bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Samuel 6
1 Samuel 6
Odia - 1840
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 7 →
1
"ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଲେଷ୍ଟୀୟମାନଙ୍କ ଦେଶ ରେ ସାତମାସ ରହିଲା।"
2
"ତା'ପରେ ସମାନେେ ସମାନଙ୍କେର ଯାଜକମାନଙ୍କୁ, ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, ପରମେଶ୍ବରଙ୍କ ସିନ୍ଦକ୍ସ୍ଟକ ସହ ଆମ୍ଭେ କ'ଣ କରିବାକୁ ହବେ? ଦୟାକରି ଆମ୍ଭମାନଙ୍କୁ ଜଣାଅ, କିପରି ଭାବରେ ଏହାକକ୍ସ୍ଟ ଫରୋଇବାକକ୍ସ୍ଟ ହବେ।"
3
"ତହିଁରେ ସମାନେେ କହିଲେ, ଯଦି ତୁମ୍ଭମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ସିନ୍ଦକ୍ସ୍ଟକ ଫରୋଇ ଦବେ, ତବେେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରକ୍ସ୍ଟ ଦୂ ରଇେ ୟିବା ପାଇଁ ଏହା ସହିତ ଉପହାର ଓ ନବୈେଦ୍ଯ ପଠାଅ। ତବେେ ତୁମ୍ଭମାନେେ ସକ୍ସ୍ଟସ୍ଥ ହବେ ଓ ପବିତ୍ର ହବେ, ଏବଂ ତୁମ୍ଭମାନେେ କଳ୍ପନା କରିବ, କାହିଁକି ପରମେଶ୍ବର ତୁମ୍ଭମାନଙ୍କୁ ଦଣ୍ତ ଦବୋ ବନ୍ଦ କଲେ ନାହିଁ।"
4
"ତା'ପରେ ସମାନେେ ପଚାରିଲେ, ଆମ୍ଭମାନଙ୍କୁ କ୍ଷମା ଦବୋ ପାଇଁ ଆମ୍ଭମାନେେ କି ପ୍ରକାର ଉପହାର ଇଶ୍ରାୟେଲର ପରମେଶଓରଙ୍କୁ ପଠାଇବା ଉଚିତ୍?"
5
"ତୁମ୍ଭମାନେେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗକ୍ସ୍ଟଡିକ ତୁମ୍ଭର ଭୂମିକକ୍ସ୍ଟ ଆକ୍ରମଣ କରନ୍ତି ଓ ଧ୍ବଂସ କରନ୍ତି ଓ ଇଶ୍ରାୟେଲର ପରମେଶଓରଙ୍କୁ ସମ୍ମାନ ଦିଅ। ତା ହେଲେ ସେ ହକ୍ସ୍ଟଏତ ତୁମ୍ଭମାନଙ୍କୁ, ତୁମ୍ଭର ଦବେତାଗଣଙ୍କକ୍ସ୍ଟ ଓ ତୁମ୍ଭର ଦେଶକକ୍ସ୍ଟ ଦଣ୍ତିତ କରିବା ବନ୍ଦ କରିବ।"
6
"ମିସ୍ରୀଯମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦଯକକ୍ସ୍ଟ କଠିନ କର ନାହିଁ। ଯେତବେେଳେ ପରମେଶ୍ବର ସମାନଙ୍କେୁ ନିର୍ମମ ଭାବରେ ଦଣ୍ତ ଦେଲେ। ସମାନେେ ଇଶ୍ରାୟେଲୀୟମାନଙ୍କୁ ମିଶର ଛାଡିବା ପାଇଁ ଦେଲେ।"
7
" ସେଥିପାଇଁ ଗୋଟିଏ ନୂଆ ଶଗଡ ପ୍ରସ୍ତକ୍ସ୍ଟତ କର, ଦକ୍ସ୍ଟଇଟି ୟକ୍ସ୍ଟଆଳି ୟୋଚ ହାଇେ ନଥିବା ଦକ୍ସ୍ଟହାଳି ଗାଈ ଆଣ। ଏହିପରି ଦକ୍ସ୍ଟଇଗାଭୀ ଶଗଡ ରେ ୟୋଚ ଓ ସମାନଙ୍କେଠାରକ୍ସ୍ଟ ସମାନଙ୍କେ ବାଛକ୍ସ୍ଟରିକି ଗକ୍ସ୍ଟହାଳ ରେ ଭର୍ତ୍ତୀ କର।"
8
"ସଦାପ୍ରଭୁଙ୍କ ସକ୍ସ୍ଟନ୍ଦକ୍ସ୍ଟକକକ୍ସ୍ଟ ସହେି ଶଗଡ ଉପରେ ରଖ ଓ ସକ୍ସ୍ଟବର୍ଣ୍ଣର ନକ୍ସାକକ୍ସ୍ଟ ଥଳି ଭିତ ରେ ସିନ୍ଦକ୍ସ୍ଟକ ପାଶର୍ବ ରେ ରଖ। ଏହିସବୁ ନକ୍ସାଗକ୍ସ୍ଟଡିକ ତୁମ୍ଭକୁ କ୍ଷମା କରିବା ପାଇଁ ପରମେଶଓରଙ୍କୁ ଉପହାର। ତା'ପରେ ଶଗଡକକ୍ସ୍ଟ ତା'ର ରାସ୍ତା ରେ ପଠାଇ ଦିଅ।"
9
"ଏହାକକ୍ସ୍ଟ ଲକ୍ଷ୍ଯ ରଖ। ଯଦି ଏହା ଆମ୍ଭର ସୀମା ଦଇେ ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ହୃଦ୍ ବୋଧ କରିବକ୍ସ୍ଟ ଯେ, ପରମେଶ୍ବର ଆମ୍ଭମାନଙ୍କ ଉପରକକ୍ସ୍ଟ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ଜାଣିବକ୍ସ୍ଟ ଯେ, ଇଶ୍ରାୟେଲର ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ। ଏହା ଦବୈାତ୍ ଘଟିୟାଇଛି।"
10
"ତା'ପରେ ସମାନେେ ଏହା କହିଲେ, ସମାନେେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦକ୍ସ୍ଟଇଟି ଦକ୍ସ୍ଟହାଁଳି ଗାଈକକ୍ସ୍ଟ ଶଗଡ ରେ ୟୋଚି ଦେଲେ ଓ ସମାନଙ୍କେ ବାଛକ୍ସ୍ଟରିଗକ୍ସ୍ଟଡିକ ଗକ୍ସ୍ଟହାଳ ରେ ବାନ୍ଧି ଦେଲେ।"
11
"ଆଉ ସମାନେେ ଶଗଡ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଓ ସ୍ବର୍ଣ୍ଣମୂଷିକ ଓ ସମାନଙ୍କେ ଅର୍ଶ ପ୍ରତିମାର ସିନ୍ଦକ୍ସ୍ଟକ ରଖିଲେ।"
12
"ସେତବେେଳେ ସହେି ଗାଭୀମାନେ ସଳଖ ପଥଧରି ବୈଥ-ଶମେଶକକ୍ସ୍ଟ ଗଲେ; ସମାନେେ ସମାନଙ୍କେର ବାମ କିମ୍ବା ଡାହାଣକକ୍ସ୍ଟ ବକ୍ସ୍ଟଲିଲେ ନାହିଁ। ସମାନେେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସମାନଙ୍କେ ପେଛ ପେଛ ପଲେଷ୍ଟୀୟ ଅଧିପତିମାନେ ବୈଥ୍ଶମେଶ ସୀମା ପର୍ୟ୍ଯନ୍ତ ଗଲେ।"
13
"ସହେି ସମୟରେ ବୈଥ-ଶମେଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତବେେଳେ ସମାନେେ ଆଖି ଉଠାଇଲେ, ସମାନେେ ପବିତ୍ର ସିନ୍ଦକ୍ସ୍ଟକ ଦେଖିଲେ ଓ ଆନନ୍ଦିତ ହେଲେ।"
14
"ଏବଂ ବୈଥ୍-ଶମେଶ ରେ ୟିହୋଶୂଯ ନାମକ ଜଣେ ଲୋକର କ୍ଷେତ୍ର ରେ ଶଗଡଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା।"
15
"ଲବେୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଓ ଥଳି ଭିତ ରେ ଥିବା ସକ୍ସ୍ଟବର୍ଣ୍ଣର ନକ୍ସାକକ୍ସ୍ଟ ବିରାଟ ପଥର ଉପରେ ରଖିଲେ।"
16
"ତହକ୍ସ୍ଟଁ ପଲେଷ୍ଟୀୟମାନଙ୍କର ପାଞ୍ଚ ଅଧିପତି ତାହା ଦେଖି ସହେିଦିନ ଇକ୍ରୋଣକକ୍ସ୍ଟ ଫରେି ଆସିଲେ।"
17
"ଏହିପରି ଭାବରେ ପଲେଷ୍ଟୀୟମାନେ ସମାନଙ୍କେର ପାପ ପାଇଁ ପରମେଶ୍ବରଙ୍କଠା ରେ ସକ୍ସ୍ଟବର୍ଣ୍ଣର ଅବର୍କ୍ସ୍ଟଦ ଉତ୍ସର୍ଗ କଲେ: ଅସଦୋଦ୍ ପାଇଁ ଗୋଟିଏ, ଘସା ପାଇଁ ଗୋଟିଏ, ଅସ୍କିଲୋନ ପାଇଁ ଗୋଟିଏ, ଗାଥ୍ ପାଇଁ ଗୋଟିଏ ଏବଂ ଇକୋର୍ଣ ପାଇଁ ଗୋଟିଏ।"
18
"ସମାନେେ ମଧ୍ଯ ସକ୍ସ୍ଟବର୍ଣର ମୂଷିକମାନଙ୍କର ନକ୍ସା ପଠାଇଲେ। ଏହି ସକ୍ସ୍ଟବର୍ଣ ମୂଷିକମାନଙ୍କର ସଂଖ୍ଯା, ପାଞ୍ଚଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ଯା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶମେଶର ଲୋକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକ ପଥର ଉପରେ ରଖିଲେ।"
19
"ବୈଥ-ଶମେଶୀଯ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅନାଇବାରକ୍ସ୍ଟ ସେ ସମାନଙ୍କେୁ ହତ୍ଯା କଲେ, ବୈଥ୍-ଶମେଶର ଲୋକମାନଙ୍କ ମଧ୍ଯରକ୍ସ୍ଟ ସତକ୍ସ୍ଟରି ଜଣ ହତ୍ଯା ହେଲେ। ପକ୍ସ୍ଟଣି ପରମେଶ୍ବର ସମାନଙ୍କେୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ।"
20
"ଏବଂ ବୈଥ-ଶମେଶର ଲୋକମାନେ କହିଲେ, ସଦାପ୍ରଭୁ ପବିତ୍ର ପରମେଶ୍ବରଙ୍କ ଉପସ୍ଥିତି ରେ କିଏ ଛିଡା ହାଇପୋ ରେ? ଏଠାରକ୍ସ୍ଟ କେଉଁଠାକକ୍ସ୍ଟ ଏହି ସିନ୍ଦକ୍ସ୍ଟକକକ୍ସ୍ଟ ନିଆୟିବ?"
21
"ତହକ୍ସ୍ଟଁ ସମାନେେ କିରିଯଥ୍-ୟିଯାରୀମୀଯ ନିକଟକକ୍ସ୍ଟ ଦୂତଗଣଙ୍କକ୍ସ୍ଟ ପଠାଇ କହିଲେ, ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଫରୋଇ ଦଇେଛନ୍ତି। ତୁମ୍ଭମାନେେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକକ୍ସ୍ଟ ତୁମ୍ଭମାନଙ୍କର ନଗରକକ୍ସ୍ଟ ନଇୟୋଅ।"
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31