bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Kings 6
2 Kings 6
Odia - 1840
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 7 →
1
"ଅନନ୍ତର ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, ଆମ୍ଭମାନେେ ଆପଣଙ୍କ ସମ୍ମୁଖ ରେ ଯେଉଁ ସ୍ଥାନ ରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ଯନ୍ତ ସଂକୀର୍ଣ୍ଣ।"
2
"ଆମ୍ଭମାନେେ ବିନଯ କରି କହୁଅଛୁ, ଆମ୍ଭମାନେେ ୟର୍ଦ୍ଦନ ନଦୀ କୂଳକୁ ୟାଇ ପ୍ରେତ୍ୟକକ ଜଣ ଗୋଟିଏ ଗୋଟିଏ କଡିକାଠ ଆଣି ନିଜ ନିଜ ବସତିପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।"
3
"ତନ୍ମଧ୍ଯରୁ ଜଣେ କହିଲା, ବିନଯ କରୁଛି, ଆପଣ ଆମ୍ଭ ସହିତ ଆସନ୍ତୁ।"
4
"ତହୁଁ ଇଲୀଶାୟ ସମାନଙ୍କେ ସହିତ ୟର୍ଦ୍ଦନ ନଦୀକୁ ଗଲେ। ସମାନେେ କାଠ କାଟିବା ଆରମ୍ଭ କଲେ।"
5
"ମାତ୍ର ଜଣେ କଡିକାଠ କାଟୁ କାଟୁ କୁରାଢିଟିର ଲୁହା ବେଣ୍ଟରୁ ଖସି ପାଣି ରେ ପଡିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, ହାୟ, ମାରେପ୍ରଭୁ, ମୁଁ କୁରାଢିକୁ ମାଗି ଆଣିଥିଲି।"
6
"ପରମେଶ୍ବରଙ୍କ ଲୋକ କହିଲେ, କେଉଁ ସ୍ଥାନ ରେ ତାହା ପଡିଲା?"
7
"ତା'ପରେ ସେ କହିଲେ, ତାହା ଉଠାଇ ନିଅ। ତା'ପରେ ସେ ହାତ ବଢାଇ ତାହା ନଲୋ।"
8
"ଥରେ ଅରାମର ରାଜା ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। ସେ ନିଜର ସନୋର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭା ଥିଲା ଓ ସେ ସମାନଙ୍କେୁ ଆଦେଶ ଦେଲେ, ଏମିତି ସ୍ଥାନ ରେ ଲୁଚିରୁହ ଯେତବେେଳେ ସମାନେେ ଆସିବେ। ଇଶ୍ରାୟେଲୀୟମାନଙ୍କୁ ଆକ୍ରମଣ କର।"
9
"ମାତ୍ର ପରମେଶ୍ବରଙ୍କ ଲୋକ ଇଲୀଶାୟ ଇଶ୍ରାୟେଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, ସାବଧାନ, ତୁମ୍ଭେ ସହେି ସ୍ଥାନ ଦଇେ ୟିବ ନାହିଁ। କାରଣ ଅରାମୀଯମାନେ ସେ ସ୍ଥାନ ରେ ଗୋପନ ରେ ଅଛନ୍ତି।"
10
"ତହିଁରେ ପରମେଶ୍ବରଙ୍କ ଲୋକ ଯେଉଁ ସ୍ଥାନ ବିଷଯ ରେ ସାବଧାନ କରାଇଥିଲେ ଇଶ୍ରାୟେଲର ରାଜା ତାଙ୍କ ଲୋକମାନଙ୍କୁ ସହେି ସ୍ଥାନ ବିଷଯ ରେ ଜଣାଇ ସତର୍କ କରାଇଲେ। ଏହିପରି ଇଶ୍ରାୟେଲର ରାଜା ବହୁତ କମ ଲୋକମାନଙ୍କୁ ରକ୍ଷା କଲେ।"
11
"ଏଥି ରେ ଅରାମର ରାଜା ଅତ୍ଯନ୍ତ ବ୍ଯସ୍ତ ହାଇେ ପଡିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, ତୁମ୍ଭେ ମାେତେ କୁହ ଆମ୍ଭମାନଙ୍କ ମଧ୍ଯରୁ କିଏ ଇଶ୍ରାୟେଲ ପାଇଁ ଗୋପନ ରେ ସନ୍ଧାନ କରୁଛି।"
12
"ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ଯରୁ ଜଣେ କହିଲା, ନା, ସଦାପ୍ରଭୁ, ଆମ୍ଭମାନଙ୍କ ମଧ୍ଯରୁ କହେି ଗୁପ୍ତଚର କାମ କରୁନାହାଁନ୍ତି। ଭବିଷ୍ଯଦ୍ବକ୍ତା ଇଲୀଶାୟ ବହୁତ ଗୋପନାଯ କଥା ଇଶ୍ରାୟେଲ ରାଜାଙ୍କୁ ଜଣାନ୍ତି, ଏପରିକି ଶଯନ ଗୃହ ରେ ଯେଉଁ କଥା କୁହନ୍ତି, ତାହା ମଧ୍ଯ ସେ ରାଜାଙ୍କୁ ଜଣାଏ।"
13
"ତହୁଁ ଅରାମର ରାଜା କହିଲେ, ୟାଇ ଦେଖ, ସେ କେଉଁଠା ରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।"
14
"ତା'ପରେ ଅରାମର ରାଜା ଅଶ୍ବାରୋହୀ, ରଥା ରୋହୀ ଓ ଏକ ବିରାଟ ସୈନ୍ଯବାହିନୀକୁ ଦୋଥନ ପଠାଇଲେ। ସମାନେେ ରାତ୍ରି ରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ।"
15
"ଇଲୀଶାୟର ଦାସ ପ୍ରତ୍ଯୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗ ରେ ଅଶ୍ବାରୋହୀ ଓ ରଥା ରୋହୀମାନଙ୍କୁ ବେଢି ରହିଥିବାର ଦେଖିଲା।"
16
"ଇଲୀଶାୟ କହିଲେ, ଭୟ କରନାହିଁ, କାରଣ ଯୋଦ୍ଧା ଆମ୍ଭ ପାଇଁ ୟିଏ ୟୁଦ୍ଧ କରୁଛନ୍ତି, ସମାନଙ୍କେଠାରୁ ଅଧିକ।"
17
"ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ମୁଁ ବିନଯ କରୁଛି, ମାରେ ସବେକର ଆଖି ଖାଲିେ ଦିଅ, ଯେପରି ସେ ଦେଖିପାରିବ।"
18
"ତା'ପରେ ଅରାମର ସୈନ୍ଯଗଣ ଇଶ୍ରାୟେଲ ରେ ପହନ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ମୁଁ ବିନଯ କରୁଛି, ସହେି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।"
19
"ଇଲୀଶାୟ ଅରାମର ସୈନ୍ଯଗଣଙ୍କୁ କହିଲେ, ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମାେତେ ଅନୁସରଣ କର, ତୁମ୍ଭମାନେେ ଯେଉଁ ଲୋକକୁ ଖୋଜୁଛ, ତା' ନିକଟକୁ ମୁଁ ନଇୟିବେି। ତା'ପରେ ସେ ଅରାମର ସନୋ ଶମରିଯାକୁ ପରିଗ୍ଭଳିତ କଲେ।"
20
"ଯେତବେେଳେ ସମାନେେ ଶମରିଯା ରେ ପହନ୍ଚିଲେ, ଇଲୀଶାୟ କହିଲେ, ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସମାନଙ୍କେ ଚକ୍ଷୁ ଖାଲିଦେିଅ।"
21
"ଇଶ୍ରାୟେଲର ରାଜା ଅରାମୀଯମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, ହେ ମାରେ ପିତା! ମୁଁ କ'ଣ ଏମାନଙ୍କୁ ବଧ କରିବି? ମୁଁ କ'ଣ ଏମାନଙ୍କୁ ବଧ କରିବି?"
22
"ଇଲୀଶାୟ ଉତ୍ତର କଲେ, ନା, ସମାନଙ୍କେୁ ବଧ କରନାହିଁ। ତୁମ୍ଭର ଖଡ୍ଗ ଦ୍ବାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସମାନଙ୍କେ ସମ୍ମୁଖ ରେ ରୋଟୀ ଓ ଜଳ ରଖ। ସମାନଙ୍କେୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।"
23
"ଇଶ୍ରାୟେଲର ରାଜା ସମାନଙ୍କେ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀଯମାନେ ପାନ ଓ ଭୋଜନ କଲାପରେ ସେ ସମାନଙ୍କେୁ ନିଜ ନିଜ ଘରକୁ ଫରେି ୟିବାକୁ ବିଦାଯ ଦେଲେ। ଅରାମର ସୈନ୍ଯମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫରେିଗଲେ। ଏହାପରେ ଅରାମର ସୈନ୍ଯଦଳ ଆଉ କବେେ ଇଶ୍ରାୟେଲକୁ ୟୁଦ୍ଧ ରେ ଆକ୍ରମଣ କରିବାକୁ ଆସିଲେ ନାହିଁ।"
24
"ଏହାପରେ ଅରାମର ରାଜା ବିନ୍ହଦଦ୍ ନିଜର ସମସ୍ତ ସୈନ୍ଯ ଏକତ୍ର କରି ଶମରିଯାକୁ ୟାଇ ଘରେିଗଲେ ଓ ଆକ୍ରମଣ କଲେ।"
25
"ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳ ରେ ସଠାେରେ ମହାଦୁର୍ଭିକ୍ଷ ଦଖାେ ଦଲୋ। ଏପରି ଶାଚେନୀ ହେଲା ଶମରିଯାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରେ ୗପ୍ୟ ମୁଦ୍ରା ରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରେ ୗପ୍ୟ ମୁଦ୍ରା ରେ ବିକ୍ରଯ ହେଲା।"
26
"ଥରେ ଇଶ୍ରାୟେଲର ରାଜା ନଗରର ଚତୁପାଶର୍ବ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, ହେ ମାରେ ପ୍ରଭୁ, ମହାରାଜ! ବିନଯ କରୁଛି ମାେତେ ସାହାୟ୍ଯ କରନ୍ତୁ।"
27
"ଇଶ୍ରାୟେଲର ରାଜା କହିଲେ, ଯଦି ସଦାପ୍ରଭୁ ତୁମ୍ଭକୁ ସାହାୟ୍ଯ ନ କରନ୍ତି ତବେେ ମୁଁ କିପରି ତୁମ୍ଭକୁ ସାହାୟ୍ଯ କରି ପାରିବି? ମାେ ପାଖ ରେ ତୁମ୍ଭକୁ ଦବୋକୁ କିଛି ନାହିଁ। ଶସ୍ଯ ଖଳା ରେ ଶସ୍ଯ ନାହିଁକି ଦ୍ରାକ୍ଷାକ୍ଷେତ୍ର ରେ ଦ୍ରାକ୍ଷାରସ ନାହିଁ।"
28
"ଆଉ ରାଜା ପଚାରିଲେ, ତୁମ୍ଭର ଦୁଃଖ କ'ଣ?"
29
"ତେଣୁ ଆମ୍ଭମାନେେ ମାରେ ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀ ଲୋକକୁ କହିଲି, 'ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭମାନେେ ତାକୁ ମାରି ଖାଇବା।' କିନ୍ତୁ ସେ ତା' ପୁଅକୁ ଲୁଚାଇ ଅଛି।"
30
"ସହେି ସ୍ତ୍ରୀ ଲୋକର କଥା ଶୁଣି ରାଜା ତାଙ୍କର ଲୁଗା ଚିରି ଦେଲେ। ଯେତବେେଳେ ସମାନେେ ପ୍ରାଚୀର ଉପରେ ଯାଉଥିଲେ, ଲୋକମାନେ ତାଙ୍କୁ ଅଖା ପିନ୍ଧିଥିବାର ଦେଖିଲେ। ଏଥିରୁ ସେ ଦୁଃଖିତ ଓ ବ୍ଯସ୍ତ ବୋଲି ଜଣା ଯାଉଥିଲେ।"
31
"ରାଜା କହିଲେ, ଯଦି ଇଲୀଶାୟର ମସ୍ତକ ତାହା ଦହେ ରେ ରହେ, ଆଜି ଦିନଠାରୁ ଶଷେ ୟାଏ ସଦାପ୍ରଭୁ ମାେତେ ଦଣ୍ତ ଦଇେ ପାରନ୍ତି।"
32
"ରାଜା ଗୋଟିଏ ଦୂତ ଇଲିଶାଯଙ୍କ ନିକଟକୁ ପଠାଇଲେ। ଇଲୀଶାୟ େସତବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘ ରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସହେି ପ୍ରାଚୀନବର୍ଗଙ୍କୁ କହିଲେ, ଏଠାକୁ ଦେଖ, ଏହି ନରହତ୍ଯାକାରୀର ପୁତ୍ର ମାରେ ମୁଣ୍ତ ଛଦନେ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ବାର ବନ୍ଦ କର ଓ ତାକୁ ଗୃହ ରେ ପ୍ରବେଶ ନ କରାଇ ଦବୋପାଇଁ ଦ୍ବାରକୁ ଦୃଢ ଭାବରେ ଧର। ମୁଁ ଶୁଣେ ତା' ପ୍ରଭୁର ପଦଶଦ୍ଦ ତା'ର ପଛ ରେ?"
33
"ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?"
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25