bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Kings 17
2 Kings 17
Odia - 1840
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 18 →
1
"ଯିହୁଦା ରେ ଆହାସ୍ଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ଏଲାଙ୍କର ପୁତ୍ର ହାେେଶୟ ଶମରିଯା ରେ ଇଶ୍ରାୟେଲ ଉପରେ ରାଜ୍ଯ ଶାସନ କରିବା ଆରମ୍ଭ କଲେ ଓ ସେ ନଅବର୍ଷ ରାଜତ୍ବ କଲେ।"
2
"ହାେେଶୟ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ମାତ୍ର ତାଙ୍କ ପୂର୍ବରୁ ଶାସନ କରୁଥିବା ଇଶ୍ରାୟେଲ ରାଜାମାନଙ୍କ ପରି ସେ ଖରାପ ନଥିଲେ।"
3
"ତାଙ୍କ ବିରୁଦ୍ଧ ରେ ଅଶୂରର ରାଜା ଶଲ୍ମନଷେର ୟୁଦ୍ଧ କରିବାକୁ ଆସିଲେ। ସେ ତାଙ୍କୁ ପରାସ୍ତ କରି ନିଜର ଅଧିନସ୍ଥ କଲେ। ତେଣୁ ହାେେଶୟ ତାଙ୍କୁ ସନ୍ତୁଷ୍ଟ କରିବାକୁ ବ୍ଯକ୍ତିଗତ ଭାବରେ ଦାନ ଦେଲେ।"
4
"ପରେ ହାେେଶୟ ମିଶରର ରାଜା ସୋଙ୍କ ନିକଟକୁ ଦୂତ ପଠାଇ ସାହାୟ୍ଯ ପାଇଁ ପଚାରିଲେ। ଅଶୂରର ରାଜା ହାେେଶୟଙ୍କର ଏ ଚକ୍ରାନ୍ତ ବିଷଯ ରେ ଜାଣିବାକୁ ପାଇଲେ। ହାେେଶୟ ମଧ୍ଯ ତାଙ୍କ ନିକଟକୁ ଏହି ବର୍ଷ ବାର୍ଷିକ ଭଟେି ପଠାଇଲେ ନାହିଁ। ଏଣୁ ଅଶୂରର ରାଜା ହାେେଶୟଙ୍କୁ ବନ୍ଦୀ କରି କରାଗାର ରେ ରଖିଲେ।"
5
"ଅଶୁରର ରାଜା ଇଶ୍ରାୟେଲ ବହୁସ୍ଥାନଗୁଡିକୁ ଆକ୍ରମଣ କଲେ ଓ ଶମରିଯାକୁ ଆସି ତା' ବିରୁଦ୍ଧ ରେ ତିନି ବର୍ଷ ଧରି ୟୁଦ୍ଧ କଲେ।"
6
"ହାେେଶୟ ରାଜତ୍ବର ନବମ ବର୍ଷ ରେ ଅଶୂରର ରାଜା ଶମରିଯା ଅଧିକାର କଲେ। ସେ ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା ଓ ସମାନଙ୍କେୁ ଓ ଗୋଶୋନ ନଗର ହାବୋର ନଦୀର ହଲହ ରେ ଓ ମାଦୀଯମାନଙ୍କ ନାନା ଦେଶ ରେ ରଖିଲେ।"
7
"ଏସବୁ ଘଟିବାର କାରଣ ହେଲା ଇଶ୍ରାୟେଲୀୟମାନେ ସଦାପ୍ରଭୁ ସମାନଙ୍କେ ପରମେଶ୍ବର ବିରୁଦ୍ଧ ରେ ପାପକର୍ମ କରିଥିଲେ। ଯେଉଁ ସଦାପ୍ରଭୁ ସମାନଙ୍କେୁ ମିଶରରୁ ଅଣାଇ ଥିଲେ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ସମାନଙ୍କେୁ ଉଦ୍ଧାର କରିଥିଲେ, ସମାନେେ ତାଙ୍କୁ ପୂଜା ନ କରି ଅନ୍ୟ ଦବେତାମାନଙ୍କୁ ପୂଜା କଲେ।"
8
"ଜାତିମାନଙ୍କ ଦ୍ବାରା କରିଥିବା କାର୍ୟ୍ଯଗୁଡିକ ସମାନେେ କରିବାକୁ ଆରମ୍ଭ କଲେ। ଏଣୁ ସଦାପ୍ରଭୁ ଦେଶରୁ ପରିତ୍ଯାଗ କରିବାକୁ ବାଧ୍ଯ ହେଲେ, ଯେତବେେଳେ ଇଶ୍ରାୟେଲ ଲୋକମାନେ ଆସିଲେ।"
9
"ଆଉମଧ୍ଯ ଇଶ୍ରାୟେଲୀମାନେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବିରୁଦ୍ଧ ରେ ଗୁପ୍ତ ପାପରେ ଲିପ୍ତ ହେଲେ।"
10
"ସମାନେେ ପ୍ରେତ୍ୟକକ ଉଚ୍ଚପର୍ବତ ଉପରେ ଓ ପ୍ରେତ୍ୟକକ ହରିତ୍ବର୍ଣ୍ଣ ବୃକ୍ଷ ମୂଳ ରେ ସ୍ମରଣାର୍ଥକ ସ୍ତମ୍ଭ ଓ ଆଶରୋ ମୂର୍ତ୍ତିମାନ ସ୍ଥାପନ କଲେ।"
11
"ପୁଣି ସଠାେରେ ଥିବା ସମସ୍ତ ଉଚ୍ଚସ୍ଥଳୀମାନଙ୍କ ରେ ସଦାପ୍ରଭୁଙ୍କ ଦ୍ବାରା ବିତାଡିତ ହାଇେଥିବା ଦେଶୀଯମାନଙ୍କ ପରି ସମାନେେ ଧୂପ ଜଳାଇଲେ ଓ ସଦାପ୍ରଭୁଙ୍କ ବିରକ୍ତି ପାଇଁ ଦୁଷ୍କର୍ମ କଲେ।"
12
"ପୁଣି ତୁମ୍ଭମାନେେ ଏହି କର୍ମ କରିବ ନାହିଁ, ଏହିରୂପେ ଯେଉଁ ଦବେତାମାନଙ୍କ ବିଷଯ ରେ କହିଥିଲେ, ସହେି ଦବେତାମାନଙ୍କୁ ସମାନେେ ପୂଜା କଲେ।"
13
"ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।"
14
"ମାତ୍ର ସମାନେେ ଶୁଣିଲେ ନାହିଁ। ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କ ପରି ଅବାଧ୍ଯ ହେଲେ। ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁ ଯେ ସମାନଙ୍କେର ପରମେଶ୍ବର ଏହା ବିଶ୍ବାସ କଲେ ନାହିଁ।"
15
"ସମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ଓ ସମାନଙ୍କେ ପିତୃଗଣଙ୍କ ସହିତ କୃତ ତାଙ୍କର ନିଯମ ଓ ସମାନଙ୍କେର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ଯସବୁ ଅଗ୍ରାହ୍ଯ କଲେ। ସମାନେେ ସଦାପ୍ରଭୁଙ୍କ ଚତାବେନୀ ଶୁଣିବାକୁ ଅମାନ୍ଯ କଲେ। ସମାନେେ ମୂଲ୍ଯହୀନ ମୂର୍ତ୍ତିଗୁଡିକୁ ଅନୁସରଣ କଲେ ପୂଜା କଲେ ଏବଂ ସମାନେେ ନିଜେ ମୂଲ୍ଯହୀନ ହାଇଗେଲେ। ସମାନେେ ତାଙ୍କ ଚତୁଃପାଶର୍ବ ରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସମାନଙ୍କେୁ ଆଦେଶ ଦଇେଥିଲେ, ସମାନେେ ଯାହା କରନ୍ତି ତୁମ୍ଭମାନେେ ତାହା କର ନାହିଁ। ଯାହା ସଦାପ୍ରଭୁ ସମାନଙ୍କେୁ ବାରିବାକୁ ମନା କରିଥିଲେ, ସମାନେେ ତାହା କଲେ।"
16
"ପୁଣି ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ଆଜ୍ଞା ତ୍ଯାଗ କଲେ। ସମାନେେ ସୁବର୍ଣ୍ଣର ଦୁଇ ଗୋବତ୍ସ ଓ ଆଶରୋ ମୂର୍ତ୍ତି ନିର୍ମାଣ କଲେ। ସମାନେେ ଆକାଶର ତାରାଗଣଙ୍କୁ ପୂଜା କଲେ ଓ ବାଲ୍ର ସବୋ କଲେ।"
17
"ଆଉ ସମାନେେ ନିଜର ପୁତ୍ର କନ୍ଯାମାନଙ୍କୁ ଅଗ୍ନି ରେ ବଳିଦାନ କଲେ। ସମାନେେ ଭବିଷ୍ଯତବାଣୀ କରିବା ପାଇଁ ୟାଦୁବିଦ୍ଯା, ଡାହାଣି ବିନ୍ଯା ଓ ଜ୍ଯୋତିଷବିଦ୍ଯାଗୁଡିକ ବ୍ଯବହାର କଲେ। ସଦାପ୍ରଭୁଙ୍କୁ କୋରଧାନିତ୍ବ କରିବା ପାଇଁ ତାଙ୍କ ଦୃଷ୍ଟି ରେ କୁକର୍ମ କରିବାକୁ ସମାନେେ ନିଜକୁ ବିକ୍ରଯ କଲେ।"
18
"ଏଣୁ ସଦାପ୍ରଭୁ ଇଶ୍ରାୟେଲ ଉପରେ ଅତ୍ଯନ୍ତ କ୍ରୋଦ୍ଧ ହେଲେ ଓ ସମାନଙ୍କେୁ ନିଜ ଦୃଷ୍ଟି ଦୂ ରଇେ ଦେଲେ। କବଳେ ଯିହୁଦାର ଗୋଷ୍ଠୀ ଛଡା ଆଉ କହେି ଅବଶିଷ୍ଟ ରହିଲେ ନାହିଁ।"
19
"ଏବଂ ଏପରିକି ଯିହୁଦାର ଲୋକମାନେ ମଧ୍ଯ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ଆଜ୍ଞା ମାନିଲେ ନାହିଁ। ସମାନେେ ଇଶ୍ରାୟେଲର ଲୋକମାନଙ୍କର ପ୍ରଥାକୁ ଅନୁସରଣ କଲେ।"
20
"ଏଣୁ ସଦାପ୍ରଭୁ ସମସ୍ତ ଇଶ୍ରାୟେଲୀୟଙ୍କୁ ଅଗ୍ରାହ୍ଯ କଲେ। ସେ ସମାନଙ୍କେୁ କ୍ଲେଶ ଦେଲେ। ସମାନଙ୍କେୁ ବିନାଶକାରୀମାନଙ୍କ ହସ୍ତ ରେ ସମର୍ପଣ କଲେ। ଶଷେ ରେ ସେ ସମାନଙ୍କେୁ ନିଜ ଦୃଷ୍ଟି ପଥରୁ ଦୂ ରଇେ ଦେଲେ ଓ ସମାନଙ୍କେୁ ପରିତ୍ଯାଗ କଲେ।"
21
"ପୁଣି ସଦାପ୍ରଭୁ ଦାଉଦ ବଂଶରୁ ଇଶ୍ରାୟେଲକୁ ଛିନ୍ନ କଲେ। ଆଉ ସମାନେେ ନବାଟର ପୁତ୍ର ୟାରବିଯାମଙ୍କୁ ସମାନଙ୍କେର ରାଜା କଲେ। ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ସଦାପ୍ରଭୁଙ୍କୁ ଅନୁଗାମୀ ହବୋରୁ ନିବୃତ୍ତ କଲେ ଓ ସମାନଙ୍କେୁ ମହାପାପ କରାଇଲେ।"
22
"ତେଣୁ ଇଶ୍ରାୟେଲୀମାନେ ୟାରବିଯାମଙ୍କ କୃତ ସମସ୍ତ ପାପ କଲେ। ସମାନେେ ତାଙ୍କ ସହେି ପାପଗୁଡିକ କରିବାରୁ ବିମୁଖ ହେଲେ ନାହିଁ।"
23
"ଶଷେ ରେ ସଦାପ୍ରଭୁ ଆପଣା ଭବିଷ୍ଯତବକ୍ତା ସବେକମାନଙ୍କ ଦ୍ବାରା ଯେପରି କହିଥିଲେ ତଦନୁସା ରେ ଇଶ୍ରାୟେଲକୁ ସେ ନିଜ କୃପାଦୃଷ୍ଟିରୁ ଦୁ ରଇେ ଦେଲେ। ତେଣୁ ଇଶ୍ରାୟେଲୀୟମାନେ ଇଶ୍ରାୟେଲରୁ ନିର୍ବାସିତ ହାଇେ ଅଶୂର ରେ ରହିଲେ। ସମାନେେ ଆଜିୟାଏ ସଠାେରେ ରହି ଆସୁଛନ୍ତି।"
24
"ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅଦ୍ଦା, ହମାତ୍ ଓ ସଫର୍ବଯିମଠାରୁ ଲୋକ ଆଣି ଇଶ୍ରାୟେଲୀୟମାନଙ୍କ ବଦଳ ରେ ଶମରିଯାର ବିଭିନ୍ନ ନଗର ରେ ସ୍ଥାପନ କଲେ। ତହୁଁ ସମାନେେ ଶମରିଯା ଅଧିକାର କରି ସଠାେରେ ନାନା ନଗର ରେ ବାସ କଲେ।"
25
"ଏହି ଲୋକମାନେ ଶମରିଯା ରେ ଯେତବେେଳେ ବାସ କରିବାକୁ ଆରମ୍ଭ କଲେ ସେତବେେଳେ ସମାନେେ ସଦାପ୍ରଭୁଙ୍କୁ ଭୟ କଲେ ନାହିଁ। ତେଣୁ ସଦାପ୍ରଭୁ ସମାନଙ୍କେୁ ଆକ୍ରମଣ କରିବାକୁ ସିଂହ ପଠାଇଲେ। ସିଂହମାନେ ଲୋକମାନଙ୍କ ମଧ୍ଯରୁ କେତକଙ୍କେୁ ବଧ କଲେ।"
26
"ଏଣୁ କେତକେ ଲୋକ ଅଶୁରର ରାଜାକୁ କହିଲେ, ଆପଣ ଯେଉଁ ଲୋକମାନଙ୍କୁ ନିର୍ବାସିତ କଲେ ଓ ଶମରିଯା ରେ ରଖିଲେ, ସହେି ଦେଶର ଦବେତାମାନଙ୍କର ନିଯମ ଜାଣନ୍ତି ନାହିଁ। ତେଣୁ ସେ ସମାନଙ୍କେୁ ହତ୍ଯା କରିବାକୁ ପଠାଉଛନ୍ତି। କାରଣ ସହେି ଲୋକମାନେ ସହେି ଦେଶ ଦବେତାଙ୍କ ବ୍ଯବସ୍ଥା ଜାଣନ୍ତି ନାହିଁ।"
27
"ତେଣୁ ଅଶୂର ରାଜା ସମାନଙ୍କେୁ ଆଜ୍ଞାଦଇେ କହିଲା, ତୁମ୍ଭମାନେେ ସଠାରୁେ ଯେଉଁ ଯାଜକମାନଙ୍କୁ ବାଛିଅଛ। ସମାନଙ୍କେ ମଧ୍ଯରୁ ସଠାେକୁ ନଇୟୋଅ, ସମାନେେ ସଠାେକୁ ୟାଇ ବାସ କରନ୍ତୁ ଓ ସେ ସ୍ବଦେଶୀଯ ଦବେତାର ବିଧି ଲୋକମାନଙ୍କୁ ଶିଖାଉ।"
28
"ତେଣୁ ଅଶୂରର ଲୋକମାନେ ଶମରିଯାରୁ ଆଣିଥିବା ଯାଜକମାନଙ୍କ ମଧ୍ଯରୁ ଜଣକୁ ବୈଥଲକେୁ ନଇଗେଲେ। ସେ ଯାଜକ ସଦାପ୍ରଭୁଙ୍କୁ କିପରି ଭୟକରିବା ଉଚିତ୍, ତାହା ସମାନଙ୍କେୁ ଶିକ୍ଷା ଦେଲେ।"
29
"ମାତ୍ର ପ୍ରେତ୍ୟକକ ଗୋଷ୍ଠୀ ଆପଣା ଆପଣା ଦବେତା ନିର୍ମାଣ କଲେ। ସମାନେେ ତାଙ୍କର ଦବେତାମାନଙ୍କୁ ଉଚ୍ଚସ୍ଥାନମାନଙ୍କ ରେ ପୂଜା କଲେ। ଯେଉଁ ସବୁ ମନ୍ଦିର ଶମରିଯା ଲୋକମାନେ ନିର୍ମାଣ କରିଥିଲେ, ତହିଁ ମଧ୍ଯରୁ ସମାନେେ ମିଥ୍ଯା ଦବେତାମାନଙ୍କୁ ସମାନଙ୍କେର ସମସ୍ତ ନଗରଗୁଡିକରେ ସ୍ଥାପନ କଲେ। ଯେଉଁଠା ରେ ସମାନେେ ବାସସ୍ଥଳୀ କଲେ।"
30
"ପୁଣି ବାବିଲୀଯ ଲୋକମାନେ ସୁକ୍ଳୋତ୍-ବନୋତ୍ ମିଥ୍ଯା ଦବେତା ତିଆରି କଲେ। ହମାତୀଯ ଲୋକମାନେ ଅଶୀମା ମିଥ୍ଯା ଦବେତା ତିଆରି କଲେ ଓ କୂଥୀଯ ଲୋକମାନେ ମଧ୍ଯ ର୍ନଗେଲ ମିଥ୍ଯା ଦବେତା ମାନ ତିଆରି କଲେ।"
31
"ଅଦ୍ଦୀଯ ଲୋକମାନେ ନିଭସ୍ ଓ ତିର୍ତ୍ତକ୍ ମିଥ୍ଯା ଦବେତାମାନଙ୍କୁ ତିଆରି କଲେ ଓ ସଂପର୍କୀଯ ଲୋକମାନେ ସଫର୍ବଯିମର ଅଦ୍ରମ୍ମଲେକ୍ ଓ ଅନମ୍ମଲେକ୍ ଦବେତାମାନଙ୍କ ଉଦ୍ଦେଶ୍ଯ ରେ ନିଜ ନିଜ ସନ୍ତାନମାନଙ୍କୁ ଦଗ୍ଧ କଲେ।"
32
"ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ଉପାସନା କଲେ। ସମାନେେ ଉଚ୍ଚସ୍ଥଳୀ ରେ ଯାଜକଗଣଙ୍କୁ ନିୟୁକ୍ତ କଲେ। ସମାନେେ ସମାନଙ୍କେୁ ଲୋକମାନଙ୍କ ମଧ୍ଯରୁ ବାଛିଲେ। ଏହି ଯାଜକମାନେ ସହେି ଉଚ୍ଚସ୍ଥଳୀ ରେ ମନ୍ଦିରସବୁ ରେ ପଶୁଗୁଡିକ ବଳିଦାନ କଲେ।"
33
"ସମାନେେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ। ଏବଂ ସମାନେେ ମଧ୍ଯ ସମାନଙ୍କେର ଦେଶର ଦବେତାମାନଙ୍କର ସବୋ କଲେ।"
34
"ସମାନେେ ଆଜି ପର୍ୟ୍ଯନ୍ତ ମଧ୍ଯ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସମାନେେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇଶ୍ରାୟେଲୀୟମାନଙ୍କର ବିଧି ଓ ଆଜ୍ଞା ସମାନେେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ। ସମାନେେ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ଆଜ୍ଞା ପାଳନ କରୁ ନାହାନ୍ତି।"
35
"ଇଶ୍ରାୟେଲର ସନ୍ତାନମାନଙ୍କ ସହିତ ସଦାପ୍ରଭୁ ଚୁକ୍ତି କଲେ ଏବଂ ସମାନଙ୍କେୁ ଆଜ୍ଞା ଦେଲେ, ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କୁ ନିଶ୍ଚଯ ପୂଜା କରିବ ନାହିଁ କିମ୍ବା ସମାନଙ୍କେର ସବୋ କରିବ ନାହିଁ। ତୁମ୍ଭେ ସମାନଙ୍କେୁ ନିଶ୍ଚଯ ଭୟ କରିବ ନାହିଁ କିମ୍ବା ସମାନଙ୍କେର ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ ନାହିଁ।"
36
"ତୁମ୍ଭମାନେେ କବଳେ ସଦାପ୍ରଭୁଙ୍କୁ ନିଶ୍ଚଯ ଭୟ କରିବ, ୟିଏ ମହାପରାକ୍ରମ ଦ୍ବାରା ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ। ତୁମ୍ଭମାନେେ ନିଶ୍ଚଯ ତାହାଙ୍କୁ ପ୍ରଣାମ କରିବ ଓ ତାଙ୍କୁ ଉପାସନା କରିବ ଏବଂ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ।"
37
"ପୁଣି ସେ ତୁମ୍ଭମାନଙ୍କ ପାଇଁ ଯେଉଁ ଯେଉଁ ବିଧି, ଶାସନବ୍ଯବସ୍ଥା ଓ ଶିକ୍ଷାସମୂହ ଲେଖି ଅଛନ୍ତି। ତୁମ୍ଭମାନେେ ତାହା ସଦାକାଳ ପାଳନ କରିବାକୁ ମନୋୟୋଗ କରିବ। ଆଉ ଅନ୍ୟ ଦବଗେଣଙ୍କୁ ତୁମ୍ଭମାନେେ ଭୟ କରିବ ନାହିଁ।"
38
"ମୁଁ ତୁମ୍ଭମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲି, ତୁମ୍ଭମାନେେ ପାଶୋରିବା ଉଚିତ୍ ନୁହଁ। ଅନ୍ୟ ଦବେତାମାନଙ୍କୁ ତୁମ୍ଭମାନେେ ଭୟ କିମ୍ବା ସମ୍ମାନ କରିବା ଉଚିତ୍ ନୁହଁ।"
39
"ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ତୁମ୍ଭମାନେେ କବଳେ ଭୟ ଓ ସମ୍ମାନ କରିବ ଓ ସେ ତୁମ୍ଭମାନଙ୍କୁ ସମସ୍ତ ଶତୃଠାରୁ ଉଦ୍ଧାର କରିବେ।"
40
"ମାତ୍ର ଇଶ୍ରାୟେଲୀୟମାନେ ତାହା ଶୁଣିଲେ ନାହିଁ। ସମାନେେ ପୂର୍ବ ରୀତି ଅନୁସାରେ କାର୍ୟ୍ଯ କରି ଚାଲିଲେ।"
41
"ଏହିପରି ଅନ୍ୟ ଗୋଷ୍ଠୀର ଲୋକମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ କିନ୍ତୁ ସମାନେେ ମଧ୍ଯ ଭଣ୍ତ ଦବେତାମାନଙ୍କର ସବୋ କଲେ। ସମାନଙ୍କେର ପୁତ୍ର ଓ ପୌତ୍ରଗଣ ମଧ୍ଯ ନିଜ ନିଜ ପୂର୍ବପୁରୁଷଗଣ ଯାହା କରିଥିଲେ, ସହେିପରି କାର୍ୟ୍ଯ କରି ଆସୁଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଏହିସବୁ କରୁଛନ୍ତି।"
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
Recommended Reading
Commentary
2 Kings Commentaries
→
Devotional
2 Kings Devotional Guide
→
Get This Bible
Odia - 1840 Study Bible
→