bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
2 Timothy 2
2 Timothy 2
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ମର୍ ଲାଡାର୍ ହିଲା ତୀମଥି, ଖ୍ରୀଷ୍ଟ ଯୀଶୁର୍ ସ୍ଙ୍ଗ୍ ଗଟେକ୍ ଅଇଲେକ୍ ତାର୍ ଲ୍ଗେ ହ୍ଣି ଜୁଇ ଆଶିର୍ବାଦାର୍ ଶ୍କ୍ତି ମିଳେଦ୍ ସେରି ହାଇକ୍ରି ବ୍ଡ୍ବପୁ ଅଉଅ।
2
ଗାଦି ଲକ୍ମ୍ନ୍କାର୍ ଲ୍ଗେ ମୁଇ ପର୍ଚାର୍ କ୍ଲାର୍ ତୁଇ ଶୁଣିଆଚ୍ସି। ବିନ୍ସ୍ବୁ ଲକ୍ମ୍ନ୍କେ ଶିକ୍ୟା ଦେତା ମାନାଇମ୍ନ୍କେ ଆର୍ ବିଶ୍ବାସ୍ ରିଲା ଲକ୍ମ୍ନ୍କେ ତୁଇ ଇ ସ୍ବୁ ଶିକାଅ।
3
ଖ୍ରୀଷ୍ଟ ଯୀଶୁର୍ ଗଟେକ୍ ବ୍ଲ୍ ଶ୍ଇନ୍ ବାବେ ତୁଇ ମର୍ସ୍ଙ୍ଗ୍ ଦୁକ୍ ବଗ୍କ୍ର୍।
4
ଜୁଜ୍ତ୍ଇ ଲାଗିରିଲା ବ୍ଳ୍ ଶଇନ୍ ତାର୍ ସେନାପତିକେ ସ୍ବୁ ବ୍ଡ୍ ସ୍ର୍ଦା କ୍ରୁକେ ଜୁଜ୍ କ୍ରେଦ୍, ସ୍ଡେବ୍ଳ୍ ସେ କ୍ଇ ହେଁ ଅଲ୍ଗା କାମେ ମ୍ନ୍ ନ୍ଦେଇ।
5
ଦ୍ବୁଳ୍ତା କେଲେ କେଲୁକେ ଆସିରିଲା ମାନାଇ ସେତିର୍ ନିୟମ୍କେ ନ୍ମାନ୍ଲେକ୍ ସେ ସେତିହ୍ଣି ସେ କାଇରି ପୁରୁସ୍କାର୍ ଜିଣୁହାରେ।
6
ବେସି କ୍ଷ୍ଟ୍ ହ୍ଳିରିଲା ଚାଷି ଦାନ୍ ମ୍ଣ୍ତିଆ ତ୍ଇହ୍ଣି ହ୍ର୍ତୁ ଭାଗ୍ ହାଉତାର୍ ଲଡା।
7
ମୁଇ ଜୁଇସ୍ବୁ କ୍ମ୍ଲେ ସେ ସ୍ବ୍କେ ମ୍ନ୍ ଦ୍ଇକ୍ରି ଚିନ୍ତାକ୍ରା, ତ୍ବେ ଇ ସ୍ବୁ ବିଷୟାର୍ ଅର୍ତ ମାପ୍ରୁ ତକେ ବୁଜୁକେ ଶ୍କ୍ତି ଦ୍ଇଦ୍।
8
ମୁଇ ପର୍ଚାର୍ କ୍ରିରିଲା ସୁବ୍କ୍ବର୍ ଇରି ମ୍ରିକ୍ରି ଉଟିରିଲା ଯୀଶୁ ଖ୍ରୀଷ୍ଟ ଦାଉଦ୍ ର୍ଜାର୍ ବ୍ଉଁସାର୍ ଲକ୍, ଇ କ୍ତାକେ ସବୁବଳ୍ ମ୍ନେ ହ୍କାଉ।
9
ଇ ସୁବ୍କ୍ବର୍ ପର୍ଚାର୍ କ୍ଲେ ଲାଗି ଆଜି ମୁଇ ଦସିହର୍ ଅଇଲେ ଆର୍ ସିକ୍ଳି ସ୍ଙ୍ଗ୍ ବାନ୍ଦିଅଇକ୍ରି ଡ୍ଣ୍ତ୍ ବଗୁଲେ, ମ୍ତର୍ ଇଶ୍ଵରାର୍ ବାକ୍ଯକେ କେ ହେଁ ବାନ୍ଦୁ ନାହାର୍ତି।
10
ଇଶ୍ଵର୍ ବାଚ୍ଲା ଲକ୍ମ୍ନ୍ ଖ୍ରୀଷ୍ଟ ଯୀଶୁର୍ ତ୍ଇହ୍ଣି ଉଦାର୍ ଆର୍ ନ୍ସେର୍ତା ମଇମାକେ ହାଉତି, ସେତାର୍ଗିନେ ମୁଇ ଇ ସ୍ବୁ ଡ୍ଣ୍ତ୍ ବଗୁଲେ।
11
ଇକ୍ତାସ୍ବୁ ସ୍ତ୍, ଯଦି ଅମିମ୍ନ୍ ତାର୍ସ୍ଙ୍ଗ୍ ମ୍ରିଆଚୁ ତ୍ବେ ତାର୍ସ୍ଙ୍ଗ୍ ଜୀବନ୍ ହାଇକ୍ରି ଉଟୁନ୍।
12
ଦୁକ୍କ୍ଷ୍ଟ ବଗିକ୍ରି, ଯଦି ସ୍ମ୍ବାଳି ଆଚୁ ତ୍ବେ ତାର୍ସ୍ଙ୍ଗ୍ ଅମିମ୍ନ୍ ଶାସନ୍ କ୍ରୁନ୍ଦ୍, ତାକେ ନ୍ଜାଣୁ ବ୍ଲି କଇଲେକ୍ ସେ ହେଁ ଅମୁକ୍ ନ୍ଜାଣିବ୍ଲି କଇଦ୍।
13
ଅମିମ୍ନ୍ ତାକେ ଟକ୍ଲେକ୍ ହେଁ ସେ ଅମୁକେ ସ୍ବୁବ୍ଳ୍ ଦ୍ର୍ମ୍ କ୍ରୁଲା, କାଇତାକ୍ ଇରି ଇଶ୍ଵରାର୍ ଗୁଣ୍ ଆର୍ ସେ ସ୍ବୁବ୍ଳ୍ ଅନ୍କ୍ରି କ୍ର୍ତି ର୍ଇଦ୍।
14
ତର୍ ମ୍ଣ୍ତଳିର୍ ଲକ୍ମ୍ନ୍କେ ଏତାଇ ଦେସ୍, ଆର୍ କ୍ଉ ଯେ ସେମ୍ନ୍ ଦ୍ର୍ମ୍ ଶାସ୍ତରାର୍ ବାକ୍ଯର୍ ଗିନେ ତ୍ନେ ତ୍ନେ ଟେକାଟେକି ନ୍ଉଅତ୍। ଜ୍ତେକ୍ ଲକ୍ ଅନ୍କ୍ରି ଟେକାଟେକି ଅଉତି ସେମ୍ନ୍ ନ୍ଷ୍ଟ୍ ଅଉତି।
15
ତୁଇ ଲାଜ୍ ନଇକ୍ରି ଟିକ୍ବାବେ ସତ୍ ବାକ୍ଯକେ ପର୍ଚାର୍ କ୍ର୍, ତ୍ବେ ତୁଇ ଇଶ୍ଵରାର୍ ଗଟେକ୍ ବ୍ଲ୍ ଦ୍ଙ୍ଗ୍ଳା ବ୍ଲି ଜାଣା ହ୍ଳ୍ସି।
16
ଜୁଇ ଅସାର୍ ବକୁଆ କ୍ତା ଲକ୍କେ ଇଶ୍ଵରାର୍ ତ୍ଇହ୍ଣି ବ୍ର୍ନ କ୍ରେଦ୍, ସେ ସ୍ବୁତ୍ଇହ୍ଣି ତୁମି ଦୁରିରିଆ।
17
ଜ୍ତେକ୍ ସ୍ବୁ ଲକ୍ମ୍ନ୍ ଅନ୍କ୍ରି ଟେକାଟେକି ଅମ୍ଲାଇ ସେମ୍ନ୍କାର୍ କ୍ତାସ୍ବୁ ବିତ୍ରେ ହାକ୍ଲା ଗାଉ ହର୍ ସେମ୍ନ୍କାର୍ ବିତ୍ରେ ହୁମନାୟ ଆର୍ ଫିଲିତ ଆତ୍ତି।
18
ସେମ୍ନ୍ ସ୍ତ୍ ବାଟେହ୍ଣି ଅଲ୍ଗା ଅଇଲାଇ ଆତ୍ତି, ଇ ଜୀବନେ ଅମିମ୍ନ୍ ମ୍ରିକ୍ରି ଉଟିଆଚୁ ବ୍ଲି କଇକ୍ରି ସେମ୍ନ୍ ଶିକ୍ୟା ଦେମ୍ଲାଇ ଆର୍ କ୍ତେକ୍ ଲକାର୍ ଦ୍ର୍ମ୍ ବିଶ୍ବାସ୍କେ ନ୍ଷ୍ଟ୍ କ୍ରୁଲାଇ।
19
ମ୍ତର୍ ଇଶ୍ଵର୍ ଜୁଇ ଅଟୁଆ କୁନାଦି ହ୍କାଇ ଆଚେ ସେତାକ୍ କେ ହେଁ ଦ୍ଲ୍କାମ୍ ନ୍ହାରେ, ଅନ୍କ୍ରି ଲେକାଆଚେ। ଇଶ୍ଵର୍ ତାର୍ ନିଜାର୍ ଲକ୍ମ୍ନ୍କେ ଜାଣୁଲା କାଇତାକ୍ ଯେ ନିଜ୍କେ ଇଶ୍ଵରାର୍ ଲକ୍ବ୍ଲି କଇଦ୍, ସେ ଦୁଷ୍ଟ କାମେହ୍ଣି ଅଲ୍ଗା ରେଉଅ।
20
ଗଟେକ୍ ମାଜନ୍ ଲକାର୍ ଗ୍ରେ ନାନା ର୍କମାର୍ ତାଳି ଗିନାମ୍ନ୍ ସ୍ବୁ ର୍ଇଦ୍, ସେତିହ୍ଣି କ୍ତେକ୍ ଦାମ୍ରି ସନାର୍ ଆର୍ ରୁହାର୍ ତାଳି, କ୍ତେକ୍ ତାଳି ଗିନାମ୍ନ୍ ହ୍ର୍ବ୍ ବ୍ଳ୍ କାର୍ବାର୍ କ୍ରୁକେ ସ୍ଙ୍ଗାଇ ରେତି, ଆରେକ୍ କ୍ତେକ୍ ଉଣା ଦାମ୍ରି, ମାଟି ଆର୍ କାଟାର୍ ତାଳିମ୍ନ୍ ର୍ଇଦ୍ ସେରି ସ୍ବୁଦିନାର୍ ଗିନେ ବ୍ଯବହାର୍ କ୍ର୍ତି।
21
ଜୁଇମାନାଇ ସ୍ବୁ ର୍କମାର୍ ପାପେହ୍ଣି ଅଲ୍ଗା ର୍ଇଦ୍, ସେ ମାଲିକାର୍ ବ୍ଲ୍ କାମେ ଲାଗେଦ୍। କାଇତାକ୍ ମାପ୍ରୁ ତାକେ ପବିତର୍ କରିର୍ଇଦ୍, ତାକେ ଉପ୍କାର୍ କାମେ ଇଶ୍ଵର୍ ଲାଗାମ୍ ହାରେ।
22
ଜ୍ତେକ୍ ସ୍ବୁ ଲକ୍ମ୍ନ୍ ବ୍ଲ୍ ହୁର୍ଦୟେ ଇଶ୍ଵରାର୍ ଲ୍ଗେ ପାର୍ତେନା କ୍ରୁଲାଇ, ସେମ୍ନ୍କାର୍ ସ୍ଙ୍ଗ୍ ମିସିକ୍ରି ତୁଇ ତର୍ ଦ୍ଙ୍ଗ୍ଳା ହିଲାର୍ କ୍ରାପ୍କାମେ ହ୍ଣି ନିଜ୍କେ ଅଲ୍ଗା କ୍ରି ରେଉଅ। ଆର୍ ତୁଇ ଦାର୍ମିକ୍, ବିଶ୍ବାସ୍, ଲାଡ୍ ଆର୍ ଶାନ୍ତିର୍ ହାଇଁ କାମ୍ କ୍ର।
23
ଆରେକ୍ କ୍ମ୍ଲେ ତ୍ନେ ତ୍ନେ ଟେକାଟେକି ଆର୍ ବକୁଆ କ୍ତା ମ୍ନ୍କାର୍ ତ୍ଇହ୍ଣି ଦୁରି ରେ ତୁଇ ଜାଣ୍ ଯେ, ଇସ୍ବୁତ୍ଇହ୍ଣି ମାଡ୍ଗଳ୍ ଅମ୍କେ ଅଇଦ୍।
24
ଇଶ୍ଵରାର୍ ଦ୍ଙ୍ଗ୍ଳା ଲାଗାଲାଗି ଅଉତାର୍ ଟିକ୍ନାଇ, ସେ ସ୍ବୁ ଲକ୍କେ ଶିକାମ୍ ହାର୍ତା ଲଡା, ସେ ଗଟେକ୍ ସ୍ମ୍ବାଳ୍ତା ଦ୍ଙ୍ଗ୍ଳା ଅଉତା ଦ୍ର୍କାର୍।
25
ତାକେ ବିରଦ୍ କ୍ର୍ତିରିଲା ଲକ୍କେ ନମ୍ର ବାବେ ତାକାର୍ ଦସ୍କେ ଜାଣାଇ ଦେତିର୍ଇଦ୍, କାଇତାକ୍ ଅନ୍କ୍ରି କ୍ଲେକ୍ ସେମ୍ନ୍ ଚେତ୍ନା କ୍ରି ଇଶ୍ଵରାର୍ ଲ୍ଗେ ଲେଉଟି ଆସୁହାର୍ତି।
26
ସ୍ବୁବ୍ଳ୍ ସେମ୍ନ୍ ବୁଦି ଗ୍ଯାନ୍ ହାଇକ୍ରି ଜୁଇ ଶଇତାନ୍ ସେମ୍ନ୍କେ ତାର୍ ଇଚା ହୁରାକ୍ରୁକେ ବାନ୍ଦି ସ୍ଙ୍ଗାଇଲି ଆଚେ ତାର୍ ତ୍ଇହ୍ଣି ମୁକ୍ଳି ଆସ୍ତି।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4