bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Kings 5
1 Kings 5
Odia - 1840
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 6 →
1
"ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତବେେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦ୍ଙ୍କ ପରେ ଶ ଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହାଇେଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।"
2
"ଶଲୋମନ ହରୀମ୍ ନିକଟକୁ ଏହିକଥା କହି ପଠାଇଲେ,"
3
"ଆପଣ ଜାଣନ୍ତି ମାରେପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗ ରେ ଘରେି ରହିଥିବା ଶତୃମାନଙ୍କ ସହିତ ବାସ ସର୍ବଦା ୟୁଦ୍ଧ ରେ ବ୍ଯସ୍ତ ଥିଲେ ଓ ସଦାପ୍ରଭୁ ଶତୃଗଣଙ୍କୁ ତାଙ୍କ ହସ୍ତ ରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ।"
4
"ମାତ୍ର ଏବେ ସଦାପ୍ରଭୁ ମାରେ ପରମେଶ୍ବର ଚତୁର୍ଦ୍ଦିଗ ରେ ଶାନ୍ତି ଦଇେ ଅଛନ୍ତି। ବର୍ତ୍ତମାନ ମାରେଶତୃ କହେି ନାହାଁନ୍ତି କି ବିପଦର ଆଶଙ୍କା ନାହିଁ।"
5
"ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ ଶପଥ କରିଥିଲେ, 'ଆମ୍ଭେ ତୁମ୍ଭ ବଦଳ ରେ ତୁମ୍ଭ ପୁତ୍ରକୁ ସିଂହାସନ ରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।' ମୁଁ ବର୍ତ୍ତମାନ ସଦାପ୍ରଭୁ ମାରେପରମେଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଛି।"
6
"ତେଣୁ ଏବେ ମାେ ପାଇଁ ଲିବା ନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମାରେଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗ ରେ ଥିବେ; ପୁଣି ଆପଣଙ୍କ କହିବାନୁସା ରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦବେି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ୟ୍ଯ ରେ ସୀଦୋନୀଯମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧିଅରେ କହେି ନାହିଁ।"
7
"ଯେତବେେଳେ ହୀରମ ଏହିକଥା ଶୁଣିଲେ ସେ ଅତ୍ଯନ୍ତ ଆନନ୍ଦିତ ହେଲେ ଓ କହିଲେ, ମୁଁ ସଦାପ୍ରଭୁଙ୍କୁ ଧନ୍ଯବାଦ ଦେଉଛି, ଯେ ସେ ମହାନ ଦେଶ ଉପରେ ଶାସନ କରିବାକୁ ଦାଉଦଙ୍କୁ ଏକ ଜ୍ଞାନବାନ୍ ପୁତ୍ର ଦଇେଛନ୍ତି।"
8
"ତା'ପରେ ହୀରମ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ। ରାଜା ଶଲୋମନ ଯାହା ଆଶା କରନ୍ତି, ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦବଦୋରୁ କାଠ ଦବୋପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।"
9
"ମାରେ ଲୋକମାନେ ଲିବାନୋନଠାରୁ ସମୁଦ୍ର ପର୍ୟ୍ଯନ୍ତ ତାହା ଆଣିବେ; ପୁଣି ଆପଣଙ୍କ ନିରୂପିତ ସ୍ଥାନ ରେ ମୁଁ ସମୁଦ୍ର ପଥରେ ଭଳୋବାନ୍ଧି ପଠାଇ ସଠାେରେ ଫିଟାଇ ଦବେି, ସଠାରୁେ ଆପଣ ନଇେଯିବେ। ଏବଂ ମାରେ ରାଜକୀଯ ପ୍ରାସାଦକୁ ଖାଦ୍ୟ ପଠାଇ ମାେ ପ୍ରତି ଅନୁକମ୍ପା କରିବେ।"
10
"ତେଣୁ ହରୀମ ଶ ଲୋମନଙ୍କୁ ସମସ୍ତ ଏରସକାଠ ଓ ଶିଟୀମ କାଠ ଦେଲେ। ଯାହା ସେ ଦରକାର କଲେ।"
11
"ଶଲୋମନ ଏହି ସବୋ ବଦଳ ରେ 20,000 ମହଣ ଗହମ ଓ 20,000 ମହଣ ଅଲିଭତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ଯ ରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ।"
12
"ପୁଣି ସଦାପ୍ରଭୁ ଶ ଲୋମନକୁ ପ୍ରତିଜ୍ଞାନୁସା ରେ ଜ୍ଞାନ ଦେଲେ ଆଉ ହୀରମ ଓ ଶଲୋମନଙ୍କ ମଧିଅରେ ସନ୍ଧି ହେଲା ଓ ସେ ଦୁ ହେଁ ପରସ୍ପର ଚୁକ୍ତି କଲେ।"
13
"ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ଯ କଲେ।"
14
"ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ଯକ୍ଷ ରୂପେ ନିୟୁକ୍ତି କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗ ରେ ବିଭକ୍ତ କଲେ। ପ୍ରତି ଦଳ ରେ 10,000 ଲୋକ ରହିଲେ। ଏହି ଲୋକମାନେ ମା ସେ ଲଖାେଁଏ ଲିବାନୋନ ରେ ଓ ଦୁଇମାସ ଲୋଖାଁଏ ଘ ରେ ରହିଲେ।"
15
"ପଥର କାଟିବା ରେ 80,000 ଲୋକ ନିୟୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବା ରେ ନିୟୁକ୍ତି ହେଲେ।"
16
"ଏହା ଛଡା କର୍ମକାରୀ ଲୋକମାନଙ୍କ ଉପରେ 3,300 ଲୋକ ପ୍ରଧାନ କାର୍ୟ୍ଯଧ୍ଯକ୍ଷ ନିୟୁକ୍ତି ହେଲେ।"
17
"ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ ପଥର କାଟିବା ପାଇଁ ସମାନଙ୍କେୁ ଆଦେଶ ଦେଲେ।"
18
"ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀଯ ଲୋକମାନେ ପଥରଗୁଡିକୁ ଖାଦେନ କଲେ। ଏହି ରୂପେ ସମାନେେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।"
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22