bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Acts 8
Acts 8
Odia - 1840
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 9 →
1
"ସ୍ତିଫାନଙ୍କ ମୃତ୍ଯୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ।"
2
"କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।"
3
"କିନ୍ତୁ ଶାଉଲ ଘ ରେ ଘ ରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାର ରେ ରଖିଲେ ଓ ମଣ୍ଡଳୀ ଧ୍ବଂସ କରିବା ପାଇଁ ଚେଷ୍ଟା କଲେ।"
4
"ଯେଉଁମାନେ ଛିନ୍ନ ଭିନ୍ନ ହାଇଯୋଇଥିଲେ, ସହେି ଲୋକମାନେ ଚ଼ାରିଆଡ଼େ ଯାଇ ସୁସମାଚ଼ାର କହିଲେ।"
5
"ଫିଲିପ୍ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟ ରେ ସମାନଙ୍କେ ନିକଟରେ ପ୍ରଚ଼ାର କଲେ।"
6
"ସଠାେକାର ଲୋକମାନେ ଫିଲିପ୍ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ବାରା କରାଯାଇଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ ଦେଖି ତାହାଙ୍କ କଥା ରେ ଅଧିକ ମନ ଦେଲେ।"
7
"ବହୁତ ଲୋକଙ୍କ ଭିତ ରେ ଭୂତମାନେ ଥିଲେ। କିନ୍ତୁ ସମାନଙ୍କେୁ ବାହାର କରି ଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ବର ରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ େଛାଟ ଲୋକ ମଧ୍ଯ ଫିଲିପ୍ପଙ୍କ ଦ୍ବାରା ଆରୋଗ୍ୟ ହେଲେ।"
8
"ଏଥି ୟୋଗୁ, ସେ ନଗରର ଲୋକମାନେ ବହୁତ ଖୁସି ହେଲେ।"
9
"ସହେି ନଗର ରେ ଶିମାନେ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସଠାେକୁ ଆସିବା ପୂର୍ବରୁ ଶିମାନେ ଯାଦୁଖଳେ ଦଖାଇେ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦଇେଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।"
10
"ତେଣୁ ସାନ ଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ଶିମାନଙ୍କେ ପ୍ରତି ଧ୍ଯାନ ଦେଲେ। ଲୋକେ କହିଲେ, ଏହି ଲୋକଠା ରେ ପରମେଶ୍ବରଙ୍କ ଶକ୍ତି ଅଛି। ଯାହାକୁ କି 'ମହାନ ଶକ୍ତି' ବୋଲି କୁହାୟାଏ।"
11
"ଶିମାନେ ଲୋକମାନଙ୍କୁ ବହୁତ ସମୟ ପର୍ୟ୍ଯନ୍ତ ଯାଦୁ ବିଦ୍ଯା ରେ ମୁଗ୍ଧ କରିପାରୁଥିବା କଥା ସମସ୍ତେ ଶୁଣିଲେ।"
12
"କିନ୍ତୁ ଯେତବେେଳେ ସମାନେେ ଫିଲିପ୍ପଙ୍କଠାରୁ ପରମେଶ୍ବରଙ୍କ ରାଜ୍ଯ ଓ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତବେେଳେ ସମାନେେ ଫିଲିପ୍ପଙ୍କ କଥା ରେ ବିଶ୍ବାସ କରି ବାପ୍ତିଜିତ ହେଲେ।"
13
"ଶିମାନେ ନିଜେ ମଧ୍ଯ ଏହା ବିଶ୍ବାସ କଲେ ଓ ବାପ୍ତିଜିତ ହାଇେ ଫିଲିପ୍ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ୟ୍ଯପୂର୍ଣ୍ଣ କାର୍ୟ୍ଯ ଓ ଚ଼ିହ୍ନମାନ ଦେଖି ବିସ୍ମିତ ହେଲେ।"
14
"ପ୍ ରରେିତମାନେ ୟିରୂଶାଲମ ରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ବରଙ୍କ ବାକ୍ଯ ଗ୍ରହଣ କରିଛନ୍ତି। ତେଣୁ ସମାନେେ ପିତର ଓ ଯୋହନଙ୍କୁ ସମାନଙ୍କେ ପାଖକୁ ପଠାଇଲେ।"
15
"ପିତର ଓ ଯୋହନ ସଠାେରେ ପହଞ୍ଚି ଶମିରୋଣ ବାସିନ୍ଦାମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରି ପାରିବେ।"
16
"ସମାନେେ କବଳେ ପ୍ରଭୁ ଯୀଶୁଙ୍କ ନାମ ରେ ବାପ୍ତିଜିତ ହାଇେଥିଲେ। କିନ୍ତୁ ସେ ପର୍ୟ୍ଯନ୍ତ କାହା ଉପରେ ପବିତ୍ର ଆତ୍ମା ଅଧିଷ୍ଠିତ ହାଇେ ନଥିଲେ।"
17
"ତା'ପରେ ପ୍ ରରେିତମାନେ ଲୋକମାନଙ୍କ ଉପରେ ନିଜ ହୀତ ରଖିବାରୁ ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ।"
18
"ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,"
19
"ମାେତେ ମଧ୍ଯ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ର ଆତ୍ମା ପାଇପାରିବ।"
20
"ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।"
21
"ପରମେଶ୍ବରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମ ରେ ଭାଗ ନଇେ ପାରିବ ନାହିଁ।"
22
"ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହାଇେ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ବର ତୁମ୍ଭର ହୃଦୟ ରେ ଥିବା ପାପ ଚ଼ିନ୍ତାକୁ କ୍ଷମା କରିପାରନ୍ତି।"
23
"ମୁଁ ଦେଖୁଛି, ତୁମ୍ଭ ମନ ରେ ତିକ୍ତତା ପୁରି ରହିଛ ଓ ପାପ ତୁମ୍ଭ ଉପରେ କତ୍ତୃର୍ତ୍ବ କରୁଛି।"
24
"ଶିମାନେ ଉତ୍ତର ଦଲୋ, ତୁମ୍ଭେ କହିଥିବା କୌଣସି କଥା ଯେପରି ମାେ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁ ହେଁ ମାେ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।"
25
"ପ୍ ରରେିତମାନେ ଶମିରୋଣର ଅନକେ ଗ୍ରାମ ରେ ଶୁଭସମାଚ଼ାର କହି ୟିରୂଶାଲମକୁ ଫରେିଗଲେ। ସମାନେେ ଫରେିବା ସମୟରେ ଶମିରୋଣୀୟମାନଙ୍କର ବହୁତ ଗ୍ରାମ ରେ ସୁସମାଚ଼ାର ପ୍ରଚ଼ାର କଲେ।"
26
"ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଫିଲିପ୍ପଙ୍କୁ କହିଲେ, ପ୍ରସ୍ତୁତ ହୁଅ। ୟିରୁଶାଲମରୁ ମରୁଭୂମି ଦଇେ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସହେି ରାସ୍ତା ରେ ଯାଅ।"
27
"ଫିଲିପ୍ପ ପ୍ରସ୍ତୁତ ହାଇେ ବାହାରିଲେ। ସହେି ରାସ୍ତା ରେ ଜଣେ ନପୁଂସକ ସଙ୍ଗ ରେ ଦଖାେ ହେଲା। ସହେି ନଫୁସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଚ଼ାରୀ ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ଥିଲେ। ନଫୁସକ ଜଣକ ଉପାସନା କରିବା ପାଇଁ ୟିରୂଶାଲମକୁ ଯାଇଥିଲେ।"
28
"ସେ ରଥରେ ବସି ଫରେିବା ସମୟରେ ଭାବବାଦୀ ୟିଶାଇୟଙ୍କର ପୁସ୍ତକରୁ ପଢ଼ୁଥିଲେ।"
29
"ସେତବେେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, ତୁମ୍ଭେ ସେ ରଥ ପାଖକୁ ଯାଇ ସଠାେରେ ରୁହ।"
30
"ଫିଲିପ୍ପ ରଥ ପାଖକୁ ଯାଇ ତାହାଙ୍କୁ ୟିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଚ଼ାରିଲେ, ତୁମ୍ଭେ ଯାହା ପଢ଼ୁଛ, ତାହା କ'ଣ ବୁଝିପାରୁଛ?"
31
"ସେ ନଫୁସକ କହିଲେ, ଯଦି କହେି ଏହା ବୁଝିବାକୁ ସାହାୟ୍ଯ କରିବେ ନାହିଁ, ତବେେ ମୁଁ ଏହା କିପରି ବୁଝିବି? ତେଣୁ ସେ ଫିଲିପ୍ପଙ୍କୁ ରଥରେ ଚ଼ଢ଼ି ନିଜ ପାଖ ରେ ବସିବାପାଇଁ ଅନୁ ରୋଧ କଲେ।"
32
"ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:"
33
"ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା। ଏହି ପୃଥିବୀ ରେ ତାହାଙ୍କର ଜୀବନକାଳ ଶଷେ ହେଲା। କିଏ ତାହାଙ୍କ ବଂଶ ବିଷୟ ରେ କଥାବାର୍ତ୍ତା କରିବ?ୟିଶାଇୟ 53:7-8"
34
"ନଫୁସକ ଫିଲିପ୍ପଙ୍କୁ କହିଲେ, ମାେତେ ଦୟାକରି କୁହ, କାହା ବିଷୟ ରେ ଭବିଷ୍ଯଦ୍ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟ ରେ କହୁଛନ୍ତି ନା ଆଉ କାହା ବିଷୟ ରେ କହୁଛନ୍ତି?"
35
"ତା'ପରେ ଫିଲିପ୍ପ ଶାସ୍ତ୍ରର ସହେି ବାକ୍ଯରୁ ଆରମ୍ଭ କରି ଯୀଶୁଙ୍କର ସୁସମାଚ଼ାର ପର୍ୟ୍ଯନ୍ତ ତାହାଙ୍କୁ କହିଲେ।"
36
"ସମାନେେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗା ରେ ପହନ୍ଚିଲେ, ଓ ନଫୁସକ ଜଣକ କହିଲେ, ଦେଖ, ଏଠା ରେ ତ ଜଳ ଅଛି।"
37
"ଏବେ ମାରେ ବାପ୍ତିଜିତ ହବୋର କିଛି ଅସୁବିଧା ଅଛି କି?"
38
"ତା'ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା'ପରେ ଫିଲିପ୍ପ ଓ ନଫୁସକ ଦୁ ହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ."
39
"ସମାନେେ ଦୁ ହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ନଇଗେଲେ। ନଫୁସକ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ। ସେ ଖୁସି ରେ ତାହାଙ୍କ ବାଟରେ ଚ଼ାଲିଗଲେ।"
40
"କିନ୍ତୁ ଫିଲିପ୍ପ ଅଷ୍ଦୋଦ ନଗର ରେ ଦଖାଦେେଲେ ଓ କାଇସରୀଆ ନଗରକୁ ୟିବା ବାଟରେ ସବୁ ସହର ରେ ଲୋକମାନଙ୍କୁ ସୁସମାଚ଼ାର ପ୍ରଚ଼ାର କରି ଚ଼ାଲିଲେ।"
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28