bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Samuel 22
2 Samuel 22
Odia - 1840
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
1
"ଯେଉଁ ସମୟରେ ସଦାପ୍ରଭୁ ୟାବତୀଯ ଶତୃ ହସ୍ତରକ୍ସ୍ଟ ଓ ଶାଉଲଙ୍କର ହସ୍ତରକ୍ସ୍ଟ ଦାଉଦଙ୍କକ୍ସ୍ଟ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ନିବଦନେ କଲେ।"
2
"ସଦାପ୍ରଭୁ ମାରେ ଶୈଳ ଏବଂ ମାରେ ଦକ୍ସ୍ଟର୍ଗ, ମାରେ ନିରାପଦସ୍ଥାନ।"
3
"ସେ ମାରେ ପରମେଶ୍ବର, ଶୈଳସ୍ବରୂପ, ମୁ ତାଙ୍କ ପାଖକକ୍ସ୍ଟ ଆଶ୍ରଯ ପାଇଁ ଦୌଡିବି, ପରମେଶ୍ବର ମାରେ ଢାଲ, ତାଙ୍କର ଶକ୍ତି ମାେତେ ରକ୍ଷା କରିବ। ସଦାପ୍ରଭୁ ହେଉଛନ୍ତି ମାରେଆଶ୍ରଯ ସ୍ଥାନ, ମାରେନିରାପଦ ସ୍ଥାନ, ଉଚ୍ଚ ଦକ୍ସ୍ଟର୍ଗ, ସେ ମାେତେ ଦକ୍ସ୍ଟଷ୍ଟମାନଙ୍କର ଦୌରାତ୍ମରକ୍ସ୍ଟ ରକ୍ଷା କରନ୍ତି।"
4
"ସମାନେେ ମାେତେ ପରିହାସ କଲେ, କିନ୍ତୁ ଯେତବେେଳେ ମୁ ସଦାପ୍ରଭୁଙ୍କୁ ଡାକିଲି, ସେ ମାେତେ ମାରେ ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ।"
5
"ମାରେ ଶତୃମାନେ ସର୍ବଦା ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିଛନ୍ତି। ମୃତକ୍ସ୍ଟ୍ଯର ଲହରୀ ମାେତେ ବେଷ୍ଟନ କଲା, ବନ୍ଯାଜଳ ମାେତେ ମୃତକ୍ସ୍ଟ୍ଯର ଗହ୍ବରକକ୍ସ୍ଟ ନଇଗେଲା।"
6
"କବରର ରଶି ମାରେ ଗ୍ଭରିପଟେ ଥିଲା। ମୃତକ୍ସ୍ଟ୍ଯର ଫାନ୍ଦ ମାହେର ସମ୍ମକ୍ସ୍ଟଖ ରେ ପଡିଥିଲା।"
7
"ମୁ ଫାନ୍ଦ ରେ ପଡି ସହାୟତା ପାଇଁ ମୁ ସଦାପ୍ରଭୁଙ୍କୁ ଡାକିବାକକ୍ସ୍ଟ ଲାଗିଲି। ହଁ ମୁ ମାରେ ପରମେଶଓରଙ୍କୁ ଡାକିଲି, ସେ ଆପଣା ମନ୍ଦିର ରେ ଥାଇ ମାରେ ଡାକ ଶୁଣିଲେ। ସେ ମାରେ ଆର୍ତ୍ତାନାଦ ଶୁଣିବାକୁ ଲାଗିଲେ।"
8
"ସେତବେେଳେ ପୃଥିବୀ ଟଳମଳ ଓ କଐିତ ହେଲା, ସ୍ବର୍ଗ ରାଜ୍ଯର ମୂଳଦୂଆ ଟଳମଳ ଓ କଐିତ ହେଲା, କାରଣ ସଦାପ୍ରଭୁ କୋରଧିତ ଥିଲେ।"
9
"ପରମେଶ୍ବରଙ୍କର ନାକରୁ ଧୂଆଁ ନିର୍ଗତ ହେଲା, ଜ୍ବଳନ୍ତ ଅଗ୍ନିଶିଖା ତାଙ୍କର ମକ୍ସ୍ଟଖରକ୍ସ୍ଟ ବାହାରିଲା। ଜଳନ୍ତ ଅଙ୍ଗାର ସବୁ ତାଙ୍କଠାରକ୍ସ୍ଟ ନିର୍ଗତ ହବୋକକ୍ସ୍ଟ ଲାଗିଲା।"
10
"0ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକକ୍ସ୍ଟ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା।"
11
"ସେ ଉଡକ୍ସ୍ଟଥିଲେ, ସେ କିରକ୍ସ୍ଟବଦୂତଗଣ ଉପରେ ଆରୋହଣ କରି ଉଡ୍ଡିଯମାନ ହେଲେ। ସେ ବାଯକ୍ସ୍ଟର ପକ୍ଷ ଉପରେ ଦଖାଗେଲେ।"
12
"ସଦାପ୍ରଭୁ କଳା, ଘନ ବାଦଲ ଖଣ୍ତ ଭିତ ରେ ଲକ୍ସ୍ଟଚି ଗଲେ, ସତେ ଯମେିତି ଏକ ତମ୍ବୁ ଭିତ ରେ ଲକ୍ସ୍ଟଚି ରହିଲେ। ସେ ଘନ ବିଜକ୍ସ୍ଟଳି ୟକ୍ସ୍ଟକ୍ତ ମେଘ ଭିତ ରେ ଲକ୍ସ୍ଟଚି ଗଲେ।"
13
"ତାଙ୍କର ଚତକ୍ସ୍ଟର୍ଦ୍ଦିଗର ଉଜ୍ଜଳ ଆଲୋକଗକ୍ସ୍ଟଡିକ ଜଳନ୍ତ ଅଗ୍ନିକଣା ସଦୃଶ।"
14
"ସଦାପ୍ରଭୁ ଆକାଶ ମଧ୍ଯରକ୍ସ୍ଟ ଗର୍ଜ୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶଦ୍ଦ ରେ ଚତକ୍ସ୍ଟର୍ଦ୍ଦିଗ ପ୍ରକଐିତ କଲେ।"
15
"ସଦାପ୍ରଭୁ ଆପଣ ବାଣ ପ୍ରଯୋଗ କଲେ। ସେ ଶତୃମାନଙ୍କୁ ଛିନ୍ଛତ୍ର କଲେ। ସଦାପ୍ରଭୁ ବିଜକ୍ସ୍ଟଳି ଦ୍ବାରା ସମାନଙ୍କେୁ ଉଦ୍ବିଗ୍ନ କଲେ।"
16
"ସଦାପ୍ରଭୁଙ୍କ ଗର୍ଜ୍ଜନ ରେ ତାଙ୍କ ନାସିକାର ପ୍ରଶ୍ବାସ ବାଯକ୍ସ୍ଟ ରେ ସମକ୍ସ୍ଟଦ୍ରର ଗର୍ତ୍ତ ପ୍ରକାଶ ପାଇଲା, ଭୂମଣ୍ତର ମୂଳ ସକଳ ଅନାବୃତ୍ତ ହେଲା।"
17
"ସଦାପ୍ରଭୁ ଉର୍ଦ୍ଧରକ୍ସ୍ଟ ମାେତେ ହସ୍ତ ବଢାଇ ଉଦ୍ଧାର କଲେ। ସଦାପ୍ରଭୁ ସହେି ଗଭୀର ଜଳରକ୍ସ୍ଟ ହାତ ବଢାଇ ମାେତେ ଟକେି ଆଣିଲେ।"
18
"ମାରେ ଶତୃମାନେ ମାଠାେରକ୍ସ୍ଟ ଶକ୍ତିଶାଳୀ ଥିଲେ। ସମାନେେ ମାେତେ ଘୃଣା କରୁଥିଲେ। ମାରେ ଶତୃମାନେ ମାେ ପ୍ରତି ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ପରମେଶ୍ବର ମାେତେ ରକ୍ଷା କଲେ।"
19
"ମୁ ଯେତବେେଳେ ବିପଦ ରେ ପଡିଥିଲି ମାରେ ଶତୃମାନେ ମାେତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କରିବାକୁ ସଠାେରେ ଉପସ୍ଥିତ ଥିଲେ।"
20
"ସଦାପ୍ରଭୁ ମାେତେ ଭଲ ପାଆନ୍ତି, ତେଣୁ ସେ ମାେତେ ରକ୍ଷା କଲେ, ସେ ମାେତେ ନିରାପଦ ସ୍ଥାନକକ୍ସ୍ଟ ନଇଗେଲେ।"
21
"ସଦାପ୍ରଭୁ ମାେତେ ପକ୍ସ୍ଟରସ୍କୃତ କରିବେ, କାରଣ ଯାହା ଠିକ୍ ମୁ ତାହା ହିଁ କଲି, ମୁ କିଛି ଭକ୍ସ୍ଟଲ କରି ନଥିଲି, ତେଣୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।"
22
"କାରଣ ମୁ ସଦାପ୍ରଭୁଙ୍କ ଆଦେଶ ପାଳନ କରେ। ମୁ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ ପାପ କରି ନଥିଲି।"
23
"ମୁ ସବୁ ବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକକ୍ସ୍ଟ ମାନି ଆସିଛି। ମୁ ତାଙ୍କ ବ୍ଯବସ୍ଥାଗୁଡିକୁ ପାଳନ କରେ।"
24
"ମୁ ତାଙ୍କ ସମ୍ମକ୍ସ୍ଟଖ ରେ ନିଜକକ୍ସ୍ଟ ଶକ୍ସ୍ଟଦ୍ଧ ଓ ନିର୍ମଳ ରେଖ।"
25
"ତେଣୁ ମାରେ ସଦାପ୍ରଭୁ ମାେତେ ପକ୍ସ୍ଟରସ୍କୃତ କଲେ, କାରଣ ମୁ ତାଙ୍କ ଦୃଷ୍ଟି ରେ ସରଳ ତଥା ନିରପରାଧ ଅଟେ। ମୁ କିଛି ଭୂଲ୍ କରି ନାହିଁ। ତେଣୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।"
26
"ହେ ସଦାପ୍ରଭୁ, ଯଦି କହେି ପ୍ରକୃତ ରେ ତକ୍ସ୍ଟମ୍ଭଙ୍କକ୍ସ୍ଟ ଭଲପାଏ, ତା'ପରେ ତୁମ୍ଭେ ନିଶ୍ଚଯ ତାକକ୍ସ୍ଟ ଭଲ ପାଇବ। ଯଦି ଜଣେ ବ୍ଯକ୍ତି ତକ୍ସ୍ଟମ୍ଭ ପ୍ରତି ନିର୍ମଳ ଅନକ୍ସ୍ଟରକ୍ତ ପ୍ରକାଶ କରେ, ତୁମ୍ଭେ ମଧ୍ଯ ତାକକ୍ସ୍ଟ ସହେିପରି ପ୍ରତିଦାନ ଦିଅ।"
27
"ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦଯର ତୁମ୍ଭେ ସହେିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦକ୍ସ୍ଟଷ୍ଟ ଲୋକମାନଙ୍କ ଅପେକ୍ଷା ଅଧିକ ଚତକ୍ସ୍ଟର ଅଟ।"
28
"ହେ ସଦାପ୍ରଭୁ, ତୁମ୍ଭେ ଦକ୍ସ୍ଟଃଖୀ ଲୋକମାନଙ୍କୁ ସାହାୟ୍ଯ କର କିନ୍ତୁ ଗର୍ବୀ ଓ ଅହଂକାରୀର ଦର୍ପକକ୍ସ୍ଟ ଚକ୍ସ୍ଟର୍ଣ୍ଣ କର।"
29
"ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରଦୀପ। ମାରେ ଅନ୍ଧକାରକକ୍ସ୍ଟ ଆଲୋକମଯ କରିବ।"
30
"ହେ ସଦାପ୍ରଭୁ, ତୁମ୍ଭର ସାହାୟ୍ଯ ରେ ମୁ ସୈନ୍ଯମାନଙ୍କ ସହିତ ଲଢିପା ରେ। ପରମେଶ୍ବରଙ୍କ ସାହାୟ୍ଯ ରେ ମୁ ଶତୃର ପ୍ରାଚୀରକକ୍ସ୍ଟ ଚଢିୟାଇପା ରେ।"
31
"ପରମେଶ୍ବରଙ୍କ ଶକ୍ତି ଅତକ୍ସ୍ଟଳନୀଯ। ସଦାପ୍ରଭୁଙ୍କ ବାକ୍ଯ ସକ୍ସ୍ଟପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।"
32
"ସଦାପ୍ରଭୁଙ୍କ ବ୍ଯତୀତ ଅନ୍ୟ ପରମେଶ୍ବର ନାହାଁନ୍ତି? ଆମ୍ଭମାନଙ୍କ ପରମେଶ୍ବରଙ୍କ ବ୍ଯତୀତ ଅନ୍ୟ ଶୈଳ ନାହିଁ?"
33
"ପରମେଶ୍ବର ମାରେ ଦୃଢ ଦୂର୍ଗ। ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବା ରେ ସାହାୟ୍ଯ କରନ୍ତି।"
34
"ପରମେଶ୍ବର ମାେତେ ହରିଣୀଠାରକ୍ସ୍ଟ ଅଧିକ ବଗେ ରେ ଦୌଡିବାକକ୍ସ୍ଟ ସାହାୟ୍ଯ କରନ୍ତି। ସେ ମାେତେ ସ୍ଥଳ ରେ ସକ୍ସ୍ଟଦୃଢ କରନ୍ତି।"
35
"ସେ ମାେତେ ୟକ୍ସ୍ଟଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି। ସେଥିପାଇଁ ମାରେ ବାହକ୍ସ୍ଟଗକ୍ସ୍ଟଡିକ ଏକ ଶକ୍ତ ଧନକ୍ସ୍ଟକକ୍ସ୍ଟ ବଙ୍କଇବୋ ପାଇଁ ୟଥେଷ୍ଟ ବଳିଷ୍ଠ।"
36
"ହେ ପରମେଶ୍ବର, ମାେତେ ତୁମ୍ଭେ ରକ୍ଷା କଲ ଏବଂ ଜିତିବା ରେ ସାହାୟ୍ଯ କଲ। ତୁମ୍ଭେ ମାେତେ ତୁମ୍ଭର ଦକ୍ଷିଣ ବାହକ୍ସ୍ଟଦ୍ବାରା ସାହାୟ୍ଯ କଲ।"
37
"ମାରେ ଗୋଡ ଓ ଗଣ୍ତିକକ୍ସ୍ଟ ଦୃଢ କର, ତେଣୁ ମୁ ଦୁର୍ବଳ ହବେି ନାହିଁ ଏବଂ ପଡିବି ନାହିଁ।"
38
"ମୁ ମାରେ ଶତୃମାନଙ୍କୁ ବିନାଶ କରିବା ପାଇଁ ସମାନଙ୍କେୁ ଗୋଡ଼ାଇବି, ସମାନଙ୍କେୁ ଧ୍ବଂସ ନ କରିବା ୟାଏ। ସମାନେେ ବିନାଶ ନ ହବୋ ପର୍ୟ୍ଯନ୍ତ ମୁ ଫରେିବି ନାହିଁ।"
39
"ମୁ ମାରେ ଶତୃମାନଙ୍କୁ ବିନାଶ କରିଅଛି, ମୁ ସମାନଙ୍କେୁ ପରାସ୍ତ କରିଅଛି। ସମାନେେ ପକ୍ସ୍ଟନରାଯ ଉଠିପାରି ନାହାଁନ୍ତି। ହଁ, ସମାନେେ ମାରେ ପାଦତଳେ ପଡି ଅଛନ୍ତି।"
40
"ହେ ପରମେଶ୍ବର, ତୁମ୍ଭେ ମାେତେ ୟକ୍ସ୍ଟଦ୍ଧ କ୍ଷେତ୍ର ରେ ବଳଶାଳୀ କରିଛ। ତୁମ୍ଭେ ମାରେ ଶତୃମାନଙ୍କୁ ମାେ ନିକଟରେ ପକାଇ ଦଇେଛ।"
41
"ତୁମ୍ଭେ ମାେତେ ସକ୍ସ୍ଟ ଯୋଗ ଦଇେଛ ମାରେ ଶତୃର ବକେକକ୍ସ୍ଟ ଧରିବା ପାଇଁ ଓ ମୁ ମାରେ ଶତୃକକ୍ସ୍ଟ ଧ୍ବଂସ କରିଅଛି।"
42
"ସମାନେେ ସାହାୟ୍ଯ ପାଇଁ ଚିତ୍କାର କଲେ, କିନ୍ତୁ କହେି ସମାନଙ୍କେୁ ରକ୍ଷା କରିବାକୁ ଆଗଇେ ଆସି ନଥିଲେ। ସମାନେେ ସଦାପ୍ରଭୁଙ୍କୁ ମଧ୍ଯ ଡାକିଲେ, କିନ୍ତୁ ସେ ତାଙ୍କୁ ଉତ୍ତର ଦେଲେ ନାହିଁ।"
43
"ମୁ ପୃଥିବୀର ଧୂଳି ପରି ସମାନଙ୍କେୁ ଦଳିଲି, ମୁ ସଡକରେ କାଦକ୍ସ୍ଟଅ ପରି ସମାନଙ୍କେୁ ଦଳିଲି। ସମାନଙ୍କେୁ ଛତରାଇ ଦଲେି,"
44
"ଯେଉଁମାନେ ମାେ ବିରକ୍ସ୍ଟଦ୍ଧ ରେ ଲାଗିଛନ୍ତି, ସମାନଙ୍କେଠାରକ୍ସ୍ଟ ମାେତେ ରକ୍ଷା କର। ମାେତେ ସହେିସବୁ ରାଜ୍ଯର ନେତା କର। ଯେଉଁ ଲୋକମାନଙ୍କୁ ମୁ ଜାଣି ନାହିଁ, ସମାନେେ ମାରେ ସବୋ କରିବେ।"
45
"ବିଦେଶୀମାନେ ମାେତେ ମାନିବେ। ସମାନେେ ଯେତବେେଳେ ମାରେ ଆଜ୍ଞା ଶକ୍ସ୍ଟଣିବେ, ସମାନେେ ମାରେ ଆଜ୍ଞାବହ ହବେେ।"
46
"ସମାନେେ ଭୟ ରେ ଦୁର୍ବଳ ହାଇଯେିବେ। ସମାନେେ ଲକ୍ସ୍ଟଚିଥିବା ଗକ୍ସ୍ଟଲ୍ଗ ସ୍ଥାନମାନଙ୍କରକ୍ସ୍ଟ ଭୟ ରେ ଥରହର ହାଇେ ବାହାରି ଆସିବେ।"
47
"ସଦାପ୍ରଭୁ ଜୀବିତ, ମୁ ମାରେ ଶୈଳକକ୍ସ୍ଟ ପ୍ରଶଂସା କରେ। ପରମେଶ୍ବର ମହାନ। ସେ ହିଁ ସଇେ ଶୈଳ ୟିଏ ମାେତେ ରକ୍ଷା କରନ୍ତି।"
48
"ସହେି ପରମେଶ୍ବର ମାେ ତରଫରକ୍ସ୍ଟ ପରିଶାଧେ ନିଅନ୍ତି। ସେ ଦେଶଗୁଡିକୁ ମାରେ ଶାସନାଧିନ କରନ୍ତି।"
49
"ପରମେଶ୍ବର ମାେ ଶତୃଗଣଠାରକ୍ସ୍ଟ ମାେତେ ରକ୍ଷା କରନ୍ତି। ଯେଉଁଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ଉଠିଛନ୍ତି, ସମାନଙ୍କେୁ ପରାସ୍ତ କରିବା ରେ ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାେତେ ସହେି ନିର୍ଦ୍ଦଯ ଲୋକମାନଙ୍କଠାରକ୍ସ୍ଟ ରକ୍ଷା କଲ।"
50
"ହେ ସଦାପ୍ରଭୁ, ସେଥିପାଇଁ ମୁ ମାରେ ଗୋଷ୍ଠୀଯମାନଙ୍କ ମଧ୍ଯରକ୍ସ୍ଟ ତୁମ୍ଭର ପ୍ରଶଂସା କରେ। ସହେି କାରଣରକ୍ସ୍ଟ ତକ୍ସ୍ଟମ୍ଭ ନାମ ରେ ଜଯଗାନ କରି ଗୀତ ଗାଏ।"
51
"ସଦାପ୍ରଭୁ ତାଙ୍କର ନିଜର ରାଜାଙ୍କକ୍ସ୍ଟ ୟକ୍ସ୍ଟଦ୍ଧ ରେ ଜଯଲାଭ କରିବାକୁ ସାହାୟ୍ଯ କରିଛନ୍ତି। ସେ ତାଙ୍କର ମନୋନୀତ ରାଜା ଦାଉଦଙ୍କ ପ୍ରତି ପ୍ ରମେ ଦଖାଇେଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ପରିବାରବର୍ଗମାନଙ୍କ ପ୍ରତି ଅନନ୍ତକାଳ ପାଇଁ ଦୟା ଦଖାଇେଛନ୍ତି।"
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24