bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Kings 9
1 Kings 9
Odia - 1840
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 10 →
1
"ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସା ରେ ସମସ୍ତ ଜିନିଷର ନିର୍ମାଣ କାର୍ୟ୍ଯ ସମାପ୍ତ କଲେ।"
2
"ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବିଯୋନ ରେ ଦର୍ଶନ ଦଇେଥିଲେ, ସହେିପରି ଦ୍ବିତୀୟ ଥର ତାଙ୍କୁ ଦର୍ଶନ ଦେଲେ।"
3
"ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭଙ୍କୁ କଥା ଦଇେଅଛୁ ଯେ, ଆମ୍ଭର ଧ୍ଯାନ ଓ ପ୍ ରମେ ମନ୍ଦିର ପ୍ରତି ରହିବ।"
4
"ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦଇେ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସବୋ କରିବ। ଯଦି ତୁମ୍ଭେ ସହେି ପରି କର ଏବଂ ଆମ୍ଭର ନିଯମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ।"
5
"ଯଦି ତୁମ୍ଭେ ଏହିସବୁ କର, ତୁମ୍ଭର ପିତା ଦାଉଦଙ୍କୁ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ତୁମ୍ଭ ବଂଶର ଜଣେ ଲୋକ ଇଶ୍ରାୟେଲର ଶାସକ ହବେ। ତଦ୍ନୁସା ରେ ଆମ୍ଭେ ଇଶ୍ରାୟେଲ ରେ ତୁମ୍ଭ ସିଂହାସନ ଚିରଦିନ ପାଇଁ ସ୍ଥାପନ କରିବା।"
6
"ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବା ରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିଯମ ମାନିବାକୁ ଯତ୍ନ ନକରନ୍ତି, ଯଦି ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କର କି ପ୍ରତିମାର ସବୋକର ଓ ପ୍ରଣାମ କର, ତବେେ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ଭୂମିରୁ ବିତାଡିତ କରିବା,"
7
"ଯାହା ଆମ୍ଭେ ସମାନଙ୍କେୁ ଦଇେଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ଯାଖ୍ଯାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇଶ୍ରାୟେଲ ସମସ୍ତ ଗୋଷ୍ଠୀ ସମ୍ମୁଖ ରେ ଉପହାସର ଉଦାହରଣ ହବେ।"
8
"ଏହି ମନ୍ଦିର ଧ୍ବଂସ ହବେ। ପ୍ରେତ୍ୟକକ ଲୋକ ଏହା ଦେଖି ଆଶ୍ଚର୍ୟ୍ଯ ହବେେ ଓ କହିବେ, 'ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ୟ୍ଯ କଲେ?'"
9
"ତହିଁରେ ଲୋକମାନେ ଉତ୍ତର ଦଇେ ଥାଆନ୍ତେ, 'ଏହା ଘଟିଲା କାରଣ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କୁ ପରିତ୍ଯାଗ କଲେ, ୟିଏ କି ସମାନଙ୍କେର ପୂର୍ବପୁରୁଷଗଣଙ୍କୁ ମିଶରରୁ ବାହାର କରି ଆଣିଥିଲେ। ତାହାଙ୍କୁ ସମାନେେ ତ୍ଯାଗ କଲେ ଓ ଅନ୍ୟ ଦବେତାଗଣଙ୍କୁ ଉପାସନା ଓ ପ୍ରଣାମ କଲେ। ଏହି କାରଣ ଯୋଗୁଁ ସଦାପ୍ରଭୁ ସମାନଙ୍କେ ଉପରେ ଏହିସବୁ ଅମଙ୍ଗଳ କାର୍ୟ୍ଯ ଘଟାଇଲେ।'"
10
"ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ଶ ଲୋମନଙ୍କୁ କୋଡିଏ ବର୍ଷ ଲାଗିଲା।"
11
"କୋଡିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗୀଲୀଲି ଦେଶସ୍ଥ କୋଡିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡିକ ଦେଲେ, କାରଣ ହୀରମ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ ରେ ଶଲୋମନଙ୍କୁ ସାହାୟ୍ଯ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦବଦୋରୁ କାଠ ଓ ସୁବର୍ଣ ଯୋଗଇ ଥିଲେ।"
12
"ହୀରମ ଶଲୋମନଙ୍କ ଦତ୍ତ ନଗରଗୁଡିକୁ ଦେଖିବାକୁ ସୋରରୁ ଆସିଲେ, ମାତ୍ର ସେସବୁ ତାହାର ସନ୍ତାଷଜେନକ ହେଲା ନାହିଁ।"
13
"ତେଣୁ ସେ କହିଲା, ହେ ମାରେ ଭାଇ, ଏସବୁ କି ନଗର ମାେତେ ଦଇେଅଛ? ପୁଣି ସେ ସହେି ସବୁର ନାମ କାବୁଲ ଦେଶ ଦଲୋ, ଅଦ୍ଯାପି ସେ ଦେଶର ନାମ କାବୁଲ ଅଛି।"
14
"ପୁଣି ହୀରମ 120 ତୋଳା ସୁନା ସଦାପ୍ରଭୁଙ୍କ ଗୃହ ନିର୍ମାଣ ଉଦ୍ଦେଶ୍ଯ ରେ ଶଲୋମନଙ୍କ ନିକଟକୁ ପଠାଇ ଥିଲେ।"
15
"ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ଯ କରିଥିଲେ। ତତ୍ପରେ ସେ ମିଲ୍ଲୋ, ୟିରୁଶାଲମର ପ୍ରାଚୀର, ହାତ୍ସୋର, ମଗିଦ୍ଦୋ ଓ ଗଷେର ନିର୍ମାଣ କରିବା ରେ ସମାନଙ୍କେୁ ମଧ୍ଯ ବ୍ଯବହାର କରିଥିଲେ।"
16
"ପୂର୍ବେ ମିଶର ରାଜା ଗଷେର ନଗର ବିରୁଦ୍ଧ ରେ ୟୁଦ୍ଧ କଲେ ଓ ତାକୁ ପୋଡି଼ ଦେଲେ। ସେ ତନ୍ନିବାସୀ କିଣାନୀଯମାନଙ୍କୁ ବଧ କଲେ। ଶଲୋମନ ଫାରୋଙ୍କ କନ୍ଯାକୁ ବିବାହ କଲେ ଓ ଫାରୋ ୟୌତୁକ ସ୍ବରୂପ ସହେି ନଗରକୁ ଶଲୋମନଙ୍କୁ ଦାନ କଲେ।"
17
"ଶଲୋମନ ଗଷେର ଓ ଅଧଃସ୍ଥିତ ବୈଥୋରୋଣ ନଗର ନିର୍ମାଣ କଲେ।"
18
"ସେ ମଧ୍ଯ ୟର୍ଦ୍ଦନ ପ୍ରାନ୍ତରସ୍ଥ ବାଲତ୍ ଓ ତାଦ ମାରେ ନିର୍ମାଣ କଲେ।"
19
"ରାଜା ଶ ଲୋମନ ଶସ୍ଯ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ବାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ୟିରୁଶାଲମ ରେ, ଲିବାନୋନ ରେ ଓ ତାଙ୍କ ଶାସନାଧିନ ଦେଶ ବ୍ଯତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ।"
20
"ସେ ଦେଶ ରେ କବଳେ ଇଶ୍ରାୟେଲୀୟ ସନ୍ତାନ ନ ଥିଲେ। ଏପରିକି ଇ ମାରେୀଯ, ହିତ୍ତୀଯ, ପରିଷୀଯ, ହିଦ୍ଦୀଯ ଓ ୟିବୂଷୀଯ ଲୋକ ଅବଶିଷ୍ଟ ରହିଥିଲେ।"
21
"ଇଶ୍ରାୟେଲୀୟମାନେ ସମାନଙ୍କେୁ ବିନାଶ କରିବାକୁ କ୍ଷମ ହାଇେ ନ ଥିଲେ। ମାତ୍ର ଶଲୋମନ ସମାନଙ୍କେୁ ବେଠିକର୍ମ କରିବାକୁ ଦାସରୂପେ ସଂଗ୍ରହ କଲେ। ଅବଧି ସମାନେେ ଦାସ ହାଇେ ରହିଛନ୍ତି।"
22
"ମାତ୍ର ଇଶ୍ରାୟେଲ ସନ୍ତାନଗଣଙ୍କ ମଧ୍ଯରୁ ଶଲୋମନ କାହାରିକୁ ଦାସ କଲେ ନାହିଁ। ସମାନେେ ଯୋଦ୍ଧା, ରାଜଭୃତ୍ଯ, ଅଧିପତି ସନୋପତି, ରଥା ରୋହୀ ଓ ଅଶ୍ବାରୋହୀମାନଙ୍କ ଅଧ୍ଯକ୍ଷ ଥିଲେ।"
23
"ସମାନଙ୍କେ ମଧ୍ଯରୁ 550 ଜଣ ଶଲୋମନଙ୍କର କାର୍ୟ୍ଯର ପରିଦର୍ଶକ ଥିଲେ। ଏହି ପ୍ରଧାନ ଅଧ୍ଯକ୍ଷଗଣ ଶଲୋମନଙ୍କର ଶ୍ରମିକମାନଙ୍କ ଉପରେ କତ୍ତୃର୍ତ୍ବ କଲେ।"
24
"ମାତ୍ର ଫାରୋର କନ୍ଯା ଦାଉଦ ନଗରରୁ ଆସି ଶଲୋମନଙ୍କ ଦ୍ବାରା ନିର୍ମିତ ବୃତତ୍ ପ୍ରାସାଦ ରେ ବାସ କଲେ। ତା'ପରେ ଶଲୋମନ ମିଲ୍ଲୋ ନିର୍ମାଣ କଲେ।"
25
"ପୁଣି ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସହେି ୟଜ୍ଞବଦେୀ ଉପରେ ସେ ବର୍ଷ ରେ ତିନିଥର ଧୂପ ଜଳାଇଲେ, ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।"
26
"ଅନନ୍ତର ଶଲୋମନ ରାଜା ଇଦୋମ ଦେଶ ରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇତ୍ସିଯୋନ ଗବରେ ରେ ଜାହାଜମାନ ନିର୍ମାଣ କଲେ।"
27
"ପୁଣି ହୀରମ ସହେି ଜାହାଜ ରେ ଶଲୋମନଙ୍କ ଦାସମାନଙ୍କ ସହିତ ସାମୁଦ୍ରିକ କର୍ମ ରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲେ।"
28
"ଆଉ ସମାନେେ ଓଫୀରକୁ ୟାଇ ସଠାରୁେ 420 ତାଳନ୍ତ ସୁନା ରାଜା ଶ ଲୋମନ ନିକଟକୁ ଆଣିଲେ।"
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22