bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Samuel 14
1 Samuel 14
Odia - 1840
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 15 →
1
"ଏକଦିନ ଶାଉଲଙ୍କ ପକ୍ସ୍ଟତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ୟକ୍ସ୍ଟବାକକ୍ସ୍ଟ କହିଲା, ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରକ୍ସ୍ଟ ପଲେଷ୍ଟୀୟଙ୍କ ଶିବିର ଆଡକକ୍ସ୍ଟ ୟିବା। କିନ୍ତୁ ଯୋନାଥନ ଏକଥା ତାଙ୍କ ବାପା ଶାଉଲଙ୍କକ୍ସ୍ଟ କହିଲେ ନାହିଁ।"
2
"ସେ ସମୟରେ ଶାଉଲ ଗିବିଯାର ପ୍ରାନ୍ତଭାଗ ରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳ ରେ ଥିଲେ। ପ୍ରାଯତଃ 600 ଲୋକ ତାଙ୍କ ପାଖ ରେ ଥିଲେ।"
3
"ଐକାବୋଦର ଭ୍ରାତା ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯାଜକ ଅହିଯ ଏଫୋଦ ପିନ୍ଧି ସଠାେରେ ଥିଲା। ଐକାବୋଦ ପୀନହସର ପକ୍ସ୍ଟତ୍ର, ପୀନହସ ଶୀଲୋର ଯାଜକ ଏଲିର ପକ୍ସ୍ଟତ୍ର।"
4
"ଯୋନାଥନ ସିଧା ରାସ୍ତାଦଇେ ପଲେଷ୍ଟୀୟ ଶିବିରକକ୍ସ୍ଟ ୟିବାକକ୍ସ୍ଟ ଯୋଜନା କଲେ ସେ ରାସ୍ତାର ଉଭୟ ପାଶର୍ବ ରେ ବଡ ବଡ ପଥରସବୁ ଥିଲା। ଘାଟୀର ଏକ ପାଶର୍ବ ରେ ବୋତ୍ ସେସ୍ ନାମକ ଏବଂ ଅନ୍ୟ ପାଶର୍ବ ରେ ସନେି ନାମକ ଶିଳାଖଣ୍ତ ଥିଲା।"
5
"ଗୋଟିଏ ପଥର ଉତ୍ତର ଦିଗସ୍ଥ, ଉତ୍ତର ଆଡକ୍ସ୍ଟ ମିକ୍ମସ୍ ଆଡକକ୍ସ୍ଟ ଏବଂ ଅନ୍ୟ ପଥରଟି ଦକ୍ଷିଣସ୍ଥ ଗବୋ ଆଡାକକ୍ସ୍ଟ ମକ୍ସ୍ଟହାଁଇଥିଲା।"
6
"ଯୋନାଥନ ତାଙ୍କ ଆଜ୍ଞାକାରୀ ୟକ୍ସ୍ଟବକଙ୍କକ୍ସ୍ଟ ୟିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକକ୍ସ୍ଟ କହିଲେ, ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡକକ୍ସ୍ଟ ୟିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ଯବହାର କରି ସମାନଙ୍କେୁ ପରାସ୍ତ କରିପାରନ୍ତି, କାରଣ ଅଳ୍ପ ବା ବେଶୀ ସୈନ୍ଯ ହକ୍ସ୍ଟଅନ୍ତକ୍ସ୍ଟ ସଦାପ୍ରଭୁଙ୍କୁ ସମାନଙ୍କେୁ ରକ୍ଷା କରିବାରକ୍ସ୍ଟ କହେି ଅଟକାଇ ପାରିବ ନାହିଁ।"
7
"ସାହାୟ୍ଯକାରୀ ୟକ୍ସ୍ଟବକ ଯୋନାଥନଙ୍କକ୍ସ୍ଟ କହିଲା, ତୁମ୍ଭେ ଯାହା ଭଲ ଭାବକ୍ସ୍ଟଛ କର ଏବଂ ତକ୍ସ୍ଟମ୍ଭ ସହିତ ସାରାପଥରେ ଅଛି।"
8
"ଯୋନାଥନ ଉତ୍ତର ଦେଲେ, ଆମ୍ଭେ ସେ ଉପତ୍ୟକାକକ୍ସ୍ଟ ଅତୀକ୍ରମ କରିବା ଓ ପଲେଷ୍ଟୀୟମାନଙ୍କୁ ଆମ୍ଭଙ୍କକ୍ସ୍ଟ ଦେଖିବାକକ୍ସ୍ଟ ଦବୋ।"
9
"ଯଦି ସମାନେେ ଆମ୍ଭମାନଙ୍କୁ କହିବେ, 'ରହିଥାଅ, ଆମ୍ଭମାନେେ ତୁମ୍ଭମାନଙ୍କ ଆଡକକ୍ସ୍ଟ ଆସିବା', ତବେେ ଆମ୍ଭମାନେେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିବା, ସମାନଙ୍କେ ଆଡକକ୍ସ୍ଟ ୟିବା ନାହିଁ।"
10
"ଯଦି ପଲେଷ୍ଟୀୟମାନେ ଆମ୍ଭକକ୍ସ୍ଟ କହିବେ 'ଆମ୍ଭମାନଙ୍କ ପାଖକକ୍ସ୍ଟ ଉଠିଆସ' ତବେେ ଆମ୍ଭେ ସମାନଙ୍କେ ପାଖକକ୍ସ୍ଟ ୟିବା। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତ ରେ ସମାନଙ୍କେୁ ଦଇେଛନ୍ତି। ଆଉ ଏହା ଏକ ପରାଜଯର ଚିହ୍ନ ହବେ।"
11
"ତବେେ ସେ ଦକ୍ସ୍ଟ ହେଁ ପଲେଷ୍ଟୀୟଙ୍କ ପ୍ରହରିମାନଙ୍କ ନିକଟରେ ଆପଣାଙ୍କକ୍ସ୍ଟ ଦଖାେ ଦେଲେ। ପଲେଷ୍ଟୀୟ ପ୍ରହରିମାନେ କହିଲେ, ଦେଖ! ଏବ୍ରୀଯ ଲୋକମାନେ ଯେଉଁ ଯେଉଁ ଗାତ ରେ ଲକ୍ସ୍ଟଚିଥିଲେ ସଠାେରକ୍ସ୍ଟ ଏବେ ବାହାରି ଆସକ୍ସ୍ଟଛନ୍ତି।"
12
"ପଲେଷ୍ଟୀୟ ଶିବିର ରେ ଥିବା ପ୍ରହରିମାନେ ବଡପାଟି ରେ ଯୋନାଥନ ଓ ତାଙ୍କ ଭୃତ୍ଯକକ୍ସ୍ଟ କହିଲେ, ଏଠାକକ୍ସ୍ଟ ଆସ, ଆମ୍ଭେ ତୁମ୍ଭେ ଦକ୍ସ୍ଟହିଁଙ୍କକ୍ସ୍ଟ ଉଚିତ ଶିକ୍ଷା ଦବେକ୍ସ୍ଟ।"
13
"ଏଥି ରେ ଯୋନାଥନ ନିଜର ହାତ ଓ ଗୋଡ ଦଇେ ଉପରକକ୍ସ୍ଟ ଉଠିଗଲା ଓ ତାହାର ସାହାୟ୍ଯକାରୀ ତାଙ୍କ ପେଛ ପେଛ ଗଲା। ସମାନେେ ସହେି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ, ଯୋନାଥନ ଆକ୍ରମଣ କଲା ଓ ଯେଉଁମାନେ ଆଗ ରେ ଥିଲେ ସମାନଙ୍କେୁ ହତ୍ଯା କଲା ଏବଂ ତାଙ୍କର ସାହାୟ୍ଯକାରୀ ପଛ ରେ ଯୋନାଥନଙ୍କ ଦ୍ବାରା ଆହତ ହାଇେଥିବା ଲୋକମାନଙ୍କୁ ହତ୍ଯା କଲା।"
14
"ଅଧା ଏକର ଜମି ରେ ଯୋନାଥନ ଏବଂ ତାଙ୍କର ସାହାୟ୍ଯକାରୀ ପ୍ରଥମେ ଆକ୍ରମଣ ସମୟରେ କୋଡିଏ ଜଣଙ୍କକ୍ସ୍ଟ ହତ୍ଯା କଲେ।"
15
"ସମସ୍ତ ପଲେଷ୍ଟୀୟ ସୈନ୍ଯମାନେ ଯେଉଁମାନେ ସହେି କ୍ଷେତ୍ର ରେ ଥିଲେ, ଯେଉଁମାନେ ଛାଉଁଣୀ ରେ ଥିଲେ, ଯେଉଁମାନେ ଦକ୍ସ୍ଟର୍ଗ ରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରକ୍ସ୍ଟ ସାହାସୀ ସୈନ୍ଯମାନେ ମଧ୍ଯ ଭୟ କଲେ। ଯେପରି ସଠାେରେ ଭୂମିକଐ ହେଲା ଏହି ବିଭୀଷିକା ପରମେଶ୍ବର ପଠାଇଥିଲେ।"
16
"ସେତବେେଳେ ବିନ୍ଯାମୀନ ପ୍ରଦେଶର ଗିବିଯା ରେ ଶାଉଲଙ୍କ ସୈନ୍ଯମାନେ ଦେଖିଲେ ପଲେଷ୍ଟୀୟ ସୈନ୍ଯମାନେ ଏଣତେଣେେ ଦୌଡ଼ନ୍ତିକ୍ସ୍ଟଛନ୍ତି।"
17
"ଶାଉଲ ତାଙ୍କ ୈସନ୍ଯମାନଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କୁ ଗଣନା କର। ମୁ ଜାଣିବାକକ୍ସ୍ଟ ଗ୍ଭ ହେଁ କିଏ ଛାଉଣୀ ତ୍ଯାଗ କରିଛନ୍ତି।"
18
"ତହକ୍ସ୍ଟଁ ଶାଉଲ ଅହୀଯକକ୍ସ୍ଟ କହିଲେ, ଏଫୋଦକକ୍ସ୍ଟ ଏଠାକକ୍ସ୍ଟ ଆଣ। କାରଣ ସହେି ସମୟରେ ଅହୀଯ ଏଫୋଦ ପିନ୍ଧି ଥିଲେ।"
19
"ଶାଉଲ ଯାଜକ ଅହୀଯଙ୍କ ସହ କଥା ହବୋ ବେଳେ ପଲେଷ୍ଟୀୟ ଛାଉଣୀ ରେ ଆହକ୍ସ୍ଟରି ଆହକ୍ସ୍ଟରି କୋଳାହଳ ବଢିବାକକ୍ସ୍ଟ ଲାଗିଲା। ଶାଉଲ ଅର୍ଧୈୟ୍ଯ ହାଇେ ଉଠିଲେ ଏବଂ ଯାଜକ ଅହୀଯକକ୍ସ୍ଟ କହିଲେ, ବନ୍ଦ କର! ତକ୍ସ୍ଟମ୍ଭ ହାତ ଏଫୋଦରକ୍ସ୍ଟ କାଢିଆଣ।"
20
"ଶାଉଲ ୈସନ୍ଯମାନଙ୍କୁ ଏକତ୍ରୀତ କରି ସମାନଙ୍କେୁ ୟକ୍ସ୍ଟଦ୍ଧଭୂମିକକ୍ସ୍ଟ ପଠାଇଲେ। ପଲେଷ୍ଟୀୟ ସୈନ୍ଯମାନେ ଏମିତି ଦ୍ବନ୍ଦ ରେ ପଡିଗଲେ ଯେ, ଏପରିକି ସମାନେେ ନିଜ ନିଜ ଖଡ୍ଗ ଆପଣା ସାଥୀ ସୈନ୍ଯ ବିରକ୍ସ୍ଟଦ୍ଧ ରେ ଉଠାଉଥିଲେ।"
21
"ଯେଉଁ ଏବ୍ରୀଯମାନେ ପଲେଷ୍ଟୀୟମାନଙ୍କ ଛାଉଣୀ ରେ ସବୋ କରୁଥିଲେ। ବର୍ତ୍ତମାନ ସମାନେେ ମଧ୍ଯ ଶାଉଲ ଓ ଯୋନାଥନ ସହିତ ଥିବା ଇଶ୍ରାୟେଲ ଲୋକଙ୍କ ୟୋଗ ଦେଲେ।"
22
"ସହେି ଇଶ୍ରାୟେଲୀୟ ଯେଉଁ ସୈନ୍ଯମାନେ ଇଫ୍ରଯିମ ପର୍ବତମଯ ଅଞ୍ଚଳ ରେ ଲକ୍ସ୍ଟଚି ଥିଲେ, ସମାନେେ ମଧ୍ଯ ସମ୍ବାଦ ଶକ୍ସ୍ଟଣି ୟକ୍ସ୍ଟଦ୍ଧ କ୍ଷେତ୍ର ରେ ପହନ୍ଚିଲେ ଓ ପଲେଷ୍ଟୀୟଙ୍କକ୍ସ୍ଟ ଗୋଡ଼ାଇଲେ।"
23
"ଏହିପରି ସଦାପ୍ରଭୁ ସଦେିନ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ୟ୍ଯନ୍ତ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପ୍ରେତ୍ୟକକ ସୈନ୍ଯ ଶାଉଲଙ୍କ ସହିତ ଥିଲେ। ପ୍ରାଯତଃ 10,000 ଲୋକ ଶାଉଲଙ୍କକ୍ସ୍ଟ ସାହାର୍ୟ୍ଯ କରୁଥିଲେ। ଇଫ୍ରଯିମ ପର୍ବତ ଦେଶର ସମସ୍ତ ସହରକକ୍ସ୍ଟ ୟକ୍ସ୍ଟଦ୍ଧ ବ୍ଯାପିଗଲା।"
24
"କିନ୍ତୁ ଶାଉଲ ସଦେିନ ପକ୍ସ୍ଟଣି ଏକ ଭୂଲ୍ କଲେ। ଯେତବେେଳେ ସୈନ୍ଯମାନେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ହେଲେ, ଶାଉଲ ସମାନଙ୍କେୁ, ଯଦି କୌଣସି ଲୋକ ସଂନ୍ଧ୍ଯା ପୂର୍ବରକ୍ସ୍ଟ କିମ୍ବା ଶତୃ ବିନାଶ କରିବା ପୂର୍ବରକ୍ସ୍ଟ ଖାଦ୍ୟ ଗ୍ରହଣ କରେ, ତବେେ ସେ ଦଣ୍ତିତ ହବେ। ସେ ସମାନଙ୍କେୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ଯ କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।"
25
"ୟକ୍ସ୍ଟଦ୍ଧ ହତେକ୍ସ୍ଟ ଲୋକମାନେ ବଣକକ୍ସ୍ଟ ଆସିଲେ। ସମାନେେ ମୃତ୍ତିକା ଉପରେ ମହକ୍ସ୍ଟଫଣୋ ଥିବାର ଦେଖିଲେ।"
26
"ସମାନେେ ମହକ୍ସ୍ଟଫଣୋ ପାଖକକ୍ସ୍ଟ ଗଲେ କିନ୍ତୁ ଖାଇଲେ ନାହିଁ। ସମାନେେ ସମାନଙ୍କେର ପ୍ରତିଜ୍ଞା ଭାଙ୍ଗିୟିବା ରେ ଭୟଥିଲା"
27
"କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷଯ ରେ ଜାଣି ନ ଥିଲା। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ଯ କରିଥିବା କଥା ସେ ଜାଣି ନ ଥିଲା। ଯୋନାଥନ ହାତ ରେ ବାଡି ଥିଲା, ସେ ବାଡିର ଅଗ୍ରଭାଗ ଦ୍ବାରା କିଛି ମହକ୍ସ୍ଟ ବାହାର କରି ଆଣିଲେ ଏବଂ ଖାଇଲା ଏବଂ ବହକ୍ସ୍ଟତ ଆଶ୍ବସ୍ତ ବୋଧ କଲା।"
28
"ଜଣେ ସୈନିକ ଯୋନାଥନକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ବାପା ୈସନ୍ଯମାନଙ୍କୁ ବାଧ୍ଯ କରିଛନ୍ତି ୟିଏ ଆଜି ଖାଇବ, ସେ ଦଣ୍ତିତ ହବେ। ତେଣୁ ଲୋକମାନେ ଖାଇ ନାହାଁନ୍ତି ଓ ଦୁର୍ବଳ ଅନକ୍ସ୍ଟଭବ କରୁଛନ୍ତି।"
29
"ଯୋନାଥନ କହିଲା, ମାେ ବାପା ଏ ଦେଶକକ୍ସ୍ଟ ବହକ୍ସ୍ଟତ ସମସ୍ଯା ଆଣିଛନ୍ତି। ଦେଖ! ମୁ ଅଳ୍ପ ମହକ୍ସ୍ଟ ଖାଇ କିପରି ଆଶ୍ବସ୍ତ ବୋଧ କରୁଛି।"
30
"ଯଦି ଆମ୍ଭେ ଲକ୍ସ୍ଟସ୍ଖିତ ହାଇେଥିବା ଖାଦ୍ୟ ଖାଇଥାନ୍ତକ୍ସ୍ଟ କେତେ ଭଲ ହାଇେଥାନ୍ତା? ଆମ୍ଭେ ଅଧିକାଂଶ ପଲେଷ୍ଟୀୟଙ୍କକ୍ସ୍ଟ ହତ୍ଯା କରିପାରିଥାନ୍ତକ୍ସ୍ଟ।"
31
"ପକ୍ସ୍ଟଣି ସଦେିନ ଇଶ୍ରାୟେଲୀୟମାନେ ପଲେଷ୍ଟୀୟଙ୍କକ୍ସ୍ଟ ପରାସ୍ତ କଲେ। ସମାନେେ ମିକ୍ମସ୍ ଠାରକ୍ସ୍ଟ ଅଯାଲୋନ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କ ସହ ୟକ୍ସ୍ଟଦ୍ଧ କଲେ। ତେଣୁ ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧିତ ହାଇପଡେିଲେ।"
32
"ସମାନେେ ମେଣ୍ତା, ଗାଈ, ବାଛକ୍ସ୍ଟରୀ ପଲେଷ୍ଟୀୟଙ୍କଠାରକ୍ସ୍ଟ ଛଡାଇ ଆଣିଲେ। ଇଶ୍ରାୟେଲର ଲୋକମାନେ ଏତେ ଭୋକିଲା ହାଇେଥିଲେ ଯେ ସମାନେେ ପଶକ୍ସ୍ଟମାନଙ୍କୁ ହତ୍ଯା କରି ରକ୍ତମିଶା କଞ୍ଚାମାଂସ ଖାଇଲେ।"
33
"ଜଣେ ବ୍ଯକ୍ତି ଶାଉଲଙ୍କକ୍ସ୍ଟ କହିଲେ, ଦେଖନ୍ତକ୍ସ୍ଟ ଲୋକମାନେ ରକ୍ତମିଶା ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରୁଅଛନ୍ତି। ଶାଉଲ କହିଲେ, ତୁମ୍ଭେ ପାପ କରିଅଛ, ବର୍ତ୍ତମାନ ଗୋଟିଏ ପଥରେ ମାେ ସମ୍ମକ୍ସ୍ଟଖେ ଗକ୍ସ୍ଟଡାଅ।"
34
"ଶାଉଲ କହିଲେ, ୟାଅ ଓ ସମସ୍ତଙ୍କକ୍ସ୍ଟ କକ୍ସ୍ଟହ ସମାନଙ୍କେର ବଳଦ ଓ ମଷେ ମାେ ନିକଟକକ୍ସ୍ଟ ଆଣିବା ପାଇଁ। ତା'ପରେ ସମାନେେ ନିଶ୍ଚଯ ଏଠା ରେ ବଳଦ ଓ ମଷେକକ୍ସ୍ଟ ବଧ କରିବେ ଓ ଖାଇବେ। ରକ୍ତମିଶା କଞ୍ଚାମାଂସ ଖାଇ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କର ନାହିଁ।"
35
"ପକ୍ସ୍ଟଣି ଶାଉଲ ସଦାପ୍ରଭୁଙ୍କ ନିମନ୍ତେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଶାଉଲ ହିଁ ନିଜେ ସହେି ୟଜ୍ଞବଦେୀ ନିର୍ମାଣ କରିବାକୁ ଆରମ୍ଭ କଲେ।"
36
"ଶାଉଲ କହିଲେ, ଗ୍ଭଲ! ଆଜି ରାତ୍ରି ରେ ପଲେଷ୍ଟୀୟମାନଙ୍କ ପଛ ରେ ୟିବା। ଆମ୍ଭେ ତାଙ୍କର ସର୍ବସ୍ବ ଲକ୍ସ୍ଟସ୍ଖନ କରିବା, ସମାନଙ୍କେୁ ହତ୍ଯା କରିବା।"
37
"ତେଣୁ ଶାଉଲ ପରମେଶଓରଙ୍କୁ ପଚାରିଲେ, ମୁ ପଲେଷ୍ଟୀୟଙ୍କ ପଛ ରେ ୟିବି କି? ତୁମ୍ଭେ ଇଶ୍ରାୟେଲମାନଙ୍କୁ ପଲେଷ୍ଟୀୟଙ୍କକ୍ସ୍ଟ ପରାସ୍ତ କରିବାକୁ ଦବେ କି? କିନ୍ତୁ ପରମେଶ୍ବର ନୀରବ ରହିଲେ।"
38
"ତା'ପରେ ଶାଉଲ କହିଲେ, ସମସ୍ତ ନେତାମାନଙ୍କୁ ମାେ ପାଖକକ୍ସ୍ଟ ଡାକ। ଆସ ଆମ୍ଭେ ଖାଜେିବ, ଆଜି କିଏ ଏହି ପାପ କଲା।"
39
"ମୁ ସଦାପ୍ରଭୁଙ୍କ ପାଖ ରେ ପ୍ରତିଜ୍ଞା କରୁଛି ୟିଏ ପାପ କରିଛି, ଏପରିକି ମାେ ପକ୍ସ୍ଟଅ ହାଇେଥିଲେ ବି ମୃତକ୍ସ୍ଟ୍ଯଦଣ୍ତ ରେ ଦଣ୍ତିତ ହବେ। ସମସ୍ତେ ନୀରବଦ୍ରଷ୍ଟା ରହିଲେ।"
40
"ତା'ପରେ ଶାଉଲ ଇଶ୍ରାୟେଲୀୟମାନଙ୍କୁ କହିଲେ, ତୁମ୍ଭେ ଗୋଟିଏ କଡ ରେ ଛିଡା ହକ୍ସ୍ଟଅ। ମୁ ଏବଂ ମାେ ପକ୍ସ୍ଟଅ ଯୋନାଥନ ଅନ୍ୟ ପାଶର୍ବ ରେ ଛିଡା ହେଉଛକ୍ସ୍ଟ।"
41
"ତା'ପରେ ଶାଉଲ ପ୍ରାର୍ଥନା କଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ କାହିଁକି ତୁମ୍ଭର ଦାସକକ୍ସ୍ଟ ଆଜି ଉତ୍ତର ଦଲେ ନାହିଁ? ଯଦି ମୁ କିମ୍ବା ମାେ ପକ୍ସ୍ଟଅ ଆଜି କିଛି ପାପ କରିଥାଉ, ତବେେ ଇଉରିମ୍ ଏବଂ ଇଶ୍ରାୟେଲୀୟ ପାପ କରିଥାନ୍ତି ତବେେ ଥକ୍ସ୍ଟମିଅମ୍ ଦିଅନ୍ତକ୍ସ୍ଟ।"
42
"ଏଥର ଶାଉଲ କହିଲେ, ମୁ କିମ୍ବା ମାେ ପକ୍ସ୍ଟଅ ଯୋନାଥନ ମଧିଅରେ ଗକ୍ସ୍ଟଲିବାଣ୍ଟ କର, ଏଥର ଯୋନାଥନ ନିର୍ଣ୍ଣିତ ହେଲା।"
43
"ଶାଉଲ ଯୋନାଥନଙ୍କକ୍ସ୍ଟ କହିଲେ, କକ୍ସ୍ଟହ, ତୁମ୍ଭେ କ'ଣ କରିଛ।"
44
"ଶାଉଲ କହିଲେ, ମୁ ପରମେଶ୍ବରଙ୍କ ପାଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ମାେ ପ୍ରତିଜ୍ଞା ନରେଖ, ତବେେ ମାେତେ ଦଣ୍ତିତ କରିବା ପାଇଁ ପରମେଶଓରଙ୍କୁ ଅନକ୍ସ୍ଟ ରୋଧ କରିଛି। ଯୋନାଥନ ନିଶ୍ଚଯ ମରିବ।"
45
"ଏଥର ସୈନ୍ଯମାନେ ଶାଉଲଙ୍କକ୍ସ୍ଟ କହିଲେ,ଯୋନାଥନ ଆଜି ଇଶ୍ରାୟେଲକକ୍ସ୍ଟ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କବେେ ହାଇେ ନ ପା ରେ। ଆମ୍ଭେ ଜୀବିତ ପରମେଶ୍ବରଙ୍କ ପାଖ ରେ ପ୍ରାର୍ଥନା କରୁଛକ୍ସ୍ଟ, କହେି ଯୋନାଥନଙ୍କକ୍ସ୍ଟ ହତ୍ଯା ତ ଦୂରର କଥା ମକ୍ସ୍ଟଣ୍ତରକ୍ସ୍ଟ ଗୋଟିଏ କେଶ ମଧ୍ଯ ତଳେ ପଡିବାକକ୍ସ୍ଟ ଦବେକ୍ସ୍ଟ ନାହିଁ। ପରମେଶ୍ବର ପଲେଷ୍ଟୀୟ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର ପାଇଁ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିଛନ୍ତି। ତେଣୁ ଲୋକମାନ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିବେ, ତାଙ୍କୁ କବେେ ବି ହତ୍ଯା କରିବା ପାଇଁ ଦିଆୟିବ ନାହିଁ।"
46
"ଶାଉଲ ପଲେଷ୍ଟୀୟମାନଙ୍କୁ ଗୋଡ଼ାଇଲେ ନାହିଁ ବରଂ ପଲେଷ୍ଟୀୟମାନେ ଆପଣା ଆପଣା ସ୍ଥାନକକ୍ସ୍ଟ ଫରେିଗଲେ।"
47
"ଶାଉଲ ସମଗ୍ର ଇଶ୍ରାୟେଲକକ୍ସ୍ଟ ନିଯନ୍ତ୍ରଣ କଲେ। ଶାଉଲ ଇଶ୍ରାୟେଲ ଚତକ୍ସ୍ଟର୍ଦ୍ଦିଗସ୍ଥିତ ସମସ୍ତ ଶତୃ ସହିତ ଅର୍ଥାତ୍ ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ସମସ୍ତ ଶତୃଙ୍କକ୍ସ୍ଟ ପରାସ୍ତ କଲେ।"
48
"ଶାଉଲ ସାହାସୀ ଥିଲେ। ସେ ଇଶ୍ରାୟେଲୀୟମାନଙ୍କ ଲକ୍ସ୍ଟସ୍ଖନକାରୀଙ୍କକ୍ସ୍ଟ ଦମନ କଲେ। ସେ ଏପରିକି ଅମାଲକେୀଯମାନଙ୍କୁ ପରାସ୍ତ କଲେ।"
49
"ଯୋନାଥନ, ୟିଶ୍ବି ଓ ମଲୀଶୂଯ ଶାଉଲଙ୍କର ତିନି ପକ୍ସ୍ଟତ୍ର ଥିଲେ। ମରେବ୍ ଓ ମୀଖଲ୍ ତାଙ୍କର ଜ୍ଯୋଷ୍ଠା ଓ କନିଷ୍ଠା କନ୍ଯା।"
50
"ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋଯମ୍, ସେ ଅହୀମାସର କନ୍ଯା।"
51
"ଶାଉଲଙ୍କ ପିତା କୀଶ୍ ଓ ଅବନରର ପିତା ନର, ଏ ଦକ୍ସ୍ଟ ହେଁ ଅବୀଯଲରେ ପକ୍ସ୍ଟତ୍ର ଥିଲେ।"
52
"ଶାଉଲ ସାହାସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ୟକ୍ସ୍ଟଦ୍ଧ କରିଥିଲେ। ସେ ଯେ କୌଣସି ସମୟରେ ସାହାସୀ ଓ ୟୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକକ୍ସ୍ଟ ଆପଣାର ସନୋ ବାହିନୀ ରେ ସାମିଲ କରୁଥିଲେ ଓ ସକ୍ସ୍ଟରକ୍ଷା ଦେଉଥିଲେ।"
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31