bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Samuel 7
2 Samuel 7
Odia - 1840
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 8 →
1
"ଏହାପରେ ଦାଉଦ, ଯେତବେେଳେ ନୂତନ ଗୃହକକ୍ସ୍ଟ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତକ୍ସ୍ଟର୍ଦ୍ଦିଗସ୍ଥିତ ଶତୃମାନଙ୍କଠାରକ୍ସ୍ଟ ଶାନ୍ତି ପ୍ରଦାନ କଲେ।"
2
"ରାଜା ଦାଉଦ ଭବିଷ୍ଯଦ୍ବକ୍ତା ନାଥନଙ୍କକ୍ସ୍ଟ କହିଲେ, ଦେଖ ମୁ ଏବେ ଏରସ ନିର୍ମିତ କାଠ ଘ ରେ ବାସ କରୁଅଛି କିନ୍ତୁ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ସହେି ତମ୍ବୁ ତଳେ ରହି ଅଛି। ଆମ୍ଭମାନେେ ପବିତ୍ର ସିନ୍ଦକ୍ସ୍ଟକ ପାଇଁ ଏକ ସକ୍ସ୍ଟନ୍ଦର ପ୍ରସାଦ ତିଆରି କରିବା କଥା।"
3
"ନାଥନ ରାଜା ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭର ଯାହା ଇଛା ତାହା କର, କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ସହିତ ଅଛନ୍ତି।"
4
"କିନ୍ତୁ ସହେି ରାତ୍ରି ରେ ସଦାପ୍ରଭୁଙ୍କର ବାର୍ତ୍ତା ନାଥନଙ୍କ ନିକଟକକ୍ସ୍ଟ ଆସିଲା: ଏହା ଥିଲା,"
5
"ତୁମ୍ଭେ ୟାଅ ଓ ମାରେ ଦାସ ଦାଉଦଙ୍କକ୍ସ୍ଟ କକ୍ସ୍ଟହ, 'ସଦାପ୍ରଭୁ ଏହି କଥା କହିଛନ୍ତି। ତୁମ୍ଭେ ମାରେ ବାସସ୍ଥାନ ଗୃହ ନିର୍ମାଣ କରିବାକୁ ଉଦ୍ଦିଷ୍ଟ ବ୍ଯକ୍ତି ନକ୍ସ୍ଟହଁ।"
6
"ମୁ ଇଶ୍ରାୟେଲୀୟ ସନ୍ତାନଗଣକକ୍ସ୍ଟ ମିଶରରକ୍ସ୍ଟ ବାହାର କରିଆଣିବାଠାରକ୍ସ୍ଟ ଆଜି ପର୍ୟ୍ଯନ୍ତ କୌଣସି ଗୃହ ରେ ବାସ କରି ନାହିଁ। ମାତ୍ର ମୁ ଏକ ତମ୍ବୁ ମଧିଅରେ ୟାତାଯତ କଲି।"
7
"ମୁ ସମକ୍ସ୍ଟଦାଯ ଇଶ୍ରାୟେଲ ସନ୍ତାନ ସହିତ ଯେ ସବୁ ସ୍ଥାନକକ୍ସ୍ଟ ଗମନାଗମନ କଲି, ମୁ ମାରେ ଇଶ୍ରାୟେଲର ଏହିପରି କୌଣସି ପରିବାରବର୍ଗ ମାେ ପାଇଁ ଏରସ କାଠ ରେ ଏକ ସକ୍ସ୍ଟନ୍ଦର ଗୃହ ନିର୍ମାଣ କରିବାକୁ କହି ନାହିଁ।'"
8
"ତେଣୁ ଏବେ ତୁମ୍ଭେ ମାେ ଦାସ ଦାଉଦକକ୍ସ୍ଟ ଏପରି କକ୍ସ୍ଟହ, 'ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମିଁ ତୁମ୍ଭମାନଙ୍କୁ ଆଣିଲି। ଯେତବେେଳେ ତୁମ୍ଭମାନେେ ଗ୍ଭରଣ ଭୂମିରେ ମଷେପଲଗକ୍ସ୍ଟଡିକ ପଛ ରେ ଅନକ୍ସ୍ଟସରଣ କରୁଥିଲ। ମୁ ତୁମ୍ଭମାନଙ୍କୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନଇେ ଆସିଲି।"
9
"ଏହାପରେ ତୁମ୍ଭେ ଯେଉଁ ସ୍ଥାନକକ୍ସ୍ଟ ଗଲ, ମୁ ତୁମ୍ଭର ସହିତ ଗଲି ଓ ତୁମ୍ଭର ସମସ୍ତ ଶତୃମାନଙ୍କୁ ଧ୍ବଂସ କଲି ଏବଂ ମୁ ତୁମ୍ଭକୁ ପୃଥିବୀର ବିଖ୍ଯାତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ କରିବି।"
10
"ମୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସଠାେରେ ସମାନଙ୍କେୁ ସ୍ଥାପିତ କଲି। ଏବଂ ସମାନଙ୍କେୁ ଗୋଟିଏ ସ୍ଥାନରକ୍ସ୍ଟ ଅନ୍ୟ ଗୋଟିଏ ସ୍ଥାନକକ୍ସ୍ଟ ୟିବାକକ୍ସ୍ଟ ପଡିବ ନାହିଁ। ପୂର୍ବରକ୍ସ୍ଟ ମୁ ବିଗ୍ଭରକଗଣଙ୍କକ୍ସ୍ଟ ପଠାଇ ଅଛି। ଅତୀତ ରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସକ୍ସ୍ଟବିଧା ରେ ପକାଉଥିଲେ, କିନ୍ତୁ ତାହା ଆଉ କବେେ ହବେନାହିଁ।"
11
"ପରମେଶ୍ବର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କଠାରକ୍ସ୍ଟ ଆଶ୍ବସ୍ତି କରିବେ। ଆଉ ସଦାପ୍ରଭୁ କହନ୍ତି, ସେ ତୁମ୍ଭମାନଙ୍କ ବଂଶରକ୍ସ୍ଟ ଓ ପରିବାରରକ୍ସ୍ଟ ରାଜାଗଣ କରିବେ"
12
"ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।"
13
"ସେ ମାେ ନାମ ରେ ଏକ ମନ୍ଦିର ନିର୍ମାଣ କରିବ। ଏବଂ ମୁ ତା'ର ରାଜ୍ଯକକ୍ସ୍ଟ ଚିରଦିନ ପାଇଁ ଶକ୍ତିଶାଳୀ କରିବି।"
14
"ମୁ ତା'ର ପିତା ହବେି ଓ ସେ ମାରେ ପକ୍ସ୍ଟତ୍ର ହବେ। ଯେତବେେଳେ ସେ ପାପ କରେ ମୁ ତାକକ୍ସ୍ଟ ଦଣ୍ତ ଦବେି, ଯେପରି ଲୋକମାନେ ସମାନଙ୍କେର ପକ୍ସ୍ଟତ୍ରମାନଙ୍କୁ ଦଣ୍ତ ଦିଅନ୍ତି।"
15
"ମୁ କବେେ ତା' ପ୍ରତି ମାରେ କରୁଣା ଓ ପ୍ ରମେ ବନ୍ଦ କରିବି ନାହିଁ। ମୁ ଶାଉଲଠାରକ୍ସ୍ଟ ମାରେ ପ୍ ରମେ ଓ କରୁଣା କଲି, କିନ୍ତୁ ମୁ ତୁମ୍ଭକୁ ସପରେି କରିବି ନାହିଁ।"
16
"ତକ୍ସ୍ଟମ୍ଭ ପରିବାର ଓ ତକ୍ସ୍ଟମ୍ଭ ରାଜତ୍ବ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଅନନ୍ତକାଳ ସ୍ଥିରିକୃତ ହବେ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ହବେ।"
17
"ନାଥନ ଏ ସମସ୍ତ ବାକ୍ଯ ଦର୍ଶନ ଅନକ୍ସ୍ଟସା ରେ ସେ ପରମେଶ୍ବରଙ୍କର ବାକ୍ଯଗକ୍ସ୍ଟଡିକ ଅନକ୍ସ୍ଟସା ରେ ଦାଉଦଙ୍କକ୍ସ୍ଟ କହିଲେ।"
18
"ଦାଉଦ କହିଲା, ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ, କାହିଁକି ମୁ ତକ୍ସ୍ଟମ୍ଭ ପକ୍ଷ ରେ ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ? କାହିଁକି ମାରେପରିବାର ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ? କାହିଁକି ମାେତେ ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ କରିଛ?"
19
"ସଦାପ୍ରଭୁ ମାରେ ମୂନିବ, କବଳେ ମୁ ଜଣେ ତୁମ୍ଭର ସବେକ। ତଥାପି ତୁମ୍ଭେ ମାରେ ଭବିଷ୍ଯତ ବଂଶଧର ପ୍ରତି ଏହି ସହାନକ୍ସ୍ଟଭକ୍ସ୍ଟତି ବାକ୍ଯ କହିଲ। ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କକ୍ସ୍ଟହନାହଁ। କକ୍ସ୍ଟହ କି?"
20
"ଏଣୁ ଦାଉଦ ତୁମ୍ଭକୁ ଆଉ କ'ଣ କହିପା ରେ? କାରଣ ହେ ପ୍ରଭକ୍ସ୍ଟ, ତୁମ୍ଭେ ଆପଣା ଦାସକକ୍ସ୍ଟ ଜାଣକ୍ସ୍ଟ ଅଛ।"
21
"ତୁମ୍ଭେ ତୁମ୍ଭର ସବେକ ପାଇଁ ଏହିସବୁ ମହାନ କାର୍ୟ୍ଯ କରିବ କାରଣ ତୁମ୍ଭେ ତାହା କରିବା ପାଇଁ ଇଚ୍ଛା ଓ ପ୍ରତିଜ୍ଞା କରିଅଛ। ଏବଂ ତୁମ୍ଭେ ଏହି ବିଷଯ ଜାଣିବା ନିମନ୍ତେ ମାେତେ ନିର୍ଦ୍ଧାରଣ କରିଅଛ।"
22
"ହେ! ପରମେଶ୍ବର, ତୁମ୍ଭେ ମହାନ। ତକ୍ସ୍ଟମ୍ଭପରି ଅନ୍ୟ କହେି ନକ୍ସ୍ଟ ହେଁ। ତକ୍ସ୍ଟମ୍ଭ ବ୍ଯତୀତ ଅନ୍ୟ ପରମେଶ୍ବର କହେି ନକ୍ସ୍ଟହଁନ୍ତି। ଆମ୍ଭେ ତାହା ଜାଣକ୍ସ୍ଟ, ଯେ ହତେକ୍ସ୍ଟ ଆମ୍ଭମାନେେ ତୁମ୍ଭର କାର୍ୟ୍ଯକଳାପ ବିଷଯ ରେ ଶକ୍ସ୍ଟଣିଅଛକ୍ସ୍ଟ।"
23
"ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସମାନେେ ଗୋଟିଏ ବିଶଷେ ଲୋକ ଅଟନ୍ତି। ସଦାପ୍ରଭୁ ସମାନଙ୍କେୁ ମିଶରର ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରି ଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସମାନଙ୍କେ ପାଇଁ ମହତ କର୍ମ ଓ ତକ୍ସ୍ଟମ୍ଭ ଦେଶ ପାଇଁ ଆଶ୍ଚର୍ୟ୍ଯ କର୍ମ କରନ୍ତି।"
24
"ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ଚିରଦିନ ପାଇଁ ତୁମ୍ଭର ନିଜର ଲୋକ କଲ ଏବଂ ତୁମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ହାଇେଅଛ।"
25
" ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ତୁମ୍ଭର ଦାସ ବିଷଯ ରେ ଓ ତାହାର ପରିବାର ବିଷଯ ରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମାରେ ପରିବାରକକ୍ସ୍ଟ ଗୋଟିଏ ରାଜ ବଂଶ ରେ ପ୍ରତିଷ୍ଠା କର।"
26
"'ତା' ହେଲ ତୁମ୍ଭର ନାମ ଚିରଦିନ ପାଇଁ ସମ୍ମାନିତ ହବେ। ଲୋକମାନେ କହିବେ, ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲ ରେ ଶାସନ କରନ୍ତି। ଏବଂ ତୁମ୍ଭର ସବେକ ଦାଉଦର ବଂଶଧର ତୁମ୍ଭର ସବୋ କରିବା ରେ ଶକ୍ତିଶାଳୀ ହକ୍ସ୍ଟଅନ୍ତକ୍ସ୍ଟ।'"
27
"ତକ୍ସ୍ଟମ୍ଭ ସକାେଶ, ସର୍ବଶକ୍ତିମାନ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ଏହା ମାେତେ ପ୍ରକାଶ କରିଛନ୍ତି। ତୁମ୍ଭେ କହିଲ, 'ମୁ ତୁମ୍ଭର ପରିବାରକକ୍ସ୍ଟ ମହାନ କରିବି।' ସେଥିପାଇଁ ମୁ ତୁମ୍ଭର ସବେକ, ଏହି ପ୍ରାର୍ଥନା କରିବାକୁ ତୁମ୍ଭକୁ ପ୍ରାର୍ଥନା କରୁଅଛି।"
28
"ହେ ସଦାପ୍ରଭୁ! ମାରେପ୍ରଭକ୍ସ୍ଟ, ତୁମ୍ଭେ ହେଉଛ ପରମେଶ୍ବର ଓ ଆପଣଙ୍କର ବାକ୍ଯ ସତ୍ଯ। ପକ୍ସ୍ଟଣି ନିଜେ ଆପଣ ନିଜର ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ।"
29
"ବର୍ତ୍ତମାନ, ମାରେ ପରିବାରକକ୍ସ୍ଟ ଆଶୀର୍ବାଦ କର। ପରମେଶ୍ବର, ସମାନେେ ତୁମ୍ଭର ଚିରଦିନ ସବୋ କରିବା ପାଇଁ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଛିଡା ହବୋ ପାଇଁ ସକ୍ସ୍ଟୟୋଗ ଦିଅନ୍ତକ୍ସ୍ଟ। ହେ ସଦାପ୍ରଭୁ! ମାରେପ୍ରଭକ୍ସ୍ଟ, ତୁମ୍ଭେ ଏହିସବୁ କହିଅଛ। ତୁମ୍ଭେ ମାରେ ପରିବାରକକ୍ସ୍ଟ ଆଶୀର୍ବାଦ କଲ, ତାହା ଚିରଦିନ ପାଇଁ ରହକ୍ସ୍ଟ।"
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24