bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Samuel 23
1 Samuel 23
Odia - 1840
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 24 →
1
"ଲୋକମାନେ ଦାଉଦଙ୍କକ୍ସ୍ଟ କହିଲେ, ଦେଖ, ପଲେଷ୍ଟୀୟମାନେ କିଯୀଲାମାନଙ୍କ ବିରକ୍ସ୍ଟଦ୍ଧ ରେ ଲଢକ୍ସ୍ଟଛନ୍ତି ଓ ଖଳାରକ୍ସ୍ଟ ଶସ୍ଯ ଗ୍ଭରେି କରୁଛନ୍ତି।"
2
"ଦାଉଦ ସଦାପ୍ରଭୁଙ୍କୁ ପଚାରିଲେ, ମୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବି କି?"
3
"ଦାଉଦଙ୍କ ଲୋକମାନେ ତାଙ୍କୁ କହିଲେ, ଦେଖ, ଆମ୍ଭମାନେେ ଏ ୟିହକ୍ସ୍ଟଦା ଦେଶ ରେ କେତକେ ଭୟ କରୁଅଛକ୍ସ୍ଟ। ଯଦି ପଲେଷ୍ଟୀୟମାନଙ୍କ ସୈନ୍ଯଗଣ ବିରକ୍ସ୍ଟଦ୍ଧ ରେ କିଯୀଲାକକ୍ସ୍ଟ ୟିବା, ତବେେ ଚିନ୍ତା କର କେତେ ଅଧିକ ଭୟ ନକରିବା?"
4
"ଦାଉଦ ସଦାପ୍ରଭୁଙ୍କୁ ପକ୍ସ୍ଟନର୍ବାର ପଚାରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଉଠ, କିଯୀଲାକକ୍ସ୍ଟ ୟାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ ଦବେୀଗଣଙ୍କକ୍ସ୍ଟ ହରାଇବା ପାଇଁ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବା।"
5
"ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିଯୀଲାକକ୍ସ୍ଟ ଗଲେ, ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ସମାନଙ୍କେର ପଶକ୍ସ୍ଟମାନଙ୍କୁ ନଇଗେଲେ। ଏହିପରି ଭାବରେ ଦାଉଦ କିଯୀଲାର ଲୋକମାନଙ୍କୁ ରକ୍ଷା କଲେ।"
6
"ଯେତବେେଳେ ଅହୀମଲକରେ ପକ୍ସ୍ଟତ୍ର ଅବିଯାଥର କିଯୀଲାକକ୍ସ୍ଟ ଦାଉଦଙ୍କ ନିକଟକକ୍ସ୍ଟ ପଳାଇ ଆସିଲା, ସେତବେେଳେ ଏକ ଏଫୋଦ ହାତ ରେ ଆଣିଥିଲା।"
7
"ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ ବର୍ତ୍ତମାନ ଦାଉଦ କିଯୀଲା ରେ ଅଛନ୍ତି। ଶାଉଲ କହିଲେ, ପରମେଶ୍ବର ମାେ ହସ୍ତ ରେ ତାକକ୍ସ୍ଟ ରକ୍ଷା କରିଅଛନ୍ତି। ସେ ଦ୍ବାର ଓ ଅର୍ଗଳ ବିଶିଷ୍ଟ ନଗର ରେ ପ୍ରବେଶ କରିବା ହତେକ୍ସ୍ଟରକ୍ସ୍ଟ ସେ ମଧ୍ଯ ନିଜେ ନିଜେ ଧରା ଦଇେଛନ୍ତି।"
8
"ଶାଉଲ ତାଙ୍କର ସମସ୍ତ ୈସନ୍ଯମାନଙ୍କୁ ଏକତ୍ରୀତ ହବୋ ପାଇଁ ଆଦେଶ ଦେଲେ। ଏବଂ ସମାନେେ କିଯୀଲା ରେ ୟାଇ ଦାଉଦ ଓ ତା'ର ଲୋକମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରସ୍ତକ୍ସ୍ଟତ ହେଲେ।"
9
"ଦାଉଦ ଜାଣିପାରିଲେ ଶାଉଲ ତାଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିଯାଥରକକ୍ସ୍ଟ କହିଲେ, ଏଠାକକ୍ସ୍ଟ ଏଫୋନ୍ ଆଣ।"
10
"ତେଣୁ ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ମୁ ଶୁଣିବାକୁ ପାଇଲି ଯେ, ଶାଉଲ ମାେ ପାଇଁ କିଯୀଲାକକ୍ସ୍ଟ ଧ୍ବଂସ କରିବାର ଯୋଜନା ପ୍ରସ୍ତକ୍ସ୍ଟତ କରିଛି।"
11
"ଶାଉଲ କ'ଣ କିଯୀଲାକକ୍ସ୍ଟ ଆସିବ? କିଯୀଲାର ଲୋକମାନେ କ'ଣ ମାେତେ ତାଙ୍କ ହାତ ରେ ସମର୍ପୀ ଦବେେ? ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏକଥା ତକ୍ସ୍ଟମ୍ଭ ଦାସକକ୍ସ୍ଟ ଜଣାଅ।"
12
"ଆଉଥରେ ଦାଉଦ ପଚାରିଲେ, କିଯୀଲାର ଲୋକମାନେ କ'ଣ ମାେତେ ଓ ମାରେଲୋକମାନଙ୍କୁ ତାଙ୍କ ହସ୍ତ ରେ ଧରାଇ ଦବେେ?"
13
"ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିଯୀଲା ପରିତ୍ଯାଗ କରି ଗ୍ଭଲିଗଲେ। ପ୍ରାଯ 600 ଲୋକ ଦାଉଦଙ୍କ ସାଥି ରେ ଗ୍ଭଲିଗଲେ। ଦାଉଦର ଲୋକମାନେ ଏଣେ ତଣେେ ବକ୍ସ୍ଟଲିବାକକ୍ସ୍ଟ ଲାଗିଲେ। ଶାଉଲ ଜାଣିଲେ ଦାଉଦ କିଯୀଲା ଛାଡି ପଳାଯନ କରିଛି। ତେଣୁ ଶାଉଲ ସହେି ସହରକକ୍ସ୍ଟ ଗଲେ ନାହିଁ।"
14
"ଦାଉଦ ମରକ୍ସ୍ଟଭୂମିକକ୍ସ୍ଟ ଗଲେ ଏବଂ ସଠାେରେ ଏକ ସକ୍ସ୍ଟରକ୍ଷିତ ସ୍ଥାନ ଭିତ ରେ ବାସ କଲେ। ସେ ମଧ୍ଯ ସୀଫର ପାର୍ବତ୍ଯମଯ ଦେଶ ରେ ବାସ କଲେ, ପକ୍ସ୍ଟଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ବଷେଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ହାତ ରେ ଦେଲେ ନାହିଁ।"
15
"ଏହାପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସହେି ସମୟରେ ଦାଉଦ ସୀଫ ମରକ୍ସ୍ଟଭୂମିସ୍ଥ ହୋ ରେଶ ରେ ଥିଲେ।"
16
"ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ଦାଉଦଙ୍କ ପାଖକକ୍ସ୍ଟ ଗଲା। ତାଙ୍କୁ ପରମେଶ୍ବରଙ୍କଠା ରେ ଏକ ଦୃଢ ବିଶ୍ବାସ କରିବା ରେ ସାହାୟ୍ଯ କଲା।"
17
"ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଭୟ କର ନାହିଁ। ମାରେ ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇଶ୍ରାୟେଲର ରାଜା ହବେ। ଏବଂ ମୁ ତୁମ୍ଭର ଦ୍ବିତୀୟ ହବେି। ଏହା ମଧ୍ଯ ମାରେ ବାପା ଶାଉଲ ଜାଣନ୍ତି।"
18
"ଏହାପରେ ସେ ଦକ୍ସ୍ଟ ହେଁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କଲେ। ତେଣୁ ଦାଉଦ ହୋ ରେଶ ରେ ରହିଲେ ଏବଂ ଯୋନାଥନ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲା।"
19
"ଏହାପରେ ସୀଫୀଯ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ପାଖକକ୍ସ୍ଟ ଆସି କହିଲେ, ଦାଉଦ ଆମ୍ଭମାନଙ୍କ ଅଞ୍ଚଳ ରେ ଦକ୍ଷିଣ ଦିଗ ରେ ହଖୀଲା ପର୍ବତର ହୋ ରେଶର ସକ୍ସ୍ଟରକ୍ଷା ସ୍ଥାନ କିଲ୍ଲା ରେ ଲକ୍ସ୍ଟଚି ରହିଅଛି।"
20
"ମହାରାଜ, ବର୍ତ୍ତମାନ ଆପଣ ସମସ୍ତ ମନୋବାଞ୍ଛାନକ୍ସ୍ଟସା ରେ ଆସନ୍ତକ୍ସ୍ଟ ରାଜାଙ୍କ ହସ୍ତ ଦାଉଦଙ୍କକ୍ସ୍ଟ ସମର୍ପଣ କରିବା ଦାଯିତ୍ବ ଆମ୍ଭର।"
21
"ଶାଉଲ କହିଲେ, ତୁମ୍ଭେ ମାେତେ ସାହାର୍ୟ୍ଯ କରିଥିବାରକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ।"
22
"ତୁମ୍ଭମାନେେ ୟାଇ ସ୍ଥିର କର ସାଧାରଣତଃ ଦାଉଦ କେଉଁଠାକକ୍ସ୍ଟ ୟାଏ ଓ କିଏ ତାକକ୍ସ୍ଟ ଦେଖିଛି। ଏହା ବକ୍ସ୍ଟଝି ଦେଖ, କାରଣ ମାେତେ କକ୍ସ୍ଟହାୟାଇଛି ଯେ, 'ସେ ଅତି ସତର୍କତାର ସହ ଚଳକ୍ସ୍ଟଛି।'"
23
"ଦାଉଦ ଯେଉଁ ଯେଉଁ ସ୍ଥାନ ରେ ଲକ୍ସ୍ଟଚେ ସହେି ସହେି ସ୍ଥାନ ଖାଜେ ଏବଂ ମାେ ପାଖ ରେ ଆସି ସମସ୍ତ ବିଷଯ ରେ ଜଣାଅ। ତା'ପରେ ମୁ ତକ୍ସ୍ଟମ୍ଭ ସହିତ ୟିବି। ଯଦି ଦାଉଦ ଏହି ଅଞ୍ଚଳ ରେ ଥାଏ, ମୁ ତାଙ୍କୁ ଖାଜେି ବାହାର କରିବି। ଏପରିକି ମୁ ତାକକ୍ସ୍ଟ ୟିହକ୍ସ୍ଟଦାର ପ୍ରେତ୍ୟକକ ପରିବାରର ଜରିଆ ରେ ଖାଜେିବି।"
24
"ତେଣୁ ସମାନେେ ଉଠି ଶାଉଲଙ୍କ ଆଗେ ସୀଫକକ୍ସ୍ଟ ଗଲେ।"
25
"ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କକ୍ସ୍ଟ ଖାଜେିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କକ୍ସ୍ଟ ଏକଥା ଜଣାନ୍ତେ ସେ, ଯାହାକକ୍ସ୍ଟ କକ୍ସ୍ଟହାୟାଏ ଶୈଳ ତଳକକ୍ସ୍ଟ ଓହ୍ଲାଇ ଆସି ମାଯୋନ୍ ମରକ୍ସ୍ଟଭୂମିରେ ରହିଲେ। ଏହାପରେ ଶାଉଲ ତାହା ଶକ୍ସ୍ଟଣି ମାଯୋନ୍ ମରକ୍ସ୍ଟଭୂମିରେ ଦାଉଦଙ୍କକ୍ସ୍ଟ ଖାଜେିବାକକ୍ସ୍ଟ ଗଲେ।"
26
"ଶାଉଲ ପର୍ବତର ଏକ ପାଶର୍ବକକ୍ସ୍ଟ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସହେି ପର୍ବତର ଅନ୍ୟ ଏକ ପାଖକକ୍ସ୍ଟ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରକ୍ସ୍ଟ ଶିଘ୍ର ଦୌଡି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କକ୍ସ୍ଟ ଧରିବା ନିମନ୍ତେ ପର୍ବତର ଚତକ୍ସ୍ଟଃପାଶର୍ବ ରେ ଘରେି ୟାଇଥିଲେ।"
27
"ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକକ୍ସ୍ଟ ଆସି କହିଲା, ଶ୍ରୀଘ୍ର ଆସନ୍ତକ୍ସ୍ଟ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକକ୍ସ୍ଟ ଆକ୍ରମଣ କଲଣେି।"
28
"ତେଣୁ ଶାଉଲ ଦାଉଦଙ୍କ ପଶ୍ଚାତ ଗୋଡ଼ାଇବାକକ୍ସ୍ଟ ଛାଡି ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଗଲେ। ତେଣୁ ସମାନେେ ସହେି ସ୍ଥାନର ନାମ ପିଛିଳ ଶୈଳ ନାମ ଦେଲେ।"
29
"ଏହାପରେ ଦାଉଦ ସେ ସ୍ଥାନ ରେ ୟାଇ ଐନଗଦୀସ୍ଥ ଦକ୍ସ୍ଟର୍ଗମ ସ୍ଥାନ ରେ ବାସ କଲେ।"
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31