bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Kings 8
1 Kings 8
Odia - 1840
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 9 →
1
"ତା'ପରେ ରାଜା ଶଲୋମନ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇଶ୍ରାୟେଲର ସମସ୍ତ ପରିବାରର ମୁଖ୍ଯଙ୍କୁ ଏକତ୍ର ଡକାଇଲେ ଓ ସମାନଙ୍କେୁ ୟିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ମନ୍ଦିରକୁ ଆଣିବା ରେ ସମାନଙ୍କେର ଯୋଗଦାନ ସେ ଗ୍ଭହୁଁଥିଲେ।"
2
"ଇଶ୍ରାୟେଲ ସମସ୍ତ ପୁତ୍ରଗଣ ବର୍ଷର ସପ୍ତମ ମାସ ରେ ଏଥାନୀମ ନାମକ ଏକ ବିଶଷେ ପର୍ବ ଦିନ ରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ରୀତ ହେଲେ।"
3
"ପୁଣି ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହବୋପରେ ଯାଜକମାନେ ନିଯମ ସିନ୍ଦୁକ ଉଠାଇଲେ।"
4
"ସମାନେେ ସଦାପ୍ରଭୁଙ୍କ ୟୁକ୍ତି ପବିତ୍ର ସିନ୍ଦୁକ ସହିତ ସମାଗମ ତମ୍ବୁ ଏବଂ ସମସ୍ତ ପବିତ୍ର ପାତ୍ରଗୁଡିକ ଏବଂ ତାଟିଆଗୁଡିକ ସମାଗମ ତମ୍ବୁ ଭିତରକୁ ବହନ କରି ନେଲେ। ଏହିସବୁ ବହିଆଣିବା ରେ ଯାଜକମାନଙ୍କୁ ଲବେୀୟମାନେ ସାହାୟ୍ଯ କଲେ।"
5
"ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକେ ନିଯମ ସିନ୍ଦୁକ ସମ୍ମୁଖ ରେ ଏକତ୍ରୀତ ହେଲେ ଓ ଅନକେ ଗାଈ ଓ ମଷେ, ବଳିଦାନ କଲେ। ସମାନଙ୍କେର ସଂଖ୍ଯା ଅଗଣନ ଥିଲା।"
6
"ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକକୁ ଯଥା ସ୍ଥାନ ରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।"
7
"କିରୁବମାନଙ୍କର ପକ୍ଷ ସମଗ୍ର ନିଯମ ସିନ୍ଦୁକକୁ ଓ ସାଙ୍ଗୀ ଉପରକୁ ଆଚ୍ଛାଦନ କରିଥିଲା।"
8
"ଆଉ ସହେି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ ତାହାର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖ ରେ ଥିବା ପବିତ୍ର ସ୍ଥାନରୁ ଦଖାେ ଯାଉଥିଲା, ମାତ୍ର ଏହି ବାହାରୁ ଦଖାେ ଯାଉ ନ ଥିଲା। ସହେି ସ୍ତମ୍ଭ ଆଜି ପର୍ୟ୍ଯନ୍ତ ସଠାେରେ ଅଛି।"
9
"ସହେି ପବିତ୍ର ସିନ୍ଦୁକରେ କବଳେ ଦୁଇଟି ପ୍ରସ୍ତର ଫଳକ ଥିଲା। ହାରେବେ ନିକଟରେ ମାଶାେ ଏହି ଫଳକ ଦୁଇଟିକୁ ରଖିଥିଲେ ଯେତବେେଳେ ଇଶ୍ରାୟେଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିଥିଲେ। ସେତବେେଳେ ସଦାପ୍ରଭୁ ଏହି ହାରେବେ ରେ ଇଶ୍ରାୟେଲୀୟଙ୍କ ପାଇଁ ନିଯମ କରିଥିଲେ।"
10
"ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ମହାପବିତ୍ର ସ୍ଥାନ ରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘ ରେ ପରିପୂର୍ଣ ଥିଲା।"
11
"ଯାଜକମାନେ ସଦାପ୍ରଭୁଙ୍କ ସବୋ କରିପାରିଲେ ନାହିଁ କାରଣ ମନ୍ଦିରଟି ମେଘ ରେ ପରିପୂର୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମା ରେ ପୂର୍ଣ ହାଇେଥିଲା।"
12
"ତା'ପରେ ଶଲୋମନ କହିଲେ, ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ୟ୍ଯକୁ ସୂଷ୍ଟି କରିଅଛନ୍ତି ମାତ୍ର ସେ ଘୋର ଅନ୍ଧକାର ମେଘ ରେ ବାସ କରିବାକୁ ପସନ୍ଦ କରନ୍ତି"
13
"ଚିରଦିନ ପାଇଁ ବାସ କରିବାକୁ ତୁମ୍ଭ ପାଇଁ ମୁଁ ଏକ ଆଶ୍ଚର୍ୟ୍ଯଜନକ ମନ୍ଦିର ନିର୍ମାଣ କରିଅଛି।"
14
"ଇଶ୍ରାୟେଲର ସମସ୍ତ ପୁତ୍ରଗଣ ସଠାେରେ ଦଣ୍ତାଯମାନ ହାଇେଥିଲେ। ରାଜା ଶଲୋମନ ତାଙ୍କର ମୁହଁ ବୁଲାଇଲେ ଓ ସମାନଙ୍କେୁ ଆଶୀର୍ବାଦ କଲେ।"
15
"ତା'ପରେ ଶଲୋମନ ସଦାପ୍ରଭୁଙ୍କୁ ଏକ ଦୀର୍ଘ ପ୍ରାର୍ଥନା ରେ କହିଲେ,"
16
"'ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲାଠାରୁ ଏପର୍ୟ୍ଯନ୍ତ କୌଣସି ସହରକୁ ଇଶ୍ରାୟେଲର ପରିବାରବର୍ଗରୁ ଆମ୍ଭର ନାମର ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବାକୁ ମନୋନୀତ କଲୁ ନାହିଁ, କି ଆମ୍ଭର ଲୋକମାନଙ୍କର ନେତା ପାଇଁ ମନୋନୀତ କଲୁ ନାହିଁ।"
17
"ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ସମ୍ମାନାର୍ଥେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମାରେ ପିତା ଦାଉଦ ବିଶଷେ ଭାବରେ ମନସ୍ଥ କରିଥିଲେ।"
18
"ମାତ୍ର ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ କହିଲେ, 'ଆମ୍ଭର ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିବାକୁ ତୁମ୍ଭର ବହୁତ ଇଛା ଅଛି, ତୁମ୍ଭର ଏହି ଇଛା ଉତ୍ତମ ଅଟେ।"
19
"କିନ୍ତୁ ତୁମ୍ଭେ ସହେି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।'"
20
"ସଦାପ୍ରଭୁଙ୍କର ସହେି ପ୍ରତିଜ୍ଞା ଆଜି ସଫଳ ହାଇେଛି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସା ରେ ମୁଁ ଆପଣା ପିତା ଦାଉଦଙ୍କର ପଦ ରେ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହଲିେ ଓ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ନାମର ସମ୍ମାନାର୍ଥେ ସହେି ମନ୍ଦିର ନିର୍ମାଣ କଲି।"
21
"ସଦାପ୍ରଭୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସମାନଙ୍କେ ସହିତ ଯେଉଁ ନିଯମ କରିଥିଲେ ତାହା ଏହି ନିଯମ ସିନ୍ଦୁକ ମଧିଅରେ ଅଛି। ସହେି ନିଯମ ସିନ୍ଦୁକକୁ ରଖିବା ନିମନ୍ତେ ମୁଁ ଏକ ସ୍ଥାନ ସଦାପ୍ରଭୁଙ୍କ ଗୃହ ରେ ନିରୂପଣ କରିଅଛି।"
22
"ତା'ପରେ ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀ ସମ୍ମୁଖ ରେ ଛିଡା ହେଲେ ଓ ଇଶ୍ରାୟେଲର ସମଗ୍ର ସମାଜ ତାଙ୍କ ସମ୍ମୁଖ ରେ ଛିଡା ହେଲେ। ସେ ସ୍ବର୍ଗଆଡେ ଆପଣା ହସ୍ତ ବିସ୍ତାର କଲେ।"
23
" ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ସ୍ବର୍ଗ କି ପୃଥିବୀ ରେ ତୁମ୍ଭ ତୁଲ୍ଯ ସଦାପ୍ରଭୁ କହେି ନାହାଁନ୍ତି। ତୁମ୍ଭେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ସହିତ ଏକ ନିଯମ କରିଥିଲ କାରଣ ତୁମ୍ଭେ ସମାନଙ୍କେୁ ପ୍ ରମେ କର। ତୁମ୍ଭେ ତୁମ୍ଭର ନିଯମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣ ରେ ଅନୁସରଣ କରନ୍ତି ତୁମ୍ଭେ ସମାନଙ୍କେ ପ୍ରତି ଦୟାଳୁ ଓ ବିଶ୍ବସ୍ତ ହାଇେଥାଅ।"
24
"ତୁମ୍ଭେ ଆପଣାର ସବେକ, ମାରେ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ। ଆଉ ତୁମ୍ଭେ ନିଜ ମୁଖ ରେ ଯାହା ପ୍ରତିଜ୍ଞା କରିଥିଲ, ଏହା ସତ୍ଯ କରିବା ପାଇଁ ତୁମ୍ଭେ ଆଜି ତୁମ୍ଭର ମହାନ ଶକ୍ତିବଳ ରେ ତାହା ପୂରଣ କରିଛ।"
25
"ତୁମ୍ଭେ ମାେ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, 'ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିଯମକୁ ଅନୁସରଣ କରୁଛ, ଯଦି ତୁମ୍ଭର ପୁତ୍ରମାନେ ସହେିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତବେେ ଇଶ୍ରାୟେଲ ସିଂହାସନ ରେ ତୁମ୍ଭ ବଂଶରୁ ସର୍ବଦା ଇଶ୍ରାୟେଲ ଉପରେ ରାଜ୍ଯ କରିବ। ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ତୁମ୍ଭର ସହେି ବାକ୍ଯ ଏବେ ସଫଳ କର।'"
26
"ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ମୁଁ ବିନଯ କରୁଅଛି ମାେ ପିତା ଦାଉଦଙ୍କ ପ୍ରତି ଯେଉଁ ପ୍ରତିଜ୍ଞା କରିଅଛ ତାହା ଗ୍ଭଲୁରଖ।"
27
"କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?"
28
"ତଥାପି ହେ ସଦାପ୍ରଭୁ, ମାେ ପରମେଶ୍ବର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବଦନେ କରୁଛି, ଯେ ହତେୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପ୍ରାର୍ଥନା ଓ ବିନତି ରେ ମନୋୟୋଗ କର।"
29
"ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ' ମାରେ ନାମ' ସଠାେରେ ସମ୍ମାନ୍ବିତ ହବେ। ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିର ରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି।"
30
"ହେ ସଦାପ୍ରଭୁ, ତୁମ୍ଭର ଦାସ ଓ ଇଶ୍ରାୟେଲର ଲୋକେ ଏହି ସ୍ଥାନକୁ ଆସିବେ ଓ ବିନତି କରିବେ, ସମାନଙ୍କେର ପ୍ରାର୍ଥନା ମନୋୟୋଗ ପୂର୍ବକ ଶୁଣ। ଆମ୍ଭେ ଜାଣୁ ଆପଣଙ୍କ ନିବାସଭୂମି ସ୍ବର୍ଗ। ଆମ୍ଭେ ବିନତି କରୁଛୁ ସହେିଠା ରେ ଥାଇ ଆମ୍ଭ ପ୍ରାର୍ଥନା ଶୁଣ ଓ ଆମ୍ଭମାନଙ୍କୁ କ୍ଷମା କର।"
31
"ଯଦି କହେି ନିଜ ପ୍ରତିବେଶୀ ବିରୁଦ୍ଧ ରେ କିଛି ପାପ କରେ ତବେେ ତାକୁ ଏହି ମନ୍ଦିରର ୟଜ୍ଞବଦେୀ ନିକଟକୁ ଅଣାୟିବ। ସଂପୃକ୍ତ ବ୍ଯକ୍ତି ଜଣଙ୍କ ସହେି ଭୂଲ୍ କରିଥିବା ବ୍ଯକ୍ତି ଜଣକ ବିରୁଦ୍ଧ ରେ ଶାପ ଦବେ।"
32
"ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତବେେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସଇେ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଦେଶ ତବେେ, ତା'ର ଧାର୍ମିକତା ଅନୁୟାଯୀ ତାକୁ ପୁରସ୍ତୁତ କର।"
33
"ସମୟ ସମୟରେ ଇଶ୍ରାୟେଲର ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ ଓ ସେଥିପାଇଁ ଶତୃଦ୍ବାରା ପରାସ୍ତ ହବେେ। ଯଦି ତୁମ୍ଭ ନିକଟକୁ ଫରେି ଆସି ତୁମ୍ଭ ନାମର ପ୍ରଶଂସା ଉତ୍ସର୍ଗିକୃତ ଭାବରେ କରନ୍ତି ଓ ଏହି ମନ୍ଦିର ରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି।"
34
"ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆପଣା ଇଶ୍ରାୟେଲ ଲୋକର ପାପସବୁ କ୍ଷମା କର ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛ, ସମାନଙ୍କେୁ ସଠାେକୁ ପୁନର୍ବାର ଫରୋଇ ଆଣ।"
35
"ସମୟ ସମୟରେ ସମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିବା ହତେୁ ସମାନଙ୍କେର ଭୂମିରେ ବୃଷ୍ଟିପାତ ବନ୍ଦ କରିବ। ତା'ପରେ ସମାନେେ ମନ୍ଦିର ରେ ପାର୍ଥନା କରିବେ ଓ ତୁମ୍ଭ ନାମର ପ୍ରଶଂସା କରିବେ। ସମାନେେ ସମାନଙ୍କେର ପାପ ସ୍ବୀକାର କରିବେ ଏବଂ ଏଥିରୁ ଫରେିଆସିବେ କାରଣ ତୁମ୍ଭେ ସମାନଙ୍କେୁ କଷ୍ଟ ଦଇେଛ।"
36
"ତେଣୁ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସବେକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବା ରେ ଶିକ୍ଷା ଦିଅ ଓ ତା'ପରେ ତୁମ୍ଭ ଦେଶ ରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦଇେଥିଲେ।"
37
" ଯବେେ ଦେଶ ରେ ଦୁର୍ଭିକ୍ଷ ହୁଏ, ଯବେେ ମହାମାରୀ ହୁଏ, ଶସ୍ଯ ସବୁ ନଷ୍ଟ ହୁଏ, ପଙ୍ଗପାଳ ଓ କୀଟ ଦ୍ବାରା ନଷ୍ଟ ହୁଏ, ଶତୃମାନଙ୍କଦ୍ବାରା ନଗର ସମୂହ ଆକ୍ରମିତ ହାଇେ ଅବରୁଦ୍ଧ ହୁଏ ଓ ଯବେେ ତୁମ୍ଭର ଲୋକେ ରୋଗାକ୍ରାନ୍ତ ହୁଅନ୍ତି।"
38
"ଯେତବେେଳେ ଏହା ଭିତରୁ କୌଣସି ଘଟଣା ଘଟେ ଏବଂ ଇଶ୍ରାୟେଲୀୟ ତୁମ୍ଭର ଯେ କୌଣସି ଲୋକ ତା'ର ନିଜର ପାପ ପାଇଁ ଦୁଃଖ କରେ ଏବଂ ସମାନଙ୍କେର ହାତ ଏହି ମନ୍ଦିର ଆଡକୁ ବଢଇେ ତୁମ୍ଭକୁ ପାର୍ଥନା କରନ୍ତି।"
39
"ତୁମ୍ଭେ ଆପଣାର ବାସସ୍ଥାନ ସ୍ବର୍ଗ ରେ ଥାଇ ସମାନଙ୍କେର ପାର୍ଥନା ଶୁଣ ଓ ସମାନଙ୍କେୁ କ୍ଷମା କର ଏବଂ ସାହାୟ୍ଯ କର। କବଳେ ତୁମ୍ଭେ ଜାଣ ଲୋକମାନେ କଣ ଚିନ୍ତା କରୁଛନ୍ତି। ତେଣୁ ସଇେ ଅନୁସାରେ ପ୍ରେତ୍ୟକକ ବ୍ଯକ୍ତିର ବିଗ୍ଭର କର ଏବଂ ତୁମ୍ଭ ବିଗ୍ଭର ରେ ସାଧୁତା ଦଖାେଅ।"
40
"ତାହା କର ତା ହେଲେ ଲୋକମାନେ ସର୍ବଦା ତୁମ୍ଭକୁ ଭୟ କରିବେ ଓ ଭକ୍ତି କରିବେ ଯେଉଁ ଭୂମିରେ ସମାନେେ ବାସ କରୁଛନ୍ତି, ଯେଉଁ ଭୂମିକୁ ତୁମ୍ଭେ ସମାନଙ୍କେ ପୂର୍ବପୁରୁଷଙ୍କୁ ଦଇେଥିଲ।"
41
"କବଳେ ଇଶ୍ରାୟେଲ ଲୋକେ ନୁହଁନ୍ତି, ଦୂର ଦେଶର ଲୋକମାନେ ତୁମ୍ଭର ମହିମା ଓ ଗୌରବ ବିଷଯ ରେ ଶୁଣିବେ।"
42
"ସମାନେେ ଏହି ମନ୍ଦିରକୁ ବହୁ ଦୂରରୁ ଆସିବେ ଓ ପ୍ରାର୍ଥନା କରିବେ।"
43
"ତୁମ୍ଭେ ତୁମ୍ଭର ନିବାସଭୂମି ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ; ସହେି ବିଦେଶୀ ଲୋକମାନଙ୍କର ପ୍ରାର୍ଥନା ଅନୁସାରେ ସମାନଙ୍କେୁ ଫଳ ଦିଅ; ତାହାହେଲେ ସମାନେେ ଇଶ୍ରାୟେଲ ଲୋକପରି ତୁମ୍ଭକୁ ଭୟ ଓ ଭକ୍ତି କରିବେ। ଆଉ ମଧ୍ଯ ସବୁ ସ୍ଥାନ ରେ ସବୁଲୋକ ତୁମ୍ଭର ସମ୍ମାନ ଉଦ୍ଦେଶ୍ଯ ରେ ମୁଁ ଏହି ମନ୍ଦିର ନିର୍ମାଣ କରିଛି ବୋଲି ଜାଣିବେ।"
44
" କବେେ କବେେ ତୁମ୍ଭର ଲୋକ ତୁମ୍ଭର ଆଦେଶ ରେ ଶତୃ ବିପକ୍ଷ ରେ ୟୁଦ୍ଧ କରିବାକୁ ଗଲା ବେଳେ ତୁମ୍ଭର ଏହି ମନୋନୀତ ସ୍ଥାନ ରେ ତୁମ୍ଭ ସମ୍ମାନାର୍ଥେ ମାେ ଦ୍ବାରା ନିର୍ମିତ ମନ୍ଦିର ରେ ପ୍ରାର୍ଥନା କରିବେ।"
45
"ସେତବେେଳେ ତୁମ୍ଭେ ତୁମ୍ଭ ନିବାସଭୂମି ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନଙ୍କେୁ ଫଳ ଦିଅ।"
46
"ତୁମ୍ଭର ଲୋକମାନେ ସମୟ ସମୟରେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ। ମୁଁ ଏହା ଜାଣେ କାରଣ ପ୍ରେତ୍ୟକକ ଲୋକ ପାପ କରନ୍ତି। ତୁମ୍ଭେ ସମାନଙ୍କେ ଉପରେ କୋରଧାନ୍ବିତ ହବେ ଓ ସମାନଙ୍କେୁ ଶତୃମାନଙ୍କ ଦ୍ବାରା ପରାଜିତ କରାଇବ। ସମାନଙ୍କେର ଶତୃ ସମାନଙ୍କେୁ ବନ୍ଦୀକରି ଦୂର ଦେଶକୁ ନଇେଯିବେ।"
47
"ସହେି ଦୂର ଦେଶ ରେ ବନ୍ଦୀରୂପେ ଥିବା ବେଳେ, ଯଦି ସମାନେେ ସମାନଙ୍କେର କୁକର୍ମ ପାଇଁ ସଠାେରେ ଅନୁତାପ କରନ୍ତି ଏବଂ ସ୍ବୀକାର କରନ୍ତି, 'ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।'"
48
"ଯଦି ସହେି ବନ୍ଦୀମାନେ ସହେି ଦୂର ଦେଶ ରେ ସମାନଙ୍କେର ହୃଦଯ ସହକା ରେ ତୁମ୍ଭ ପ୍ରତି ଫରନ୍େତି। ପୁଣି ତୁମ୍ଭେ ସମାନଙ୍କେର ପୂର୍ବପୁରୁଷଗଣଙ୍କୁ ଦଇେଥିବା ଦେଶକୁ, ତୁମ୍ଭର ମନୋନୀତ ନଗରକୁ ତୁମ୍ଭ ସମ୍ମାନାର୍ଥେ ମୁଁ କରିଥିବା ମନ୍ଦିରକୁ ଫରେି ଆସନ୍ତି।"
49
"ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଓ ବିନତି ଶୁଣ ଓ ସମାନଙ୍କେୁ ସମର୍ଥନ କର।"
50
"ତୁମ୍ଭ ବିରୁଦ୍ଧ ରେ ପାପ କରିଥିବା ତୁମ୍ଭର ସହେି ଲୋକମାନଙ୍କୁ ଓ ତୁମ୍ଭଠାରୁ ବିମୁଖ ହାଇେଥିବା ସହେି ଲୋକମାନଙ୍କୁ କ୍ଷମା କର। ସମାନଙ୍କେର ଶତୃମାନଙ୍କୁ ସମାନଙ୍କେ ପ୍ରତି ଦୟାଳୁ ହବୋକୁ ଦିଅ।"
51
"ମନରେଖ ଯେ, ସମାନେେ ତୁମ୍ଭର ଲୋକ ଓ ତୁମ୍ଭେ ସମାନଙ୍କେୁ ମିଶରରୁ ବାହାର କରି ଆଣିଛ। ଏହା ଏପରି ସଦୃଶ୍ଯ ଯେ, ତୁମ୍ଭେ ସମାନଙ୍କେୁ ଗରମ ଚୁଲ୍ଲୀରୁ ଟାଣି ଆଣି ରକ୍ଷା କରିଛ।"
52
" ହେ ସଦାପ୍ରଭୁ ପରମେଶ୍ବର, ଦୟାକରି ମାରେତଥା ଇଶ୍ରାୟେଲର ସମସ୍ତ ଲୋକଙ୍କର ପ୍ରାର୍ଥନା ଶୁଣ। ସମାନେେ ଯେତବେେଳେ ପ୍ରାର୍ଥନା କରନ୍ତି, ସେ ସମୟରେ ତାହା ଶୁଣ।"
53
"କାରଣ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମାଶାଙ୍କେୁ କହିଥିଲ ଯେ, ଏହି ଲୋକମାନେ ତୁମ୍ଭର ବିଶଷେ ଲୋକ ବୋଲି ତୁମ୍ଭ ଅନ୍ୟ ସମସ୍ତ ଦେଶଠାରୁ ପୃଥକ୍ କରିଛ।"
54
"ଏହି ପ୍ରାର୍ଥନା କଲା ବେଳେ ରାଜା ଶଲୋମନ ୟଜ୍ଞବଦେୀ ସମ୍ମୁଖ ରେ ଆଣ୍ଠୁମାଡି ଓ ସ୍ବର୍ଗଆଡେ ହସ୍ତ ପ୍ରସାରଣ କଲେ। ତା'ପରେ ସେ ଛିଡା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ।"
55
"ତତ୍ପରେ ସେ ଉଚ୍ଚ ସ୍ବର ରେ ପରମେଶ୍ବରଙ୍କୁ ସମସ୍ତ ଇଶ୍ରାୟେଲ ଲୋକଙ୍କୁ ଆଶୀର୍ବାଦ କରିବାକୁ ପ୍ରାର୍ଥନା କରି ଏହା କହିଲେ,"
56
"ସଦାପ୍ରଭୁ ୟିଏ ଆପଣାର ପ୍ରତିଜ୍ଞାନୁସା ରେ ଇଶ୍ରାୟେଲକୁ ସମସ୍ତ ଲୋକମାନଙ୍କୁ ବିଶ୍ରାମ ଦଇେଅଛନ୍ତି, ସେ ପ୍ରଶଂସିତ ହୁଅନ୍ତୁ; ସେ ମାଶାଙ୍କେୁ ଯେଉଁ ପ୍ରତିଜ୍ଞା କରିଥିଲେ, ସହେି ସମସ୍ତ ଉତ୍ତମ ପ୍ରତିଜ୍ଞାଗୁଡିକର ଗୋଟିଏ ହେଲେ ବିଫଳ ହାଇନୋହିଁ।"
57
"ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କର ପିତୃ ଲୋକଙ୍କ ସଙ୍ଗେ ଯେପରି ଥିଲେ, ସହେିପରି ଆମ୍ଭମାନଙ୍କ ସହିତ ରୁହନ୍ତୁ ସେ ଆମ୍ଭମାନଙ୍କୁ ପରିତ୍ଯାଗ କରନ୍ତୁ ନାହିଁ କି ଆମ୍ଭଠାରୁ ଦୂ ରଇେ ୟାଆନ୍ତୁ ନାହିଁ।"
58
"ମୁଁ ପ୍ରାର୍ଥନା କରୁଛି ଯେ, ଆମ୍ଭମାନେେ ସର୍ବଦା ପରମେଶ୍ବରଙ୍କ ପ୍ରତି ଆନୁଗତ୍ଯ ରହିବୁ। ବିଶ୍ବସ୍ତଭାବରେ ସଦାପ୍ରଭୁଙ୍କର ନିଯମ, ଆଦେଶ ଓ ବ୍ଯବସ୍ଥା ଯାହା ଆମ୍ଭର ପୂର୍ବପୁରୁଷଗଣଙ୍କୁ ଦିଆୟାଇଥିଲା, ସଗେୁଡିକ ପାଳନ କରି ଆମ୍ଭେ ପରମେଶ୍ବରଙ୍କୁ ଅନୁସରଣ କରିବୁ।"
59
"ମୁଁ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କ ସମ୍ମୁଖ ରେ ମାରେ ପ୍ରାର୍ଥନା ଓ ଅନୁ ରୋଧ ସର୍ବଦା ମନେ ରଖିବାକୁ, ଦିନ ଓ ରାତି ଆମ୍ଭ ପାଇଁ ଏହିସବୁ କରିବାକୁ ଓ ତାଙ୍କର ସବେକ ଓ ତାଙ୍କର ଇଶ୍ରାୟେଲର ଲୋକମାନଙ୍କର ଆବଶ୍ଯକତାର ଯତ୍ନ ନବୋକୁ ଆଗ୍ରହପୂର୍ଣ୍ଣ ସହିତ ପ୍ରାର୍ଥନା କରୁଛୁ।"
60
"ଏହାଦ୍ବାରା ସଦାପ୍ରଭୁ ଯେ ପରମେଶ୍ବର ଓ ତାଙ୍କ ଛଡା ଅନ୍ୟ ନାହିଁ, ଏହା ପୃଥିବୀର ସମସ୍ତ ଗୋଷ୍ଠୀ ଜାଣିବେ।"
61
"ତୁମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଓ ସତ୍ ହୁଅ। ତାଙ୍କୁ ସର୍ବଦା ଅନୁସରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ବ୍ଯବସ୍ଥା ଓ ଆଜ୍ଞା ପାଳନ କର। ବର୍ତ୍ତମାନ ପରି ଭବିଷ୍ଯତ ରେ ପାଳନ କରିବାକୁ ସର୍ବାନ୍ତଃକରଣ ରେ ସ୍ଥିର କର।"
62
"ଅନନ୍ତର ରାଜା ଓ ତାଙ୍କ ସହିତ ସମସ୍ତ ଇଶ୍ରାୟେଲ ସଦାପ୍ରଭୁଙ୍କ ସମ୍ମୁଖ ରେ ବଳିଦାନ ଉତ୍ସର୍ଗ କଲେ।"
63
"ରାଜା ଶଲୋମନ ଓ ଇଶ୍ରାୟେଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 1,20,000 ମଷେ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହି ରୂପେ ରାଜା ଓ ସମଗ୍ର ଇଶ୍ରାୟେଲ ଲୋକେ ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗ କଲେ।"
64
"ଆଉ ମଧ୍ଯ ସହେିଦିନ ରାଜା ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣ ପବିତ୍ର କଲେ; କାରଣ ସଠାେରେ ସେ ହାମବେଳି, ଶସ୍ଯ ନବୈେଦ୍ଯ ଓ ସହଭାଗିତାର ବଳିର ମଦେ ଉତ୍ସର୍ଗ କଲେ। ଯେ ହତେୁ ହାମବେଳି, ଭକ୍ଷ୍ଯ ନବୈେଦ୍ଯ ଓ ମଙ୍ଗଳାର୍ଥକ ବଳିର ମଦେ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ୟଜ୍ଞବଦେୀ ଅତି େଛାଟ ଥିଲା।"
65
"ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।"
66
"ଅଷ୍ଟମ ଦିନ ରେ ଶଲୋମନ ସେ ଲୋକମାନଙ୍କୁ ବିଦାଯ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ଯବାଦ ଦଇେ ସମାନଙ୍କେର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇଶ୍ରାୟେଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦଯଙ୍ଗମ କରି ପ୍ରେତ୍ୟକକ ନିଜ ନିଜ ତମ୍ବୁକୁ ପ୍ରତ୍ଯାବର୍ତ୍ତନ କଲେ।"
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22