bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
2 Timothy 1
2 Timothy 1
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ପାଉଲ୍ ଖ୍ରୀଷ୍ଟ ଯୀଶୁର୍ ସ୍ଙ୍ଗ୍ ଗଟେକ୍ ଅଇଲାର୍ ଗିନେ ଅମିମ୍ନ୍ ଇଶ୍ଵରାର୍ ହ୍ର୍ମାଣ୍ ହର୍ ଜୁଇ ଜୀବନ୍ ହାଇଆଚୁ, ସେରି ପର୍ଚାର୍ କ୍ରୁକେ ଇଶ୍ଵର୍ ମକେ ଗଟେକ୍ ହ୍ଟାଇଲା ଚେଲାକ୍ରି ବାଚ୍ଲା ଆଚେ।
2
ମର୍ ଲାଡାର୍ ହିଲା ତୀମଥି ଲ୍ଗେ ମୁଇ ଇ ଚିଟି ଲେକୁଲେ। ଉବା ଇଶ୍ଵର୍ ଆର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟ ତକେ ଆଶିର୍ବାଦ୍ ଆର୍ ଶାନ୍ତି ଦେଉଅ।
3
ମର୍ ଦାଦିବାବୁ ମ୍ନ୍କାର୍ ହର୍ ମୁଇ ନିର୍ମୁଳ୍ ହୁର୍ଦୟେ ଇଶ୍ଵର୍କେ ଦନ୍ୟବାଦ୍ ଦ୍ଇକ୍ରି ଆସିଆଚି। ମୁଇ ପାର୍ତେନା କ୍ର୍ତାବ୍ଳ୍ ସ୍ବୁବ୍ଳ୍ ତୁମାର୍ ଗିନେ ପାର୍ତେନା କ୍ରୁଲେ।
4
ତର୍ ଦୁକାର୍ ଆସୁକେ ମୁଇ ଦ୍କିଆଚି ଲାଗି ମୁଇ ଅବେ ତକେ ଦ୍କୁକେ ମ୍ନ୍କ୍ରୁଲେ ତକେ ଦ୍କ୍ଲେକ୍ ମୁଇ ବେସି ସ୍ର୍ଦା ଅଇନ୍ଦ୍।
5
ତର୍ ଆଇଦି ଇଉନିସ୍ ଆର୍ ଜେଜେ ବୁଡି ଲେୟା, ଜ୍ନ୍କ୍ରି ବିଶ୍ବାସ୍ କ୍ର୍ତି ରିଲାର୍ ତୁଇ ହେଁ ସେନ୍କ୍ରି ହୁର୍ଦୟାର୍ ସ୍ଙ୍ଗ୍ ବିଶ୍ବାସ୍ କ୍ରୁଲିସ୍। ଇକ୍ତା ମୁଇ ଏତାମ୍ଲେ କାଇତାକ୍ ସେ ବିଶ୍ବାସ୍ ଅବେ ହେଁ ର୍ଇଦ୍ ବ୍ଲି ମୁଇ ବାବୁଲେ।
6
ମୁଇ ତର୍ ମୁଣ୍ତ୍ ଉହ୍ରେ ଆତ୍ ସ୍ଙ୍ଗାଇଲା ବ୍ଳ୍ ତୁଇ ଇଶ୍ଵରାର୍ ତ୍ଇହ୍ଣି ଜୁଇ ଶ୍କ୍ତି ହାଇ ରିଲିସ୍ ସେରି ଅଦିକ୍ ବାଡାଉଆ ବ୍ଲି ମୁଇ ଜାଗ୍ରତ୍ କ୍ରାମ୍ଲେ।
7
ଇଶ୍ଵର୍ ଅମୁକ୍ ଜୁଇ ଆତ୍ମାଦିଲାଆଚେ ସେତାର୍ଗିନେ ଅମିମ୍ନ୍ ନ୍ଡିରୁ, ମ୍ତର୍ ତାର୍ସ୍ଙ୍ଗ୍ ଶ୍କ୍ତି, ଲାଡ୍, ସ୍ମ୍ବାଳ୍ତାର୍ ଗୁଣେ ବାଡା।
8
ସେତାର୍ଗିନେ ମାପ୍ରୁ ଯୀଶୁର୍ ବିଷୟେ ସାକ୍ଯ ଦେମ୍କେ ତୁଇ ଲାଜ୍ ଅଉନାଇ, କାଇତାକ୍ ମୁଇ ହେଁ ତାର୍ ଗିନେ ଜ୍ଇଲେ ଆଚି। ମର୍ଗିନେ ହେଁ ଲାଜ୍ ଅଉନାଇ, ମ୍ତର୍ ଇଶ୍ଵର୍ ତକେ ଦ୍ଇରିଲା ଶ୍କ୍ତି ହର୍ ତୁଇ ଖ୍ରୀଷ୍ଟ ଯୀଶୁର୍ ସୁବ୍କ୍ବର୍ ପର୍ଚାର୍ କ୍ରି ଦୁକ୍କ୍ଷ୍ଟ ବଗୁକେ ତିଆର୍ ଅଉଅ।
9
ଅମାର୍ ବ୍ଲ୍କାମାର୍ ଗିନେ ସେ ଅମୁକେ ନ୍ବାଚ୍ଲା, ମ୍ତର୍ ତାର୍ ଆଶିର୍ବାଦ୍ ଲାଗି ଆର୍ ତାର୍ ଇଚା ହୁରାକ୍ରି ତାର୍ ନିଜାର୍ ଲକ୍ କ୍ରି ଉଦାର୍ କ୍ରୁକେ ସେ ଅମୁକେ ବାଚ୍ଲା ଆଚେ। ଇ ଆଶିର୍ବାଦ୍ ଖ୍ରୀଷ୍ଟ ଯୀଶୁର୍ ଆରାମେ ହ୍ଣି ଇଶ୍ଵର୍ ଅମୁକେ ଦିଲାଆଚେ।
10
ଅବେ ଉଦାର୍କ୍ର୍ତା ଖ୍ରୀଷ୍ଟ ଯୀଶୁ ଇ ହୁର୍ତିବି ତ୍ଇ ଆସିକ୍ରି ସ୍ବୁ ବିଷୟ୍ ଜାଣାଇ ଆଚେ, ସେ ମ୍ର୍ନାର୍ ଶ୍କ୍ତିକେ ନ୍ଷ୍ଟ କ୍ଲାଆଚେ। ତାର୍ ସୁବ୍କ୍ବରାର୍ ଗିନେ ସେ ନ୍ସେର୍ତା ଜୀବନାର୍ ବାଟ୍ ଜାଣାଇ ଆଚେ।
11
ଇ ସୁବ୍କ୍ବର୍ ପର୍ଚାର୍ କ୍ରି କ୍ମ୍କେ, ଇଶ୍ଵର୍ ମକେ ଗଟେକ୍ ହ୍ଟାଇଲା ଚେଲା ଆର୍ ମାଷ୍ଟେର୍ କ୍ରି ବାଚ୍ଲା ଆଚେ।
12
ସେତାର୍ଗିନେ ମୁଇ ଅବେ ଜ୍ଇଲେ ଦୁକ୍କ୍ଷ୍ଟ ବଗୁଲେ, ଜାକେ ମୁଇ ବିଶ୍ବାସ୍ କ୍ରୁଲେ ତାକେ ମୁଇ ସ୍ବୁ ଜାଣିଆଚି, ସେ ମକେ ଜୁଇ ବଜ୍ ଦିଲାଆଚେ ସେତାକ୍ ପର୍ଚାର୍ କ୍ରୁକେ, ସେରି ବ୍ଡ୍ ବିଚାର୍ କ୍ର୍ତାଦିନ୍ ହ୍ତେକ୍ ଉଦାର୍ ଅଇର୍ଇଦ୍, ଇରି ମୁଇ ବ୍ଲ୍ବାବେ ଜାଣୁଲେ ଆର୍ ସେରି ଆଶା କରୁଲେ।
13
ମୁଇ ତକେ ଶିକ୍ୟା ଦ୍ଇରିଲାର୍ ସ୍ତ୍ ସ୍ବୁ ଦ୍ରି ରେ, ମାପ୍ରୁ ଯୀଶୁର୍ ସ୍ଙ୍ଗ୍ ମିସିକ୍ରି ସ୍ତ୍ ଲାଡ୍ ଆର୍ ବିଶ୍ବାସେ ଅଟୁଆ ଅଇରେ।
14
ଜୁଇ ବ୍ଡ୍ ବଜ୍ ତକେ ଦିଲାଆଚେ, ଅମାର୍ ବିତ୍ରେ ବାସାକ୍ରିରିଲା ପବିତର୍ ଆତ୍ମାର୍ ଶ୍କ୍ତିର୍ ସ୍ଙ୍ଗ୍ ସେ ସ୍ବୁ ସ୍ଙ୍ଗାଉଆ।
15
ତୁଇ ଜାଣି ଆଚ୍ସି ଯେ ଫୁଗେଲ୍ ଆର୍ ହର୍ମେଗେନାର୍ ସ୍ଙ୍ଗ୍ ଆସିଆ ଦେଶାର୍ ସ୍ବୁ ଲକ୍ମ୍ନ୍ ମକେ ଚାଡ୍ଲାଇ ଆତ୍ତି।
16
ମ୍ତର୍ ଅନିସିଫ୍ ହ୍କା ବେସିତର୍ ଆସିକ୍ରି ମ୍କେ ସାଆସ୍ ଆର୍ ଦୟା କ୍ଲାଆଚେ, ମୁଇ ଜ୍ଇଲେ ଆଚି ବ୍ଲି ସେ ଲାଜ୍ ନଇଲା, ତାର୍ ଗ୍ରାର୍ ଲକ୍ମ୍ନ୍କାର୍ ଗିନେ ମୁଇ ଇଶ୍ଵରାର୍ ଲ୍ଗେ ପାର୍ତେନା କ୍ରୁଲେ।
17
ରୋମ୍ ସ୍ହରେ ହଚ୍ଲା ଦାହ୍ରେ ସେ ମକେ କଜି କଜିକ୍ରି ଆସିରିଲା। ସେ ବ୍ଡ୍ ବିଚାର୍ ଦିନ୍ ମାପ୍ରୁ ତାକେ ସାଇଜ କ୍ର୍ କାଇତାକ୍ ସେ ଏଫିସୀ ତ୍ଇ ମକେ ବେସି ଉପ୍କାର୍ କ୍ରିଆଚେ, ତୁଇ ହେଁ ସେ କ୍ତା ଜାଣ୍ସି।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4
Recommended Reading
Commentary
2 Timothy Commentaries
→
Devotional
2 Timothy Devotional Guide
→
Get This Bible
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ) Study Bible
→