bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Acts 21
Acts 21
Odia - 1840
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 22 →
1
"ଆମ୍ଭମାନେେ ସମାନଙ୍କେଠାରୁ ବିଦାୟ ନଲେୁ। ତା'ପରେ ଆମ୍ଭେ ସିଧା କୋସ୍ ଉପଦ୍ବୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସଠାରୁେ ରୋଦା ଉପଦ୍ବୀପକୁ ଆସିଲୁ। ପୁଣି ସଠାରୁେ ଆମ୍ଭେ ପାତାରା ରେ ପହଞ୍ଚିଲୁ।"
2
"ପାତାରା ରେ ଫୈନିକୀଆକୁ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେ ସେଥି ରେ ଚ଼ଢ଼ିଲୁ ଓ ଯାତ୍ରା କଲୁ।"
3
"ଆମ୍ଭେ ଯାଇ କୁପ୍ର ଉପଦ୍ବୀପ ପାଖ ରେ ପହଞ୍ଚି ତାର ବାମ ପଟେ ସୁରିଆକୁ ଯାତ୍ରା କଲୁ। ଆମ୍ଭେ ସୋର ନଗର ରେ ଓହ୍ଲଇେଲୁ, କାରଣ ସଠାେରେ ଜାହାଜରୁ ମାଲ ଖଲାସ କରିବାକୁ ଥିଲା।"
4
"ଆମ୍ଭେ ସଠାେରେ ଯୀଶୁଙ୍କର କେତକେ ଶିଷ୍ଯମାନଙ୍କୁ ଦେଖିଲୁ। ସମାନଙ୍କେ ସହିତ ସାତ ଦିନ ପର୍ୟ୍ଯନ୍ତ ରହିଲୁ। ସମାନେେ ପବିତ୍ର ଆତ୍ମାଙ୍କ ଦ୍ବାରା ପାଉଲଙ୍କୁ ୟିରୁଶାଲମ ନୟିବା ପାଇଁ ଚେ଼ତାବନୀ ଦେଲେ।"
5
"ସମୟ ପୁରିଗଲା ପରେ ଆମ୍ଭେ ସଠାରୁେ ବିଦାୟ ନଲେୁ। ସେତବେେଳେ ସମାନେେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ୟ୍ଯନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳ ରେ ଆଣ୍ଠୁମାଡି ପାର୍ଥନା କଲୁ।"
6
"ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନଇେ ଜାହାଜ ରେ ଚ଼ଢ଼ିଲୁ। ଶିଷ୍ଯମାନେ ନିଜ ନିଜ ଘରକୁ ଫରେିଗଲେ।"
7
"ସୋର ନଗରରୁ ଆମ୍ଭେ ଆମ୍ଭର ଯାତ୍ରା ଆରମ୍ଭ ଯାତ୍ରା ଆରମ୍ଭ କଲୁ ଓ ପତଲମାଇ ରେ ପହଞ୍ଚିଲୁ। ସଠାେରେ ଭାଇମାନଙ୍କୁ ଅଭିନନ୍ଦନ ଜଣଇେ ସମାନଙ୍କେ ସହିତ ଗୋଟିଏ ଦିନ ରହିଲୁ।"
8
"ଆମ୍ଭେ ତହିଁ ଆରଦିନ କାଇସରୀଆ ନଗର ରେ ପହଞ୍ଚିଲୁ। ତା'ପରେ ଆମ୍ଭେ ସୁସମାଚ଼ାର ପ୍ରଚ଼ାରକ ଫିଲିପ୍ପଙ୍କ ଘ ରେ ପ୍ରବେଶ କଲୁ। ସେ ସାତ ଜଣ ବିଶଷେ ସବେକମାନଙ୍କ ମଧ୍ଯରୁ ଜଣେ ଥିଲେ। ଆମ୍ଭମାନେେ ତାହାଙ୍କ ସହିତ ରହିଲୁ।"
9
"ତାହାଙ୍କର ଚ଼ା ରୋଟି ଅବିବାହିତା ଝିଅ ଥିଲେ। ସମାନେେ ଭାବବାଦିନୀ ଥିଲେ।"
10
"ସଠାେରେ ଆମ୍ଭେ ବହୁତ ଦିନ ରହିଲା ପରେ ୟିହୂଦା ଦେଶରୁ ଆଗାବ ନାମ ରେ ଜଣେ ଭବିଷ୍ଯଦ୍ବକ୍ତା ଆସି ପହନ୍ଚିଲେ।"
11
"ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନଇେ ନିଜ ହାତ ଗୋଡ ବାନ୍ଧି ପକାଇଲେ ଓ କହିଲେ, ପବିତ୍ର ଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, 'ତାହାଙ୍କୁ ୟିରୁଶାଲମ ରେ ଯିହୂଦୀମାନେ ଏହିପରି ବାନ୍ଧି ପକାଇବେ। ସମାନେେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତ ରେ ସମର୍ପଣ କରିବେ।'"
12
"ଆମ୍ଭମାନେେ ଓ ଅନ୍ୟ ବିଶ୍ବାସୀମାନେ ଏହି କଥା ଶୁଣି ପାଉଲଙ୍କୁ ୟିରୂଶାଲମ ନୟିବା ପାଇଁ ବହୂତ ଅନୁ ରୋଧ କଲୁ।"
13
"କିନ୍ତୁ ପାଉଲ କହିଲେ, ତୁମ୍ଭମାନେେ କାହିଁକି କାନ୍ଦୁଛ? ତୁମ୍ଭମାନେେ କାହିଁକି ଏପରି ମାେତେ ଦୁଃଖିତ କରୁଛ? ୟିରୂଶାଲମ ରେ ମୁଁ ବନ୍ଧା ହବୋ ପାଇଁ ଯେ କବଳେ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମ ରେ ମରିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି।"
14
"ସେ ଆମ୍ଭ କଥା ରେ ପ୍ରଭାବିତ ନ ହବୋରୁ ଆମ୍ଭମାନେେ ଚୁପ୍ ରହିଲୁ। ଆମ୍ଭେ କହୁଲୁ, ପ୍ରଭୁଙ୍କର ଯାହା ଇଚ୍ଛା, ତାହା ହିଁ ହେଉ।"
15
"ଏହି ସମସ୍ତ ଦିନ ବିତିଗଲା ପରେ ଆମ୍ଭେ ନିଜର ସାମଗ୍ରୀ ପ୍ରସ୍ତୁତ କଲୁ ଓ ୟିରୂଶାଲମ ପାଇଁ ଯାତ୍ରା ଆରମ୍ଭ କଲୁ।"
16
"କାଇସରୀଆ ରେ ଥିବା ଯୀଶୁଙ୍କ କେତକେ ଶିଷ୍ଯ ଆମ୍ଭ ସହିତ ଆସିଲେ। ସମାନେେ ଆମ୍ଭକୁ କୁପ୍ର ଉପଦ୍ବୀପର ମନାସୋନ (ୟିଏ କି ଯୀଶୁଙ୍କ ପ୍ରଥମ ଶିଷ୍ଯମାନଙ୍କ ମଧିଅରେ ଜଣେ) ନାମକ ଜଣେ ଶିଷ୍ଯଙ୍କ ଘରକୁ ନଇଗେଲେ। ସଠାେରେ ଆମ୍ଭେ ରାତି କଟାଇବା କଥା ଥିଲା।"
17
"ଆମ୍ଭମାନେେ ୟିରୂଶାଲମ ରେ ପହଞ୍ଚିବା ମାତ୍ ରେ ଆମ୍ଭକୁ ଭାଇମାନେ ଖୁସି ରେ ସ୍ବାଗତ ଜଣାଇଲେ।"
18
"ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗ ରେ ଯାକୁବଙ୍କୁ ଭଟେିବାକୁ ଗଲେ। ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସଠାେରେ ଉପସ୍ଥିତ ଥିଲେ।"
19
"ପାଉଲ ସମାନଙ୍କେୁ ଅଭିନନ୍ଦନ ଜଣାଇଲେ। ପରମେଶ୍ବର ତାହାଙ୍କ ସବୋକାର୍ୟ୍ଯ ମାଧ୍ଯମ ରେ ଅଣଯିହୂଦୀମାନଙ୍କ ମଧିଅରେ ଯେଉଁ ସବୁ କାର୍ୟ୍ଯ କରିଛନ୍ତି, ସେସବୁ ସେ ସମାନଙ୍କେୁ ଗୋଟି ଗୋଟି କରି କହିଲେ।"
20
"ସମାନେେ ଏହା ଶୁଣି ପରମେଶ୍ବରଙ୍କର ପ୍ରଶଂସା କଲେ। ସମାନେେ ପାଉଲଙ୍କୁ କହିଲେ, ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ବାସୀ ହାଇେ ଅଛନ୍ତି। କିନ୍ତୁ ସମାନେେ ମନେ କରନ୍ତି ଯେ, ବ୍ଯବସ୍ଥା ପାଳନ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।"
21
"ସମାନେେ ତୁମ୍ଭ ବିଷୟ ରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶ ରେ ରହୁଥିବା ଯିହୂଦୀମାନଙ୍କୁ, ମାଶାଙ୍କେର ବ୍ଯବସ୍ଥା ତ୍ଯାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସମାନଙ୍କେୁ ସମାନଙ୍କେର ପିଲାମାନଙ୍କର ସନ୍ନତ ନ କରିବାପାଇଁ ଓ ୟିହୁଦୀ ରୀତିନୀତି ଗୁଡିକୁ ନ ମାନିବା ପାଇଁ ଶିକ୍ଷା ଦଇେଛ।"
22
"ତେଣୁ ଆମ୍ଭକୁ କ'ଣ କରିବା ଉଚ଼ିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସମାନେେ ନିଶ୍ଚୟ ଶୁଣିବାକୁ ପାଇବେ।"
23
"ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖ ରେ ପରମେଶ୍ବରଙ୍କ ଠା ରେ ମାନତ କରିଥିବାର ଚ଼ାରି ଜଣ ଲୋକ ଅଛନ୍ତି।"
24
"ମ୍ଭେ ସମାନଙ୍କେୁ ସାଙ୍ଗ ରେ ନଇେ ସମାନଙ୍କେ ସହିତ ଆପଣାକୁ ଶୁଚି କରି ଓ ତୁମ୍ଭେ ସମାନଙ୍କେର ମୁଣ୍ଡ ଲଣ୍ଡା ହବୋପାଇଁ ଖର୍ଚ୍ଚ ଦିଅ। ଏହା ଦ୍ବାରା ସମସ୍ତେ ଭାବିବେ ଯେ, ସମାନେେ ତୁମ୍ଭ ବିଷୟ ରେ ଯାହା ସବୁ ଶୁଣିଛନ୍ତି ତାହା ମିଥ୍ଯା। ସମାନେେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନ ରେ ମାଶାଙ୍କେ ବ୍ଯବସ୍ଥା ମାନି ଚ଼ଳୁଛ।"
25
"ଆମ୍ଭେ ଅଣଯିହୂଦୀ ବିଶ୍ବାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସମାନଙ୍କେୁ ଲେଖିସାରିଛୁ:"
26
"ତେଣୁ ପାଉଲ ତହିଁ ଆରଦିନ ସହେି ଚ଼ାରିଜଣ ଲୋକଙ୍କୁ ସାଙ୍ଗ ରେ ନଇେ ଆପଣାକୁ ଶୁଚ଼ି କଲେ। ତା'ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିଯା ସମାରୋହର ଦିନ ପୁରି ୟିବ ଓ ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକଙ୍କ ପାଇଁ ଦାନ ଦିଆୟିବ, ସହେି ବିଷୟ ରେ ଘୋଷଣା କଲେ।"
27
"ସାତଦିନ ପୁରି ୟିବା ଦିନ ଏସିଆର କେତକେ ଯିହୂଦୀମାନେ ତାହାଙ୍କୁ ମନ୍ଦିର ରେ ଦେଖିଲେ। ସମାନେେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧ ରେ ଉତ୍ତଜେିତ କଲେ ଓ ତାହାଙ୍କୁ ଧରି ପକଇେଲେ।"
28
"ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।"
29
"ସମାନେେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସମାନେେ ଅନୁମାନ କରି ନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।"
30
"ପୁରା ନଗରଟା ରେ ଉତ୍ତଜେନା ସୃଷ୍ଟି ହାଇଗେଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନଇେ ଗଲେ। ସଙ୍ଗେ ସଙ୍ଗେ ଦ୍ବାର ଗୁଡ଼ିକ ବନ୍ଦ ହାଇଗେଲା।"
31
"ଲୋକମାନେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚେ଼ଷ୍ଟା କରୁଥିବା ସମୟରେ ରୋମୀୟ ସନୋପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ୟିରୂଶାଲମ ରେ ଉତ୍ତଜେନା ଖଳେି ଯାଇଛି।"
32
"ସେ ସଙ୍ଗେ ସଙ୍ଗେ କେତକେ ସୈନ୍ଯ ଓ ଅଧିକାରୀମାନଙ୍କ ସହିତ ଆସି ପହନ୍ଚିଲେ। ସେ ପାଉଲଙ୍କୁ ହତ୍ଯା କରିବାକୁ ଉଦ୍ଯମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସମାନେେ ସନୋପତି ଓ ସୈନ୍ଯସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।"
33
"ତା'ପରେ ସନୋପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳି ରେ ବାନ୍ଧି ଦବୋ ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ'ଣ କରିଛନ୍ତି ବୋଲି ସନୋପତି ପଚ଼ାରିଲେ।"
34
"ଲୋକ ଗହଳି ଭିତରୁ ଲୋକେ ଚ଼ିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସନୋପତି ଏପରି କୋଳାହଳ ଦେଖି କାହାର କଥା ସତ୍ଯ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ଯ ନିବାସକୁ ନଇେ ୟିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପେଛ ପେଛ ଚ଼ିତ୍କାର କରି ଯାଉଥିଲେ।"
35
"ଲୋକମାନେ ଅତ୍ଯନ୍ତ ହିଂସ୍ରକ ହାଇେ ଉଠିବାରୁ ପାହାଚ଼ ନିକଟରେ ସୈନିକମାନେ ପାଉଲଙ୍କୁ ଟକେି ନଇଗେଲେ।"
36
"ତଥାପି ଲୋକସମୂହ ତାହାଙ୍କ ପଛ ରେ ଯାଉ ଯାଉ ପାଟି କଲେ, ତାହାଙ୍କୁ ହତ୍ଯାକର।"
37
"ସନୋନିବାସକୁ ନବୋ ସମୟରେ ସନୋପତିଙ୍କୁ ପାଉଲ ପଚ଼ାରିଲେ, ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?"
38
"ତବେେ ତୁମ୍ଭେ କ'ଣ ସେ ମିଶରୀୟ ଲୋକ ନୁହଁ, ୟିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧ ରେ ବିଦ୍ରୋହ କରିଥିଲା ଓ ଚ଼ାରି ହଜାର ଆତଙ୍କବାଦୀଙ୍କୁ ନଇେ ମରୁଭୂମିକୁ ଚ଼ାଲିଯାଇଥିଲା।"
39
"ପାଉଲ କହିଲେ, ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଚ଼ାହୁଁଛି।"
40
"ପାଉଲ ସନୋପତିଙ୍କଠାରୁ ଅନୁମତି ପାଇ ପାହାଚ଼ ଉପରେ ଠିଆ ହାଇଗେଲେ। ସେ ଲୋକମାନଙ୍କୁ ହାତ ରେ ସଙ୍କତେ କରିବା ହତେୁ ସମସ୍ତେ ଅତି ଶାନ୍ତ ହାଇଗେଲେ। ତା'ପରେ ସେ ଏବ୍ରୀ ଭାଷା ରେ କହିଲେ।"
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28