bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Acts 17
Acts 17
Odia - 1840
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 18 →
1
"ପାଉଲ ଓ ଶୀଲା ଆଂଫିପଲ ଓ ଆପଲ୍ଲୋନିଆ ନଗର ଦଇେ ଥସେଲନୀକୀ ନଗର ରେ ପହନ୍ଚିଲେ। ସଠାେରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା।"
2
"ପାଉଲ ସମାନଙ୍କେ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ୟ୍ଯନ୍ତ ସମାନଙ୍କେ ସହିତ ଶାସ୍ତ୍ର ଆଲୋଚନା କଲେ।"
3
"ସେ ପବିତ୍ର ବାକ୍ଯ ବୁଝଇେଲେ ଓ ସମାନଙ୍କେୁ ପ୍ରମାଣ ଦଇେ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ଯୁରୁ ପୁନର୍ଜୀବିତ ହବୋର ଆବଶ୍ଯକତା ଥିଲା। ପାଉଲ କହିଲେ, ଏହି ଯୀଶୁ, ଯାହାଙ୍କ ବିଷୟ ରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚ଼ାର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।"
4
"ସମାନଙ୍କେ ମଧ୍ଯରୁ କେତକେ ଲୋକ ପରିବର୍ତ୍ତିତ ହେଲ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ଯ ପରମେଶ୍ବରଙ୍କୁ ପୂଜା କରୁଥିବା ଅନକେ ଗ୍ରୀକ୍ ଲୋକ ଓ ଅନକେ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ଯ ସମାନଙ୍କେ ସହିତ ୟୋଗ ଦେଲେ।"
5
"କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।"
6
"ସମାନେେ ତାହାଙ୍କୁ ନ ପାଇ ଯାସୋନ ଓ କେତକେ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସମାନେେ ପାଟି କରି କହିଲେ, ଏହି ଲୋକମାନେ ସାରା ଜଗତ ରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସମାନେେ ବର୍ତ୍ତମାନ ଏଠାକୁ ମଧ୍ଯ ଆସିଲଣେି।"
7
"ଯାସୋନ ସହେିମାନଙ୍କୁ ଆଣି ନିଜ ଘ ରେ ରଖିଛି। ଯୀଶୁ ନାମ ରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସମାନେେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚ଼ରଣ କରୁଛନ୍ତି।"
8
"ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସମାନଙ୍କେ କଥା ଶୁଣି ବିଚ଼ଳିତ ହାଇପେଡ଼ିଲେ।"
9
"ପରେ ସମାନେେ ଯାସୋନ ଓ ଅନ୍ୟମାନଙ୍କ ଠାରୁ ଜାମିନ ନଇେ ଛାଡ଼ି ଦେଲେ।"
10
"ପାଉଲ ଓ ଶୀଲାଙ୍କୁ ଭାଇମାନେ ସହେି ରାତି ରେ ସାଙ୍ଗେ ସାଙ୍ଗେ ବରଯୋ ନଗରକୁ ପଠାଇ ଦେଲେ। ସମାନେେ ସଠାେରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।"
11
"ସଠାେରେ ଲୋକମାନେ ଥସେଲନୀକୀୟ ଲୋକମାନଙ୍କ ଅପେକ୍ଷା ବେଶି ଭଦ୍ର ଓ ଉତ୍ତମ ଥିଲେ। ସମାନେେ ପାଉଲ ଓ ଶୀଲାଙ୍କର କଥା ଅତି ଉତ୍ସୁକତାର ସହ ଶୁଣିଲେ। ସମାନଙ୍କେର କଥା ସତ୍ଯ ନା ମିଥ୍ଯା, ଏହି କଥା ଜାଣିବା ପାଇଁ ସମାନେେ ପ୍ରତିଦିନ ଶାସ୍ତ୍ର ପରୀକ୍ଷା କରି ଦେଖିଲେ।"
12
"ଅତଏବ, ଅନକେ ଯିହୂଦୀୟ ଲୋକ ବିଶ୍ବାସ କଲେ। ଅନକେ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ଯ ବିଶ୍ବାସ କଲେ।"
13
"ଥସେଲନୀକୀୟ ଯିହୂଦୀୟମାନେ ବରଯୋ ନଗର ରେ ପାଉଲ ପରମେଶ୍ବରଙ୍କର ବାକ୍ଯ ପ୍ରଚ଼ାର କରୁଛନ୍ତି ବୋଲି ଜାଣିପାରିଲେ। ତେଣୁ ସମାନେେ ସଠାେକୁ ଆସି ଆନ୍ ଦୋଳନ କରି ଲୋକ ସମୂହକୁ ମତଇେଲେ।"
14
"ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇ ଦେଲେ, କିନ୍ତୁ ଶୀଲା ଓ ତୀମଥି ସଠାେରେ ରହିଲେ।"
15
"ଯେଉଁମାନେ ପାଉଲଙ୍କୁ ସାଙ୍ଗ ରେ ନଇେ ଯାଇଥିଲେ ସମାନେେ ତାହାଙ୍କୁ ଆଥୀନୀ ନଗର ପର୍ୟ୍ଯନ୍ତ ପହଞ୍ଚାଇ ଦେଲେ। ପାଉଲ ସମାନଙ୍କେ ଦ୍ବାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା'ପରେ ସମାନେେ ଫରେି ଗଲେ।"
16
"ପାଉଲ ଆଥୀନୀ ନଗର ରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥାଆନ୍ତି। ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହାଇେଥିବାର ଦେଖି ସେ ହୃଦୟ ରେ ଅତି ମାତ୍ରା ରେ ବିବ୍ରତ ହାଇେ ପଡ଼ିଲେ।"
17
"ତେଣୁ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ।"
18
"ତେଣୁ କେତକେ ଏପିକୂରୀୟ ଓ ସ୍ତୋଯିକ ଦାର୍ଶନିକମାନେ ତାହାଙ୍କ ସହିତ ୟୁକ୍ତିତର୍କ କଲେ।"
19
"ସମାନେେ ପାଉଲଙ୍କୁ ଆରୟପାଗ ସଭା ପାଖକୁ ନଇଗେଲେ। ସମାନେେ ତାହାଙ୍କୁ ପଚ଼ାରିଲେ, ତୁମ୍ଭେ ଉପଦେଶ ଦେଉଥିବା ଏହି ନୂଆ ଶିକ୍ଷା କ'ଣ, ତାହା ଆମ୍ଭେ ଜାଣି ପାରିବୁ କି?"
20
"ତୁମ୍ଭେ ଆମ୍ଭ ନିକଟରେ କେତକେ ଅଦ୍ଦ୍ଭୂତ ବିଚ଼ାରମାନ ଉପସ୍ଥାପିତ କରୁଛ ଓ ଆମ୍ଭମାନେେ ସଗେୁଡ଼ିକ କ'ଣ ତାହା ଜାଣିବାକୁ ଚ଼ାହୁଁ।"
21
"ଆଥୀନୀୟ ବାସିନ୍ଦାମାନେ ଓ ସଠାେରେ ରହୁଥିବା ବିଦେଶୀ ଲୋକମାନେ କିଛି କାର୍ୟ୍ଯ ନକରି କବଳେ ନୂତନ ବିଷୟମାନ ଶୁଣିବା ରେ ଓ କଥା କହିବା ରେ ସମୟ କାଟୁଥିଲେ।"
22
"ପାଉଲ ଆରୟପାଗ ସଭାର ସାମନା ରେ ଠିଆ ହାଇେ କହିଲେ, ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭମାନେେ ସବୁ ବିଷୟ ରେ ଅତି ଧାର୍ମିକ।"
23
"ମୁଁ ନଗରର ଚ଼ାରିପାଖ ରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବଦେୀ ଦେଖିଲି ଯାହା ଉପରେ ଲଖାେଥିଲା, 'ଏକ ଈଶ୍ବର ଯାହାଙ୍କୁ ଆମ୍ଭେ ଜାଣିନାହୁଁ।' ତେଣୁ ତୁମ୍ଭମାନେେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗ ରେ ପ୍ରଚ଼ାର କରୁଛି।"
24
"ପରମେଶ୍ବର ଓ ପୃଥିବୀ ରେ ଓ ଏଥି ରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ବର୍ଗ ଓ ପୃଥିବୀର ପ୍ରଭୁ ହାଇେ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ।"
25
"ସେ ପରମେଶ୍ବର ଜୀବନ ଓ ପ୍ରାଣବାଯୁ ପ୍ରଦାନ କରନ୍ତି। ସେ ମନୁଷ୍ଯମାନଙ୍କର ସାହାୟ୍ଯ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ।"
26
"ପରମେଶ୍ବର ଗୋଟିଏ ମନୁଷ୍ଯଠାରୁ ସମୁଦାୟ ମନୁଷ୍ଯ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସମାନେେ ପୃଥିବୀର ସର୍ବତ୍ର ରଖନ୍ତି। ସେ ସମାନଙ୍କେ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ଯ ସ୍ଥିର କରିଛନ୍ତି,"
27
"ଯେପରି ସମାନେେ ପରମେଶ୍ବରଙ୍କୁ ଖାଜେି ପାଇ ପାରିବେ। ସମାନେେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରିପାରନ୍ତି ୟଦ୍ଯପି ସେ ଆମ୍ଭମାନଙ୍କ ମଧ୍ଯରୁ କାହାରିଠାରୁ ହୂର ରେ ନାହାଁନ୍ତି।"
28
"'କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠା ରେ ଆମ୍ଭର ଅସ୍ତିତ୍ବ ଅଛି।'"
29
"ଯେ ହତେୁ ଆମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ ତେଣୁ ଆମ୍ଭମାନେେ ପରମେଶ୍ବରଙ୍କୁ ମନୁଷ୍ଯର କୌଶଳ ଓ କଳ୍ପନା ରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ଯ ଭାବିବା ନାହିଁ।"
30
"ପୂର୍ବରୁ ପରମେଶ୍ବର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫରେିଆସିବା ପାଇଁ ଆଦେଶ ଦିଅନ୍ତି।"
31
"ସେ ଜଣଙ୍କୁ ନ୍ଯାୟ ବିଚ଼ାର ପାଇଁ ନିୟୁକ୍ତି ଦଇେଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସହେି ସମଗ୍ର ବିଶ୍ବକୁ ତାହାଙ୍କ ଦ୍ବାରା ନ୍ଯାୟ ସହିତ ବିଚ଼ାର କରିବେ। ସେ ପ୍ରେତ୍ୟକକଙ୍କ ଆଗ ରେ ଯୀଶୁଙ୍କର ମୃତ୍ଯୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦଇେଛନ୍ତି।"
32
"ଯେତବେେଳେ ସମାନେେ ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହାଇେଥିବା ବିଷୟ ରେ ଶୁଣିଲେ, ସମାନଙ୍କେ ଭିତରୁ କେତଜେଣ ତାହାଙ୍କୁ ଉପହାସ କଲେ। ଆଉ କେତକେ କହିଲେ, ଆମ୍ଭେ ପରେ ଏ ବିଷୟ ରେ ତୁମ୍ଭଠାରୁ ଶୁଣିବୁ।"
33
"ତେଣୁ ପାଉଲ ସମାନଙ୍କେୁ ଛାଡ଼ି ଚ଼ାଲିଗଲେ।"
34
"କେତକେ ଲୋକ ପାଉଲଙ୍କ ସହିତ ୟୋଗଦାନ କଲେ ଓ ବିଶ୍ବାସ କଲେ। ସମାନଙ୍କେ ଭିତ ରେ ଆରୟପାଗୀୟ ସଭାର ସଦସ୍ଯ ଦିୟନୁସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀ ଲୋକ ଓ ଅନ୍ୟମାନେ ମଧ୍ଯ ଥିଲେ।"
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28