତର୍ ଆତ୍ମା ଜୀବନ୍ ଦ୍ଇଦ୍।
7
ଟେଳାର୍ ହାଟାଇ ଲେକା ଅଇରିଲା ମୋଶାର୍ ନିୟମ୍ ସ୍ଙ୍ଗ୍ ହ୍ର୍ନା ବାଟ୍ ମ୍ର୍ନାର୍ କାରଣ୍ ଅଇଲି, ଇରି ଅନ୍କାର୍ ମଇମା ସ୍ଙ୍ଗ୍ ଦ୍କାଇ ଅଇଲି ଯେ, ଇସ୍ରାଏଲାର୍ ଲକ୍ମ୍ନ୍ ମୋଶାର୍ ମୁକେ ଅଳକାର୍ ଉଜାଡ୍ ଲାଗି ତାର୍ ମୁକେ ଗଟେକ୍ ନ୍ଜରେ ଦ୍କୁ ନ୍ହାର୍ଲାଇ।
8
ତ୍ବେ ଆତ୍ମିକ୍ ସେବାକାମ୍ କ୍ତେକ୍ ଅଦିକ୍ ମଇମା ଅଇନ୍କେରେ?
9
କାଇତାକ୍ ଯଦି ଡ୍ଣ୍ଡ୍ ଆଦେସାର୍ ସେବାକାମ୍ ମଇମା, ତ୍ବେ ଦ୍ର୍ମି ଲକାର୍ ସେବାକାମ୍ ମ୍ତର୍ ଆରେକ୍ ଅଦିକ୍ ମଇମା।
10
ମ୍ତର୍ ଜାଇରି ମଇମା ଅଇରିଲି, ସେରି ସେତାର୍ ତ୍ଇହ୍ଣି ବେସି ଅଦିକ୍ ମଇମା ବିଷୟର୍ ବାଦୁଲେ ମଇମା ଅଇନ୍ରିଲା।
11
କାଇତାକ୍ ଯଦି ଅଳକାର୍ ବିଷୟରେ ମଇମା ଅଇଲି, ତ୍ବେ ସ୍ବୁଦିନ୍ ରେତା ବିଷୟରେ ଆରେକ୍ ଅଦିକ୍ ମଇମା ଅଇଦ୍।
12
ତ୍ବେ, ଇ ପର୍କାର୍ ବ୍ର୍ସା ହାଇ ଅମିମ୍ନ୍ ବେସି ସାହାସି ଅଇଆଚୁ।
13
ଅମି ମୋଶାର୍ ହ୍ର୍ ନଇ। ସେ ନିଜେ ଇସ୍ରାଏଲାର୍ ଲକ୍ ଜ୍ନ୍କ୍ରି ତାର୍ ମୁକେ ନ୍ଦେକ୍ତି ସେତାକ୍ ସେ ମୁଏଁ ତୁଆଲ୍ ଡାହି ଅଇରିଲା। ସେତାକ୍ ସେ ମଇମା କମି କମି ଯାତିରିଲି, ମୋଶା ଇ ସେବା କାମାର୍ ଶେସ୍ ଲକ୍ମ୍ନ୍ ଦ୍କତ୍ ବ୍ଲି ଇଚା ନ୍କେର୍ତି ରିଲା।
14
ମ୍ତର୍ ସେମ୍ନ୍କାର୍ ମ୍ନ୍ ଡାହି ଅଇରିଲା। ଅନ୍କ୍ରି କି ଆଜି ହେଁ ସେମ୍ନ୍ ଜ୍ଡେବ୍ଳ୍ ହ୍ର୍ନା ନିୟମାର୍ ଶାସ୍ତର୍ ହଡ୍ତି ସେ ତୁଆଲ୍ ତାର୍ ଅର୍ତ୍କେ ଡାହି ଅଇକ୍ରି ଲୁକାଇ ର୍ଇଦ୍। ସେ ତୁଆଲ୍ ଅବେହ୍ତେକ୍ ଆଚେ, ଆର୍ ଖ୍ରୀଷ୍ଟ ଯୀଶୁକେ ବିଶ୍ବାସ୍ କ୍ର୍ତା ଦ୍ୱାରା ଇ ଡାହି ଅଇଲା ତୁଆଲ୍ କାଡି ଅଇଦେ।
15
ମତର୍ ଅନ୍କ୍ରି କି ଆଜି ଜ୍ଡେବ୍ଳ୍ ଇ ଲକ୍ମନ୍ ମୋଶାର୍ ନିୟମ୍କେ ହଡ୍ତି, ସେ ଡାହି ଅଇଲା ତୁଆଲ୍ ଲାଗି ସେମ୍ନ୍ ଇତିର୍ ଅର୍ତ ବୁଜୁ ନାହାର୍ତି।
16
ମ୍ତର୍ ମାପ୍ରୁ ଯୀଶୁକେ ବିଶ୍ବାସ୍ କ୍ରି ତାର୍ ଲ୍ଗେ ବାଉଡ୍ଲେକ୍ ସେ ଡାହି ଅଇଲା ତୁଆଲ୍ କାଡି ଦିଆଅଇଦ୍।
17
ମାପ୍ରୁ ପବିତର୍ ଆତ୍ମା ଅଚ୍ତି। ଆରେକ୍ ଜୁଇ ଲ୍ଗେ ମାପ୍ରୁ ପବିତର୍ ଆତ୍ମା ସେତି ହ୍ର୍ନା ନିୟମ୍ ତ୍ଇହ୍ଣି ଅଜାଦ୍ ଆଚେ।
18
ମ୍ତର୍ ଅମାର୍ ମୁଏଁ ତୁଆଲ୍ ଡାହି ଅଇନ୍କେରେ। ଅମି ସ୍ବୁଲକ୍ ମାପ୍ରୁର୍ ମଇମାଇଁ ଚ୍ମ୍କୁଲୁ, ଅମି ତାର୍ ହ୍ର୍ ଅମ୍କେ ନିଜ୍କେ ବାଦ୍ଲାମ୍କେ, ଇ ବଦୁଲ୍ତାର୍ ଜୀବନ୍ ଅମାର୍ ବିତ୍ରେ ବେସିରେ ବେସି ମଇମା ଆଣି ଦ୍ଇଦ୍, ଇ ମଇମା ମାପ୍ରୁ ଯେ କି ପବିତର୍ ଆତ୍ମାର୍ ତ୍ଇହ୍ଣି ହାଉଆ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 4 →
All chapters:
1
2
3
4
5
6
7
8
9
10
11
12
13