bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Kings 24
2 Kings 24
Odia - 1840
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 25 →
1
"ଯିହାୟୋକୀମ୍ର ରାଜତ୍ବ କାଳ ରେ, ବାବିଲର ରାଜା ନବୂଖଦ୍ନିତ୍ସର ୟିହୂଦା ଓ ଯିହାୟୋକୀମ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ଯ କରି ତାଙ୍କର ବିଦ୍ରୋହୀ ହେଲ।"
2
"ତେଣୁ ସଦାପ୍ରଭୁ ଯିହାୟୋଦାରକୀମ୍ଙ୍କ ବିରୁଦ୍ଧ ରେ କଲ୍ଦୀଯ ସୈନ୍ଯଦଳ, ଅରାମୀଯ ସୈନ୍ଯଦଳ, ମାୟୋବୀଯ ସୈନ୍ଯଦଳ ଓ ଅମ୍ମାନେ-ସନ୍ତାନ ମାନଙ୍କ ସୈନ୍ଯଦଳ ପ୍ ରରଣେ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ଯଦ୍ବକ୍ତାମାନଙ୍କ ଦ୍ବାରା ଯାହା କହିଥିଲେ, ସହେି ବାକ୍ଯାନୁସା ରେ ଯିହୁଦାକୁ ବିନାଶ କରିବା ପାଇଁ ତା' ବିରୁଦ୍ଧ ରେ ସମାନଙ୍କେୁ ପ୍ ରରଣେ କଲେ।"
3
"ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦା ରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହି ରୂପେ ସଦାପ୍ରଭୁ ସମାନଙ୍କେୁ ତାଙ୍କ ଦୃଷ୍ଟିରୁ ଦୂ ରଇେ ଦେଲେ।"
4
"କାରଣ ମନଃଶି ବହୁ ନୀରିହ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯାକରି ସମାନଙ୍କେ ରକ୍ତ ରେ ୟିରୁଶାଲମ୍କୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସହେି ପାପ ପାଇଁ କ୍ଷମା କରିବେ ନାହିଁ।"
5
"ଏହି ଯିହାୟୋଦାରକୀମ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।"
6
"ଯିହାୟୋଦାରକୀମଙ୍କ ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ରାଜ୍ଯ କଲେ।"
7
"ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ମଧ୍ଯବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧିନ ରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡି ଆସିଲେ ନାହିଁ।"
8
"ୟିହୋଯାଖୀନ୍ ଅଷ୍ଟାଦଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ମାତ୍ର ତିନି ମାସ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ୟିରୁଶାଲମ୍ ନିବାସୀ ଇଲ୍ନାଥନ୍ର କନ୍ଯା।"
9
"ଯିହାୟୋଦାରଖୀନ୍ ତାଙ୍କ ପିତାଙ୍କ ତୁଲ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମମାନ କଲେ।"
10
"ସହେି ସମୟରେ ନବୂଖଦ୍ନିତ୍ସରଙ୍କ ଅଧିକାରୀମାନେ ୟିରୁଶାଲମ୍କୁ ଆସି ତାଙ୍କୁ ଅବରୋଧ କଲେ।"
11
"ତା'ପରେ ବାବିଲର ରାଜା ନବୂଖଦ୍ତ୍ସର ଅବରୋଧ ହାଇେଥିବା ନଗର ରେ ତାଙ୍କର ଅଧିକାରୀମାନଙ୍କ ଦ୍ବାରା ଉପସ୍ଥିତ ହେଲେ।"
12
"ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।"
13
"ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।"
14
"ଆଉ ସେ ୟିରୁଶାଲମ୍ର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନଇଗେଲେ କବଳେ ଦେଶ ରେ ନିତାନ୍ତ ଦରିଦ୍ର ଲୋକ ଛଡା ଆଉ ଅବଶିଷ୍ଟ କହେି ରହିଲେ ନାହିଁ।"
15
"ପୁଣି ନବୂଖଦ୍ନିତ୍ସର ଯିହାୟୋଦାରଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନଫୁସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କର ୟିରୁଶାଲମ୍ରୁ ବାବିଲକୁ ନଇେ ଗଲେ।"
16
"ଆଉ ମଧ୍ଯ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଚାରୀମାନଙ୍କୁ ବନ୍ଦୀ କରି ୟିରୁଶାଲମରୁ ନଇଗେଲା। ଏମାନେ ସମସ୍ତେ ତାଲିମ୍ପ୍ରାପ୍ତ ସୈନିକ ଥିଲେ ଓ ୟୁଦ୍ଧ ଯୋଗ୍ଯ ଥିଲେ।"
17
"ପୁଣି ବାବିଲର ରାଜା ଯିହାୟୋଦାରଖୀନର ମାମୁଁ ମତ୍ତନିଯଙ୍କୁ ତାଙ୍କ ପଦ ରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିଯ ରଖିଲେ।"
18
"ସିଦିକିଯ ଶାସନ କଲା ବଳକେୁ ତାଙ୍କୁ ଏକୋଇଶ ବର୍ଷ ହାଇେଥିଲା। ସେ ଏଗାର ବର୍ଷ ୟିରୁଶାଲମ୍ ରେ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ୟିରମିଯର କନ୍ଯା ଥିଲେ।"
19
"ସିଦିକିଯ ଯିହାୟୋଦାରଖୀନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମମାନ କଲେ।"
20
"ସଦାପ୍ରଭୁ ୟରୁଶାଲମ୍ ଓ ଯିହୁଦା ପ୍ରତି ଏତେ କୋର୍ଧାନ୍ବିତ ହେଲେ ଯେ ସେ ସମାନଙ୍କେୁ ଆପଣା ଛାମୁରୁ ଦୂ ରଇେ ଦେଲେ।"
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
Recommended Reading
Commentary
2 Kings Commentaries
→
Devotional
2 Kings Devotional Guide
→
Get This Bible
Odia - 1840 Study Bible
→