bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Samuel 18
2 Samuel 18
Odia - 1840
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
1
"ଦାଉଦ ଲୋକମାନଙ୍କୁ ଗଣି 1,000 ଜଣ ରେ ଜଣେ ଓ ପ୍ରତି 100 ଜଣ ରେ ଜଣେ ଲଖାେଏ ମକ୍ସ୍ଟଖିଆଙ୍କକ୍ସ୍ଟ ନିୟକ୍ସ୍ଟକ୍ତି ଦେଲେ।"
2
"ଦାଉଦ ତାଙ୍କର ଲୋକମାନଙ୍କୁ ମାଟେ ତିନି ଭାଗ ରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀଯାଂଶ ଲୋକମାନଙ୍କ ଉପରେ ନିୟକ୍ସ୍ଟକ୍ତି ହେଲେ। ଅନ୍ୟ ଏକ ତୃତୀଯାଂଶ ଯୋୟାବର ଭାଇ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯର ଆଦେଶର ଅଧିନ ରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀଯାଂଶ ଗାଥର ଇତ୍ତଯ ଆଦେଶର ଅଧିନ ରେ ଥିଲେ।"
3
"ଲୋକମାନେ କହିଲେ, ଆପଣ ଆମ ସହିତ ନିଶ୍ଚଯ ଯିବେ ନାହିଁ। କାରଣ ଆମ୍ଭମାନେେ ପଳାଇଲେ ଅବଶା ଲୋମର ଲୋକମାନେ ଆମ୍ଭମାନଙ୍କ ପାଇଁ ଖାତିର କରିବେ ନାହିଁ। ଆମ୍ଭମାନଙ୍କରକ୍ସ୍ଟ ଅର୍ଦ୍ଧକେ ମୃତକ୍ସ୍ଟ୍ଯବରଣ କଲେ ହେଁ, ସମାନେେ ଆମ୍ଭମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କର 10,000 ସହିତ ସମାନ। ତେଣୁ ଏହା ଉତ୍ତମ ଯେ, ଆପଣ ଏହି ନଗର ରେ ସାହାୟ୍ଯ ପାଇଁ ରକ୍ସ୍ଟହନ୍ତକ୍ସ୍ଟ।"
4
"ରାଜା ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଯାହା ଉତ୍ତମ ବିଗ୍ଭର କର ମୁ ତାହା କରିବି।"
5
"ରାଜା ଯୋୟାବ ଅବୀଶଯ ଓ ଇତ୍ତଯକକ୍ସ୍ଟ ଆଦେଶ ଦଇେ କହିଲେ, ମାେ ପାଇଁ ଅବଶା ଲୋମ ପ୍ରତି ଭଦ୍ର ବ୍ଯବହାର କର।"
6
"ଏହିପରି ଦାଉଦଙ୍କର ଲୋକମାନେ ଇଶ୍ରାୟେଲୀୟ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କ୍ଷେତ୍ରକକ୍ସ୍ଟ ଗଲେ ଓ ଇଫ୍ରଯିମ ବଣ ରେ ୟକ୍ସ୍ଟଦ୍ଧ ହେଲା।"
7
"ସଠାେରେ ଇଶ୍ରାୟେଲୀୟ ଲୋକମାନେ ଦାଉଦଙ୍କ ସୈନ୍ଯମାନଙ୍କ ଆଗ ରେ ପରାସ୍ତ ହେଲେ ଓ ସହେିଦିନ ସଠାେରେ ବହକ୍ସ୍ଟତ କ୍ଷତି ହେଲା ଏବଂ 20,000 ଲୋକ ସଠାେରେ ମୃତକ୍ସ୍ଟ୍ଯବରଣ କଲେ।"
8
"ଦେଶୟାକ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପକ୍ସ୍ଟଣି ସଦେିନ ଖଡ୍ଗଗ୍ରାସ କରିବା ଅପେକ୍ଷା ବନ ରେ ଅଧିକ ଲୋକ ଗ୍ରାସ କଲା।"
9
"ଅବଶା ଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦଖାେ ହେଲା। ସେ ସମୟରେ ଅବଶା ଲୋମ ଖଚର ଉପରେ ଚଢି ଥିଲା। ସେ ଯେତବେେଳେ ଖଚର ରେ ଆରୋହଣ କରୁଥିଲା, ସେ ଖସିୟିବା ପାଇଁ ଗ୍ଭହକ୍ସ୍ଟଁଥିଲା ସମୟରେ ଏକ ବିରାଟ ଆଲୋନ୍ ବୃକ୍ଷ ରେ ତା'ର ମକ୍ସ୍ଟଣ୍ତ ଧକ୍କା ହେଲା ଏବଂ ବାଳଗକ୍ସ୍ଟଡାକ ଗଛ ଡାଳ ରେ ଲାଗି ଭୂମିର ଉପରେ ଝକ୍ସ୍ଟଲି ରହିଲା। ଯେତବେେଳେ ଖଚରଟି ସହେି ବାଟେ ଦୌଡିଥିଲା।"
10
"ସହେି ସମୟରେ ଜଣେ ଲୋକ ତାହା ଦେଖି ଯୋୟାବକକ୍ସ୍ଟ ଜଣାଇ ଦଲୋ, ମୁ ଅବଶା ଲୋମକକ୍ସ୍ଟ ଆଲୋନ ବୃକ୍ଷ ରେ ଟଙ୍ଗା ହାଇେଥିବାର ଦେଖିଲି।"
11
"ଯୋୟାବ ସେ ଲୋକକୁ କହିଲେ, ଦେଖ, ତୁମ୍ଭେ ଏସବୁ ଦେଖିଲ ମାତ୍ର ତୁମ୍ଭେ କାହିଁକି ତାକକ୍ସ୍ଟ ମାରି ଭୂମିରେ ପକାଇ ନ ଦଲେ? ତାହା କରିଥିଲେ ମୁ ତୁମ୍ଭକୁ ଦଶ ଖଣ୍ତ ରୂପା ଓ ଏକ କଟିବନ୍ଧନ ଦଇେଥାନ୍ତି।"
12
"ସେ ଲୋକଟି ଯୋୟାବକକ୍ସ୍ଟ କହିଲା, ମୁ ସେ ରାଜପକ୍ସ୍ଟତ୍ରକକ୍ସ୍ଟ ମାରି ପାରି ନ ଥାନ୍ତି, ମାେତେ ଆପଣ ଯେତେ ଧନ ଦେଲବେି। ବା 1,000 ଖଣ୍ତ ରୂପା ଦେଲେ ମଧ୍ଯ ଏକାର୍ୟ୍ଯ ଅସମ୍ଭବ। କାହିଁକି? କାରଣ ଆମ୍ଭମାନେେ ରାଜାଙ୍କର ଆଦେଶ ତକ୍ସ୍ଟମ୍ଭ ପ୍ରତି, ଅବୀଶଯ ପ୍ରତି ଓ ଇତ୍ତଯ ପ୍ରତି ଶକ୍ସ୍ଟଣିଥିଲକ୍ସ୍ଟ। ରାଜାଙ୍କର ଆଦେଶ ଥିଲା, 'ସାବଧାନ, ଅବଶା ଲୋମକକ୍ସ୍ଟ ଆଘାତ କର ନାହିଁ।'"
13
"ଯଦି ମୁ ଅବଶାଲୋମକକ୍ସ୍ଟ ହତ୍ଯା କରିଥାନ୍ତି, ରାଜା ଏକଥା ଜାଣିଥାନ୍ତେ ଏବଂ ଆପଣ ମାରେ ରକ୍ଷା କରିବାକୁ ଆସି ନଥାନ୍ତେ।"
14
"ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।"
15
"ଯୋୟାବଙ୍କର ଦଶ ଜଣ ୟକ୍ସ୍ଟବା ସୈନିକ ଥିଲେ। ଯେଉଁମାନେ ତାଙ୍କୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରୁଥିଲେ। ସହେି ସୈନିକମାନେ ଅବଶା ଲୋମର ଚତକ୍ସ୍ଟପାଶର୍ବ ରେ ଏକତ୍ରୀତ ହାଇେ ତାକକ୍ସ୍ଟ ହତ୍ଯା କଲେ।"
16
"ଯୋୟାବ ତୂରୀ ବଜାଇ ଇଶ୍ରାୟେଲୀୟମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ।"
17
"ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।"
18
"ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ଉପତ୍ୟକା ରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେ କହିଲେ, ମାରେ ନାମକକ୍ସ୍ଟ ଜୀବିତ ରଖିବା ପାଇଁ ମାରେ ପକ୍ସ୍ଟତ୍ର ନାହିଁ। ସେଥିପାଇଁ ସେ ତାଙ୍କର ସ୍ମୃତିଫଳକ ରଖିବା ପାଇଁ ସ୍ଥାପନ କଲେ ଓ ତାଙ୍କ ନିଜ ନାମ ରଖିଲେ। ସହେି ନାମ ଅଦ୍ଯପି ଅବଶା ଲୋମର ସମାଧିସ୍ତକ୍ସ୍ଟପ ରହିଅଛି।"
19
"ଏହାପରେ ସାଦୋକର ପକ୍ସ୍ଟତ୍ର ଅହୀମାସ ଯୋୟାବଙ୍କକ୍ସ୍ଟ କହିଲା, ମୁ ଧାଇଁବି ଏବଂ ରାଜାଙ୍କକ୍ସ୍ଟ କହିବି ଯେ, ସଦାପ୍ରଭୁ ତାଙ୍କର ଶତୃମାନଙ୍କୁ ଧ୍ବଂସ କରିଛନ୍ତି।"
20
"ଯୋୟାବ ଉତ୍ତର ରେ ଅହୀମାସକକ୍ସ୍ଟ କହିଲା, ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକକ୍ସ୍ଟ ନଇେ ୟିବା ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନଇୟିବେ। କିନ୍ତୁ ଆଜି ନବେ ନାହିଁ। କାହିଁକି? ରାଜାଙ୍କର ପକ୍ସ୍ଟତ୍ର ମରିଅଛି।"
21
"ଏହାପରେ ଯୋୟାବ କୂଶୀଯରକ୍ସ୍ଟ ଆସିଥିବା ଲୋକକୁ କହିଲା, ତୁମ୍ଭେ ୟାଅ, ଆଉ ଯାହା ଦେଖିଛ ତାହା ରାଜାଙ୍କକ୍ସ୍ଟ କକ୍ସ୍ଟହ।"
22
"କିନ୍ତୁ ସାଦୋକର ପକ୍ସ୍ଟତ୍ର ଅହୀମାସ ପକ୍ସ୍ଟନର୍ବାର ଯୋୟାବକକ୍ସ୍ଟ ଅନକ୍ସ୍ଟ ରୋଧ କଲା, ଯାହା ହେଉନା ପେଛ, ମାେତେ ମଧ୍ଯ ସଇେ କୂସୀଯମାନଙ୍କ ପଛ ରେ ଦାଉଦଙ୍କ ଆଡକକ୍ସ୍ଟ ଧାଇଁବାକକ୍ସ୍ଟ ଦିଅ।"
23
"ଅହୀମାସ ଉତ୍ତର ଦଲୋ, ଯାହା ହେଉନା କାହିଁକି ମୁ ୟିବି।"
24
"ଦାଉଦ ନଗରର ଦକ୍ସ୍ଟଇ ଫାଟକର ମଧିଅରେ ବସିଥିଲେ। ତା'ପରେ ଜଣେ ପ୍ରହରୀ ଦ୍ବାର ଛାତର କାନ୍ଥ ଉପରକକ୍ସ୍ଟ ୟାଇ ଦେଖିଲା ଜଣେ ଲୋକ ଦୌଡି ଦୌଡି ଆସକ୍ସ୍ଟଅଛି।"
25
"ପ୍ରହରୀଟି ରାଜା ଦାଉଦଙ୍କକ୍ସ୍ଟ କହିଲେ, ରାଜା ଦାଉଦ କହିଲେ, ଯଦି ସେ ଲୋକଜଣକ ଏକା ଆସକ୍ସ୍ଟଅଛି ତବେେ ସେ ଖବର ନଇେ ଆସିଛ।"
26
"ପ୍ରହରୀ ଆଉ ଜଣେ ଦୌଡି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ବାରପାଳକକ୍ସ୍ଟ ଡାକି କହିଲା, ଦେଖ! ଆଉ ଜଣେ ଲୋକ ଦୌଡି ଆସକ୍ସ୍ଟଅଛି।"
27
"ପ୍ରହରୀ ଜଣକ କହିଲା, ମୁ ଭାବକ୍ସ୍ଟଛି ପ୍ରଥମ ଲୋକଟି ସାଦୋକର ପକ୍ସ୍ଟତ୍ର ଅହୀମାସ୍।"
28
"ଅହୀମାସ ଉଚ୍ଚସ୍ବର ରେ କହିଲା, ସବୁ ମଙ୍ଗଳ! ଅହୀମାସ ରାଜାଙ୍କ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁ ମାଡି ପ୍ରଣାମ କଲା। ଅହୀମାସ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ବରଙ୍କର ପ୍ରଶଂସା କରନ୍ତକ୍ସ୍ଟ। ମାରେ ସଦାପ୍ରଭୁ ସହେିମାନଙ୍କୁ ପରାସ୍ତ କରିଛନ୍ତି, ଯେଉଁମାନେ ରାଜାଙ୍କ ବିରକ୍ସ୍ଟଦ୍ଧ ରେ ଯାଉଥିଲେ।"
29
"ରାଜା ପଚାରିଲେ, ୟକ୍ସ୍ଟବକ ଅବଶା ଲୋମର ମଙ୍ଗଳ ତ?"
30
"ତା'ପରେ ରାଜା କହିଲେ, ଏଠାରକ୍ସ୍ଟ ପଳାଇ ଆସ ଓ କିଛି ସମୟ ଅପେକ୍ଷା କର। ଅହୀମାସ ସଠାେରକ୍ସ୍ଟ ୟାଇ ଅନ୍ୟତ୍ର ଠିଆ ହାଇେ ଅପେକ୍ଷା କଲା।"
31
"ଠିକ୍ ତା'ପରେ ସମୟରେ କୂଶୀଯ ଆସି ପହଞ୍ଚିଲା। ସେ କହିଲା, ମାରେ ପ୍ରଭକ୍ସ୍ଟ ମହାରାଜାଙ୍କ ପାଇଁ ଏକ ସକ୍ସ୍ଟସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରକ୍ସ୍ଟଦ୍ଧାଚରଣ କରୁଥିଲେ ସମାନଙ୍କେୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।"
32
"ରାଜା କୂଶୀଯକକ୍ସ୍ଟ ପଚାରିଲେ, ୟକ୍ସ୍ଟବକ ଅବଶା ଲୋମର ମଙ୍ଗଳ ତ?"
33
"ଏହାପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦକ୍ସ୍ଟଃଖ ରେ ଭାଙ୍ଗି ପଡିଲେ, ସେ ନଗର ଦ୍ବାର ଉପରିସ୍ଥ କୋଠରୀକକ୍ସ୍ଟ ୟାଇ କ୍ରନ୍ଦନ କଲେ। ସେ କଠାେରୀ ରେ ଏପଟରକ୍ସ୍ଟ ସପଟେ କ୍ରନ୍ଦନ କରି କରି ବକ୍ସ୍ଟଲକ୍ସ୍ଟଥାନ୍ତି। ସେ କହକ୍ସ୍ଟଥିଲେ, ହେ ମାରେ ପକ୍ସ୍ଟତ୍ର ଅବଶା ଲୋମ, ମାରେ ପକ୍ସ୍ଟତ୍ର ଅବଶା ଲୋମ, ମୁ ଆଶା କରୁଥିଲି ମୁ ତକ୍ସ୍ଟମ୍ଭ ବଦଳ ରେ ମରିଥାନ୍ତି କି! ହାୟ ମାରେ ପକ୍ସ୍ଟତ୍ର ଅବଶା ଲୋମ ମାରେ ପକ୍ସ୍ଟତ୍ର, ଅବଶାଲୋମ।"
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24